logo
Shuru
Apke Nagar Ki App…
  • Latest News
  • News
  • Politics
  • Elections
  • Viral
  • Astrology
  • Horoscope in Hindi
  • Horoscope in English
  • Latest Political News
logo
Shuru
Apke Nagar Ki App…

ତାଳଚେର କଲେଜ ଠାରେ ରାଷ୍ଟ୍ର ଗୀତ "ବନ୍ଦେ ମାତରଂ" ର ୧୫୦ତମ ବାର୍ଷିକୀ ର ମଣ୍ଡଳ ସ୍ତରୀୟ ପ୍ରଶିକ୍ଷଣ ଓ ସାମୁହିକ ଗାନ ତାଳଚେର:- ତାଳଚେର ସ୍ଵଂୟ ଶାସିତ ମହାବିଦ୍ୟାଳୟରେ ରାଷ୍ଟ୍ର ଗୀତ ବନ୍ଦେ ମାତରଂ ର ୧୫୦ ତମ ବାର୍ଷିକୀ ର ମଣ୍ଡଳ ସ୍ତରୀୟ ପ୍ରଶିକ୍ଷଣ ଓ ସାମୁହିକ ଗାନ ପାଳିତ ହୋଇ ଯାଇଛି l ମହାବିଦ୍ୟାଳୟର ଅଧକ୍ଷ ମେଜର ସୁବ୍ରତ କୁମାର ଦାସଙ୍କ ସଭାପତିତ୍ବରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ତାଳଚେର ଗୋଷ୍ଠୀ ଉନ୍ନୟନ ଅଧିକାରୀ ସୁଶାନ୍ତ କୁମାର ବରାଳ ଯୋଗଦେଇ ରାଷ୍ଟ୍ର ଗୀତ ବନ୍ଦେ ମାତରଂ ର ୧୫୦ବର୍ଷର ପୂର୍ତ୍ତି ସମ୍ପର୍କରେ ଆଲୋଚନା କରି ସମସ୍ତେ ରାଷ୍ଟ୍ର ଭକ୍ତିରେ ଯୋଡ଼ି ହେବା ପାଇଁ ଆହ୍ଵାନ କରିଥିଲେ। ସମ୍ମାନିତ ଅତିଥି ଭାବେ ପୂର୍ବତନ ଜିଲ୍ଲା ପରିଷଦ ସଦସ୍ୟ ରାଜେନ୍ଦ୍ର କୁମାର ସିଂହ , ତାଳଚେର ପୌର ପରିଷଦର ନିର୍ବାହୀ ଅଧିକାରୀ ପ୍ରଦୀପ କୁମାର ସହା, ସାମାଜିକ ସୁରକ୍ଷା ଅଧିକାରୀ ପପୁ ବେହେରା ବନ୍ଦେ ମାତରଂ ଓ ଏହାର ୧୫୦ ବର୍ଷର ଯାତ୍ରା ସମ୍ପର୍କରେ ଆଲୋଚନା କରିଥିଲେ। ଅଧ୍ୟାପକ ସତ୍ୟବ୍ରତ ପଣ୍ଡା ସ୍ବାଗତ ଭାଷଣ ଦେଇଥିବା ବେଳେ ଅଧ୍ୟାପକ ଶଶାଙ୍କ ପ୍ରଧାନ ମଞ୍ଚ ପରିଚାଳନା କରିଥିଲେ। ଏହି ଅବସରରେ ସମସ୍ତ ମହାବିଦ୍ୟାଳୟ ଓ ସ୍କୁଲରୁ ଆସିଥିବା ଛାତ୍ର ଛାତ୍ରୀ ମାନେ ସାମୁହିକ ବନ୍ଦେ ମାତରଂ ଗାନ କରିଥିଲେ। ବିଭିନ୍ନ ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିବା କୃତି ଛାତ୍ର ଛାତ୍ରୀ ମାନଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା l ଅଧ୍ୟାପକ ଅଶୋକ କୁମାର ବେହେରା, ବିଶ୍ବରଂଜନ ଜେନା, ମଧୁସ୍ମିତା ନାୟକ ଓ ଅଧ୍ୟାପିକା ଶାନ୍ତି ବୁଡେକ୍ ଙ୍କ ସକ୍ରିୟ ସହଯୋଗରେ କାର୍ଯ୍ୟକ୍ରମ ପରିଚାଳନା ହୋଇଥିଲା। ଶେଷରେ ବି. ଇ.ଓ. ଖଗେଶ୍ବର ବେହେରା ଧନ୍ୟବାଦ୍ ଅର୍ପଣ କରିଥିଲେ l

6 hrs ago
user_Priyamadhaba Das
Priyamadhaba Das
Journalists Talcher Sadar, Anugul•
6 hrs ago
60aeafd7-863e-48d7-86ac-db8c536dea0c

ତାଳଚେର କଲେଜ ଠାରେ ରାଷ୍ଟ୍ର ଗୀତ "ବନ୍ଦେ ମାତରଂ" ର ୧୫୦ତମ ବାର୍ଷିକୀ ର ମଣ୍ଡଳ ସ୍ତରୀୟ ପ୍ରଶିକ୍ଷଣ ଓ ସାମୁହିକ ଗାନ ତାଳଚେର:- ତାଳଚେର ସ୍ଵଂୟ ଶାସିତ ମହାବିଦ୍ୟାଳୟରେ ରାଷ୍ଟ୍ର ଗୀତ ବନ୍ଦେ ମାତରଂ ର ୧୫୦ ତମ ବାର୍ଷିକୀ ର ମଣ୍ଡଳ ସ୍ତରୀୟ ପ୍ରଶିକ୍ଷଣ ଓ ସାମୁହିକ ଗାନ ପାଳିତ ହୋଇ ଯାଇଛି l ମହାବିଦ୍ୟାଳୟର ଅଧକ୍ଷ ମେଜର ସୁବ୍ରତ କୁମାର ଦାସଙ୍କ ସଭାପତିତ୍ବରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ତାଳଚେର ଗୋଷ୍ଠୀ ଉନ୍ନୟନ ଅଧିକାରୀ ସୁଶାନ୍ତ କୁମାର ବରାଳ ଯୋଗଦେଇ ରାଷ୍ଟ୍ର ଗୀତ ବନ୍ଦେ ମାତରଂ ର ୧୫୦ବର୍ଷର ପୂର୍ତ୍ତି ସମ୍ପର୍କରେ ଆଲୋଚନା କରି ସମସ୍ତେ ରାଷ୍ଟ୍ର ଭକ୍ତିରେ ଯୋଡ଼ି ହେବା ପାଇଁ ଆହ୍ଵାନ କରିଥିଲେ। ସମ୍ମାନିତ ଅତିଥି ଭାବେ ପୂର୍ବତନ ଜିଲ୍ଲା ପରିଷଦ ସଦସ୍ୟ ରାଜେନ୍ଦ୍ର କୁମାର ସିଂହ ,

cab053e8-a96d-485f-8b0d-156e440f6a39

ତାଳଚେର ପୌର ପରିଷଦର ନିର୍ବାହୀ ଅଧିକାରୀ ପ୍ରଦୀପ କୁମାର ସହା, ସାମାଜିକ ସୁରକ୍ଷା ଅଧିକାରୀ ପପୁ ବେହେରା ବନ୍ଦେ ମାତରଂ ଓ ଏହାର ୧୫୦ ବର୍ଷର ଯାତ୍ରା ସମ୍ପର୍କରେ ଆଲୋଚନା କରିଥିଲେ। ଅଧ୍ୟାପକ ସତ୍ୟବ୍ରତ ପଣ୍ଡା ସ୍ବାଗତ ଭାଷଣ ଦେଇଥିବା ବେଳେ ଅଧ୍ୟାପକ ଶଶାଙ୍କ ପ୍ରଧାନ ମଞ୍ଚ ପରିଚାଳନା କରିଥିଲେ। ଏହି ଅବସରରେ ସମସ୍ତ ମହାବିଦ୍ୟାଳୟ ଓ ସ୍କୁଲରୁ ଆସିଥିବା ଛାତ୍ର ଛାତ୍ରୀ ମାନେ ସାମୁହିକ ବନ୍ଦେ ମାତରଂ ଗାନ କରିଥିଲେ। ବିଭିନ୍ନ ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିବା କୃତି ଛାତ୍ର ଛାତ୍ରୀ ମାନଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା l ଅଧ୍ୟାପକ ଅଶୋକ କୁମାର ବେହେରା, ବିଶ୍ବରଂଜନ ଜେନା, ମଧୁସ୍ମିତା ନାୟକ ଓ ଅଧ୍ୟାପିକା ଶାନ୍ତି ବୁଡେକ୍ ଙ୍କ ସକ୍ରିୟ ସହଯୋଗରେ କାର୍ଯ୍ୟକ୍ରମ ପରିଚାଳନା ହୋଇଥିଲା। ଶେଷରେ ବି. ଇ.ଓ. ଖଗେଶ୍ବର ବେହେରା ଧନ୍ୟବାଦ୍ ଅର୍ପଣ କରିଥିଲେ l

More news from Anugul and nearby areas
  • ତାଳଚେର ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ପକ୍ଷରୁ ବିବେକାନନ୍ଦ ଜୟନ୍ତୀ ପାଳନ, ସାମୁହିକ ବନ୍ଦେ ମାତରମ ସହ ସ୍ବଦେଶୀ ସଂକଳ୍ପ ଶୋଭାଯାତ୍ରା ଅନୁଷ୍ଠିତ।
    1
    ତାଳଚେର ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ପକ୍ଷରୁ ବିବେକାନନ୍ଦ ଜୟନ୍ତୀ ପାଳନ, ସାମୁହିକ ବନ୍ଦେ ମାତରମ ସହ ସ୍ବଦେଶୀ ସଂକଳ୍ପ ଶୋଭାଯାତ୍ରା ଅନୁଷ୍ଠିତ।
    user_BIMBADHAR MOHAPATRA
    BIMBADHAR MOHAPATRA
    Journalist, Matrubhasa Talcher Sadar, Anugul•
    10 hrs ago
  • ଆମେ କଣ ଦୋକାନ ଦେଇଛେ ବୋଲି ରାସ୍ତା ଘାଟରେ ପଇସା ମାଘିବା ମୋ କଥା ଟିକେ ଶୁଣୁ 🤔 #love #imotional #viral #vlog #onlykathiofficialy #lovestory #ytshorts
    1
    ଆମେ କଣ ଦୋକାନ ଦେଇଛେ ବୋଲି ରାସ୍ତା ଘାଟରେ ପଇସା ମାଘିବା ମୋ କଥା ଟିକେ ଶୁଣୁ 🤔 #love #imotional #viral #vlog #onlykathiofficialy #lovestory #ytshorts
    user_Gobinda
    Gobinda
    Actor Anugul, Odisha•
    18 hrs ago
  • ବୁଳବୁଦାବନଵିହାରିଳାକିଜେ
    1
    ବୁଳବୁଦାବନଵିହାରିଳାକିଜେ
    user_ଟଙ୍କଧର .ମେହେର
    ଟଙ୍କଧର .ମେହେର
    Video Creator କୋଲିୟରୀ, ଅନୁଗୁଳ, ଓଡ଼ିଶା•
    23 hrs ago
  • ପଶ୍ଚିମେଶ୍ୱର ମହାଦେବଙ୍କ ମନ୍ଦିର ଠାରେ ବିକାଶ ଫାଉଣ୍ଡେସନର ଅଧ୍ୟକ୍ଷା ତଥା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଧର୍ମପତ୍ନୀ ମୃଦୁଳା ଠାକୁର ପ୍ରଧାନ ଅସହାୟ ଲୋକମାନଙ୍କୁ ବସ୍ତ୍ର ଏବଂ କମ୍ବଳ ପ୍ରଦାନ କରିଥିଲେ #mrudulathakur #DharmendraPradhan #bibhutisahoo #blanketdonate #talcherbulletin
    1
    ପଶ୍ଚିମେଶ୍ୱର ମହାଦେବଙ୍କ ମନ୍ଦିର ଠାରେ ବିକାଶ ଫାଉଣ୍ଡେସନର ଅଧ୍ୟକ୍ଷା ତଥା  କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଧର୍ମପତ୍ନୀ ମୃଦୁଳା ଠାକୁର ପ୍ରଧାନ ଅସହାୟ ଲୋକମାନଙ୍କୁ ବସ୍ତ୍ର ଏବଂ କମ୍ବଳ ପ୍ରଦାନ କରିଥିଲେ #mrudulathakur #DharmendraPradhan #bibhutisahoo #blanketdonate #talcherbulletin
    user_Basant Kumar Nayak
    Basant Kumar Nayak
    କଣିହା, ଅନୁଗୁଳ, ଓଡ଼ିଶା•
    12 hrs ago
  • help
    1
    help
    user_Subash Padhan
    Subash Padhan
    କଙ୍କଡ଼ାହାଡ଼, ଢେଙ୍କାନାଳ, ଓଡ଼ିଶା•
    21 hrs ago
  • Post by Tapasdas 6372788705
    1
    Post by Tapasdas 6372788705
    user_Tapasdas 6372788705
    Tapasdas 6372788705
    Journalist Dhenkanal Sadar, Odisha•
    8 hrs ago
  • ଆଭାସି ମାଧ୍ୟମରେ କଣ୍ଟାମାଳ ନିର୍ବାଚନ ମଣ୍ଡଳୀର ୫ଟି ପ୍ରକଳ୍ପର ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ
    1
    ଆଭାସି ମାଧ୍ୟମରେ କଣ୍ଟାମାଳ ନିର୍ବାଚନ ମଣ୍ଡଳୀର ୫ଟି ପ୍ରକଳ୍ପର ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ
    user_Ranjan Kumar Dash
    Ranjan Kumar Dash
    Journalist Baudh Sadar, Boudh•
    9 hrs ago
  • ଜାନୁୟାରୀ 31ତାରିଖ ରେ ଯୋରନ୍ଦା ମେଳା
    1
    ଜାନୁୟାରୀ 31ତାରିଖ ରେ ଯୋରନ୍ଦା ମେଳା
    user_Tapasdas 6372788705
    Tapasdas 6372788705
    Journalist Dhenkanal Sadar, Odisha•
    18 hrs ago
View latest news on Shuru App
Download_Android
  • Terms & Conditions
  • Career
  • Privacy Policy
  • Blogs
Shuru, a product of Close App Private Limited.