Shuru
Apke Nagar Ki App…
#ମହିଳା_ସମନ୍ୱୟ_ସୁବର୍ଣ୍ଣପୁର_ଜ଼ିଲ୍ଲାରେ_ବୈଠକ_ଅନୁଷ୍ଠିତ ସୁବର୍ଣ୍ଣପୁର: ମହିଳା ସମନ୍ୱୟ ଓଡ଼ିଶା ପଶ୍ଚିମ ପ୍ରାନ୍ତ ସୁବର୍ଣ୍ଣପୁର ଜିଲ୍ଲା ଶାଖା ପକ୍ଷରୁ ମହିଳା ସମନ୍ୱୟ ବୈଠକ ଅନୁଷ୍ଠିତ #rishitv #Odisha #viralreelsシ #BJP4IND #highlightsシ゚ #highlightseveryone
Ranjan hota
#ମହିଳା_ସମନ୍ୱୟ_ସୁବର୍ଣ୍ଣପୁର_ଜ଼ିଲ୍ଲାରେ_ବୈଠକ_ଅନୁଷ୍ଠିତ ସୁବର୍ଣ୍ଣପୁର: ମହିଳା ସମନ୍ୱୟ ଓଡ଼ିଶା ପଶ୍ଚିମ ପ୍ରାନ୍ତ ସୁବର୍ଣ୍ଣପୁର ଜିଲ୍ଲା ଶାଖା ପକ୍ଷରୁ ମହିଳା ସମନ୍ୱୟ ବୈଠକ ଅନୁଷ୍ଠିତ #rishitv #Odisha #viralreelsシ #BJP4IND #highlightsシ゚ #highlightseveryone
More news from ଓଡ଼ିଶା and nearby areas
- Post by Banaja SAHOO samay Live news repoter1
- Post by Ranjan hota1
- ଅଦ୍ୟ ତା ୦୪/୦୪/୨୦୨୬ ରିଖ ଶନିବାର ଦିନ ବଅଁରପାଳ ବ୍ଲକ ବୁଢାପଙ୍କ ପଞ୍ଚାୟତ ତେନ୍ତୁଳିହତା ଗ୍ରାମରେ ଫାୟାର ଷ୍ଟେସନ ଖେଳ ପଡ଼ିଆରେ ମା ବାଉତୀ କ୍ରିକେଟ କ୍ଳବ ତେନ୍ତୁଳିହତା ତରଫରୁ ପ୍ରଥମ ଥର ପାଇଁ ବାବା ସାହେବ୍ ଆମ୍ବେଦକର କ୍ରିକେଟ ଟୁର୍ଣ୍ଣାମେଣ୍ଟ ଶୁଭାରମ୍ଭ ରେ କାଉଁସିଲ ପରିବାର ତରଫରୁ ଲିଙ୍ଗରାଜ କ୍ଷେତ୍ରର ସମ୍ପାଦକ ସୁବାଷ ଚନ୍ଦ୍ର ନାଏକ ମହୋଦୟ, ଇନଚାର୍ଜ ଧର୍ମେନ୍ଦ୍ର କୁମାର ନାଏକ ମହୋଦୟ, କୋଷାଧ୍ୟକ୍ଷ ହେମନ୍ତ କୁମାର ନାଏକ ମହୋଦୟ ଏବଂ କାର୍ଯକାରୀ ସଭାପତି ଜିଡି ଶୀଳରତ୍ନ ବୋଦ୍ଧି ମହୋଦୟ(𝐌𝐂𝐋) ଉପସ୍ଥିତ ରହି କ୍ଲବ ର ସମସ୍ତ ସଦସ୍ୟ ମାନଙ୍କୁ ସାଧୁବାଦ୍ ଦେବା ସହିତ ଖେଳର ଶୁଭାରମ୍ଭ କରିଥିଲେ। ଜୟ ଭୀମ୍ ! ଜୟ ସମ୍ବିଧାନ !! ଜୟ ବହୁଜନ !!! ଜୟ କାଉଁସିଲ !!!! 🌹🙏🌹🙏🌹🙏1
- Post by ଶଶାଙ୍କ ଶେଖର ସାମଲ1
- ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ନିର୍ବାଚନ ମଣ୍ଡଳୀ ଓଡାପଡା ବ୍ଲକ କୋତମ ଗ୍ରାମରେ ହାତୀ ଆତଙ୍କ ନେଇ ଆଜି ଜିଲ୍ଲା ବନଖଣ୍ଡ ଅଧିକାରିଙ୍କୁ ଭେଟି ହାତୀ ପାଇଁ ଧନଜୀବନ ସୁରକ୍ଷା ଦାବି ନେଇ ଦେଲେ ଦାବି ପତ୍ର.1
- ମଧ୍ୟପ୍ରାଚ୍ୟ ଯୁଦ୍ଧ ଯୋଗୁଁ ଦରଦାମ ବୃଦ୍ଧି ସାଂଗକୁ ଗ୍ୟାସ ନ ମିଳିବା ଏବେ ସବୁଠି ଜନସାଧାରଣ ମାନେ ନାହିଁ ନଥିବ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଗ୍ୟାସ ଅଭାବ ଯୋଗୁଁ ହୋଟେଲ ଏବଂ ଜଳଖିଆ ଦୋକାନୀ ମାନେ କାଠ ଚୁଲାରେ ରୋଷେଇ କରୁଥିବା ବେଳେ କିଛି ଦୋକାନ ବନ୍ଦ ହୋଇ ଗଲାଣୀ । ଗୋଦାମରୁ ଗ୍ୟାସ ପାଇବା ପାଇଁ ତ୍ୟେକ ଦିନ ଲମ୍ବା ଧାଡି ଲାଗୁଛି । ଢେଙ୍କାନାଳ ସହରରେ ଗ୍ୟାସ କଳାବଜାରୀ ହେଉଥିବା ଖବର ପାଇ ସଦର ଉପ ଜିଲ୍ଲାପାଳଙ୍କ ନେତୃତ୍ୱରେ ଜିଲ୍ଲା ଯୋଗାଣ ଅଧିକାରୀ, ୩ଜଣ ସପ୍ଲାଇ ଇନସପେକ୍ଟର ଓ କର୍ମଚାରୀମାନଙ୍କୁ ନେଇ ଚନ୍ଦନ ବଜାର ଶାସନ ଛକ ନିକଟରେ ଥିବା ସୀତାରାମ ଗ୍ୟାସ ଦୋକାନ ଉପରେ ଚଢ଼ାଉ କରା ଯାଇଥିଲା । ଦୋକାନରୁ ୨୭ଟି ଗ୍ୟାସ ଜବତ କରାଯାଇଥିଲା । ଦୋକାନର ମାଲିକକୁ ଏ ବିଷୟରେ ପଚରା ଉଚରା କରାଯିବା ସହିତ ବଡ ଧରଣର ଫାଇନ ଲଗାଯିବ ବୋଲି ଅଧିକାରୀମାନେ ପ୍ରକାଶ କରିଛନ୍ତି ।1
- Post by Dhenkanal News1
- Post by Ranjan hota1