logo
Shuru
Apke Nagar Ki App…
  • Latest News
  • News
  • Politics
  • Elections
  • Viral
  • Astrology
  • Horoscope in Hindi
  • Horoscope in English
  • Latest Political News
logo
Shuru
Apke Nagar Ki App…

ଢେଙ୍କାନାଳ ଜିଲ୍ଲା ତେନ୍ତୁଳିଆପଡା ମା ମଙ୍ଗଳା ପୀଠରେ ଚୈତ୍ର ଶେଷ ମଙ୍ଗଳାବାରରେ ହଜାର ହଜାର ଶ୍ରଦ୍ଧାଳୁଙ୍କ ଭିଡ଼.... #ଢେଙ୍କାନାଳ #ମାମଙ୍ଗଳାପୀଠ #ତେନ୍ତୁଳିଆପଡା #ଚୈତ୍ରମଙ୍ଗଳାବାର #ଶ୍ରଦ୍ଧାଳୁଭିଡ଼ #ଓଡ଼ିଶାଖବର #ଧାର୍ମିକସ୍ଥଳ #ଭକ୍ତିଓଆସ୍ଥା #ଓଡ଼ିଶାନ୍ୟୁଜ୍ #ଦେବୀମାଙ୍ଗଳା #ମନ୍ଦିରଉତ୍ସବ #BreakingNewsOdisha #DhenkanalNews #OdishaCulture

1 hr ago
user_Dhenkanal News
Dhenkanal News
Media company Dhenkanal Sadar, Odisha•
1 hr ago

ଢେଙ୍କାନାଳ ଜିଲ୍ଲା ତେନ୍ତୁଳିଆପଡା ମା ମଙ୍ଗଳା ପୀଠରେ ଚୈତ୍ର ଶେଷ ମଙ୍ଗଳାବାରରେ ହଜାର ହଜାର ଶ୍ରଦ୍ଧାଳୁଙ୍କ ଭିଡ଼.... #ଢେଙ୍କାନାଳ #ମାମଙ୍ଗଳାପୀଠ #ତେନ୍ତୁଳିଆପଡା #ଚୈତ୍ରମଙ୍ଗଳାବାର #ଶ୍ରଦ୍ଧାଳୁଭିଡ଼ #ଓଡ଼ିଶାଖବର #ଧାର୍ମିକସ୍ଥଳ #ଭକ୍ତିଓଆସ୍ଥା #ଓଡ଼ିଶାନ୍ୟୁଜ୍ #ଦେବୀମାଙ୍ଗଳା #ମନ୍ଦିରଉତ୍ସବ #BreakingNewsOdisha #DhenkanalNews #OdishaCulture

More news from Odisha and nearby areas
  • Post by Dhenkanal News
    1
    Post by Dhenkanal News
    user_Dhenkanal News
    Dhenkanal News
    Media company Dhenkanal Sadar, Odisha•
    1 hr ago
  • ଢେଙ୍କାନାଳ ସହରର ପ୍ରମୁଖ ସ୍ଥାନ ଗଣେଶ ବଜାରର ଗୋପବନ୍ଧୁ ଟାଉନ ହଲ ନିକଟରେ ବିଜୁ ଯୁବ ଚୁାତ୍ର ଜନତା ଦଳ ପକ୍ଷରୁ କୁଷ ପୁତଳିକା ଦାହ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଓଡିଶାର ବରପୁତ୍ର, ମହାନ ଜନନାୟକ, ସାଧୀନତା ସଂଗ୍ରାମୀ, ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ପ୍ରତି ବିଜେପି ସାଂସଦ ନିଶିକାନ୍ତ ଦୁବେ ଦେଇଥିବା ମିଥ୍ୟା, ଅପମାନସୂଚକ ମନ୍ତବ୍ୟ ବିରୋଧରେ ଏହି ବିକ୍ଷୋଭ ପ୍ରଦର୍ଶନ ହୋଇଥିଲା । ତୁରନ୍ତ କ୍ଷମା ପ୍ରାର୍ଥନା ପାଇଁ ଦାବି କରିଛନ୍ତି । ଶତାଧିକ ବିଜୁ ଯୁବ-ଛାତ୍ର ଜନତା ଦଳ କର୍ମକର୍ତା ଓ ସଦସ୍ୟମାନେ ଉପସ୍ଥିତ ରହିଥିଲେ । ପ୍ରଥମେ ଏକ ଶୋଭାଯାତ୍ରାରେ ଯାଇଥିଲେ । ଶେଷରେ ଦୁବେଙ୍କ କୁଷ ପୁତଳିକା ଦାହ କରାଯାଇଥିଲା ।
    1
    ଢେଙ୍କାନାଳ ସହରର ପ୍ରମୁଖ ସ୍ଥାନ ଗଣେଶ ବଜାରର ଗୋପବନ୍ଧୁ ଟାଉନ ହଲ ନିକଟରେ ବିଜୁ ଯୁବ ଚୁାତ୍ର ଜନତା ଦଳ ପକ୍ଷରୁ କୁଷ ପୁତଳିକା ଦାହ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଓଡିଶାର ବରପୁତ୍ର, ମହାନ ଜନନାୟକ, ସାଧୀନତା ସଂଗ୍ରାମୀ, ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ପ୍ରତି ବିଜେପି ସାଂସଦ ନିଶିକାନ୍ତ ଦୁବେ ଦେଇଥିବା ମିଥ୍ୟା, ଅପମାନସୂଚକ ମନ୍ତବ୍ୟ ବିରୋଧରେ ଏହି ବିକ୍ଷୋଭ ପ୍ରଦର୍ଶନ ହୋଇଥିଲା । ତୁରନ୍ତ କ୍ଷମା ପ୍ରାର୍ଥନା ପାଇଁ ଦାବି କରିଛନ୍ତି । ଶତାଧିକ ବିଜୁ ଯୁବ-ଛାତ୍ର ଜନତା ଦଳ କର୍ମକର୍ତା ଓ ସଦସ୍ୟମାନେ ଉପସ୍ଥିତ ରହିଥିଲେ । ପ୍ରଥମେ ଏକ ଶୋଭାଯାତ୍ରାରେ ଯାଇଥିଲେ । ଶେଷରେ ଦୁବେଙ୍କ କୁଷ ପୁତଳିକା ଦାହ କରାଯାଇଥିଲା ।
    user_Amani Sahoo
    Amani Sahoo
    ଢେଙ୍କାନାଳ ସଦର, ଢେଙ୍କାନାଳ, ଓଡ଼ିଶା•
    2 hrs ago
  • Post by Dipak Kumar Nayak
    1
    Post by Dipak Kumar Nayak
    user_Dipak Kumar Nayak
    Dipak Kumar Nayak
    Voice of people Dhenkanal Sadar, Odisha•
    9 hrs ago
  • Post by Narendra Kumar Das
    1
    Post by Narendra Kumar Das
    user_Narendra Kumar Das
    Narendra Kumar Das
    ଆଠଗଡ଼, କଟକ, ଓଡ଼ିଶା•
    7 hrs ago
  • ଢେଙ୍କାନାଳ ସାଆନ୍ଦା ଫାଣ୍ଡି ଅଞ୍ଚଳରେ ଦୁଇଟି ପିକପ୍ ବୋଝେଇ ଗାଡ଼ିରୁ ୮ ଟି ଗୋରୁ ଉଦ୍ଧାର ଦୁଇଟି ଗୋରୁ ମୃତ । ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ଥାନା ସାଆନ୍ଦା ଫାଣ୍ଡି ଅଞ୍ଚଳରେ ଦିନକୁ ଦିନ ଗୋ ଚାଲାଣ ବଢ଼ି ଚାଲିଥିବାବେଳ ଆଜି ଅଁଳାକଟା ଗ୍ରାମଛକ ନିକଟରୁ ଦୁଇଟି ଗୋରୁ ବୋଝେଇ ପିକପ୍ ଗାଡି ଜବତ କରାଯିବା ସହିତ ୮ ଗୋରୁ ଉଦ୍ଧାର ହୋଇଥିବା ବେଳେ ଦୁଇଟି ଗୋରୁ ମୃତ ବରଣ କରିଛନ୍ତି। ଗୋରୁ ମାଫିଆମାନେ ଗୋରୁ ବୋଝେଇ ପିକପ୍ ଗାଡି ନମ୍ବର ହେଉଛି OR 04L 2638 ଅନ୍ୟ ଗାଡ଼ି ନମ୍ବର OD112577 ଲୋଡ୍ କରି ନେଇକି ଯାଉଥିବା ବେଳେ ପୋଲିସ ଖବର ପାଇ ସେମାନଙ୍କ ପିଛା କରିଥିଲେ। ଅଁଳାକଟା ଗ୍ରାମ ଛକ ନିକଟଦେଇ ଯାଉଥିବା ବେଳେ ପୋଲିସ କାବୁ କରିଥିଲା ଦୁଇଟି ପିକପ ଜବତ ସହିତ ୮ଟି ଗୋରୁଙ୍କୁ ଉଦ୍ଧାର କରି ଥିବାବେଳେ ଦୁଇଟି ଗୋରୁ ମୃତ ବରଣ କରିଛନ୍ତି। ୫ରୁ୬ଜଣ ଗୋରୁ ମାଫିଆ ଦୁଇଟି ପିକପ ଛାଡ଼ି ଦୁଇ ଡ୍ରାଇଭର ଫେରାର ହୋଇଯାଇଥିଲେ। ସେମାନେ କେଉଁ ଅଞ୍ଚଳର ବୋଲି ଜଣାପଡ଼ି ନାହିଁ ଏମାନଙ୍କର ମୁଖ୍ୟ ମାଷ୍ଟର ମାଇଣ୍ଡିକୁ ଖୁବଶୀଘ୍ର ଧରାଯିବ ବୋଲି ପୋଲିସ ପକ୍ଷରୁ ସୂଚନା ମିଳିଛି।
    1
    ଢେଙ୍କାନାଳ ସାଆନ୍ଦା ଫାଣ୍ଡି ଅଞ୍ଚଳରେ ଦୁଇଟି ପିକପ୍ ବୋଝେଇ ଗାଡ଼ିରୁ ୮ ଟି ଗୋରୁ ଉଦ୍ଧାର ଦୁଇଟି ଗୋରୁ ମୃତ ।
ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ଥାନା ସାଆନ୍ଦା ଫାଣ୍ଡି ଅଞ୍ଚଳରେ ଦିନକୁ ଦିନ ଗୋ ଚାଲାଣ ବଢ଼ି ଚାଲିଥିବାବେଳ ଆଜି ଅଁଳାକଟା ଗ୍ରାମଛକ ନିକଟରୁ ଦୁଇଟି ଗୋରୁ ବୋଝେଇ ପିକପ୍ ଗାଡି ଜବତ କରାଯିବା ସହିତ ୮ ଗୋରୁ ଉଦ୍ଧାର ହୋଇଥିବା ବେଳେ ଦୁଇଟି ଗୋରୁ ମୃତ ବରଣ କରିଛନ୍ତି। ଗୋରୁ ମାଫିଆମାନେ  ଗୋରୁ ବୋଝେଇ ପିକପ୍ ଗାଡି ନମ୍ବର ହେଉଛି OR 04L 2638 ଅନ୍ୟ ଗାଡ଼ି ନମ୍ବର OD112577 ଲୋଡ୍ କରି ନେଇକି ଯାଉଥିବା ବେଳେ ପୋଲିସ ଖବର ପାଇ ସେମାନଙ୍କ ପିଛା କରିଥିଲେ। ଅଁଳାକଟା ଗ୍ରାମ ଛକ ନିକଟଦେଇ ଯାଉଥିବା ବେଳେ ପୋଲିସ କାବୁ କରିଥିଲା ଦୁଇଟି ପିକପ ଜବତ ସହିତ ୮ଟି ଗୋରୁଙ୍କୁ ଉଦ୍ଧାର କରି ଥିବାବେଳେ ଦୁଇଟି ଗୋରୁ ମୃତ ବରଣ କରିଛନ୍ତି। ୫ରୁ୬ଜଣ ଗୋରୁ ମାଫିଆ ଦୁଇଟି ପିକପ ଛାଡ଼ି ଦୁଇ ଡ୍ରାଇଭର ଫେରାର ହୋଇଯାଇଥିଲେ। ସେମାନେ କେଉଁ ଅଞ୍ଚଳର ବୋଲି ଜଣାପଡ଼ି ନାହିଁ ଏମାନଙ୍କର ମୁଖ୍ୟ ମାଷ୍ଟର ମାଇଣ୍ଡିକୁ ଖୁବଶୀଘ୍ର ଧରାଯିବ ବୋଲି ପୋଲିସ ପକ୍ଷରୁ ସୂଚନା ମିଳିଛି।
    user_Tapasdas 6372788705
    Tapasdas 6372788705
    Photographer Gandia, Dhenkanal•
    16 hrs ago
  • Post by Jay kala _ jay Kalinga
    1
    Post by Jay kala _ jay Kalinga
    user_Jay kala _ jay Kalinga
    Jay kala _ jay Kalinga
    ଚୌଦ୍ୱାର, କଟକ, ଓଡ଼ିଶା•
    50 min ago
  • ଜୟ ନାରାୟଣ ହୋମ୍ ମିନିଷ୍ଟର ହେଲେ, ସବୁ ସରିଯିବ | ସୁର ରାଉତରାୟ ଭୁବନେଶ୍ଵର, ଓଡ଼ିଶା #bhubaneswar #odisha
    1
    ଜୟ ନାରାୟଣ ହୋମ୍ ମିନିଷ୍ଟର ହେଲେ, ସବୁ ସରିଯିବ | ସୁର ରାଉତରାୟ
ଭୁବନେଶ୍ଵର, ଓଡ଼ିଶା 
#bhubaneswar #odisha
    user_Nanda Kishor Naik
    Nanda Kishor Naik
    ଭୁବନ, ଢେଙ୍କାନାଳ, ଓଡ଼ିଶା•
    2 hrs ago
  • ଢେଙ୍କାନାଳ ସଦର ଥାନା ଚନ୍ଦ୍ର ଶେଖର ପ୍ରସାଦ ଗ୍ରାମ ପଞ୍ଚାୟତ ଗଞ୍ଜେଇଡିହି ଗ୍ରାମରେ କିଛି ପରିବାର ପୁରୁଷ ଧରି ବାପ ଜେଜ ଅମଳରୁ କିଛି ଜମି ରଖି ସେଥିରେ ଦାମୀ ଗଛ ଲଗାଇ ସେଥିରେ କୋଠକାମ କରାଯାଉଥିଲା । ହେଲେ ସେହି ଜମିକୁ ଅନ୍ୟ ଜିଲ୍ଲାର ଜଣେ ବ୍ୟକ୍ତି ତାଙ୍କ ଜମି କହି ଯୋର ଜବରଦସ୍ତ ନେଇ ଯିବାକୁ ବସିଛନ୍ତି । ଏପରିକି ଦାମି ଗଛ କାଟିଦେଇ ପ୍ରାଚିର ନିର୍ମାଣ କରିବା ପାଇଁ ମସୁଧା କରିଛନ୍ତି । ଗ୍ରାମବାସୀମାନେ ବିରୋଧ କରିବାରୁ ଧମକ ଦିଆଯାଉଛି ବୋଲି ଅଭିଯୋଗ କରିଛନ୍ତି I ଏପରିକି ନିକଟସ୍ଥ ଭାପୁର ଫରେଷ୍ଟ ସେକ୍ସନରେ ଜଣାଇ ଫେଲ ମାରିଛନ୍ତି । ତୁରନ୍ତ ଯେଉଁ ଜଙ୍ଗଲ ଜମିକୁ ଉକ୍ତ ବ୍ୟକ୍ତି ନେବାକୁ ଚାହୁଁଛନ୍ତି ତାଙ୍କ କବଳରୁ ଜମି ଫେରାଇ ଆଣିବା ପାଇଁ ଗ୍ରାମବାସୀ ଦାବି କରିଛନ୍ତି ।
    1
    ଢେଙ୍କାନାଳ ସଦର ଥାନା ଚନ୍ଦ୍ର ଶେଖର ପ୍ରସାଦ ଗ୍ରାମ ପଞ୍ଚାୟତ ଗଞ୍ଜେଇଡିହି ଗ୍ରାମରେ କିଛି ପରିବାର ପୁରୁଷ ଧରି ବାପ ଜେଜ ଅମଳରୁ କିଛି ଜମି ରଖି ସେଥିରେ ଦାମୀ ଗଛ ଲଗାଇ ସେଥିରେ କୋଠକାମ କରାଯାଉଥିଲା । ହେଲେ ସେହି ଜମିକୁ ଅନ୍ୟ ଜିଲ୍ଲାର ଜଣେ ବ୍ୟକ୍ତି ତାଙ୍କ ଜମି କହି ଯୋର ଜବରଦସ୍ତ ନେଇ ଯିବାକୁ ବସିଛନ୍ତି । ଏପରିକି ଦାମି ଗଛ କାଟିଦେଇ ପ୍ରାଚିର ନିର୍ମାଣ କରିବା ପାଇଁ ମସୁଧା କରିଛନ୍ତି । ଗ୍ରାମବାସୀମାନେ ବିରୋଧ କରିବାରୁ ଧମକ ଦିଆଯାଉଛି ବୋଲି ଅଭିଯୋଗ କରିଛନ୍ତି I ଏପରିକି ନିକଟସ୍ଥ ଭାପୁର ଫରେଷ୍ଟ ସେକ୍ସନରେ ଜଣାଇ ଫେଲ ମାରିଛନ୍ତି । ତୁରନ୍ତ ଯେଉଁ ଜଙ୍ଗଲ ଜମିକୁ ଉକ୍ତ ବ୍ୟକ୍ତି ନେବାକୁ ଚାହୁଁଛନ୍ତି ତାଙ୍କ କବଳରୁ ଜମି ଫେରାଇ ଆଣିବା ପାଇଁ ଗ୍ରାମବାସୀ ଦାବି କରିଛନ୍ତି ।
    user_Amani Sahoo
    Amani Sahoo
    ଢେଙ୍କାନାଳ ସଦର, ଢେଙ୍କାନାଳ, ଓଡ଼ିଶା•
    4 hrs ago
View latest news on Shuru App
Download_Android
  • Terms & Conditions
  • Career
  • Privacy Policy
  • Blogs
Shuru, a product of Close App Private Limited.