logo
Shuru
Apke Nagar Ki App…
  • Latest News
  • News
  • Politics
  • Elections
  • Viral
  • Astrology
  • Horoscope in Hindi
  • Horoscope in English
  • Latest Political News
logo
Shuru
Apke Nagar Ki App…

ଏବେ ଡାକ୍ତର ହେବେ ଆଶୁତୋଷ ଘସିପୁରା ବ୍ଳକ୍ ଅଳତି ଗାଁର ମେଧାବୀ ଆଦିବାସୀ ଛାତ୍ର ଆଶୁତୋଷ ପ୍ରିୟଦର୍ଶୀ ନାଏକ। ଏବେ ଡାକ୍ତର ହେବେ ଆଶୁତୋଷ ଘସିପୁରା ବ୍ଳକ୍ ଅଳତି ଗାଁର ମେଧାବୀ ଆଦିବାସୀ ଛାତ୍ର ଆଶୁତୋଷ ପ୍ରିୟଦର୍ଶୀ ନାଏକଙ୍କ ଡାକ୍ତର ହେବା ସ୍ୱପ୍ନ ଏବେ ପୂରଣ ହେବାକୁ ଯାଉଛି। ରାଜ୍ୟ ଏସଟି ରାଙ୍କରେ ୭୭ ନମ୍ବର ରଖିଥିଲେ ମଧ୍ୟ ଆର୍ଥିକ ଅଭାବ ଯୋଗୁଁ ତାଙ୍କ ପାଠପଢ଼ାରେ ବାଧା ସୃଷ୍ଟି ହୋଇଥିଲା। ଏହି ଘଟଣା ଜାଣିବା ପରେ ସ୍ଥାନୀୟ ବସନ୍ତ ମଞ୍ଜରୀ ଫାଉଣ୍ଡେସନର ଟ୍ରଷ୍ଟି ଡଃ. ରତିକାନ୍ତ ବରାଳ ସହାୟତାର ହାତ ବଢ଼ାଇ ଆଶୁତୋଷଙ୍କ ପାଞ୍ଚ ବର୍ଷର ପାଠପଢ଼ା ଦାୟିତ୍ୱ ନେଇଛନ୍ତି।

6 hrs ago
user_Rudra Narayan Parida
Rudra Narayan Parida
TV News Anchor ଘାସିପୁରା, କେନ୍ଦୁଝର, ଓଡ଼ିଶା•
6 hrs ago

ଏବେ ଡାକ୍ତର ହେବେ ଆଶୁତୋଷ ଘସିପୁରା ବ୍ଳକ୍ ଅଳତି ଗାଁର ମେଧାବୀ ଆଦିବାସୀ ଛାତ୍ର ଆଶୁତୋଷ ପ୍ରିୟଦର୍ଶୀ ନାଏକ। ଏବେ ଡାକ୍ତର ହେବେ ଆଶୁତୋଷ ଘସିପୁରା ବ୍ଳକ୍ ଅଳତି ଗାଁର ମେଧାବୀ ଆଦିବାସୀ ଛାତ୍ର ଆଶୁତୋଷ ପ୍ରିୟଦର୍ଶୀ ନାଏକଙ୍କ ଡାକ୍ତର ହେବା ସ୍ୱପ୍ନ ଏବେ ପୂରଣ ହେବାକୁ ଯାଉଛି। ରାଜ୍ୟ ଏସଟି ରାଙ୍କରେ ୭୭ ନମ୍ବର ରଖିଥିଲେ ମଧ୍ୟ ଆର୍ଥିକ ଅଭାବ ଯୋଗୁଁ ତାଙ୍କ ପାଠପଢ଼ାରେ ବାଧା ସୃଷ୍ଟି ହୋଇଥିଲା। ଏହି ଘଟଣା ଜାଣିବା ପରେ ସ୍ଥାନୀୟ ବସନ୍ତ ମଞ୍ଜରୀ ଫାଉଣ୍ଡେସନର ଟ୍ରଷ୍ଟି ଡଃ. ରତିକାନ୍ତ ବରାଳ ସହାୟତାର ହାତ ବଢ଼ାଇ ଆଶୁତୋଷଙ୍କ ପାଞ୍ଚ ବର୍ଷର ପାଠପଢ଼ା ଦାୟିତ୍ୱ ନେଇଛନ୍ତି।

More news from ଓଡ଼ିଶା and nearby areas
  • ଭଦ୍ରକ ଜିଲ୍ଲାର ଦୁଇ କିନ୍ନର ଗୋଷ୍ଠୀ ଙ୍କ ମଧ୍ୟରେ ମୁହାଁମୁହିଁ ଦେଖନ୍ତୁ
    2
    ଭଦ୍ରକ ଜିଲ୍ଲାର ଦୁଇ କିନ୍ନର ଗୋଷ୍ଠୀ ଙ୍କ ମଧ୍ୟରେ ମୁହାଁମୁହିଁ ଦେଖନ୍ତୁ
    user_TPD LIVE
    TPD LIVE
    Media company ଭଦ୍ରକ ଗ୍ରାମୀଣ, ଭଦ୍ରକ, ଓଡ଼ିଶା•
    11 hrs ago
  • ଆରଡ଼ି - କୁଆଖିଆ ବୋଡ଼କ ନିକଟରେ ରାସ୍ତା ଉପରେ ଚାଲିଛି ବୈତରଣୀ ର ପ୍ରଖର ବନ୍ୟା ଜଳ. ଯାତାୟାତ ସମ୍ପୂର୍ଣ୍ଣ ବାଧାପ୍ରାପ୍ତ. ଦୀର୍ଘ ଏକ ମାସରୁ ଉର୍ଦ୍ଧ୍ୱ ହେବ ରାସ୍ତା ରେ ବନ୍ୟାଜଳ ଚାଲୁଥିବାରୁ ନାହିଁ ନଥିବା ହଇରାଣ ର ସମ୍ମୁଖୀନ ଲୋକ
    1
    ଆରଡ଼ି - କୁଆଖିଆ ବୋଡ଼କ ନିକଟରେ ରାସ୍ତା ଉପରେ ଚାଲିଛି ବୈତରଣୀ ର ପ୍ରଖର ବନ୍ୟା ଜଳ.
ଯାତାୟାତ ସମ୍ପୂର୍ଣ୍ଣ ବାଧାପ୍ରାପ୍ତ. ଦୀର୍ଘ ଏକ ମାସରୁ ଉର୍ଦ୍ଧ୍ୱ ହେବ ରାସ୍ତା ରେ ବନ୍ୟାଜଳ ଚାଲୁଥିବାରୁ ନାହିଁ ନଥିବା ହଇରାଣ ର ସମ୍ମୁଖୀନ ଲୋକ
    user_Bhadrak bulletin
    Bhadrak bulletin
    ଭଦ୍ରକ ଗ୍ରାମୀଣ, ଭଦ୍ରକ, ଓଡ଼ିଶା•
    12 hrs ago
  • ଓଡ଼ିଶାରେ ପ୍ରତିବର୍ଷ ସେପ୍ଟେମ୍ବର ୧ ତାରିଖକୁ "ଡ୍ରାଇଭର ଦିବସ" (ଜାତୀୟ ଡ୍ରାଇଭର ଦିବସ) ଭାବେ ପାଳନ କରାଯାଏ। ଆମ ସମାଜରେ ଡ୍ରାଇଭର ମାନଙ୍କର ଅକ୍ଳାନ୍ତ ପରିଶ୍ରମ, ନିଷ୍ଠା ଏବଂ ଗୁରୁତ୍ୱପୂର୍ଣ୍ଣ ଅବଦାନକୁ ସମ୍ମାନ ଜଣାଇବା ପାଇଁ ଏହି ଦିବସଟି ଉତ୍ସର୍ଗୀକୃତ।
    1
    ଓଡ଼ିଶାରେ ପ୍ରତିବର୍ଷ ସେପ୍ଟେମ୍ବର ୧ ତାରିଖକୁ "ଡ୍ରାଇଭର ଦିବସ" (ଜାତୀୟ ଡ୍ରାଇଭର ଦିବସ) ଭାବେ ପାଳନ କରାଯାଏ। ଆମ ସମାଜରେ ଡ୍ରାଇଭର ମାନଙ୍କର ଅକ୍ଳାନ୍ତ ପରିଶ୍ରମ, ନିଷ୍ଠା ଏବଂ ଗୁରୁତ୍ୱପୂର୍ଣ୍ଣ ଅବଦାନକୁ ସମ୍ମାନ ଜଣାଇବା ପାଇଁ ଏହି ଦିବସଟି ଉତ୍ସର୍ଗୀକୃତ।
    user_AT News
    AT News
    Media company ଭଦ୍ରକ ଗ୍ରାମୀଣ, ଭଦ୍ରକ, ଓଡ଼ିଶା•
    16 hrs ago
  • ଢେଙ୍କାନାଳ ସହର ରେ ପ୍ରଶାସନ ଓ ଖାଦ୍ୟ ବିଭାଗର ମିଲିତ ଚଢାଉ ଏବଂ ଫାଇନ ଆଦାୟ
    2
    ଢେଙ୍କାନାଳ ସହର ରେ ପ୍ରଶାସନ ଓ ଖାଦ୍ୟ ବିଭାଗର ମିଲିତ ଚଢାଉ ଏବଂ ଫାଇନ ଆଦାୟ
    user_Dipak Kumar Nayak
    Dipak Kumar Nayak
    Voice of people Dhenkanal Sadar, Odisha•
    15 hrs ago
  • ଜଗଦଳା ଡ୍ୟାମ : ପ୍ରକୃତିର କୋଳରେ ଜଳସେଚନ ସହ ପର୍ଯ୍ୟଟନର ଅପୂର୍ବ ସ୍ଥାନ କେନ୍ଦୁଝର, (ଧ୍ୟାନକୃଷ୍ଣ ନାୟକ) : ପ୍ରକୃତିର ଅପୂର୍ବ ସୌନ୍ଦର୍ଯ୍ୟରେ ଭରପୂର କେନ୍ଦୁଝର ଜିଲ୍ଲାରେ ଅନେକ ଜଳଭଣ୍ଡାର, ଜଳପ୍ରପାତ ଓ ସବୁଜିମା ଭରା ପର୍ଯ୍ୟଟନସ୍ଥଳୀ ରହିଛି। ସେହିପରି ଏକ ମନୋରମ ସ୍ଥାନ ହେଉଛି ଜଗଦଳା ଡ୍ୟାମ। ଏହା କେବଳ ଏକ ଜଳସେଚନ ପ୍ରକଳ୍ପ ନୁହେଁ, ବରଂ ପ୍ରକୃତିପ୍ରେମୀ ଓ ବଣଭୋଜି ପ୍ରିୟଙ୍କ ପାଇଁ ମଧ୍ୟ ଏକ ଆକର୍ଷଣୀୟ ସ୍ଥାନ। କେନ୍ଦୁଝର ଜିଲ୍ଲାର ଝୁମ୍ପୁରା ବ୍ଲକ ଅଧୀନ ଗୋଡୁଅଟୋପା ଗ୍ରାମରେ ଅବସ୍ଥିତ ଏହି କ୍ଷୁଦ୍ର ଜଳସେଚନ ପ୍ରକଳ୍ପର ନିର୍ମାଣ କାର୍ଯ୍ୟ ୧୯୯୬ ମସିହାରେ ଆରମ୍ଭ ହୋଇ ୧୯୯୯ ମସିହାରେ ସମ୍ପୂର୍ଣ୍ଣ ହୋଇଥିଲା। କେନ୍ଦୁଝର ଜିଲ୍ଲା ମୁଖ୍ୟାଳୟଠାରୁ ଏହାର ଦୂରତା ପ୍ରାୟ ୩୨ କିଲୋମିଟର। ନିକଟସ୍ଥ ରେଳଷ୍ଟେସନ ଭାବେ ପର୍ଜନପୁର ରେଳଷ୍ଟେସନ ରହିଛି। ଜଳସେଚନରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ମାଟିବନ୍ଧ ଭାବେ ନିର୍ମିତ ଜଗଦଳା ଡ୍ୟାମର ମୁଖ୍ୟ ଡ୍ୟାମର ଦୈର୍ଘ୍ୟ ୧୦୧୮ ମିଟର। ଏହାର ମୁଖ୍ୟ କେନାଲର ଦୈର୍ଘ୍ୟ ପ୍ରାୟ ୫୭୩୦ ମିଟର। କେନାଲ ମାଧ୍ୟମରେ ପ୍ରତି ସେକେଣ୍ଡରେ ୬୪ କ୍ୟୁସେକ ଜଳ ଛାଡ଼ିବାର ସୁବିଧା ରହିଛି। ଏହି ଜଳସେଚନ ପ୍ରକଳ୍ପ ଯୋଗୁଁ ଆଖପାଖ ଅଞ୍ଚଳର ଚାଷଜମିକୁ ଜଳ ଯୋଗାଣରେ ସହାୟତା ମିଳୁଛି। ଜଗଦଳା ଡ୍ୟାମର ଜଳ ଉପରେ ନିର୍ଭର କରି ଗୋଡୁଆଟୋପା, ରେଙ୍ଗାଳବେଡ଼ା, ଧନୁର୍ଜୟପୁର, କଣ୍ଡରାପଶି, ତୁଳସୀପୁର, କାଳୀସୁଈ, କୁଞ୍ଜରବାହାଳ ଓ ସିଲିସୁଆଁ ଆଦି ମୋଟ ୮ଟି ଗ୍ରାମର ଲୋକେ ଉପକୃତ ହେଉଛନ୍ତି। ସବୁଜିମା ମଧ୍ୟରେ ମନୋରମ ପରିବେଶ ଜଳସେଚନ କ୍ଷେତ୍ରରେ ଗୁରୁତ୍ୱ ବହନ କରୁଥିବା ଜଗଦଳା ଡ୍ୟାମର ଅନ୍ୟ ଏକ ଆକର୍ଷଣ ହେଉଛି ଏହାର ପ୍ରାକୃତିକ ପରିବେଶ। ଡ୍ୟାମଟି ଚାରିପଟେ ସବୁଜିମା ଭରା ଜଙ୍ଗଲ ଓ ମନୋରମ ପ୍ରାକୃତିକ ପରିବେଶ ରହିଛି। ଜଳରାଶି, ପାହାଡ଼ିଆ ପରିବେଶ ଓ ସବୁଜ ବନାନୀର ସମନ୍ୱୟ ଏହି ସ୍ଥାନର ସୌନ୍ଦର୍ଯ୍ୟକୁ ଆହୁରି ମନମୁଗ୍ଧକର କରିଥାଏ। ବିଶେଷକରି ଶୀତ ଋତୁରେ ଏଠାକାର ପରିବେଶ ଅତ୍ୟନ୍ତ ମନୋରମ ହୋଇଉଠେ। ଶୀତଦିନେ ବଣଭୋଜି କରିବା ପାଇଁ ଏହା ଏକ ଉପଯୁକ୍ତ ସ୍ଥାନ। ପରିବାର, ବନ୍ଧୁବାନ୍ଧବ ଓ ସାଙ୍ଗସାଥୀଙ୍କ ସହ ଏଠାକୁ ଆସି ପ୍ରକୃତିର ନିରବତା ଓ ସୌନ୍ଦର୍ଯ୍ୟକୁ ଉପଭୋଗ କରିବାର ଅଲଗା ଆନନ୍ଦ ରହିଛି। ପର୍ଯ୍ୟଟନର ନୂଆ ସମ୍ଭାବନା ଜଗଦଳା ଡ୍ୟାମର ପ୍ରାକୃତିକ ସୌନ୍ଦର୍ଯ୍ୟକୁ ଯଦି ସୁଚିନ୍ତିତ ଭାବେ ବିକଶିତ କରାଯାଏ, ତେବେ ଏହା କେନ୍ଦୁଝର ଜିଲ୍ଲାର ଏକ ଆକର୍ଷଣୀୟ ପର୍ଯ୍ୟଟନସ୍ଥଳୀ ଭାବେ ପରିଚିତି ଲାଭ କରିପାରିବ। ଏଠାରେ ଆବଶ୍ୟକ ମୌଳିକ ସୁବିଧା, ବସିବା ସ୍ଥାନ, ପରିମଳ ବ୍ୟବସ୍ଥା, ସୁରକ୍ଷା ଓ ଉନ୍ନତ ଯାତାୟାତ ସୁବିଧା ଯୋଗାଇ ଦିଆଗଲେ ଅଧିକ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରାଯାଇପାରିବ। ଜଳସେଚନରେ ଚାଷୀଙ୍କ ସାଥୀ, ଆଉ ପ୍ରକୃତିପ୍ରେମୀଙ୍କ ପାଇଁ ମନୋରମ ଠିକଣା—ଜଗଦଳା ଡ୍ୟାମ କେନ୍ଦୁଝରର ପ୍ରାକୃତିକ ସୌନ୍ଦର୍ଯ୍ୟର ଆଉ ଏକ ନିଆରା ପରିଚୟ।
    4
    ଜଗଦଳା ଡ୍ୟାମ : ପ୍ରକୃତିର କୋଳରେ ଜଳସେଚନ ସହ ପର୍ଯ୍ୟଟନର ଅପୂର୍ବ ସ୍ଥାନ
କେନ୍ଦୁଝର, (ଧ୍ୟାନକୃଷ୍ଣ ନାୟକ) : ପ୍ରକୃତିର ଅପୂର୍ବ ସୌନ୍ଦର୍ଯ୍ୟରେ ଭରପୂର କେନ୍ଦୁଝର ଜିଲ୍ଲାରେ ଅନେକ ଜଳଭଣ୍ଡାର, ଜଳପ୍ରପାତ ଓ ସବୁଜିମା ଭରା ପର୍ଯ୍ୟଟନସ୍ଥଳୀ ରହିଛି। ସେହିପରି ଏକ ମନୋରମ ସ୍ଥାନ ହେଉଛି ଜଗଦଳା ଡ୍ୟାମ। ଏହା କେବଳ ଏକ ଜଳସେଚନ ପ୍ରକଳ୍ପ ନୁହେଁ, ବରଂ ପ୍ରକୃତିପ୍ରେମୀ ଓ ବଣଭୋଜି ପ୍ରିୟଙ୍କ ପାଇଁ ମଧ୍ୟ ଏକ ଆକର୍ଷଣୀୟ ସ୍ଥାନ।
କେନ୍ଦୁଝର ଜିଲ୍ଲାର ଝୁମ୍ପୁରା ବ୍ଲକ ଅଧୀନ ଗୋଡୁଅଟୋପା ଗ୍ରାମରେ ଅବସ୍ଥିତ ଏହି କ୍ଷୁଦ୍ର ଜଳସେଚନ ପ୍ରକଳ୍ପର ନିର୍ମାଣ କାର୍ଯ୍ୟ ୧୯୯୬ ମସିହାରେ ଆରମ୍ଭ ହୋଇ ୧୯୯୯ ମସିହାରେ ସମ୍ପୂର୍ଣ୍ଣ ହୋଇଥିଲା। କେନ୍ଦୁଝର ଜିଲ୍ଲା ମୁଖ୍ୟାଳୟଠାରୁ ଏହାର ଦୂରତା ପ୍ରାୟ ୩୨ କିଲୋମିଟର। ନିକଟସ୍ଥ ରେଳଷ୍ଟେସନ ଭାବେ ପର୍ଜନପୁର ରେଳଷ୍ଟେସନ ରହିଛି।
ଜଳସେଚନରେ ଗୁରୁତ୍ୱପୂର୍ଣ୍ଣ ଭୂମିକା
ମାଟିବନ୍ଧ ଭାବେ ନିର୍ମିତ ଜଗଦଳା ଡ୍ୟାମର ମୁଖ୍ୟ ଡ୍ୟାମର ଦୈର୍ଘ୍ୟ ୧୦୧୮ ମିଟର। ଏହାର ମୁଖ୍ୟ କେନାଲର ଦୈର୍ଘ୍ୟ ପ୍ରାୟ ୫୭୩୦ ମିଟର। କେନାଲ ମାଧ୍ୟମରେ ପ୍ରତି ସେକେଣ୍ଡରେ ୬୪ କ୍ୟୁସେକ ଜଳ ଛାଡ଼ିବାର ସୁବିଧା ରହିଛି। ଏହି ଜଳସେଚନ ପ୍ରକଳ୍ପ ଯୋଗୁଁ ଆଖପାଖ ଅଞ୍ଚଳର ଚାଷଜମିକୁ ଜଳ ଯୋଗାଣରେ ସହାୟତା ମିଳୁଛି।
ଜଗଦଳା ଡ୍ୟାମର ଜଳ ଉପରେ ନିର୍ଭର କରି ଗୋଡୁଆଟୋପା, ରେଙ୍ଗାଳବେଡ଼ା, ଧନୁର୍ଜୟପୁର, କଣ୍ଡରାପଶି, ତୁଳସୀପୁର, କାଳୀସୁଈ, କୁଞ୍ଜରବାହାଳ ଓ ସିଲିସୁଆଁ ଆଦି ମୋଟ ୮ଟି ଗ୍ରାମର ଲୋକେ ଉପକୃତ ହେଉଛନ୍ତି।
ସବୁଜିମା ମଧ୍ୟରେ ମନୋରମ ପରିବେଶ
ଜଳସେଚନ କ୍ଷେତ୍ରରେ ଗୁରୁତ୍ୱ ବହନ କରୁଥିବା ଜଗଦଳା ଡ୍ୟାମର ଅନ୍ୟ ଏକ ଆକର୍ଷଣ ହେଉଛି ଏହାର ପ୍ରାକୃତିକ ପରିବେଶ। ଡ୍ୟାମଟି ଚାରିପଟେ ସବୁଜିମା ଭରା ଜଙ୍ଗଲ ଓ ମନୋରମ ପ୍ରାକୃତିକ ପରିବେଶ ରହିଛି। ଜଳରାଶି, ପାହାଡ଼ିଆ ପରିବେଶ ଓ ସବୁଜ ବନାନୀର ସମନ୍ୱୟ ଏହି ସ୍ଥାନର ସୌନ୍ଦର୍ଯ୍ୟକୁ ଆହୁରି ମନମୁଗ୍ଧକର କରିଥାଏ।
ବିଶେଷକରି ଶୀତ ଋତୁରେ ଏଠାକାର ପରିବେଶ ଅତ୍ୟନ୍ତ ମନୋରମ ହୋଇଉଠେ। ଶୀତଦିନେ ବଣଭୋଜି କରିବା ପାଇଁ ଏହା ଏକ ଉପଯୁକ୍ତ ସ୍ଥାନ। ପରିବାର, ବନ୍ଧୁବାନ୍ଧବ ଓ ସାଙ୍ଗସାଥୀଙ୍କ ସହ ଏଠାକୁ ଆସି ପ୍ରକୃତିର ନିରବତା ଓ ସୌନ୍ଦର୍ଯ୍ୟକୁ ଉପଭୋଗ କରିବାର ଅଲଗା ଆନନ୍ଦ ରହିଛି।
ପର୍ଯ୍ୟଟନର ନୂଆ ସମ୍ଭାବନା
ଜଗଦଳା ଡ୍ୟାମର ପ୍ରାକୃତିକ ସୌନ୍ଦର୍ଯ୍ୟକୁ ଯଦି ସୁଚିନ୍ତିତ ଭାବେ ବିକଶିତ କରାଯାଏ, ତେବେ ଏହା କେନ୍ଦୁଝର ଜିଲ୍ଲାର ଏକ ଆକର୍ଷଣୀୟ ପର୍ଯ୍ୟଟନସ୍ଥଳୀ ଭାବେ ପରିଚିତି ଲାଭ କରିପାରିବ। ଏଠାରେ ଆବଶ୍ୟକ ମୌଳିକ ସୁବିଧା, ବସିବା ସ୍ଥାନ, ପରିମଳ ବ୍ୟବସ୍ଥା, ସୁରକ୍ଷା ଓ ଉନ୍ନତ ଯାତାୟାତ ସୁବିଧା ଯୋଗାଇ ଦିଆଗଲେ ଅଧିକ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରାଯାଇପାରିବ।
ଜଳସେଚନରେ ଚାଷୀଙ୍କ ସାଥୀ, ଆଉ ପ୍ରକୃତିପ୍ରେମୀଙ୍କ ପାଇଁ ମନୋରମ ଠିକଣା—ଜଗଦଳା ଡ୍ୟାମ କେନ୍ଦୁଝରର ପ୍ରାକୃତିକ ସୌନ୍ଦର୍ଯ୍ୟର ଆଉ ଏକ ନିଆରା ପରିଚୟ।
    user_Dhyana Krushna Nayak
    Dhyana Krushna Nayak
    Content Creator (YouTuber) Kendujhar Sadar, Odisha•
    1 hr ago
  • ଢେଙ୍କାନାଳରେ ଶିକ୍ଷା ବିଭାଗରେ ଲାଗିଲା କଳଙ୍କ,ଅଭିଭାବକଙ୍କୁ ଦେଖି ବିଦ୍ୟାଳୟରୁ ଦୌଡିଲେ ମଦ୍ୟପ ଶିକ୍ଷକ l Dhenkanal.
    1
    ଢେଙ୍କାନାଳରେ ଶିକ୍ଷା ବିଭାଗରେ ଲାଗିଲା କଳଙ୍କ,ଅଭିଭାବକଙ୍କୁ ଦେଖି ବିଦ୍ୟାଳୟରୁ ଦୌଡିଲେ ମଦ୍ୟପ ଶିକ୍ଷକ l Dhenkanal.
    user_Dhenkanal News
    Dhenkanal News
    Media company Dhenkanal Sadar, Odisha•
    22 hrs ago
  • ବାପାଙ୍କ ରାଗକୁ ସହି ନପାରି ଅଷ୍ଟମ ଶ୍ରେଣୀ ଛାତ୍ର ଫେରାର ‎।ବାପାଙ୍କ ଉପରେ ଅଭିମାନ କରି ଘର ଛାଡିଲ ନାବାଳକା ପୁଅ । ଢେଙ୍କାନାଳ ଜିଲ୍ଲା ଭୁବନ ଥାନା କୃଷ୍ଣପୁରୁ ଗ୍ରାମର ଶକ୍ତି ପାଣି, ୧୪ ବର୍ଷ ପିତା - ମହେଶ୍ୱର ପାଣି । ଛାତ୍ର ଜଣକ ମାର୍ଥାପୁର ଉଚ୍ଚ ବିଦ୍ୟାଳୟର ଅଷ୍ଟମ ଶ୍ରେଣୀର ଛାତ୍ର । ଆଜିକୁ ଦୁଇ ଦିନ ପୂର୍ବରୁ ଛାତ୍ର ଜଣକ କୌଣସି କାରଣରୁ ଘରେ ଥିବା ଦୁଇଟି ମୋବାଇଲ କଚାଡି ଭାଙ୍ଗି ଦେଇଥିଲେ । ଯାହାଫଳରେକି ବାପା ମହେଶ୍ବର ପାଣୀ ତାଙ୍କୁ ଗାଳିଗୁଲଜ କରିଥିଲେ । ତେଣୁ ଆଜି ମଙ୍ଗଳବାର ସକାଳ ୬ଟା ସମୟରେ ଟ୍ୟୁସନ୍ ଫିସ୍ ଦେବା ବାହାନାରେ ଘରୁ ୧୦୦୦ ଟଙ୍କା ଏବଂ ସାଇକେଲ୍ ନେଇ ବାହାରିଥିଲେ।ପରେ ସାଇକେଲ୍ ରଖି ‘କାହ୍ନା’ ନାମକ ବସ୍‌ରେ କଟକ ନୂଆ ବସ୍‌ଷ୍ଟାଣ୍ଡରେ ଓହ୍ଲାଇ ନିଖୋଜ ହୋଇଯାଇଛନ୍ତି। ଯଦି କୌଣସି ବ୍ୟକ୍ତି ଏହି ନିଖୋଜ ଛାତ୍ରଙ୍କ ସମ୍ପର୍କରେ ସୂଚନା ପାଆନ୍ତି, ତେବେ ତୁରନ୍ତ ନିକଟସ୍ଥ ପୁଲିସ୍ ଷ୍ଟେସନ ସହ ଯୋଗାଯୋଗ କରିବାକୁ ଅନୁରୋଧ ।
    1
    ବାପାଙ୍କ ରାଗକୁ ସହି ନପାରି ଅଷ୍ଟମ ଶ୍ରେଣୀ ଛାତ୍ର ଫେରାର ‎।ବାପାଙ୍କ ଉପରେ ଅଭିମାନ କରି ଘର ଛାଡିଲ ନାବାଳକା ପୁଅ । ଢେଙ୍କାନାଳ ଜିଲ୍ଲା ଭୁବନ ଥାନା  କୃଷ୍ଣପୁରୁ ଗ୍ରାମର ଶକ୍ତି ପାଣି, ୧୪ ବର୍ଷ ପିତା - ମହେଶ୍ୱର ପାଣି । ଛାତ୍ର ଜଣକ ମାର୍ଥାପୁର ଉଚ୍ଚ ବିଦ୍ୟାଳୟର ଅଷ୍ଟମ ଶ୍ରେଣୀର ଛାତ୍ର । ଆଜିକୁ ଦୁଇ ଦିନ ପୂର୍ବରୁ ଛାତ୍ର ଜଣକ କୌଣସି କାରଣରୁ ଘରେ ଥିବା ଦୁଇଟି ମୋବାଇଲ କଚାଡି ଭାଙ୍ଗି ଦେଇଥିଲେ । ଯାହାଫଳରେକି ବାପା ମହେଶ୍ବର ପାଣୀ ତାଙ୍କୁ ଗାଳିଗୁଲଜ କରିଥିଲେ । ତେଣୁ ଆଜି ମଙ୍ଗଳବାର ସକାଳ ୬ଟା ସମୟରେ ଟ୍ୟୁସନ୍ ଫିସ୍ ଦେବା ବାହାନାରେ ଘରୁ ୧୦୦୦ ଟଙ୍କା ଏବଂ ସାଇକେଲ୍ ନେଇ ବାହାରିଥିଲେ।ପରେ ସାଇକେଲ୍ ରଖି ‘କାହ୍ନା’ ନାମକ ବସ୍‌ରେ କଟକ ନୂଆ ବସ୍‌ଷ୍ଟାଣ୍ଡରେ ଓହ୍ଲାଇ ନିଖୋଜ ହୋଇଯାଇଛନ୍ତି। ଯଦି କୌଣସି ବ୍ୟକ୍ତି ଏହି ନିଖୋଜ ଛାତ୍ରଙ୍କ ସମ୍ପର୍କରେ ସୂଚନା ପାଆନ୍ତି, ତେବେ ତୁରନ୍ତ ନିକଟସ୍ଥ ପୁଲିସ୍ ଷ୍ଟେସନ ସହ ଯୋଗାଯୋଗ କରିବାକୁ ଅନୁରୋଧ ।
    user_Odisha News Express
    Odisha News Express
    ବାଲେଶ୍ୱର (M), ବାଲେଶ୍ୱର, ଓଡ଼ିଶା•
    3 hrs ago
  • MMDR ବିଲ ପ୍ରସଙ୍ଗରେ ମୁହଁ ଖୋଲୁ ନ ଥିବା ମୁଖ୍ୟମନ୍ତ୍ରୀ ଓ ୨୦ ଜଣ ସାଂସଦ ଙ୍କ ବିରୋଧରେ କଂଗ୍ରେସ ର କୁଶପୁତଳିକା ଦାହ ଓ ମଶାଳ ଶୋଭାଯାତ୍ରା MMDR ବିଲ ପ୍ରସଙ୍ଗରେ ମୁହଁ ଖୋଲୁ ନ ଥିବା ମୁଖ୍ୟମନ୍ତ୍ରୀ ଓ ୨୦ ଜଣ ସାଂସଦ ଙ୍କ ବିରୋଧରେ କଂଗ୍ରେସ ର କୁଶପୁତଳିକା ଦାହ ଓ ମଶାଳ ଶୋଭାଯାତ୍ରା #LatestNews #UpdateNews #apanankakhabara #patanagada #news #OdishaNews #odisha
    1
    MMDR ବିଲ ପ୍ରସଙ୍ଗରେ ମୁହଁ ଖୋଲୁ ନ ଥିବା ମୁଖ୍ୟମନ୍ତ୍ରୀ ଓ ୨୦ ଜଣ ସାଂସଦ ଙ୍କ ବିରୋଧରେ କଂଗ୍ରେସ ର କୁଶପୁତଳିକା  ଦାହ ଓ ମଶାଳ ଶୋଭାଯାତ୍ରା  
MMDR ବିଲ ପ୍ରସଙ୍ଗରେ ମୁହଁ ଖୋଲୁ ନ ଥିବା ମୁଖ୍ୟମନ୍ତ୍ରୀ ଓ ୨୦ ଜଣ ସାଂସଦ ଙ୍କ ବିରୋଧରେ କଂଗ୍ରେସ ର କୁଶପୁତଳିକା  ଦାହ ଓ ମଶାଳ ଶୋଭାଯାତ୍ରା  #LatestNews #UpdateNews #apanankakhabara #patanagada #news #OdishaNews #odisha
    user_Apananka Khabara
    Apananka Khabara
    Video Creator Cuttack (M.Corp.) P.S, Odisha•
    6 hrs ago
  • #ରାତିରେ_କାନ୍ଥ_ଡେଇଁ_ବୋହୂଙ୍କ_ଘରେ_ପଶିଲେ_ଶଶୁର_ଦୁଷ୍କର୍ମ_ଅଭିଯୋଗ_ଆଣିଲେ_ବୋହୁ..... ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକ ଅନ୍ତର୍ଗତ ବନ୍ଦୀଆରି ସାହିରୁ ସାମ୍ନାକୁ ଆସିଛି ଏକ ଗୁରୁତର ଅଭିଯୋଗ। ନିଜ ବୋହୂଙ୍କ ଘରେ ରାତିରେ କାନ୍ଥ ଡେଇଁ ପଶି ଅଶୋଭନୀୟ ଆଚରଣ ଏବଂ ଦୁଷ୍କର୍ମ ଉଦ୍ୟମ କରିଥିବା ନେଇ ଶଶୁରଙ୍କ ବିରୋଧରେ ଅଭିଯୋଗ ହୋଇଛି। ସୂଚନା ଅନୁସାରେ, ପ୍ରାୟ ୩ ବର୍ଷ ପୂର୍ବରୁ ବନ୍ଦୀଆରି ସାହିର ବିଷ୍ଣୁ ମହାଳିକଙ୍କ ପୁଅ ରାଜେଶ ମହାଳିକଙ୍କ ସହ ବାସୁଦେବପୁର ବ୍ଲକ ଚୂଡ଼ାମଣି ଗ୍ରାମର ଅରୁଣ ମହାଳିକଙ୍କ ଝିଅ ସୁଚିତ୍ରା ମହାଳିକଙ୍କ ବୈଦିକ ରୀତିନୀତିରେ ବିବାହ ହୋଇଥିଲା ବିବାହ ପରେ ସୁଚିତ୍ରା ଶ୍ୱଶୁର ଘରେ ରହୁଥିଲେ। ତେବେ ତାଙ୍କ ଅଭିଯୋଗ ଅନୁଯାୟୀ, ରାତି ସମୟରେ ଶଶୁର ବିଷ୍ଣୁ ମହାଳିକ କାନ୍ଥ ଡେଇଁ ତାଙ୍କ ରୁମ୍‌ରେ ପ୍ରବେଶ କରୁଥିଲେ। ଏପରିକି ତାଙ୍କ ସହ ଅଶୋଭନୀୟ ଆଚରଣ କରିବା ସହ ଦୁଷ୍କର୍ମ ଉଦ୍ୟମ କରିଥିବା ନେଇ ସେ ଅଭିଯୋଗ କରିଛନ୍ତି। ମହିଳାଙ୍କ ଅଭିଯୋଗ ଆହୁରି ଗୁରୁତର। ସେ କହିଛନ୍ତି, ଘଟଣା ପୂର୍ବରୁ ତାଙ୍କୁ ନିଶା ଔଷଧ ଦିଆଯାଇଥିଲା। ସେ ଶୋଇଥିବା ସମୟରେ ଅଭିଯୁକ୍ତ ଘରେ ପ୍ରବେଶ କରି ତାଙ୍କ ସହ ଅଶୋଭନୀୟ ଆଚରଣ କରିଥିବା ନେଇ ସେ ଦାବି କରିଛନ୍ତି। ତେବେ ଏହି ସମସ୍ତ ଅଭିଯୋଗର ସତ୍ୟତା ପୁଲିସର ତଦନ୍ତ ପରେ ହିଁ ସ୍ପଷ୍ଟ ହେବ। ଅଭିଯୋଗ ଆଧାରରେ ଘଟଣାର ନିରପେକ୍ଷ ତଦନ୍ତ, ପୀଡ଼ିତାଙ୍କ ସୁରକ୍ଷା ଏବଂ ଆଇନ ଅନୁଯାୟୀ ଆବଶ୍ୟକ ପଦକ୍ଷେପ ନେବାକୁ ଦାବି ହେଉଛି। ଏହି ଘଟଣା ପରେ ପରିବାର ଏବଂ ସମାଜରେ ମହିଳାଙ୍କ ସୁରକ୍ଷାକୁ ନେଇ ପ୍ରଶ୍ନ ଉଠିଛି। ଏବେ ପୁଲିସର ତଦନ୍ତ କେଉଁ ଦିଗକୁ ଯାଉଛି, ଅଭିଯୋଗରେ କେତେ ସତ୍ୟତା ରହିଛି ଏବଂ ଘଟଣାର ପ୍ରକୃତ ସତ୍ୟ କଣ—ତାହା ତଦନ୍ତ ପରେ ହିଁ ସ୍ପଷ୍ଟ ହେବ। #ଭଦ୍ରକ #ଚାନ୍ଦବାଲି #ଚାନ୍ଦବାଲିବ୍ଲକ #ବନ୍ଦୀଆରିସାହି #ଭଦ୍ରକନ୍ୟୁଜ #ଓଡ଼ିଶାନ୍ୟୁଜ #ଅଭିଯୋଗ #ଦୁଷ୍କର୍ମଉଦ୍ୟମ #ମହିଳାସୁରକ୍ଷା #ପୁଲିସତଦନ୍ତ #କ୍ରାଇମନ୍ୟୁଜ #ଓଡ଼ିଆନ୍ୟୁଜ #OdishaNews #BhadrakNews #Chandbali #CrimeNews #OdishaCrime #DhenkanalNewsOdisha
    1
    #ରାତିରେ_କାନ୍ଥ_ଡେଇଁ_ବୋହୂଙ୍କ_ଘରେ_ପଶିଲେ_ଶଶୁର_ଦୁଷ୍କର୍ମ_ଅଭିଯୋଗ_ଆଣିଲେ_ବୋହୁ.....

ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକ ଅନ୍ତର୍ଗତ ବନ୍ଦୀଆରି ସାହିରୁ ସାମ୍ନାକୁ ଆସିଛି ଏକ ଗୁରୁତର ଅଭିଯୋଗ। ନିଜ ବୋହୂଙ୍କ ଘରେ ରାତିରେ କାନ୍ଥ ଡେଇଁ ପଶି ଅଶୋଭନୀୟ ଆଚରଣ ଏବଂ ଦୁଷ୍କର୍ମ ଉଦ୍ୟମ କରିଥିବା ନେଇ ଶଶୁରଙ୍କ ବିରୋଧରେ ଅଭିଯୋଗ ହୋଇଛି।

ସୂଚନା ଅନୁସାରେ, ପ୍ରାୟ ୩ ବର୍ଷ ପୂର୍ବରୁ ବନ୍ଦୀଆରି ସାହିର ବିଷ୍ଣୁ ମହାଳିକଙ୍କ ପୁଅ ରାଜେଶ ମହାଳିକଙ୍କ ସହ ବାସୁଦେବପୁର ବ୍ଲକ ଚୂଡ଼ାମଣି ଗ୍ରାମର ଅରୁଣ ମହାଳିକଙ୍କ ଝିଅ ସୁଚିତ୍ରା ମହାଳିକଙ୍କ ବୈଦିକ ରୀତିନୀତିରେ ବିବାହ ହୋଇଥିଲା

ବିବାହ ପରେ ସୁଚିତ୍ରା ଶ୍ୱଶୁର ଘରେ ରହୁଥିଲେ। ତେବେ ତାଙ୍କ ଅଭିଯୋଗ ଅନୁଯାୟୀ, ରାତି ସମୟରେ ଶଶୁର ବିଷ୍ଣୁ ମହାଳିକ କାନ୍ଥ ଡେଇଁ ତାଙ୍କ ରୁମ୍‌ରେ ପ୍ରବେଶ କରୁଥିଲେ। ଏପରିକି ତାଙ୍କ ସହ ଅଶୋଭନୀୟ ଆଚରଣ କରିବା ସହ ଦୁଷ୍କର୍ମ ଉଦ୍ୟମ କରିଥିବା ନେଇ ସେ ଅଭିଯୋଗ କରିଛନ୍ତି।

ମହିଳାଙ୍କ ଅଭିଯୋଗ ଆହୁରି ଗୁରୁତର। ସେ କହିଛନ୍ତି, ଘଟଣା ପୂର୍ବରୁ ତାଙ୍କୁ ନିଶା ଔଷଧ ଦିଆଯାଇଥିଲା। ସେ ଶୋଇଥିବା ସମୟରେ ଅଭିଯୁକ୍ତ ଘରେ ପ୍ରବେଶ କରି ତାଙ୍କ ସହ ଅଶୋଭନୀୟ ଆଚରଣ କରିଥିବା ନେଇ ସେ ଦାବି କରିଛନ୍ତି।

ତେବେ ଏହି ସମସ୍ତ ଅଭିଯୋଗର ସତ୍ୟତା ପୁଲିସର ତଦନ୍ତ ପରେ ହିଁ ସ୍ପଷ୍ଟ ହେବ। ଅଭିଯୋଗ ଆଧାରରେ ଘଟଣାର ନିରପେକ୍ଷ ତଦନ୍ତ, ପୀଡ଼ିତାଙ୍କ ସୁରକ୍ଷା ଏବଂ ଆଇନ ଅନୁଯାୟୀ ଆବଶ୍ୟକ ପଦକ୍ଷେପ ନେବାକୁ ଦାବି ହେଉଛି।

ଏହି ଘଟଣା ପରେ ପରିବାର ଏବଂ ସମାଜରେ ମହିଳାଙ୍କ ସୁରକ୍ଷାକୁ ନେଇ ପ୍ରଶ୍ନ ଉଠିଛି। ଏବେ ପୁଲିସର ତଦନ୍ତ କେଉଁ ଦିଗକୁ ଯାଉଛି, ଅଭିଯୋଗରେ କେତେ ସତ୍ୟତା ରହିଛି ଏବଂ ଘଟଣାର ପ୍ରକୃତ ସତ୍ୟ କଣ—ତାହା ତଦନ୍ତ ପରେ ହିଁ ସ୍ପଷ୍ଟ ହେବ।

#ଭଦ୍ରକ #ଚାନ୍ଦବାଲି #ଚାନ୍ଦବାଲିବ୍ଲକ #ବନ୍ଦୀଆରିସାହି #ଭଦ୍ରକନ୍ୟୁଜ #ଓଡ଼ିଶାନ୍ୟୁଜ #ଅଭିଯୋଗ #ଦୁଷ୍କର୍ମଉଦ୍ୟମ #ମହିଳାସୁରକ୍ଷା #ପୁଲିସତଦନ୍ତ #କ୍ରାଇମନ୍ୟୁଜ #ଓଡ଼ିଆନ୍ୟୁଜ #OdishaNews #BhadrakNews #Chandbali #CrimeNews #OdishaCrime #DhenkanalNewsOdisha
    user_Dhenkanal News
    Dhenkanal News
    Media company Dhenkanal Sadar, Odisha•
    1 hr ago
View latest news on Shuru App
Download_Android
  • Terms & Conditions
  • Career
  • Privacy Policy
  • Blogs
Shuru, a product of Close App Private Limited.