logo
Shuru
Apke Nagar Ki App…
  • Latest News
  • News
  • Politics
  • Elections
  • Viral
  • Astrology
  • Horoscope in Hindi
  • Horoscope in English
  • Latest Political News
logo
Shuru
Apke Nagar Ki App…

ମଲାସାହି ପଞ୍ଚାୟତରେ ଚାଷୀମାନଙ୍କୁ ସରକାରୀ ଧାର୍ଯ୍ୟ ମୂଲ୍ୟରେ ସାର ଯୋଗାଇ ଦିଆଯାଉଛି ଜଗତସିଂହପୁର ଜିଲ୍ଲା କୁଜଙ୍ଗ ବ୍ଲକର ମଲାସାହି ପ୍ରାଥମିକ କୃଷି ସେବା ସମବାୟ ସମିତିରେ ଚାଷୀମାନଙ୍କୁ ସରକାରୀ ଧାର୍ଯ୍ୟ ମୂଲ୍ୟରେ ସାର ଯୋଗାଇ ଦିଆଯାଉଛି। ଖରିଫ ଋତୁରେ ଆବଶ୍ୟକ ମୁତାବକ ୠଣ ଅର୍ଥ ପ୍ରଦାନ ସହିତ ବିହନ ମଧ୍ୟ ଯୋଗାଇ ଦିଆଯାଇଛି। ଗତବର୍ଷ ତୁଳନାରେ ଚଳିତବର୍ଷ ସର୍ବାଧିକ ଚାଷୀଙ୍କ ନାମ ଧାନ ମଣ୍ଡି ପାଇଁ ପଞ୍ଜୀକରଣ ହୋଇଛି। ସମତି ଉପରେ ନିର୍ଭର କରୁଥିବା ସମସ୍ତ ଚାଷୀଙ୍କୁ ସରକାରୀ ସୁବିଧା ଯୋଗାଇ ଦିଆଯିବ ବୋଲି କହିଛନ୍ତି ସଂପାଦକ ଶ୍ରୀ ଶତ୍ରୁଘ୍ନ ବାରିକ।

18 hrs ago
user_ନୃସିଂହ ଚରଣ ବାରିକ
ନୃସିଂହ ଚରଣ ବାରିକ
Local News Reporter କୁଜଙ୍ଗ, ଜଗତସିଂହପୁର, ଓଡ଼ିଶା•
18 hrs ago

ମଲାସାହି ପଞ୍ଚାୟତରେ ଚାଷୀମାନଙ୍କୁ ସରକାରୀ ଧାର୍ଯ୍ୟ ମୂଲ୍ୟରେ ସାର ଯୋଗାଇ ଦିଆଯାଉଛି ଜଗତସିଂହପୁର ଜିଲ୍ଲା କୁଜଙ୍ଗ ବ୍ଲକର ମଲାସାହି ପ୍ରାଥମିକ କୃଷି ସେବା ସମବାୟ ସମିତିରେ ଚାଷୀମାନଙ୍କୁ ସରକାରୀ ଧାର୍ଯ୍ୟ ମୂଲ୍ୟରେ ସାର ଯୋଗାଇ ଦିଆଯାଉଛି। ଖରିଫ ଋତୁରେ ଆବଶ୍ୟକ ମୁତାବକ ୠଣ ଅର୍ଥ ପ୍ରଦାନ ସହିତ ବିହନ ମଧ୍ୟ ଯୋଗାଇ ଦିଆଯାଇଛି। ଗତବର୍ଷ ତୁଳନାରେ ଚଳିତବର୍ଷ ସର୍ବାଧିକ ଚାଷୀଙ୍କ ନାମ ଧାନ ମଣ୍ଡି ପାଇଁ ପଞ୍ଜୀକରଣ ହୋଇଛି। ସମତି ଉପରେ ନିର୍ଭର କରୁଥିବା ସମସ୍ତ ଚାଷୀଙ୍କୁ ସରକାରୀ ସୁବିଧା ଯୋଗାଇ ଦିଆଯିବ ବୋଲି କହିଛନ୍ତି ସଂପାଦକ ଶ୍ରୀ ଶତ୍ରୁଘ୍ନ ବାରିକ।

More news from ଓଡ଼ିଶା and nearby areas
  • भारतीय जनता पार्टी दिल्ली में लोगों से वोट डालने का अधिकार छीनने के प्रयास में है। इलेक्शन कमीशन ने SIR प्रक्रिया में पूरी दिल्ली से कुल 47 लाख लोगों के वोट काट दिए गए हैं और अम्बेडकर नगर विधानसभा में 63,250 लोगों के वोट काट दिए गए हैं। यह गंभीर विषय है, लोगों के वोट के अधिकार और उनकी सहायता के लिए हम विधायक कार्यालयों में वोटर आईडी कार्ड सहायता शिविर शुरू कर रहे हैं। हम आपकी सेवा में तत्पर हैं। 👇👇 (1)विधायक कार्यलय H ब्लॉक दक्षिणपूरी नजदीकी पानी की टंकी के पास (2) Ost-125 मदनगीर वार्ड 165 नजदीकी जानता टेंट हाउस (3) J-2nd,05 मदनगीर अपोजिट डिस्पेंसरी पुष्प विहार वार्ड 166 (4) A-15 खानपुर एक्सटेंशन देवली रोड नजदीकी हीरो शोरूम खानपुर वार्ड 167
    1
    भारतीय जनता पार्टी दिल्ली में लोगों से वोट डालने का अधिकार छीनने के प्रयास में है।

इलेक्शन कमीशन ने SIR प्रक्रिया में पूरी दिल्ली से कुल 47 लाख लोगों के वोट काट दिए गए हैं 

और अम्बेडकर नगर  विधानसभा में 63,250 लोगों के वोट काट दिए गए हैं।

यह गंभीर विषय है, लोगों के वोट के अधिकार और उनकी सहायता के लिए हम विधायक कार्यालयों में वोटर आईडी कार्ड सहायता शिविर शुरू कर रहे हैं।
हम आपकी सेवा में तत्पर हैं।
👇👇

(1)विधायक कार्यलय H ब्लॉक दक्षिणपूरी नजदीकी पानी की टंकी के पास 


(2) Ost-125 मदनगीर वार्ड 165 नजदीकी जानता टेंट हाउस 


(3) J-2nd,05 मदनगीर अपोजिट डिस्पेंसरी पुष्प विहार वार्ड 166

(4) A-15 खानपुर एक्सटेंशन देवली रोड नजदीकी हीरो शोरूम
खानपुर वार्ड 167
    user_NEWS  MANORANJAN
    NEWS MANORANJAN
    ଭୁବନେଶ୍ୱର, ଖୋର୍ଦ୍ଧା, ଓଡ଼ିଶା•
    2 hrs ago
  • MMDR ବିଲ ପ୍ରସଙ୍ଗରେ ମୁହଁ ଖୋଲୁ ନ ଥିବା ମୁଖ୍ୟମନ୍ତ୍ରୀ ଓ ୨୦ ଜଣ ସାଂସଦ ଙ୍କ ବିରୋଧରେ କଂଗ୍ରେସ ର କୁଶପୁତଳିକା ଦାହ ଓ ମଶାଳ ଶୋଭାଯାତ୍ରା MMDR ବିଲ ପ୍ରସଙ୍ଗରେ ମୁହଁ ଖୋଲୁ ନ ଥିବା ମୁଖ୍ୟମନ୍ତ୍ରୀ ଓ ୨୦ ଜଣ ସାଂସଦ ଙ୍କ ବିରୋଧରେ କଂଗ୍ରେସ ର କୁଶପୁତଳିକା ଦାହ ଓ ମଶାଳ ଶୋଭାଯାତ୍ରା #LatestNews #UpdateNews #apanankakhabara #patanagada #news #OdishaNews #odisha
    1
    MMDR ବିଲ ପ୍ରସଙ୍ଗରେ ମୁହଁ ଖୋଲୁ ନ ଥିବା ମୁଖ୍ୟମନ୍ତ୍ରୀ ଓ ୨୦ ଜଣ ସାଂସଦ ଙ୍କ ବିରୋଧରେ କଂଗ୍ରେସ ର କୁଶପୁତଳିକା  ଦାହ ଓ ମଶାଳ ଶୋଭାଯାତ୍ରା  
MMDR ବିଲ ପ୍ରସଙ୍ଗରେ ମୁହଁ ଖୋଲୁ ନ ଥିବା ମୁଖ୍ୟମନ୍ତ୍ରୀ ଓ ୨୦ ଜଣ ସାଂସଦ ଙ୍କ ବିରୋଧରେ କଂଗ୍ରେସ ର କୁଶପୁତଳିକା  ଦାହ ଓ ମଶାଳ ଶୋଭାଯାତ୍ରା  #LatestNews #UpdateNews #apanankakhabara #patanagada #news #OdishaNews #odisha
    user_Apananka Khabara
    Apananka Khabara
    Video Creator Cuttack (M.Corp.) P.S, Odisha•
    6 hrs ago
  • ବନ୍ୟା ଅଂଚଳରେ ସାପ ଆତଙ୍କ.. ଯାଜପୁର ଦଶରଥପୁରରେ ଏବେ ସାପ ଭୟ..
    1
    ବନ୍ୟା ଅଂଚଳରେ ସାପ ଆତଙ୍କ.. ଯାଜପୁର ଦଶରଥପୁରରେ ଏବେ ସାପ ଭୟ..
    user_ଅନିଲ କୁମାର ପଣ୍ଡା
    ଅନିଲ କୁମାର ପଣ୍ଡା
    ଯାଜପୁର, ଯାଜପୁର, ଓଡ଼ିଶା•
    8 hrs ago
  • ଜୀବନ କଣ ଜାଣିବା ଆଗରୁ ଯନ୍ତ୍ରଣା ଜର୍ଜରିତ ୧୬ମାସର କୁନିଝିଅ ତ୍ରିଶିକା । ବଞ୍ଚିବା ପାଇଁ ସାହାଯ୍ୟ ଅପେକ୍ଷାରେ ପରିବାର । ଧର୍ମଶାଳା :- ଯାଜପୁର ଜିଲ୍ଲା, ଧର୍ମଶାଳା ଅନ୍ତର୍ଗତ ରମାପୁର ଗ୍ରାମର ମୁକେଶ ଚନ୍ଦ୍ର ରାୟ'ଙ୍କର ସେହି କୁନିଝିଅ । ବୟସ ମାତ୍ର ୧୬ମାସ । ହସଖୁସିର ପରିବାରରେ ସତେ ଯେମିତି କଳାବାଦଲ ଘୋଟି ଆସିଲା । ସାଧାରଣ ଦେହ ଅସୁସ୍ଥତାରୁ ଯେତେବେଳେ ଜଣା ପଡିଲା କୁନିଝିଅଟି ବିରଳ SM Type -2 ରୋଗରେ ପୀଡିତ ବୋଲି । ବର୍ତମାନ ସୁଦ୍ଧା ମୁକେଶ ନିଜର ସବୁ ଯାହା ସଂଚିତ ଅର୍ଥ ଝିଅର ଚିକିତ୍ସାରେ ଖର୍ଚ୍ଚ କରିସାରିଲେଣି। ବର୍ତମାନ ସେ AIIMS ରେ ଚିକିତ୍ସା ହେଉଛି। ଡାକ୍ତରଙ୍କ କହିବା ଅନୁସାରେ ଚିକିତ୍ସା ପାଇଁ ଏକ ଜୀବନ ରକ୍ଷାକାରୀ ଇଞ୍ଜେକ୍ସନ ଆବଶ୍ୟକ, ଯାହାର ଆନୁମାନିକ ମୂଲ୍ୟ ୧୬କୋଟି । ଯଦି କେହି ସହୃଦୟ ବ୍ୟକ୍ତି କିମ୍ବା ଅନୁଷ୍ଠାନ ସାହାଯ୍ୟ କରିବାକୁ ଚାହାଁନ୍ତି, ତେବେ ଯୋଗାଯୋଗ କରିବାକୁ ଅନୁରୋଧ MUKESH CHANDRA RAY ମୋବାଇଲ ନମ୍ବର.-9178259552
    2
    ଜୀବନ କଣ ଜାଣିବା ଆଗରୁ ଯନ୍ତ୍ରଣା ଜର୍ଜରିତ ୧୬ମାସର କୁନିଝିଅ ତ୍ରିଶିକା । ବଞ୍ଚିବା ପାଇଁ ସାହାଯ୍ୟ ଅପେକ୍ଷାରେ ପରିବାର ।
ଧର୍ମଶାଳା :-  ଯାଜପୁର ଜିଲ୍ଲା, ଧର୍ମଶାଳା ଅନ୍ତର୍ଗତ ରମାପୁର ଗ୍ରାମର ମୁକେଶ ଚନ୍ଦ୍ର ରାୟ'ଙ୍କର ସେହି କୁନିଝିଅ । ବୟସ ମାତ୍ର ୧୬ମାସ । ହସଖୁସିର ପରିବାରରେ ସତେ ଯେମିତି କଳାବାଦଲ ଘୋଟି ଆସିଲା । ସାଧାରଣ ଦେହ ଅସୁସ୍ଥତାରୁ ଯେତେବେଳେ ଜଣା ପଡିଲା କୁନିଝିଅଟି ବିରଳ SM Type -2 ରୋଗରେ ପୀଡିତ ବୋଲି । ବର୍ତମାନ ସୁଦ୍ଧା ମୁକେଶ ନିଜର ସବୁ ଯାହା ସଂଚିତ ଅର୍ଥ ଝିଅର ଚିକିତ୍ସାରେ ଖର୍ଚ୍ଚ କରିସାରିଲେଣି। ବର୍ତମାନ ସେ AIIMS ରେ ଚିକିତ୍ସା ହେଉଛି। ଡାକ୍ତରଙ୍କ କହିବା ଅନୁସାରେ ଚିକିତ୍ସା ପାଇଁ ଏକ ଜୀବନ ରକ୍ଷାକାରୀ ଇଞ୍ଜେକ୍ସନ ଆବଶ୍ୟକ, ଯାହାର ଆନୁମାନିକ ମୂଲ୍ୟ ୧୬କୋଟି । ଯଦି କେହି ସହୃଦୟ ବ୍ୟକ୍ତି କିମ୍ବା ଅନୁଷ୍ଠାନ ସାହାଯ୍ୟ କରିବାକୁ ଚାହାଁନ୍ତି, ତେବେ ଯୋଗାଯୋଗ କରିବାକୁ ଅନୁରୋଧ 
MUKESH CHANDRA RAY
ମୋବାଇଲ ନମ୍ବର.-9178259552
    user_ରଞ୍ଜନ କୁମାର ଦଳାଇ
    ରଞ୍ଜନ କୁମାର ଦଳାଇ
    ଧର୍ମଶାଳା, ଯାଜପୁର, ଓଡ଼ିଶା•
    10 hrs ago
  • ବେଡାପାଳ ଗ୍ରାମରେ ସୋଲାର ବାଡ଼କୁ ନେଇ ଉପୁଜିଥିବା ଗୋଷ୍ଠୀ ସଂଘର୍ଷ ଉପରେ ଜଣେ ବ୍ୟକ୍ତିଙ୍କ ପ୍ରତିକ୍ରିୟା ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ବ୍ଲକର ବେଡାପାଳ ଗ୍ରାମରେ ସୋଲାର ବାଡ଼କୁ ନେଇ ଉତ୍ତେଜନା ପ୍ରକାଶ ପାଇଛି। ଗୋଷ୍ଠୀ ସଂଘର୍ଷରେ ୨୩ ଜଣ ଆହତ ହୋଇଛନ୍ତି। ଆହତଙ୍କ ମଧ୍ୟରୁ ଦୁଇଜଣଙ୍କ ଅବସ୍ଥା ଗୁରୁତର ରହିଛି। ସମସ୍ତ ଆହତ ବ୍ୟକ୍ତିଙ୍କୁ ଚିକିତ୍ସା ପାଇଁ କାମାକ୍ଷାନଗର ମେଡିକାଲରେ ଭର୍ତ୍ତି କରାଯାଇଛି। ଘଟଣା ସ୍ଥଳରେ ଦୁଇ ପ୍ଲାଟୁନ ଫୋର୍ସ ମୁତୟନ ଅଛନ୍ତି।
    1
    ବେଡାପାଳ ଗ୍ରାମରେ ସୋଲାର ବାଡ଼କୁ ନେଇ ଉପୁଜିଥିବା ଗୋଷ୍ଠୀ ସଂଘର୍ଷ ଉପରେ ଜଣେ ବ୍ୟକ୍ତିଙ୍କ ପ୍ରତିକ୍ରିୟା 
ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ବ୍ଲକର ବେଡାପାଳ ଗ୍ରାମରେ ସୋଲାର ବାଡ଼କୁ ନେଇ ଉତ୍ତେଜନା ପ୍ରକାଶ ପାଇଛି। ଗୋଷ୍ଠୀ ସଂଘର୍ଷରେ ୨୩ ଜଣ ଆହତ ହୋଇଛନ୍ତି। ଆହତଙ୍କ ମଧ୍ୟରୁ ଦୁଇଜଣଙ୍କ ଅବସ୍ଥା ଗୁରୁତର ରହିଛି। ସମସ୍ତ ଆହତ ବ୍ୟକ୍ତିଙ୍କୁ ଚିକିତ୍ସା ପାଇଁ କାମାକ୍ଷାନଗର ମେଡିକାଲରେ ଭର୍ତ୍ତି କରାଯାଇଛି। ଘଟଣା ସ୍ଥଳରେ ଦୁଇ ପ୍ଲାଟୁନ ଫୋର୍ସ ମୁତୟନ ଅଛନ୍ତି।
    user_Nrusingh Barik
    Nrusingh Barik
    Photographer ଭୁବନେଶ୍ୱର, ଖୋର୍ଦ୍ଧା, ଓଡ଼ିଶା•
    15 hrs ago
  • ନ୍ୟାୟ ଦାବିରେ ଯାଜପୁର ଜିଲ୍ଲା ଆରକ୍ଷୀ ଅଧିକାରୀଙ୍କ ଦ୍ୱାରସ୍ଥ ହେଲେ ସରସ୍ୱତୀ ସାହୁ। #Jajpur #JajpurPolice #DistrictPoliceOffice #JajpurNews #OdishaNews #OdishaPolice #JusticeForSaraswati #SaraswatiSahu #news7odia #BreakingNews #OdiaNews #Police #Justice #ପୋଲିସ #ଯାଜପୁର #ନ୍ୟାୟଦାବି #ସରସ୍ବତୀସାହୁ #ଯୋଜନାଘର #MohanMajhi #CMOOdisha
    1
    ନ୍ୟାୟ ଦାବିରେ ଯାଜପୁର ଜିଲ୍ଲା ଆରକ୍ଷୀ ଅଧିକାରୀଙ୍କ ଦ୍ୱାରସ୍ଥ ହେଲେ ସରସ୍ୱତୀ ସାହୁ।
#Jajpur #JajpurPolice #DistrictPoliceOffice #JajpurNews #OdishaNews #OdishaPolice #JusticeForSaraswati #SaraswatiSahu #news7odia  #BreakingNews #OdiaNews #Police #Justice #ପୋଲିସ #ଯାଜପୁର #ନ୍ୟାୟଦାବି #ସରସ୍ବତୀସାହୁ #ଯୋଜନାଘର #MohanMajhi #CMOOdisha
    user_NEWS7ODIA
    NEWS7ODIA
    କୋରାଇ, ଯାଜପୁର, ଓଡ଼ିଶା•
    10 hrs ago
  • चोरी से चोरी से छुप छुप के मैने तिनका तिनका चुन के सपना एक बनाया, डोरी से डोरी से बुन बन के मैने तिनका तिनका बुन के सपना एकबनाया
    1
    चोरी से चोरी से छुप छुप के मैने तिनका तिनका चुन के सपना एक बनाया,
डोरी से डोरी से बुन बन के मैने तिनका तिनका बुन के सपना एकबनाया
    user_NEWS  MANORANJAN
    NEWS MANORANJAN
    ଭୁବନେଶ୍ୱର, ଖୋର୍ଦ୍ଧା, ଓଡ଼ିଶା•
    3 hrs ago
  • କୋକସରା ଥାନା ଅନ୍ତର୍ଗତ ଚାହାରବାହାଲ ନିକଟରେ ୨୬ ନମ୍ବର ଜାତୀୟ ରାଜପଥରେ ବିଳମ୍ବିତ ରାତିରେ ଦୁଇ ଟ୍ରକ୍‌ ମଧ୍ୟରେ ଦୁର୍ଘଟଣା କୋକସରା ଥାନା ଅନ୍ତର୍ଗତ ଚାହାରବାହାଲ ନିକଟରେ ୨୬ ନମ୍ବର ଜାତୀୟ ରାଜପଥରେ ବିଳମ୍ବିତ ରାତିରେ ଦୁଇ ଟ୍ରକ୍‌ ମଧ୍ୟରେ ଦୁର୍ଘଟଣା #apanankakhabara #LatestNews #UpdateNews #news #OdishaNews #odisha
    1
    କୋକସରା ଥାନା ଅନ୍ତର୍ଗତ ଚାହାରବାହାଲ ନିକଟରେ ୨୬ ନମ୍ବର ଜାତୀୟ ରାଜପଥରେ ବିଳମ୍ବିତ ରାତିରେ ଦୁଇ ଟ୍ରକ୍‌ ମଧ୍ୟରେ ଦୁର୍ଘଟଣା  
କୋକସରା ଥାନା ଅନ୍ତର୍ଗତ ଚାହାରବାହାଲ ନିକଟରେ ୨୬ ନମ୍ବର ଜାତୀୟ ରାଜପଥରେ ବିଳମ୍ବିତ ରାତିରେ ଦୁଇ ଟ୍ରକ୍‌ ମଧ୍ୟରେ ଦୁର୍ଘଟଣା #apanankakhabara #LatestNews #UpdateNews #news #OdishaNews #odisha
    user_Apananka Khabara
    Apananka Khabara
    Video Creator Cuttack (M.Corp.) P.S, Odisha•
    8 hrs ago
  • ଭଦ୍ରକ ଜିଲ୍ଲାର ଦୁଇ କିନ୍ନର ଗୋଷ୍ଠୀ ଙ୍କ ମଧ୍ୟରେ ମୁହାଁମୁହିଁ ଦେଖନ୍ତୁ
    2
    ଭଦ୍ରକ ଜିଲ୍ଲାର ଦୁଇ କିନ୍ନର ଗୋଷ୍ଠୀ ଙ୍କ ମଧ୍ୟରେ ମୁହାଁମୁହିଁ ଦେଖନ୍ତୁ
    user_TPD LIVE
    TPD LIVE
    Media company ଭଦ୍ରକ ଗ୍ରାମୀଣ, ଭଦ୍ରକ, ଓଡ଼ିଶା•
    11 hrs ago
View latest news on Shuru App
Download_Android
  • Terms & Conditions
  • Career
  • Privacy Policy
  • Blogs
Shuru, a product of Close App Private Limited.