Shuru
Apke Nagar Ki App…
ଜୀବନ କଣ ଜାଣିବା ଆଗରୁ ଯନ୍ତ୍ରଣା ଜର୍ଜରିତ ୧୬ମାସର କୁନିଝିଅ ତ୍ରିଶିକା । ବଞ୍ଚିବା ପାଇଁ ସାହାଯ୍ୟ ଅପେକ୍ଷାରେ ପରିବାର । ଧର୍ମଶାଳା :- ଯାଜପୁର ଜିଲ୍ଲା, ଧର୍ମଶାଳା ଅନ୍ତର୍ଗତ ରମାପୁର ଗ୍ରାମର ମୁକେଶ ଚନ୍ଦ୍ର ରାୟ'ଙ୍କର ସେହି କୁନିଝିଅ । ବୟସ ମାତ୍ର ୧୬ମାସ । ହସଖୁସିର ପରିବାରରେ ସତେ ଯେମିତି କଳାବାଦଲ ଘୋଟି ଆସିଲା । ସାଧାରଣ ଦେହ ଅସୁସ୍ଥତାରୁ ଯେତେବେଳେ ଜଣା ପଡିଲା କୁନିଝିଅଟି ବିରଳ SM Type -2 ରୋଗରେ ପୀଡିତ ବୋଲି । ବର୍ତମାନ ସୁଦ୍ଧା ମୁକେଶ ନିଜର ସବୁ ଯାହା ସଂଚିତ ଅର୍ଥ ଝିଅର ଚିକିତ୍ସାରେ ଖର୍ଚ୍ଚ କରିସାରିଲେଣି। ବର୍ତମାନ ସେ AIIMS ରେ ଚିକିତ୍ସା ହେଉଛି। ଡାକ୍ତରଙ୍କ କହିବା ଅନୁସାରେ ଚିକିତ୍ସା ପାଇଁ ଏକ ଜୀବନ ରକ୍ଷାକାରୀ ଇଞ୍ଜେକ୍ସନ ଆବଶ୍ୟକ, ଯାହାର ଆନୁମାନିକ ମୂଲ୍ୟ ୧୬କୋଟି । ଯଦି କେହି ସହୃଦୟ ବ୍ୟକ୍ତି କିମ୍ବା ଅନୁଷ୍ଠାନ ସାହାଯ୍ୟ କରିବାକୁ ଚାହାଁନ୍ତି, ତେବେ ଯୋଗାଯୋଗ କରିବାକୁ ଅନୁରୋଧ MUKESH CHANDRA RAY ମୋବାଇଲ ନମ୍ବର.-9178259552
ରଞ୍ଜନ କୁମାର ଦଳାଇ

More news from ଓଡ଼ିଶା and nearby areas
- ଯାଜପୁର ଡ଼୍ରାଇଭର ମହାସଂଘ ମହାସମାବେଶ ,ବାଲିଚନ୍ଦ୍ରପୁର ରବୀନ୍ଦ୍ର ମଣ୍ଡପ ଠାରେ ଅନୁଷ୍ଠିତ ହୋଇଯାଇଅଛି1
- ନାମୀଦାମୀ ଦୋକାନରେ ପୁଳାପୁଳା ବାସିଖାଦ୍ୟ ଆକ୍ସନ ମୋଡରେ ଖାଦ୍ୟ ନିରାପତ୍ତା ବିଭାଗ । ବାସୀ ଏବଂ ଅପମିଶ୍ରିତ ସାମଗ୍ରୀ ବିକୁ ଥିବା ଦୋକାନୀଙ୍କ ମଧ୍ୟରେ ଭାଳେଣୀ। ନାମୀଦାମୀ ଦୋକାନରେ ପୁଳାପୁଳା ବାସିଖାଦ୍ୟ ଆକ୍ସନ ମୋଡରେ ଖାଦ୍ୟ ନିରାପତ୍ତା ବିଭାଗ । ବାସୀ ମିଠା, ନକଲି ଛେନା ଏବଂ ଅପମିଶ୍ରିତ ସାମଗ୍ରୀ ବିକୁ ଥିବା ଦୋକାନୀଙ୍କ ମଧ୍ୟରେ ଭାଳେଣୀ । ନକଲି ପନିର ରାଜ୍ୟରେ ଦେଖିବା ପରେ ବେଶ କିଛିଦିନ ଧରି ଶୋଇରହିଥିବା ଫୁଡ ସେପ୍ଟି ବିଭାଗର ଏବେ ନିଦ ଭାଙ୍ଗିଛି ।1
- ଜୀବନ କଣ ଜାଣିବା ଆଗରୁ ଯନ୍ତ୍ରଣା ଜର୍ଜରିତ ୧୬ମାସର କୁନିଝିଅ ତ୍ରିଶିକା । ବଞ୍ଚିବା ପାଇଁ ସାହାଯ୍ୟ ଅପେକ୍ଷାରେ ପରିବାର । ଧର୍ମଶାଳା :- ଯାଜପୁର ଜିଲ୍ଲା, ଧର୍ମଶାଳା ଅନ୍ତର୍ଗତ ରମାପୁର ଗ୍ରାମର ମୁକେଶ ଚନ୍ଦ୍ର ରାୟ'ଙ୍କର ସେହି କୁନିଝିଅ । ବୟସ ମାତ୍ର ୧୬ମାସ । ହସଖୁସିର ପରିବାରରେ ସତେ ଯେମିତି କଳାବାଦଲ ଘୋଟି ଆସିଲା । ସାଧାରଣ ଦେହ ଅସୁସ୍ଥତାରୁ ଯେତେବେଳେ ଜଣା ପଡିଲା କୁନିଝିଅଟି ବିରଳ SM Type -2 ରୋଗରେ ପୀଡିତ ବୋଲି । ବର୍ତମାନ ସୁଦ୍ଧା ମୁକେଶ ନିଜର ସବୁ ଯାହା ସଂଚିତ ଅର୍ଥ ଝିଅର ଚିକିତ୍ସାରେ ଖର୍ଚ୍ଚ କରିସାରିଲେଣି। ବର୍ତମାନ ସେ AIIMS ରେ ଚିକିତ୍ସା ହେଉଛି। ଡାକ୍ତରଙ୍କ କହିବା ଅନୁସାରେ ଚିକିତ୍ସା ପାଇଁ ଏକ ଜୀବନ ରକ୍ଷାକାରୀ ଇଞ୍ଜେକ୍ସନ ଆବଶ୍ୟକ, ଯାହାର ଆନୁମାନିକ ମୂଲ୍ୟ ୧୬କୋଟି । ଯଦି କେହି ସହୃଦୟ ବ୍ୟକ୍ତି କିମ୍ବା ଅନୁଷ୍ଠାନ ସାହାଯ୍ୟ କରିବାକୁ ଚାହାଁନ୍ତି, ତେବେ ଯୋଗାଯୋଗ କରିବାକୁ ଅନୁରୋଧ MUKESH CHANDRA RAY ମୋବାଇଲ ନମ୍ବର.-91782595522
- ବନ୍ୟା ଅଂଚଳରେ ସାପ ଆତଙ୍କ.. ଯାଜପୁର ଦଶରଥପୁରରେ ଏବେ ସାପ ଭୟ..1
- ନ୍ୟାୟ ଦାବିରେ ଯାଜପୁର ଜିଲ୍ଲା ଆରକ୍ଷୀ ଅଧିକାରୀଙ୍କ ଦ୍ୱାରସ୍ଥ ହେଲେ ସରସ୍ୱତୀ ସାହୁ। #Jajpur #JajpurPolice #DistrictPoliceOffice #JajpurNews #OdishaNews #OdishaPolice #JusticeForSaraswati #SaraswatiSahu #news7odia #BreakingNews #OdiaNews #Police #Justice #ପୋଲିସ #ଯାଜପୁର #ନ୍ୟାୟଦାବି #ସରସ୍ବତୀସାହୁ #ଯୋଜନାଘର #MohanMajhi #CMOOdisha1
- କଟକ ଜିଲ୍ଲା ସାଲେପୁର ଠାରେ ଆଇଚର ସହ ଟାଟାଏସି ମୁହାଁ ମୁହିଁ ଧକ୍କା ଘଟଣାସ୍ଥଳରେ ଜଣେ ଆରୋହୀ ଗୁରୁତର ତୁଇ ଡ୍ରାଇଭର ଫେରାର1
- ଏବେ ଡାକ୍ତର ହେବେ ଆଶୁତୋଷ ଘସିପୁରା ବ୍ଳକ୍ ଅଳତି ଗାଁର ମେଧାବୀ ଆଦିବାସୀ ଛାତ୍ର ଆଶୁତୋଷ ପ୍ରିୟଦର୍ଶୀ ନାଏକ। ଏବେ ଡାକ୍ତର ହେବେ ଆଶୁତୋଷ ଘସିପୁରା ବ୍ଳକ୍ ଅଳତି ଗାଁର ମେଧାବୀ ଆଦିବାସୀ ଛାତ୍ର ଆଶୁତୋଷ ପ୍ରିୟଦର୍ଶୀ ନାଏକଙ୍କ ଡାକ୍ତର ହେବା ସ୍ୱପ୍ନ ଏବେ ପୂରଣ ହେବାକୁ ଯାଉଛି। ରାଜ୍ୟ ଏସଟି ରାଙ୍କରେ ୭୭ ନମ୍ବର ରଖିଥିଲେ ମଧ୍ୟ ଆର୍ଥିକ ଅଭାବ ଯୋଗୁଁ ତାଙ୍କ ପାଠପଢ଼ାରେ ବାଧା ସୃଷ୍ଟି ହୋଇଥିଲା। ଏହି ଘଟଣା ଜାଣିବା ପରେ ସ୍ଥାନୀୟ ବସନ୍ତ ମଞ୍ଜରୀ ଫାଉଣ୍ଡେସନର ଟ୍ରଷ୍ଟି ଡଃ. ରତିକାନ୍ତ ବରାଳ ସହାୟତାର ହାତ ବଢ଼ାଇ ଆଶୁତୋଷଙ୍କ ପାଞ୍ଚ ବର୍ଷର ପାଠପଢ଼ା ଦାୟିତ୍ୱ ନେଇଛନ୍ତି।1
- MMDR ବିଲ ପ୍ରସଙ୍ଗରେ ମୁହଁ ଖୋଲୁ ନ ଥିବା ମୁଖ୍ୟମନ୍ତ୍ରୀ ଓ ୨୦ ଜଣ ସାଂସଦ ଙ୍କ ବିରୋଧରେ କଂଗ୍ରେସ ର କୁଶପୁତଳିକା ଦାହ ଓ ମଶାଳ ଶୋଭାଯାତ୍ରା MMDR ବିଲ ପ୍ରସଙ୍ଗରେ ମୁହଁ ଖୋଲୁ ନ ଥିବା ମୁଖ୍ୟମନ୍ତ୍ରୀ ଓ ୨୦ ଜଣ ସାଂସଦ ଙ୍କ ବିରୋଧରେ କଂଗ୍ରେସ ର କୁଶପୁତଳିକା ଦାହ ଓ ମଶାଳ ଶୋଭାଯାତ୍ରା #LatestNews #UpdateNews #apanankakhabara #patanagada #news #OdishaNews #odisha1