Shuru
Apke Nagar Ki App…
🌹🌹🌹ରଙ୍ଗର ରଙ୍ଗୋଲି 🌹🌹🌹 ରଙ୍ଗ ତୁଳୀ ଦ୍ଵାରା ଫୁଲ ଅଙ୍କିବା ସହଜରେ ଶିଖନ୍ତୁ 🌹🌹🌹
KESHAB MOHAPATRA
🌹🌹🌹ରଙ୍ଗର ରଙ୍ଗୋଲି 🌹🌹🌹 ରଙ୍ଗ ତୁଳୀ ଦ୍ଵାରା ଫୁଲ ଅଙ୍କିବା ସହଜରେ ଶିଖନ୍ତୁ 🌹🌹🌹
More news from ଓଡ଼ିଶା and nearby areas
- 🌹🌹🌹ରଙ୍ଗର ରଙ୍ଗୋଲି 🌹🌹🌹 ରଙ୍ଗ ତୁଳୀ ଦ୍ଵାରା ଫୁଲ ଅଙ୍କିବା ସହଜରେ ଶିଖନ୍ତୁ 🌹🌹🌹1
- ଏବେ ଡାକ୍ତର ହେବେ ଆଶୁତୋଷ ଘସିପୁରା ବ୍ଳକ୍ ଅଳତି ଗାଁର ମେଧାବୀ ଆଦିବାସୀ ଛାତ୍ର ଆଶୁତୋଷ ପ୍ରିୟଦର୍ଶୀ ନାଏକ। ଏବେ ଡାକ୍ତର ହେବେ ଆଶୁତୋଷ ଘସିପୁରା ବ୍ଳକ୍ ଅଳତି ଗାଁର ମେଧାବୀ ଆଦିବାସୀ ଛାତ୍ର ଆଶୁତୋଷ ପ୍ରିୟଦର୍ଶୀ ନାଏକଙ୍କ ଡାକ୍ତର ହେବା ସ୍ୱପ୍ନ ଏବେ ପୂରଣ ହେବାକୁ ଯାଉଛି। ରାଜ୍ୟ ଏସଟି ରାଙ୍କରେ ୭୭ ନମ୍ବର ରଖିଥିଲେ ମଧ୍ୟ ଆର୍ଥିକ ଅଭାବ ଯୋଗୁଁ ତାଙ୍କ ପାଠପଢ଼ାରେ ବାଧା ସୃଷ୍ଟି ହୋଇଥିଲା। ଏହି ଘଟଣା ଜାଣିବା ପରେ ସ୍ଥାନୀୟ ବସନ୍ତ ମଞ୍ଜରୀ ଫାଉଣ୍ଡେସନର ଟ୍ରଷ୍ଟି ଡଃ. ରତିକାନ୍ତ ବରାଳ ସହାୟତାର ହାତ ବଢ଼ାଇ ଆଶୁତୋଷଙ୍କ ପାଞ୍ଚ ବର୍ଷର ପାଠପଢ଼ା ଦାୟିତ୍ୱ ନେଇଛନ୍ତି।1
- ଜଗଦଳା ଡ୍ୟାମ : ପ୍ରକୃତିର କୋଳରେ ଜଳସେଚନ ସହ ପର୍ଯ୍ୟଟନର ଅପୂର୍ବ ସ୍ଥାନ କେନ୍ଦୁଝର, (ଧ୍ୟାନକୃଷ୍ଣ ନାୟକ) : ପ୍ରକୃତିର ଅପୂର୍ବ ସୌନ୍ଦର୍ଯ୍ୟରେ ଭରପୂର କେନ୍ଦୁଝର ଜିଲ୍ଲାରେ ଅନେକ ଜଳଭଣ୍ଡାର, ଜଳପ୍ରପାତ ଓ ସବୁଜିମା ଭରା ପର୍ଯ୍ୟଟନସ୍ଥଳୀ ରହିଛି। ସେହିପରି ଏକ ମନୋରମ ସ୍ଥାନ ହେଉଛି ଜଗଦଳା ଡ୍ୟାମ। ଏହା କେବଳ ଏକ ଜଳସେଚନ ପ୍ରକଳ୍ପ ନୁହେଁ, ବରଂ ପ୍ରକୃତିପ୍ରେମୀ ଓ ବଣଭୋଜି ପ୍ରିୟଙ୍କ ପାଇଁ ମଧ୍ୟ ଏକ ଆକର୍ଷଣୀୟ ସ୍ଥାନ। କେନ୍ଦୁଝର ଜିଲ୍ଲାର ଝୁମ୍ପୁରା ବ୍ଲକ ଅଧୀନ ଗୋଡୁଅଟୋପା ଗ୍ରାମରେ ଅବସ୍ଥିତ ଏହି କ୍ଷୁଦ୍ର ଜଳସେଚନ ପ୍ରକଳ୍ପର ନିର୍ମାଣ କାର୍ଯ୍ୟ ୧୯୯୬ ମସିହାରେ ଆରମ୍ଭ ହୋଇ ୧୯୯୯ ମସିହାରେ ସମ୍ପୂର୍ଣ୍ଣ ହୋଇଥିଲା। କେନ୍ଦୁଝର ଜିଲ୍ଲା ମୁଖ୍ୟାଳୟଠାରୁ ଏହାର ଦୂରତା ପ୍ରାୟ ୩୨ କିଲୋମିଟର। ନିକଟସ୍ଥ ରେଳଷ୍ଟେସନ ଭାବେ ପର୍ଜନପୁର ରେଳଷ୍ଟେସନ ରହିଛି। ଜଳସେଚନରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ମାଟିବନ୍ଧ ଭାବେ ନିର୍ମିତ ଜଗଦଳା ଡ୍ୟାମର ମୁଖ୍ୟ ଡ୍ୟାମର ଦୈର୍ଘ୍ୟ ୧୦୧୮ ମିଟର। ଏହାର ମୁଖ୍ୟ କେନାଲର ଦୈର୍ଘ୍ୟ ପ୍ରାୟ ୫୭୩୦ ମିଟର। କେନାଲ ମାଧ୍ୟମରେ ପ୍ରତି ସେକେଣ୍ଡରେ ୬୪ କ୍ୟୁସେକ ଜଳ ଛାଡ଼ିବାର ସୁବିଧା ରହିଛି। ଏହି ଜଳସେଚନ ପ୍ରକଳ୍ପ ଯୋଗୁଁ ଆଖପାଖ ଅଞ୍ଚଳର ଚାଷଜମିକୁ ଜଳ ଯୋଗାଣରେ ସହାୟତା ମିଳୁଛି। ଜଗଦଳା ଡ୍ୟାମର ଜଳ ଉପରେ ନିର୍ଭର କରି ଗୋଡୁଆଟୋପା, ରେଙ୍ଗାଳବେଡ଼ା, ଧନୁର୍ଜୟପୁର, କଣ୍ଡରାପଶି, ତୁଳସୀପୁର, କାଳୀସୁଈ, କୁଞ୍ଜରବାହାଳ ଓ ସିଲିସୁଆଁ ଆଦି ମୋଟ ୮ଟି ଗ୍ରାମର ଲୋକେ ଉପକୃତ ହେଉଛନ୍ତି। ସବୁଜିମା ମଧ୍ୟରେ ମନୋରମ ପରିବେଶ ଜଳସେଚନ କ୍ଷେତ୍ରରେ ଗୁରୁତ୍ୱ ବହନ କରୁଥିବା ଜଗଦଳା ଡ୍ୟାମର ଅନ୍ୟ ଏକ ଆକର୍ଷଣ ହେଉଛି ଏହାର ପ୍ରାକୃତିକ ପରିବେଶ। ଡ୍ୟାମଟି ଚାରିପଟେ ସବୁଜିମା ଭରା ଜଙ୍ଗଲ ଓ ମନୋରମ ପ୍ରାକୃତିକ ପରିବେଶ ରହିଛି। ଜଳରାଶି, ପାହାଡ଼ିଆ ପରିବେଶ ଓ ସବୁଜ ବନାନୀର ସମନ୍ୱୟ ଏହି ସ୍ଥାନର ସୌନ୍ଦର୍ଯ୍ୟକୁ ଆହୁରି ମନମୁଗ୍ଧକର କରିଥାଏ। ବିଶେଷକରି ଶୀତ ଋତୁରେ ଏଠାକାର ପରିବେଶ ଅତ୍ୟନ୍ତ ମନୋରମ ହୋଇଉଠେ। ଶୀତଦିନେ ବଣଭୋଜି କରିବା ପାଇଁ ଏହା ଏକ ଉପଯୁକ୍ତ ସ୍ଥାନ। ପରିବାର, ବନ୍ଧୁବାନ୍ଧବ ଓ ସାଙ୍ଗସାଥୀଙ୍କ ସହ ଏଠାକୁ ଆସି ପ୍ରକୃତିର ନିରବତା ଓ ସୌନ୍ଦର୍ଯ୍ୟକୁ ଉପଭୋଗ କରିବାର ଅଲଗା ଆନନ୍ଦ ରହିଛି। ପର୍ଯ୍ୟଟନର ନୂଆ ସମ୍ଭାବନା ଜଗଦଳା ଡ୍ୟାମର ପ୍ରାକୃତିକ ସୌନ୍ଦର୍ଯ୍ୟକୁ ଯଦି ସୁଚିନ୍ତିତ ଭାବେ ବିକଶିତ କରାଯାଏ, ତେବେ ଏହା କେନ୍ଦୁଝର ଜିଲ୍ଲାର ଏକ ଆକର୍ଷଣୀୟ ପର୍ଯ୍ୟଟନସ୍ଥଳୀ ଭାବେ ପରିଚିତି ଲାଭ କରିପାରିବ। ଏଠାରେ ଆବଶ୍ୟକ ମୌଳିକ ସୁବିଧା, ବସିବା ସ୍ଥାନ, ପରିମଳ ବ୍ୟବସ୍ଥା, ସୁରକ୍ଷା ଓ ଉନ୍ନତ ଯାତାୟାତ ସୁବିଧା ଯୋଗାଇ ଦିଆଗଲେ ଅଧିକ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରାଯାଇପାରିବ। ଜଳସେଚନରେ ଚାଷୀଙ୍କ ସାଥୀ, ଆଉ ପ୍ରକୃତିପ୍ରେମୀଙ୍କ ପାଇଁ ମନୋରମ ଠିକଣା—ଜଗଦଳା ଡ୍ୟାମ କେନ୍ଦୁଝରର ପ୍ରାକୃତିକ ସୌନ୍ଦର୍ଯ୍ୟର ଆଉ ଏକ ନିଆରା ପରିଚୟ।4
- ନ୍ୟାୟ ଦାବିରେ ଯାଜପୁର ଜିଲ୍ଲା ଆରକ୍ଷୀ ଅଧିକାରୀଙ୍କ ଦ୍ୱାରସ୍ଥ ହେଲେ ସରସ୍ୱତୀ ସାହୁ। #Jajpur #JajpurPolice #DistrictPoliceOffice #JajpurNews #OdishaNews #OdishaPolice #JusticeForSaraswati #SaraswatiSahu #news7odia #BreakingNews #OdiaNews #Police #Justice #ପୋଲିସ #ଯାଜପୁର #ନ୍ୟାୟଦାବି #ସରସ୍ବତୀସାହୁ #ଯୋଜନାଘର #MohanMajhi #CMOOdisha1
- ଫିଲ୍ମ 'ପୁଷ୍ପା' ଶୈଳୀରେ ଅଟୋରେ ସିକ୍ରେଟ୍ ଚାମ୍ବର ତିଆରି କରି ବେଆଇନ ଦେଶୀ ମଦ ଚାଲାଣ କରୁଥିବା ବେଳେ ଆଗରପଡ଼ା ପୁଲିସ ହାତରେ ଧରାପଡ଼ିଛନ୍ତି ଦୁଇ ଅଭିଯୁକ୍ତ। ଫିଲ୍ମ 'ପୁଷ୍ପା' ଶୈଳୀରେ ଅଟୋରେ ସିକ୍ରେଟ୍ ଚାମ୍ବର ତିଆରି କରି ବେଆଇନ ଦେଶୀ ମଦ ଚାଲାଣ କରୁଥିବା ବେଳେ ଆଗରପଡ଼ା ପୁଲିସ ହାତରେ ଧରାପଡ଼ିଛନ୍ତି ଦୁଇ ଅଭିଯୁକ୍ତ।1
- ଭଦ୍ରକ ଜିଲ୍ଲାର ଦୁଇ କିନ୍ନର ଗୋଷ୍ଠୀ ଙ୍କ ମଧ୍ୟରେ ମୁହାଁମୁହିଁ ଦେଖନ୍ତୁ2
- ଆରଡ଼ି - କୁଆଖିଆ ବୋଡ଼କ ନିକଟରେ ରାସ୍ତା ଉପରେ ଚାଲିଛି ବୈତରଣୀ ର ପ୍ରଖର ବନ୍ୟା ଜଳ. ଯାତାୟାତ ସମ୍ପୂର୍ଣ୍ଣ ବାଧାପ୍ରାପ୍ତ. ଦୀର୍ଘ ଏକ ମାସରୁ ଉର୍ଦ୍ଧ୍ୱ ହେବ ରାସ୍ତା ରେ ବନ୍ୟାଜଳ ଚାଲୁଥିବାରୁ ନାହିଁ ନଥିବା ହଇରାଣ ର ସମ୍ମୁଖୀନ ଲୋକ1
- ଓଡ଼ିଶାରେ ପ୍ରତିବର୍ଷ ସେପ୍ଟେମ୍ବର ୧ ତାରିଖକୁ "ଡ୍ରାଇଭର ଦିବସ" (ଜାତୀୟ ଡ୍ରାଇଭର ଦିବସ) ଭାବେ ପାଳନ କରାଯାଏ। ଆମ ସମାଜରେ ଡ୍ରାଇଭର ମାନଙ୍କର ଅକ୍ଳାନ୍ତ ପରିଶ୍ରମ, ନିଷ୍ଠା ଏବଂ ଗୁରୁତ୍ୱପୂର୍ଣ୍ଣ ଅବଦାନକୁ ସମ୍ମାନ ଜଣାଇବା ପାଇଁ ଏହି ଦିବସଟି ଉତ୍ସର୍ଗୀକୃତ।1