logo
Shuru
Apke Nagar Ki App…
  • Latest News
  • News
  • Politics
  • Elections
  • Viral
  • Astrology
  • Horoscope in Hindi
  • Horoscope in English
  • Latest Political News
logo
Shuru
Apke Nagar Ki App…

ବାଲେଶ୍ୱର ବଣିଆପଟି ହତ୍ୟାକାଣ୍ଡର ପର୍ଦାଫାସ, ଅଭିଯୁକ୍ତ ଗିରଫ। #crimenews #Balasorenews News ବାଲେଶ୍ୱର ବଣିଆପଟି ହତ୍ୟାକାଣ୍ଡ ଘଟଣାର ପର୍ଦାଫାସ୍ କରିଛି ପୋଲିସ। ଘଟଣାରେ ଜଣେ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି। ଘଟଣାର କାରଣ ଓ ହତ୍ୟାକାଣ୍ଡ ସମ୍ପର୍କିତ ଅଧିକ ତଥ୍ୟ ପୋଲିସ ତଦନ୍ତରୁ ସାମ୍ନାକୁ ଆସିବ।

3 hrs ago
user_Journalist Harishankar Jena
Journalist Harishankar Jena
Media company ବାଲେଶ୍ୱର ସଦର, ବାଲେଶ୍ୱର, ଓଡ଼ିଶା•
3 hrs ago

ବାଲେଶ୍ୱର ବଣିଆପଟି ହତ୍ୟାକାଣ୍ଡର ପର୍ଦାଫାସ, ଅଭିଯୁକ୍ତ ଗିରଫ। #crimenews #Balasorenews News ବାଲେଶ୍ୱର ବଣିଆପଟି ହତ୍ୟାକାଣ୍ଡ ଘଟଣାର ପର୍ଦାଫାସ୍ କରିଛି ପୋଲିସ। ଘଟଣାରେ ଜଣେ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି। ଘଟଣାର କାରଣ ଓ ହତ୍ୟାକାଣ୍ଡ ସମ୍ପର୍କିତ ଅଧିକ ତଥ୍ୟ ପୋଲିସ ତଦନ୍ତରୁ ସାମ୍ନାକୁ ଆସିବ।

More news from ଓଡ଼ିଶା and nearby areas
  • ବନ୍ୟା ପାଣିରେ ଚାରିଆଡ଼େ ଜଳମଗ୍ନ। ଯୋଗାଯୋଗ ବ୍ୟବସ୍ଥା ପ୍ରଭାବିତ ହେବା ସହ ବାହ୍ୟ ଜଗତରୁ ବିଛିନ୍ନ ହୋଇପଡ଼ିଛି ବାଲେଶ୍ଵର ଜିଲ୍ଲା ଭୋଗରାଇ ବ୍ଲକର ମନୁନଗର ଗ୍ରାମ। ବନ୍ୟା ପାଣିରେ ବାହ୍ୟ ଜଗତରୁ ବିଛିନ୍ନ ମନୁନଗର ବନ୍ୟା ପାଣିରେ ଚାରିଆଡ଼େ ଜଳମଗ୍ନ। ଯୋଗାଯୋଗ ବ୍ୟବସ୍ଥା ପ୍ରଭାବିତ ହେବା ସହ ବାହ୍ୟ ଜଗତରୁ ବିଛିନ୍ନ ହୋଇପଡ଼ିଛି ବାଲେଶ୍ଵର ଜିଲ୍ଲା ଭୋଗରାଇ ବ୍ଲକର ମନୁନଗର ଗ୍ରାମ। ବନ୍ୟା ପରିସ୍ଥିତିର ଗମ୍ଭୀରତାକୁ ନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ଗ୍ରାମର ସ୍ଥିତି ପରଖାଯାଇଛି। ଜିଲ୍ଲାପାଳ ମନୁନଗର ଗ୍ରାମରେ ପହଞ୍ଚି ବନ୍ୟା ପରିସ୍ଥିତି ଓ ଲୋକଙ୍କ ସମସ୍ୟା ସମ୍ପର୍କରେ ଅନୁଧ୍ୟାନ କରିଛନ୍ତି। ଗ୍ରାମବାସୀଙ୍କ ସହ ଆଲୋଚନା କରି ବନ୍ୟାଜଳ ଯୋଗୁଁ ସୃଷ୍ଟି ହୋଇଥିବା ଅସୁବିଧା ବିଷୟରେ ଜାଣିବା ସହ ଆବଶ୍ୟକ ସରକାରୀ ସହାୟତା ଓ ରିଲିଫ୍‌ ବ୍ୟବସ୍ଥା ନେଇ ଅଧିକାରୀମାନଙ୍କୁ ଆବଶ୍ୟକ ନିର୍ଦ୍ଦେଶ ଦେଇଥିବା ସୂଚନା ମିଳିଛି। ବନ୍ୟାଜଳ ଘେରରେ ଥିବା ଲୋକଙ୍କ ସୁରକ୍ଷା, ଖାଦ୍ୟ ଓ ଅନ୍ୟାନ୍ୟ ଆବଶ୍ୟକତା ପ୍ରତି ପ୍ରଶାସନ ନଜର ରଖିଥିବା ବେଳେ, ଖୁବଶୀଘ୍ର ସ୍ଥିତି ସ୍ୱାଭାବିକ ହେବ ବୋଲି ଆଶା କରାଯାଉଛି।
    4
    ବନ୍ୟା ପାଣିରେ ଚାରିଆଡ଼େ ଜଳମଗ୍ନ। ଯୋଗାଯୋଗ ବ୍ୟବସ୍ଥା ପ୍ରଭାବିତ ହେବା ସହ ବାହ୍ୟ ଜଗତରୁ ବିଛିନ୍ନ ହୋଇପଡ଼ିଛି ବାଲେଶ୍ଵର ଜିଲ୍ଲା ଭୋଗରାଇ ବ୍ଲକର ମନୁନଗର ଗ୍ରାମ।
ବନ୍ୟା ପାଣିରେ ବାହ୍ୟ ଜଗତରୁ ବିଛିନ୍ନ ମନୁନଗର
ବନ୍ୟା ପାଣିରେ ଚାରିଆଡ଼େ ଜଳମଗ୍ନ। ଯୋଗାଯୋଗ ବ୍ୟବସ୍ଥା ପ୍ରଭାବିତ ହେବା ସହ ବାହ୍ୟ ଜଗତରୁ ବିଛିନ୍ନ ହୋଇପଡ଼ିଛି ବାଲେଶ୍ଵର ଜିଲ୍ଲା ଭୋଗରାଇ ବ୍ଲକର ମନୁନଗର ଗ୍ରାମ।
ବନ୍ୟା ପରିସ୍ଥିତିର ଗମ୍ଭୀରତାକୁ ନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ଗ୍ରାମର ସ୍ଥିତି ପରଖାଯାଇଛି। ଜିଲ୍ଲାପାଳ ମନୁନଗର ଗ୍ରାମରେ ପହଞ୍ଚି ବନ୍ୟା ପରିସ୍ଥିତି ଓ ଲୋକଙ୍କ ସମସ୍ୟା ସମ୍ପର୍କରେ ଅନୁଧ୍ୟାନ କରିଛନ୍ତି।
ଗ୍ରାମବାସୀଙ୍କ ସହ ଆଲୋଚନା କରି ବନ୍ୟାଜଳ ଯୋଗୁଁ ସୃଷ୍ଟି ହୋଇଥିବା ଅସୁବିଧା ବିଷୟରେ ଜାଣିବା ସହ ଆବଶ୍ୟକ ସରକାରୀ ସହାୟତା ଓ ରିଲିଫ୍‌ ବ୍ୟବସ୍ଥା ନେଇ ଅଧିକାରୀମାନଙ୍କୁ ଆବଶ୍ୟକ ନିର୍ଦ୍ଦେଶ ଦେଇଥିବା ସୂଚନା ମିଳିଛି।
ବନ୍ୟାଜଳ ଘେରରେ ଥିବା ଲୋକଙ୍କ ସୁରକ୍ଷା, ଖାଦ୍ୟ ଓ ଅନ୍ୟାନ୍ୟ ଆବଶ୍ୟକତା ପ୍ରତି ପ୍ରଶାସନ ନଜର ରଖିଥିବା ବେଳେ, ଖୁବଶୀଘ୍ର ସ୍ଥିତି ସ୍ୱାଭାବିକ ହେବ ବୋଲି ଆଶା କରାଯାଉଛି।
    user_Chinmay Das
    Chinmay Das
    Agricultural production ଜଳେଶ୍ୱର, ବାଲେଶ୍ୱର, ଓଡ଼ିଶା•
    4 hrs ago
  • ଶିକ୍ଷକ ଓ କର୍ମଚାରୀ ସମନ୍ୱୟ ପକ୍ଷରୁ ବିଭିନ୍ନ ଦାବି ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବିପତ୍ର l ସିମୁଳିଆ ଶିକ୍ଷକ ଓ କର୍ମଚାରୀ ସମନ୍ୱୟ ପକ୍ଷରୁ ବିଭିନ୍ନ ଦାବି ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବିପତ୍ର l ସିମୁଳିଆ
    1
    ଶିକ୍ଷକ ଓ କର୍ମଚାରୀ ସମନ୍ୱୟ ପକ୍ଷରୁ ବିଭିନ୍ନ ଦାବି ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବିପତ୍ର l ସିମୁଳିଆ 
ଶିକ୍ଷକ ଓ କର୍ମଚାରୀ ସମନ୍ୱୟ ପକ୍ଷରୁ ବିଭିନ୍ନ ଦାବି ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବିପତ୍ର l ସିମୁଳିଆ
    user_PP NEWS ODISHA
    PP NEWS ODISHA
    ସିମିଳିଆ, ବାଲେଶ୍ୱର, ଓଡ଼ିଶା•
    16 hrs ago
  • ଆରଡ଼ି - କୁଆଖିଆ ବୋଡ଼କ ନିକଟରେ ରାସ୍ତା ଉପରେ ଚାଲିଛି ବୈତରଣୀ ର ପ୍ରଖର ବନ୍ୟା ଜଳ. ଯାତାୟାତ ସମ୍ପୂର୍ଣ୍ଣ ବାଧାପ୍ରାପ୍ତ. ଦୀର୍ଘ ଏକ ମାସରୁ ଉର୍ଦ୍ଧ୍ୱ ହେବ ରାସ୍ତା ରେ ବନ୍ୟାଜଳ ଚାଲୁଥିବାରୁ ନାହିଁ ନଥିବା ହଇରାଣ ର ସମ୍ମୁଖୀନ ଲୋକ
    1
    ଆରଡ଼ି - କୁଆଖିଆ ବୋଡ଼କ ନିକଟରେ ରାସ୍ତା ଉପରେ ଚାଲିଛି ବୈତରଣୀ ର ପ୍ରଖର ବନ୍ୟା ଜଳ.
ଯାତାୟାତ ସମ୍ପୂର୍ଣ୍ଣ ବାଧାପ୍ରାପ୍ତ. ଦୀର୍ଘ ଏକ ମାସରୁ ଉର୍ଦ୍ଧ୍ୱ ହେବ ରାସ୍ତା ରେ ବନ୍ୟାଜଳ ଚାଲୁଥିବାରୁ ନାହିଁ ନଥିବା ହଇରାଣ ର ସମ୍ମୁଖୀନ ଲୋକ
    user_Bhadrak bulletin
    Bhadrak bulletin
    ଭଦ୍ରକ ଗ୍ରାମୀଣ, ଭଦ୍ରକ, ଓଡ଼ିଶା•
    12 hrs ago
  • ଓଡ଼ିଶାରେ ପ୍ରତିବର୍ଷ ସେପ୍ଟେମ୍ବର ୧ ତାରିଖକୁ "ଡ୍ରାଇଭର ଦିବସ" (ଜାତୀୟ ଡ୍ରାଇଭର ଦିବସ) ଭାବେ ପାଳନ କରାଯାଏ। ଆମ ସମାଜରେ ଡ୍ରାଇଭର ମାନଙ୍କର ଅକ୍ଳାନ୍ତ ପରିଶ୍ରମ, ନିଷ୍ଠା ଏବଂ ଗୁରୁତ୍ୱପୂର୍ଣ୍ଣ ଅବଦାନକୁ ସମ୍ମାନ ଜଣାଇବା ପାଇଁ ଏହି ଦିବସଟି ଉତ୍ସର୍ଗୀକୃତ।
    1
    ଓଡ଼ିଶାରେ ପ୍ରତିବର୍ଷ ସେପ୍ଟେମ୍ବର ୧ ତାରିଖକୁ "ଡ୍ରାଇଭର ଦିବସ" (ଜାତୀୟ ଡ୍ରାଇଭର ଦିବସ) ଭାବେ ପାଳନ କରାଯାଏ। ଆମ ସମାଜରେ ଡ୍ରାଇଭର ମାନଙ୍କର ଅକ୍ଳାନ୍ତ ପରିଶ୍ରମ, ନିଷ୍ଠା ଏବଂ ଗୁରୁତ୍ୱପୂର୍ଣ୍ଣ ଅବଦାନକୁ ସମ୍ମାନ ଜଣାଇବା ପାଇଁ ଏହି ଦିବସଟି ଉତ୍ସର୍ଗୀକୃତ।
    user_AT News
    AT News
    Media company ଭଦ୍ରକ ଗ୍ରାମୀଣ, ଭଦ୍ରକ, ଓଡ଼ିଶା•
    16 hrs ago
  • ସ୍କୁଲ ଆସୁଛନ୍ତି, ପାଠ ବି ପଢୁଛନ୍ତି; ହେଲେ ସରକାରୀ ଖାତାରେ ଏଯାଏଁ ହୋଇପାରିନି ସେମାନଙ୍କ ଡିଜିଟାଲ୍ ପରିଚୟ। କୋରାପୁଟ ଜିଲ୍ଲାରେ ବାଲବାଟିକାରୁ ଯୁକ୍ତ ଦୁଇ ପର୍ଯ୍ୟନ୍ତ ମୋଟ ୨ ଲକ୍ଷ ୭୫ ହଜାର ୯୨୫ ଜଣ ଛାତ୍ରଛାତ୍ରୀ ପଢୁଛନ୍ତି। ହେଲେ ସେମାନଙ୍କ ମଧ୍ୟରୁ ୩୨ ହଜାରରୁ ଅଧିକ ପିଲାଙ୍କ ପାଖରେ ଆଧାର କାର୍ଡ ହିଁ ନାହିଁ। ଅର୍ଥାତ୍ ପ୍ରତି ୯ ଜଣ ପିଲାରେ ଜଣେ ଏବେ ବି ଆଧାର ବିହୀନ
    1
    ସ୍କୁଲ ଆସୁଛନ୍ତି, ପାଠ ବି ପଢୁଛନ୍ତି; ହେଲେ ସରକାରୀ ଖାତାରେ ଏଯାଏଁ  ହୋଇପାରିନି ସେମାନଙ୍କ ଡିଜିଟାଲ୍ ପରିଚୟ। କୋରାପୁଟ ଜିଲ୍ଲାରେ ବାଲବାଟିକାରୁ ଯୁକ୍ତ ଦୁଇ ପର୍ଯ୍ୟନ୍ତ ମୋଟ ୨ ଲକ୍ଷ ୭୫ ହଜାର ୯୨୫ ଜଣ ଛାତ୍ରଛାତ୍ରୀ ପଢୁଛନ୍ତି। ହେଲେ ସେମାନଙ୍କ ମଧ୍ୟରୁ ୩୨ ହଜାରରୁ ଅଧିକ ପିଲାଙ୍କ ପାଖରେ ଆଧାର କାର୍ଡ ହିଁ ନାହିଁ। ଅର୍ଥାତ୍ ପ୍ରତି ୯ ଜଣ ପିଲାରେ ଜଣେ ଏବେ ବି ଆଧାର ବିହୀନ
    user_Rajib Behera
    Rajib Behera
    Local News Reporter ମୟୂରଭଞ୍ଜ, ମୟୂରଭଞ୍ଜ, ଓଡ଼ିଶା•
    49 min ago
  • ଫିଲ୍ମ 'ପୁଷ୍ପା' ଶୈଳୀରେ ଅଟୋରେ ସିକ୍ରେଟ୍ ଚାମ୍ବର ତିଆରି କରି ବେଆଇନ ଦେଶୀ ମଦ ଚାଲାଣ କରୁଥିବା ବେଳେ ଆଗରପଡ଼ା ପୁଲିସ ହାତରେ ଧରାପଡ଼ିଛନ୍ତି ଦୁଇ ଅଭିଯୁକ୍ତ। ଫିଲ୍ମ 'ପୁଷ୍ପା' ଶୈଳୀରେ ଅଟୋରେ ସିକ୍ରେଟ୍ ଚାମ୍ବର ତିଆରି କରି ବେଆଇନ ଦେଶୀ ମଦ ଚାଲାଣ କରୁଥିବା ବେଳେ ଆଗରପଡ଼ା ପୁଲିସ ହାତରେ ଧରାପଡ଼ିଛନ୍ତି ଦୁଇ ଅଭିଯୁକ୍ତ।
    1
    ଫିଲ୍ମ 'ପୁଷ୍ପା' ଶୈଳୀରେ ଅଟୋରେ ସିକ୍ରେଟ୍ ଚାମ୍ବର ତିଆରି କରି ବେଆଇନ ଦେଶୀ ମଦ ଚାଲାଣ କରୁଥିବା ବେଳେ ଆଗରପଡ଼ା ପୁଲିସ ହାତରେ ଧରାପଡ଼ିଛନ୍ତି ଦୁଇ ଅଭିଯୁକ୍ତ।
ଫିଲ୍ମ 'ପୁଷ୍ପା' ଶୈଳୀରେ ଅଟୋରେ ସିକ୍ରେଟ୍ ଚାମ୍ବର ତିଆରି କରି ବେଆଇନ ଦେଶୀ ମଦ ଚାଲାଣ କରୁଥିବା ବେଳେ ଆଗରପଡ଼ା ପୁଲିସ ହାତରେ ଧରାପଡ଼ିଛନ୍ତି ଦୁଇ ଅଭିଯୁକ୍ତ।
    user_ବନ୍ତ ଖବର
    ବନ୍ତ ଖବର
    ବାଣ୍ଟ, ଭଦ୍ରକ, ଓଡ଼ିଶା•
    12 hrs ago
  • ଛାତରୁ_ଠେଲି_ମାରିଦେଲେ ବାଲେଶ୍ୱର ଟାଉନ ଥାନା ଅନ୍ତର୍ଗତ ବଣିଆ ମାର୍କେଟ ନିକଟରୁ ମିଳିଥିବା ଅନିରୁଦ୍ଧ ସିଂଙ୍କ ରକ୍ତଜୁଡୁବୁଡୁ ମୃତଦେହ ଘଟଣାର ପର୍ଦ୍ଦାଫାସ କରିଛି ପୁଲିସ ।
    1
    ଛାତରୁ_ଠେଲି_ମାରିଦେଲେ
ବାଲେଶ୍ୱର ଟାଉନ ଥାନା ଅନ୍ତର୍ଗତ ବଣିଆ ମାର୍କେଟ ନିକଟରୁ ମିଳିଥିବା ଅନିରୁଦ୍ଧ ସିଂଙ୍କ ରକ୍ତଜୁଡୁବୁଡୁ ମୃତଦେହ ଘଟଣାର ପର୍ଦ୍ଦାଫାସ କରିଛି ପୁଲିସ ।
    user_Odisha News Express
    Odisha News Express
    ବାଲେଶ୍ୱର (M), ବାଲେଶ୍ୱର, ଓଡ଼ିଶା•
    13 hrs ago
  • ₹୧,୦୦୦ ବଦଳରେ କାହିଁକି କଟିଲା ₹୩,୦୦୦ ଚାଲାଣ? ଉଠିଲା ପ୍ରଶ୍ନ! 📍 ପୁରୁଣାପାଣି ଯିବା ରାସ୍ତାରେ RTO ଚେକିଂ ସମୟରେ ଗୋଟିଏ ବାଇକ୍‌ରେ ଦୁଇଜଣ ଯାତ୍ରୀଙ୍କୁ ଅଟକାଇ କାଗଜପତ୍ର ଯାଞ୍ଚ କରାଯାଇଥିବା ଅଭିଯୋଗ ହୋଇଛି। ବାଇକ୍‌ର କାଗଜପତ୍ର ସବୁ ଠିକ୍ ଥିବା ସତ୍ତ୍ୱେ ଦୁଇଜଣଙ୍କ ହେଲମେଟ୍ ସମ୍ପର୍କିତ ନିୟମ ଉଲ୍ଲଂଘନ ପାଇଁ ₹୧,୦୦୦ ଫାଇନ୍ ହେବ ବୋଲି କୁହାଯାଇଥିବା ଦାବି କରାଯାଇଛି। କିନ୍ତୁ କିଛି ବାଟ ଯିବା ପରେ ମୋବାଇଲ୍ ନୋଟିଫିକେସନ୍‌ରେ ₹୩,୦୦୦ ଚାଲାଣ କଟିଥିବା ଦେଖି ସମ୍ପୃକ୍ତ ବ୍ୟକ୍ତି ପୁଣି ଚେକିଂ ସ୍ଥାନକୁ ଯାଇ କାରଣ ପଚାରିଥିବା କୁହାଯାଇଛି। 🎥 ସେହି ସମୟର ଭିଡିଓରେ ହୋଇଥିବା କଥାବାର୍ତ୍ତାକୁ ନେଇ ଏବେ ପ୍ରଶ୍ନ ଉଠିଛି— ❓ ₹୧,୦୦୦ ପରିବର୍ତ୍ତେ ₹୩,୦୦୦ ଚାଲାଣ କାହିଁକି କଟିଲା? ❓ ଚାଲାଣରେ କେଉଁ କେଉଁ ଧାରା ଲାଗୁ ହୋଇଛି? ❓ ଏହା ପଛରେ କୌଣସି ତ୍ରୁଟି ହୋଇଛି କି? 🚨 ₹୧,୦୦୦ ବଦଳରେ କାହିଁକି କଟିଲା ₹୩,୦୦୦ ଚାଲାଣ? ଉଠିଲା ପ୍ରଶ୍ନ! 📍 ପୁରୁଣାପାଣି ଯିବା ରାସ୍ତାରେ RTO ଚେକିଂ ସମୟରେ ଗୋଟିଏ ବାଇକ୍‌ରେ ଦୁଇଜଣ ଯାତ୍ରୀଙ୍କୁ ଅଟକାଇ କାଗଜପତ୍ର ଯାଞ୍ଚ କରାଯାଇଥିବା ଅଭିଯୋଗ ହୋଇଛି। ବାଇକ୍‌ର କାଗଜପତ୍ର ସବୁ ଠିକ୍ ଥିବା ସତ୍ତ୍ୱେ ଦୁଇଜଣଙ୍କ ହେଲମେଟ୍ ସମ୍ପର୍କିତ ନିୟମ ଉଲ୍ଲଂଘନ ପାଇଁ ₹୧,୦୦୦ ଫାଇନ୍ ହେବ ବୋଲି କୁହାଯାଇଥିବା ଦାବି କରାଯାଇଛି। କିନ୍ତୁ କିଛି ବାଟ ଯିବା ପରେ ମୋବାଇଲ୍ ନୋଟିଫିକେସନ୍‌ରେ ₹୩,୦୦୦ ଚାଲାଣ କଟିଥିବା ଦେଖି ସମ୍ପୃକ୍ତ ବ୍ୟକ୍ତି ପୁଣି ଚେକିଂ ସ୍ଥାନକୁ ଯାଇ କାରଣ ପଚାରିଥିବା କୁହାଯାଇଛି। 🎥 ସେହି ସମୟର ଭିଡିଓରେ ହୋଇଥିବା କଥାବାର୍ତ୍ତାକୁ ନେଇ ଏବେ ପ୍ରଶ୍ନ ଉଠିଛି— ❓ ₹୧,୦୦୦ ପରିବର୍ତ୍ତେ ₹୩,୦୦୦ ଚାଲାଣ କାହିଁକି କଟିଲା? ❓ ଚାଲାଣରେ କେଉଁ କେଉଁ ଧାରା ଲାଗୁ ହୋଇଛି? ❓ ଏହା ପଛରେ କୌଣସି ତ୍ରୁଟି ହୋଇଛି କି? ସମ୍ପୃକ୍ତ ବିଭାଗ ପକ୍ଷରୁ ଘଟଣାର ସ୍ପଷ୍ଟୀକରଣ ଆସିଲେ ପ୍ରକୃତ ସତ୍ୟ ସାମ୍ନାକୁ ଆସିବ।
    1
    ₹୧,୦୦୦ ବଦଳରେ କାହିଁକି କଟିଲା ₹୩,୦୦୦ ଚାଲାଣ? ଉଠିଲା ପ୍ରଶ୍ନ!
📍 ପୁରୁଣାପାଣି ଯିବା ରାସ୍ତାରେ RTO ଚେକିଂ ସମୟରେ ଗୋଟିଏ ବାଇକ୍‌ରେ ଦୁଇଜଣ ଯାତ୍ରୀଙ୍କୁ ଅଟକାଇ କାଗଜପତ୍ର ଯାଞ୍ଚ କରାଯାଇଥିବା ଅଭିଯୋଗ ହୋଇଛି।
ବାଇକ୍‌ର କାଗଜପତ୍ର ସବୁ ଠିକ୍ ଥିବା ସତ୍ତ୍ୱେ ଦୁଇଜଣଙ୍କ ହେଲମେଟ୍ ସମ୍ପର୍କିତ ନିୟମ ଉଲ୍ଲଂଘନ ପାଇଁ ₹୧,୦୦୦ ଫାଇନ୍ ହେବ ବୋଲି କୁହାଯାଇଥିବା ଦାବି କରାଯାଇଛି।
କିନ୍ତୁ କିଛି ବାଟ ଯିବା ପରେ ମୋବାଇଲ୍ ନୋଟିଫିକେସନ୍‌ରେ ₹୩,୦୦୦ ଚାଲାଣ କଟିଥିବା ଦେଖି ସମ୍ପୃକ୍ତ ବ୍ୟକ୍ତି ପୁଣି ଚେକିଂ ସ୍ଥାନକୁ ଯାଇ କାରଣ ପଚାରିଥିବା କୁହାଯାଇଛି।
🎥 ସେହି ସମୟର ଭିଡିଓରେ ହୋଇଥିବା କଥାବାର୍ତ୍ତାକୁ ନେଇ ଏବେ ପ୍ରଶ୍ନ ଉଠିଛି—
❓ ₹୧,୦୦୦ ପରିବର୍ତ୍ତେ ₹୩,୦୦୦ ଚାଲାଣ କାହିଁକି କଟିଲା?
❓ ଚାଲାଣରେ କେଉଁ କେଉଁ ଧାରା ଲାଗୁ ହୋଇଛି?
❓ ଏହା ପଛରେ କୌଣସି ତ୍ରୁଟି ହୋଇଛି କି?
🚨 ₹୧,୦୦୦ ବଦଳରେ କାହିଁକି କଟିଲା ₹୩,୦୦୦ ଚାଲାଣ? ଉଠିଲା ପ୍ରଶ୍ନ!
📍 ପୁରୁଣାପାଣି ଯିବା ରାସ୍ତାରେ RTO ଚେକିଂ ସମୟରେ ଗୋଟିଏ ବାଇକ୍‌ରେ ଦୁଇଜଣ ଯାତ୍ରୀଙ୍କୁ ଅଟକାଇ କାଗଜପତ୍ର ଯାଞ୍ଚ କରାଯାଇଥିବା ଅଭିଯୋଗ ହୋଇଛି।
ବାଇକ୍‌ର କାଗଜପତ୍ର ସବୁ ଠିକ୍ ଥିବା ସତ୍ତ୍ୱେ ଦୁଇଜଣଙ୍କ ହେଲମେଟ୍ ସମ୍ପର୍କିତ ନିୟମ ଉଲ୍ଲଂଘନ ପାଇଁ ₹୧,୦୦୦ ଫାଇନ୍ ହେବ ବୋଲି କୁହାଯାଇଥିବା ଦାବି କରାଯାଇଛି।
କିନ୍ତୁ କିଛି ବାଟ ଯିବା ପରେ ମୋବାଇଲ୍ ନୋଟିଫିକେସନ୍‌ରେ ₹୩,୦୦୦ ଚାଲାଣ କଟିଥିବା ଦେଖି ସମ୍ପୃକ୍ତ ବ୍ୟକ୍ତି ପୁଣି ଚେକିଂ ସ୍ଥାନକୁ ଯାଇ କାରଣ ପଚାରିଥିବା କୁହାଯାଇଛି।
🎥 ସେହି ସମୟର ଭିଡିଓରେ ହୋଇଥିବା କଥାବାର୍ତ୍ତାକୁ ନେଇ ଏବେ ପ୍ରଶ୍ନ ଉଠିଛି—
❓ ₹୧,୦୦୦ ପରିବର୍ତ୍ତେ ₹୩,୦୦୦ ଚାଲାଣ କାହିଁକି କଟିଲା?
❓ ଚାଲାଣରେ କେଉଁ କେଉଁ ଧାରା ଲାଗୁ ହୋଇଛି?
❓ ଏହା ପଛରେ କୌଣସି ତ୍ରୁଟି ହୋଇଛି କି?
ସମ୍ପୃକ୍ତ ବିଭାଗ ପକ୍ଷରୁ ଘଟଣାର ସ୍ପଷ୍ଟୀକରଣ ଆସିଲେ ପ୍ରକୃତ ସତ୍ୟ ସାମ୍ନାକୁ ଆସିବ।
    user_Rajib Behera
    Rajib Behera
    Local News Reporter ମୟୂରଭଞ୍ଜ, ମୟୂରଭଞ୍ଜ, ଓଡ଼ିଶା•
    2 hrs ago
  • ଏବେ ଡାକ୍ତର ହେବେ ଆଶୁତୋଷ ଘସିପୁରା ବ୍ଳକ୍ ଅଳତି ଗାଁର ମେଧାବୀ ଆଦିବାସୀ ଛାତ୍ର ଆଶୁତୋଷ ପ୍ରିୟଦର୍ଶୀ ନାଏକ। ଏବେ ଡାକ୍ତର ହେବେ ଆଶୁତୋଷ ଘସିପୁରା ବ୍ଳକ୍ ଅଳତି ଗାଁର ମେଧାବୀ ଆଦିବାସୀ ଛାତ୍ର ଆଶୁତୋଷ ପ୍ରିୟଦର୍ଶୀ ନାଏକଙ୍କ ଡାକ୍ତର ହେବା ସ୍ୱପ୍ନ ଏବେ ପୂରଣ ହେବାକୁ ଯାଉଛି। ରାଜ୍ୟ ଏସଟି ରାଙ୍କରେ ୭୭ ନମ୍ବର ରଖିଥିଲେ ମଧ୍ୟ ଆର୍ଥିକ ଅଭାବ ଯୋଗୁଁ ତାଙ୍କ ପାଠପଢ଼ାରେ ବାଧା ସୃଷ୍ଟି ହୋଇଥିଲା। ଏହି ଘଟଣା ଜାଣିବା ପରେ ସ୍ଥାନୀୟ ବସନ୍ତ ମଞ୍ଜରୀ ଫାଉଣ୍ଡେସନର ଟ୍ରଷ୍ଟି ଡଃ. ରତିକାନ୍ତ ବରାଳ ସହାୟତାର ହାତ ବଢ଼ାଇ ଆଶୁତୋଷଙ୍କ ପାଞ୍ଚ ବର୍ଷର ପାଠପଢ଼ା ଦାୟିତ୍ୱ ନେଇଛନ୍ତି।
    1
    ଏବେ ଡାକ୍ତର ହେବେ ଆଶୁତୋଷ ଘସିପୁରା ବ୍ଳକ୍ ଅଳତି ଗାଁର ମେଧାବୀ ଆଦିବାସୀ ଛାତ୍ର ଆଶୁତୋଷ ପ୍ରିୟଦର୍ଶୀ ନାଏକ।
ଏବେ ଡାକ୍ତର ହେବେ ଆଶୁତୋଷ ଘସିପୁରା ବ୍ଳକ୍ ଅଳତି ଗାଁର ମେଧାବୀ ଆଦିବାସୀ ଛାତ୍ର ଆଶୁତୋଷ ପ୍ରିୟଦର୍ଶୀ ନାଏକଙ୍କ ଡାକ୍ତର ହେବା ସ୍ୱପ୍ନ ଏବେ ପୂରଣ ହେବାକୁ ଯାଉଛି। ରାଜ୍ୟ ଏସଟି ରାଙ୍କରେ ୭୭ ନମ୍ବର ରଖିଥିଲେ ମଧ୍ୟ ଆର୍ଥିକ ଅଭାବ ଯୋଗୁଁ ତାଙ୍କ ପାଠପଢ଼ାରେ ବାଧା ସୃଷ୍ଟି ହୋଇଥିଲା। ଏହି ଘଟଣା ଜାଣିବା ପରେ ସ୍ଥାନୀୟ ବସନ୍ତ ମଞ୍ଜରୀ ଫାଉଣ୍ଡେସନର ଟ୍ରଷ୍ଟି ଡଃ. ରତିକାନ୍ତ ବରାଳ ସହାୟତାର ହାତ ବଢ଼ାଇ ଆଶୁତୋଷଙ୍କ ପାଞ୍ଚ ବର୍ଷର ପାଠପଢ଼ା ଦାୟିତ୍ୱ ନେଇଛନ୍ତି।
    user_Rudra Narayan Parida
    Rudra Narayan Parida
    TV News Anchor ଘାସିପୁରା, କେନ୍ଦୁଝର, ଓଡ଼ିଶା•
    6 hrs ago
View latest news on Shuru App
Download_Android
  • Terms & Conditions
  • Career
  • Privacy Policy
  • Blogs
Shuru, a product of Close App Private Limited.