Shuru
Apke Nagar Ki App…
ଓଡ଼ିଶାରେ ପ୍ରତିବର୍ଷ ସେପ୍ଟେମ୍ବର ୧ ତାରିଖକୁ "ଡ୍ରାଇଭର ଦିବସ" (ଜାତୀୟ ଡ୍ରାଇଭର ଦିବସ) ଭାବେ ପାଳନ କରାଯାଏ। ଆମ ସମାଜରେ ଡ୍ରାଇଭର ମାନଙ୍କର ଅକ୍ଳାନ୍ତ ପରିଶ୍ରମ, ନିଷ୍ଠା ଏବଂ ଗୁରୁତ୍ୱପୂର୍ଣ୍ଣ ଅବଦାନକୁ ସମ୍ମାନ ଜଣାଇବା ପାଇଁ ଏହି ଦିବସଟି ଉତ୍ସର୍ଗୀକୃତ।
AT News
ଓଡ଼ିଶାରେ ପ୍ରତିବର୍ଷ ସେପ୍ଟେମ୍ବର ୧ ତାରିଖକୁ "ଡ୍ରାଇଭର ଦିବସ" (ଜାତୀୟ ଡ୍ରାଇଭର ଦିବସ) ଭାବେ ପାଳନ କରାଯାଏ। ଆମ ସମାଜରେ ଡ୍ରାଇଭର ମାନଙ୍କର ଅକ୍ଳାନ୍ତ ପରିଶ୍ରମ, ନିଷ୍ଠା ଏବଂ ଗୁରୁତ୍ୱପୂର୍ଣ୍ଣ ଅବଦାନକୁ ସମ୍ମାନ ଜଣାଇବା ପାଇଁ ଏହି ଦିବସଟି ଉତ୍ସର୍ଗୀକୃତ।
More news from ଓଡ଼ିଶା and nearby areas
- ଯାଜପୁର ଡ଼୍ରାଇଭର ମହାସଂଘ ମହାସମାବେଶ ,ବାଲିଚନ୍ଦ୍ରପୁର ରବୀନ୍ଦ୍ର ମଣ୍ଡପ ଠାରେ ଅନୁଷ୍ଠିତ ହୋଇଯାଇଅଛି1
- ନାମୀଦାମୀ ଦୋକାନରେ ପୁଳାପୁଳା ବାସିଖାଦ୍ୟ ଆକ୍ସନ ମୋଡରେ ଖାଦ୍ୟ ନିରାପତ୍ତା ବିଭାଗ । ବାସୀ ଏବଂ ଅପମିଶ୍ରିତ ସାମଗ୍ରୀ ବିକୁ ଥିବା ଦୋକାନୀଙ୍କ ମଧ୍ୟରେ ଭାଳେଣୀ। ନାମୀଦାମୀ ଦୋକାନରେ ପୁଳାପୁଳା ବାସିଖାଦ୍ୟ ଆକ୍ସନ ମୋଡରେ ଖାଦ୍ୟ ନିରାପତ୍ତା ବିଭାଗ । ବାସୀ ମିଠା, ନକଲି ଛେନା ଏବଂ ଅପମିଶ୍ରିତ ସାମଗ୍ରୀ ବିକୁ ଥିବା ଦୋକାନୀଙ୍କ ମଧ୍ୟରେ ଭାଳେଣୀ । ନକଲି ପନିର ରାଜ୍ୟରେ ଦେଖିବା ପରେ ବେଶ କିଛିଦିନ ଧରି ଶୋଇରହିଥିବା ଫୁଡ ସେପ୍ଟି ବିଭାଗର ଏବେ ନିଦ ଭାଙ୍ଗିଛି ।1
- ଜୀବନ କଣ ଜାଣିବା ଆଗରୁ ଯନ୍ତ୍ରଣା ଜର୍ଜରିତ ୧୬ମାସର କୁନିଝିଅ ତ୍ରିଶିକା । ବଞ୍ଚିବା ପାଇଁ ସାହାଯ୍ୟ ଅପେକ୍ଷାରେ ପରିବାର । ଧର୍ମଶାଳା :- ଯାଜପୁର ଜିଲ୍ଲା, ଧର୍ମଶାଳା ଅନ୍ତର୍ଗତ ରମାପୁର ଗ୍ରାମର ମୁକେଶ ଚନ୍ଦ୍ର ରାୟ'ଙ୍କର ସେହି କୁନିଝିଅ । ବୟସ ମାତ୍ର ୧୬ମାସ । ହସଖୁସିର ପରିବାରରେ ସତେ ଯେମିତି କଳାବାଦଲ ଘୋଟି ଆସିଲା । ସାଧାରଣ ଦେହ ଅସୁସ୍ଥତାରୁ ଯେତେବେଳେ ଜଣା ପଡିଲା କୁନିଝିଅଟି ବିରଳ SM Type -2 ରୋଗରେ ପୀଡିତ ବୋଲି । ବର୍ତମାନ ସୁଦ୍ଧା ମୁକେଶ ନିଜର ସବୁ ଯାହା ସଂଚିତ ଅର୍ଥ ଝିଅର ଚିକିତ୍ସାରେ ଖର୍ଚ୍ଚ କରିସାରିଲେଣି। ବର୍ତମାନ ସେ AIIMS ରେ ଚିକିତ୍ସା ହେଉଛି। ଡାକ୍ତରଙ୍କ କହିବା ଅନୁସାରେ ଚିକିତ୍ସା ପାଇଁ ଏକ ଜୀବନ ରକ୍ଷାକାରୀ ଇଞ୍ଜେକ୍ସନ ଆବଶ୍ୟକ, ଯାହାର ଆନୁମାନିକ ମୂଲ୍ୟ ୧୬କୋଟି । ଯଦି କେହି ସହୃଦୟ ବ୍ୟକ୍ତି କିମ୍ବା ଅନୁଷ୍ଠାନ ସାହାଯ୍ୟ କରିବାକୁ ଚାହାଁନ୍ତି, ତେବେ ଯୋଗାଯୋଗ କରିବାକୁ ଅନୁରୋଧ MUKESH CHANDRA RAY ମୋବାଇଲ ନମ୍ବର.-91782595522
- ବାଲେଶ୍ୱର ବଣିଆପଟି ହତ୍ୟାକାଣ୍ଡର ପର୍ଦାଫାସ, ଅଭିଯୁକ୍ତ ଗିରଫ। #crimenews #Balasorenews News ବାଲେଶ୍ୱର ବଣିଆପଟି ହତ୍ୟାକାଣ୍ଡ ଘଟଣାର ପର୍ଦାଫାସ୍ କରିଛି ପୋଲିସ। ଘଟଣାରେ ଜଣେ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି। ଘଟଣାର କାରଣ ଓ ହତ୍ୟାକାଣ୍ଡ ସମ୍ପର୍କିତ ଅଧିକ ତଥ୍ୟ ପୋଲିସ ତଦନ୍ତରୁ ସାମ୍ନାକୁ ଆସିବ।1
- ବାପାଙ୍କ ରାଗକୁ ସହି ନପାରି ଅଷ୍ଟମ ଶ୍ରେଣୀ ଛାତ୍ର ଫେରାର ।ବାପାଙ୍କ ଉପରେ ଅଭିମାନ କରି ଘର ଛାଡିଲ ନାବାଳକା ପୁଅ । ଢେଙ୍କାନାଳ ଜିଲ୍ଲା ଭୁବନ ଥାନା କୃଷ୍ଣପୁରୁ ଗ୍ରାମର ଶକ୍ତି ପାଣି, ୧୪ ବର୍ଷ ପିତା - ମହେଶ୍ୱର ପାଣି । ଛାତ୍ର ଜଣକ ମାର୍ଥାପୁର ଉଚ୍ଚ ବିଦ୍ୟାଳୟର ଅଷ୍ଟମ ଶ୍ରେଣୀର ଛାତ୍ର । ଆଜିକୁ ଦୁଇ ଦିନ ପୂର୍ବରୁ ଛାତ୍ର ଜଣକ କୌଣସି କାରଣରୁ ଘରେ ଥିବା ଦୁଇଟି ମୋବାଇଲ କଚାଡି ଭାଙ୍ଗି ଦେଇଥିଲେ । ଯାହାଫଳରେକି ବାପା ମହେଶ୍ବର ପାଣୀ ତାଙ୍କୁ ଗାଳିଗୁଲଜ କରିଥିଲେ । ତେଣୁ ଆଜି ମଙ୍ଗଳବାର ସକାଳ ୬ଟା ସମୟରେ ଟ୍ୟୁସନ୍ ଫିସ୍ ଦେବା ବାହାନାରେ ଘରୁ ୧୦୦୦ ଟଙ୍କା ଏବଂ ସାଇକେଲ୍ ନେଇ ବାହାରିଥିଲେ।ପରେ ସାଇକେଲ୍ ରଖି ‘କାହ୍ନା’ ନାମକ ବସ୍ରେ କଟକ ନୂଆ ବସ୍ଷ୍ଟାଣ୍ଡରେ ଓହ୍ଲାଇ ନିଖୋଜ ହୋଇଯାଇଛନ୍ତି। ଯଦି କୌଣସି ବ୍ୟକ୍ତି ଏହି ନିଖୋଜ ଛାତ୍ରଙ୍କ ସମ୍ପର୍କରେ ସୂଚନା ପାଆନ୍ତି, ତେବେ ତୁରନ୍ତ ନିକଟସ୍ଥ ପୁଲିସ୍ ଷ୍ଟେସନ ସହ ଯୋଗାଯୋଗ କରିବାକୁ ଅନୁରୋଧ ।1
- 🌹🌹🌹ରଙ୍ଗର ରଙ୍ଗୋଲି 🌹🌹🌹 ରଙ୍ଗ ତୁଳୀ ଦ୍ଵାରା ଫୁଲ ଅଙ୍କିବା ସହଜରେ ଶିଖନ୍ତୁ 🌹🌹🌹1
- ୧ ଟଙ୍କାରେ ପୁରା ପେଟେ,୫ ଟା ଆଇଟମ ସହିତ। ବାଲେଶ୍ବର ସହରରେ ମିଳୁଛି ମିଲ୍।1
- କଟକ ଜିଲ୍ଲା ସାଲେପୁର ଠାରେ ଆଇଚର ସହ ଟାଟାଏସି ମୁହାଁ ମୁହିଁ ଧକ୍କା ଘଟଣାସ୍ଥଳରେ ଜଣେ ଆରୋହୀ ଗୁରୁତର ତୁଇ ଡ୍ରାଇଭର ଫେରାର1
- ମଲାସାହି ପଞ୍ଚାୟତରେ ଚାଷୀମାନଙ୍କୁ ସରକାରୀ ଧାର୍ଯ୍ୟ ମୂଲ୍ୟରେ ସାର ଯୋଗାଇ ଦିଆଯାଉଛି ଜଗତସିଂହପୁର ଜିଲ୍ଲା କୁଜଙ୍ଗ ବ୍ଲକର ମଲାସାହି ପ୍ରାଥମିକ କୃଷି ସେବା ସମବାୟ ସମିତିରେ ଚାଷୀମାନଙ୍କୁ ସରକାରୀ ଧାର୍ଯ୍ୟ ମୂଲ୍ୟରେ ସାର ଯୋଗାଇ ଦିଆଯାଉଛି। ଖରିଫ ଋତୁରେ ଆବଶ୍ୟକ ମୁତାବକ ୠଣ ଅର୍ଥ ପ୍ରଦାନ ସହିତ ବିହନ ମଧ୍ୟ ଯୋଗାଇ ଦିଆଯାଇଛି। ଗତବର୍ଷ ତୁଳନାରେ ଚଳିତବର୍ଷ ସର୍ବାଧିକ ଚାଷୀଙ୍କ ନାମ ଧାନ ମଣ୍ଡି ପାଇଁ ପଞ୍ଜୀକରଣ ହୋଇଛି। ସମତି ଉପରେ ନିର୍ଭର କରୁଥିବା ସମସ୍ତ ଚାଷୀଙ୍କୁ ସରକାରୀ ସୁବିଧା ଯୋଗାଇ ଦିଆଯିବ ବୋଲି କହିଛନ୍ତି ସଂପାଦକ ଶ୍ରୀ ଶତ୍ରୁଘ୍ନ ବାରିକ।1