Shuru
Apke Nagar Ki App…
ବୌଦ୍ଧ:କିଆକଟା ଠାରେ ଗୋରୁ ବୋଝେଇ ଟ୍ରକ ଦୁର୍ଘଟଣା ଗ୍ରସ୍ତ ଅନେକ ଗୋରୁ ମୃତ
Ranjan Kumar Dash
ବୌଦ୍ଧ:କିଆକଟା ଠାରେ ଗୋରୁ ବୋଝେଇ ଟ୍ରକ ଦୁର୍ଘଟଣା ଗ୍ରସ୍ତ ଅନେକ ଗୋରୁ ମୃତ
More news from Boudh and nearby areas
- ବୌଦ୍ଧ କଂଗ୍ରେସ୍ ର ପ୍ରେସ ମିଟ1
- ସୁବର୍ଣ୍ଣପୁର: "ରାତି ଉଜାଗର ମୁଗୁରା ମେଳା" ପୁଲିସ ତାର ସମସ୍ତ ଫୋର୍ସ ମହୋତ୍ସବରେ ନିୟୋଜିତ କରିଛି। ସହରର ଟ୍ରାଫିକ ବ୍ୟବସ୍ଥା ସମ୍ଭାଳିବାକୁ ବି ଆଉ ପୁଲିସ ପାଖରେ ଅତିରିକ୍ତ ପୁଲିସ ନାହିଁ। ତା ସତ୍ତ୍ୱେ ପୁଲିସ ପୂର୍ବରୁ ଆଭାସ ପାଇ ପାରିଲା ନାହିଁ ମହୋତ୍ସରେ ଅଭାବନୀୟ ଘଟଣାକୁ ଏଡାଇବା ପାଇଁ। ଏହା ପୁଲିସ ର ଗୁଇନ୍ଦା ବିଫଳତା ବୋଲି ମାନିବାକୁ ପଡ଼ିବ। ସୁବର୍ଣ୍ଣପୁର ଜିଲ୍ଲାର ଲୋକ ମହୋତ୍ସବ "ମହିମା"- ୨୦୨୬ ଅବସର ସାଂସ୍କୃତିକ କାର୍ଯ୍ୟକ୍ରମର ଚତୁର୍ଥ ସଂନ୍ଧ୍ୟାରେ ଆଜି ଏକ ଅପ୍ରୀତିକର ଅଭାବନୀୟ ପରିସ୍ଥିତି ଦେଖିବାକୁ ମିଳିଥିଲା। ଓଡ଼ିଶାର ଉପମୁଖ୍ୟମନ୍ତ୍ରୀ ତଥା କୃଷି ଓ କୃଷକ ସଶକ୍ତିକରଣ ଏବଂ ଶକ୍ତିମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ସାଂସ୍କୃତିକ ବାର୍ତ୍ତା ଦେବା ଆରମ୍ଭ କରିବାମାତ୍ରେ ତାଙ୍କ ସମ୍ମୁଖରେ ମଞ୍ଚ ତଲେ ହଠାତ ଗୋଣ୍ଡୋଗୋଲ ଆରମ୍ଭ ହୋଇଥିଲା। ଚେୟାର ଚୌକିରେ ଆକ୍ରମଣ ସହ ପ୍ରବଳ ମାଡ ହୋ ହାଲ୍ଲା ସୃଷ୍ଟି ହୋଇଥିଲା। ଲୋକେ କିଛି ବୁଝିବା ଆଗରୁ ଭୟଭୀତ ହୋଇ ପଡ଼ିଥିଲେ। ଏହା ଛୋଟ ଛୋଟ ଶିଶୁ, ମହିଳା ମାନଙ୍କ ଉପସ୍ଥିତିରେ ମଞ୍ଚ ତଳ ଭିଆଇପି ଅଞ୍ଚଳରେ ଘଟିଥିଲା। ପୁଲିସ ନୀରବଦ୍ରଷ୍ଟା ଅସହାୟ ହୋଇପଡ଼ିଥିଲା। ନାକେଦମ୍ ହେବା ପରେ ପୋଲିସ ଘଟଣାସ୍ଥଳରୁ ବିରୋଧ ପ୍ରଦର୍ଶନ କାରୀଙ୍କୁ ନେଇଯିବାରେ ସକ୍ଷମ ହୋଇଥିଲା। ନବନିର୍ମାଣ କୃଷକ ସଂଗଠନ ପକ୍ଷରୁ ବିରୋଧପ୍ରଦର୍ଶନ କରାଯାଇଥିଲା। ପ୍ରଦର୍ଶନକରୀଙ୍କ ଉପରେ ପୁଲିସ ଉପସ୍ଥିତିରେ ପ୍ରବଳ ମାଡ ପଡିଥିଲା। ଏପରିକି ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କ ଉପସ୍ଥିତିରେ ପ୍ରବଳ ମାଡ ହେଉଥିଲା। ପୁଲିସ ନୀରବଦ୍ରଷ୍ଟା ସାଜିଥିଲା। ଜିଲ୍ଲାର ଗଳିକନ୍ଦି ପାନ ଚା' ଦୋକାନ ଭଳି ସର୍ବସାଧାରଣ ସ୍ଥାନରେ ପୂର୍ବରୁ ଚର୍ଚ୍ଚା ହେଉଥିଲା। ଉପ ମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନଙ୍କ ସଭାରେ କିଛି ଗୋଟେ ହେବ। ହେଲେ ଏସଂପର୍କରେ ପୁଲିସ ଟେର ସୁଦ୍ଧା ପାଇନଥିଲା। ଏହାହିଁ ସମସ୍ତଙ୍କୁ ଚକିତ କରିଛି। ପୁଲିସ ଗଞ୍ଜେଇର ବାସ୍ନା ସହଜରେ ବାରିପାରୁଥିବା ସ୍ଥଳେ ଏତେ ବଡ କଥାକୁ କିପରି ଆଗତୁରା ଜାଣି ପାରିଲାନାହିଁ। ତାହା ହିଁ ଅନେକଙ୍କୁ ଚକିତ କରିଛି। ଉତ୍ସବର ଅପ୍ରୀତିକର ପରିସ୍ଥିତିକୁ ଏଡ଼ାଇ ଦିଆଯାଇ ପାରିଥାନ୍ତା। ଏ ଘଟଣା ପୁଲିସର ପାରିବାପଣିଆଁକୁ ପଦାରେ ପକାଇଛି। ପୁଲିସ ଉତ୍ସବ ନା'ରେ ସହରକୁ ଭଗବାନଙ୍କ ଭରସାରେ ଛାଡ଼ି ଦେଇଛି। ସହରର ଟ୍ରାଫିକ ବ୍ୟବସ୍ଥା ମଧ୍ୟ ମୁକୁଳା ପଡ଼ିଛି। ତା ସତ୍ତ୍ୱେ କୃଷକ ସଂଗଠନ ଉତ୍ସବରେ ପ୍ରତିବାଦ କରିବାର ସୁଯୋଗ ପାଇଥିଲେ।1
- ଅଦ୍ଭୁତ ପ୍ରକାର ର ଏକ ଛେଳି ଛୁଆ ଜନ୍ମ ନେଇଛି l ମୁହଁ ଟି ମାଙ୍କଡ଼ ପରି ଦେଖା ଯାଉଛି l ଏହା ଅଧା ଛେଳି ଏବଂ ଅଧା ମାଙ୍କଡ଼ ସଦୃଶ ପରି ଜନ୍ମ l1
- ସୁଜନାରାଜନନମଙ1
- ରାଇପଦା ନିକଟରେ ବାଘ - ହାତୀ ପରେ ବାଘ ଭାୟ - ଜଙ୍ଗଲକୁ ନଯିବା କୁ ସତର୍କ କଲା ବନବିଭାଗ- ଜି.ଉଦୟଗିରି,୧୦/୦୧(ଚିନ୍ମୟ କୁମାର ସେଠୀ) କନ୍ଧମାଳ ଜିଲ୍ଲା ଜି.ଉଦୟଗିରି ବ୍ଲକ ଅନ୍ତର୍ଗତ କଳିଙ୍ଗା ପଞ୍ଚାୟତ ମୁଣ୍ଡାମାଲାଙ୍ଗ ନିକଟରେ ଏକ ଚିତା ବାଘ ବୁଲୁଥିବା ବେଳେ ସିସି ଟିଭି କ୍ୟାମେରାରେ କଏଦ୍ ହୋଇଥିବା ଦେଖିବାକୁ ମିଳିଛି। ବାଘ ବୁଲୁଥିବା ଘଟଣା ପ୍ରସାରିତ ହେବା ପରେ ସ୍ଥାନୀୟ ଅଞ୍ଚଳରେ ଭୟର ଆତଙ୍କ ଖେଳିଯାଇଛି। ଲୋକ ଙ୍କ ମଧ୍ୟରେ ଭୟର ବାତାବରଣ ଦେଖି ସ୍ଥାନୀୟ ବନବିଭାଗ ଲୋକଙ୍କୁ ଭୟଭୀତ ନ ହେବା ପାଇଁ ସତର୍କ ରହିବା ପାଇଁ ସଚେତନ କରିଛନ୍ତି ।2
- କଳିଙ୍ଗା ଘାଟିର ବଗିଚାରେ ବାଘ1
- ତୁମୁଡିବନ୍ଧ ଯାତ୍ରୀ ବିଶ୍ରାମ ଗୃହ ନିକଟରେ ପାନୀୟ ଜଳ ବ୍ୟବସ୍ତା ରହିଛି ସତ, ହେଲେ ଆନୁସାଙ୍ଗିକ ବ୍ୟବସ୍ତା ନଥିବାରୁ ଯାତ୍ରୀ ବାଧ୍ୟ ହୋଇ ହାତରେ ପାଣି ପିଉଛନ୍ତି1
- ସରସରା ପୋଷ୍ଟ ଅଫିସ ରୁ ଜମାକାରୀଙ୍କ ଅର୍ଥ ହେରଫେର ମାମଲା, ଅଭିଯୁକ୍ତ ଗିରଫ, ବୌଦ୍ଧ ପୋଲିସ ପ୍ରେସମିଟ୍1