Shuru
Apke Nagar Ki App…
Uttam@9777334422
More news from ଓଡ଼ିଶା and nearby areas
- Post by Uttam@97773344221
- Post by Jitendra raj1
- ମଧ୍ୟପ୍ରାଚ୍ୟ ଯୁଦ୍ଧ ଯୋଗୁଁ ଦରଦାମ ବୃଦ୍ଧି ସାଂଗକୁ ଗ୍ୟାସ ନ ମିଳିବା ଏବେ ସବୁଠି ଜନସାଧାରଣ ମାନେ ନାହିଁ ନଥିବ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଗ୍ୟାସ ଅଭାବ ଯୋଗୁଁ ହୋଟେଲ ଏବଂ ଜଳଖିଆ ଦୋକାନୀ ମାନେ କାଠ ଚୁଲାରେ ରୋଷେଇ କରୁଥିବା ବେଳେ କିଛି ଦୋକାନ ବନ୍ଦ ହୋଇ ଗଲାଣୀ । ଗୋଦାମରୁ ଗ୍ୟାସ ପାଇବା ପାଇଁ ତ୍ୟେକ ଦିନ ଲମ୍ବା ଧାଡି ଲାଗୁଛି । ଢେଙ୍କାନାଳ ସହରରେ ଗ୍ୟାସ କଳାବଜାରୀ ହେଉଥିବା ଖବର ପାଇ ସଦର ଉପ ଜିଲ୍ଲାପାଳଙ୍କ ନେତୃତ୍ୱରେ ଜିଲ୍ଲା ଯୋଗାଣ ଅଧିକାରୀ, ୩ଜଣ ସପ୍ଲାଇ ଇନସପେକ୍ଟର ଓ କର୍ମଚାରୀମାନଙ୍କୁ ନେଇ ଚନ୍ଦନ ବଜାର ଶାସନ ଛକ ନିକଟରେ ଥିବା ସୀତାରାମ ଗ୍ୟାସ ଦୋକାନ ଉପରେ ଚଢ଼ାଉ କରା ଯାଇଥିଲା । ଦୋକାନରୁ ୨୭ଟି ଗ୍ୟାସ ଜବତ କରାଯାଇଥିଲା । ଦୋକାନର ମାଲିକକୁ ଏ ବିଷୟରେ ପଚରା ଉଚରା କରାଯିବା ସହିତ ବଡ ଧରଣର ଫାଇନ ଲଗାଯିବ ବୋଲି ଅଧିକାରୀମାନେ ପ୍ରକାଶ କରିଛନ୍ତି ।1
- ଭାରତୀୟ ଜନତା ପାର୍ଟି ତରଫରୁ ସୁକିନ୍ଦା ସ୍ଥିତ କାର୍ଯ୍ୟଳୟ ଠାରେ 47 ତମ ଜନ୍ମ ଉଛବ ପାଳିତ. ଯୋଗ ଦେଲେ ସଭାପତି ଦେବଯାନୀ ମୋହାଦୟା1
- ହାଇବା ଧକ୍କାରେ ମହିଳା ମୃତ ବ୍ରାହ୍ମଣି ତରଙ୍ଗ - ପ୍ଲାଣ୍ଟ ସାଇଟ ଥାନା ଅନ୍ତର୍ଗତ ଡିଏ ଭି ଛକ ନିକଟରେ ଏକ ହାଇବା ଧକ୍କାରେ ଜଣେ ମହିଳାଙ୍କ ମୃତ ହୋଇଥିବା ଜଣା ପଡିଛି!ମହିଳା ଙ୍କ ନାମ ପୂଜା ନାୟକ (27)!ସେ ସେକ୍ଟର 6ଅଞ୍ଚଳ ର ବୋଲି ଜଣା ପଡିଛି!ସେ ସକାଳେ ଡ୍ୟୁଟି ଆସୁଥିବା ବେଳେ ହାଇବା ଧକ୍କା ଦେବା ଫଳରେ ତାଙ୍କର ମୃତ୍ୟୁ ହୋଇଥିଲା!ତାଙ୍କ ପରିବାର ଓ ସ୍ଥାନୀୟ ଲୋକ ମାନେ କ୍ଷତି ପୂରଣ ଦାବୀ ରେ ଥାନା ସମ୍ମୁଖରେ ରୁଣ୍ଡ ହୋଇଛନ୍ତି!ପୁଲିସ ହାଇବା କୁ ଜବତ କରିଛି1
- Dil Jaan Jigar Tujpe Nisar kiya hai#Kedar Shorts reels1
- Post by Banaja SAHOO samay Live news repoter1
- Post by Uttam@97773344221