Shuru
Apke Nagar Ki App…
ସ୍କୁଲ ଆସୁଛନ୍ତି, ପାଠ ବି ପଢୁଛନ୍ତି; ହେଲେ ସରକାରୀ ଖାତାରେ ଏଯାଏଁ ହୋଇପାରିନି ସେମାନଙ୍କ ଡିଜିଟାଲ୍ ପରିଚୟ। କୋରାପୁଟ ଜିଲ୍ଲାରେ ବାଲବାଟିକାରୁ ଯୁକ୍ତ ଦୁଇ ପର୍ଯ୍ୟନ୍ତ ମୋଟ ୨ ଲକ୍ଷ ୭୫ ହଜାର ୯୨୫ ଜଣ ଛାତ୍ରଛାତ୍ରୀ ପଢୁଛନ୍ତି। ହେଲେ ସେମାନଙ୍କ ମଧ୍ୟରୁ ୩୨ ହଜାରରୁ ଅଧିକ ପିଲାଙ୍କ ପାଖରେ ଆଧାର କାର୍ଡ ହିଁ ନାହିଁ। ଅର୍ଥାତ୍ ପ୍ରତି ୯ ଜଣ ପିଲାରେ ଜଣେ ଏବେ ବି ଆଧାର ବିହୀନ
Rajib Behera
ସ୍କୁଲ ଆସୁଛନ୍ତି, ପାଠ ବି ପଢୁଛନ୍ତି; ହେଲେ ସରକାରୀ ଖାତାରେ ଏଯାଏଁ ହୋଇପାରିନି ସେମାନଙ୍କ ଡିଜିଟାଲ୍ ପରିଚୟ। କୋରାପୁଟ ଜିଲ୍ଲାରେ ବାଲବାଟିକାରୁ ଯୁକ୍ତ ଦୁଇ ପର୍ଯ୍ୟନ୍ତ ମୋଟ ୨ ଲକ୍ଷ ୭୫ ହଜାର ୯୨୫ ଜଣ ଛାତ୍ରଛାତ୍ରୀ ପଢୁଛନ୍ତି। ହେଲେ ସେମାନଙ୍କ ମଧ୍ୟରୁ ୩୨ ହଜାରରୁ ଅଧିକ ପିଲାଙ୍କ ପାଖରେ ଆଧାର କାର୍ଡ ହିଁ ନାହିଁ। ଅର୍ଥାତ୍ ପ୍ରତି ୯ ଜଣ ପିଲାରେ ଜଣେ ଏବେ ବି ଆଧାର ବିହୀନ
More news from ଓଡ଼ିଶା and nearby areas
- ୧ ଟଙ୍କାରେ ପୁରା ପେଟେ,୫ ଟା ଆଇଟମ ସହିତ। ବାଲେଶ୍ବର ସହରରେ ମିଳୁଛି ମିଲ୍।1
- ବନ୍ୟା ପାଣିରେ ଚାରିଆଡ଼େ ଜଳମଗ୍ନ। ଯୋଗାଯୋଗ ବ୍ୟବସ୍ଥା ପ୍ରଭାବିତ ହେବା ସହ ବାହ୍ୟ ଜଗତରୁ ବିଛିନ୍ନ ହୋଇପଡ଼ିଛି ବାଲେଶ୍ଵର ଜିଲ୍ଲା ଭୋଗରାଇ ବ୍ଲକର ମନୁନଗର ଗ୍ରାମ। ବନ୍ୟା ପାଣିରେ ବାହ୍ୟ ଜଗତରୁ ବିଛିନ୍ନ ମନୁନଗର ବନ୍ୟା ପାଣିରେ ଚାରିଆଡ଼େ ଜଳମଗ୍ନ। ଯୋଗାଯୋଗ ବ୍ୟବସ୍ଥା ପ୍ରଭାବିତ ହେବା ସହ ବାହ୍ୟ ଜଗତରୁ ବିଛିନ୍ନ ହୋଇପଡ଼ିଛି ବାଲେଶ୍ଵର ଜିଲ୍ଲା ଭୋଗରାଇ ବ୍ଲକର ମନୁନଗର ଗ୍ରାମ। ବନ୍ୟା ପରିସ୍ଥିତିର ଗମ୍ଭୀରତାକୁ ନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ଗ୍ରାମର ସ୍ଥିତି ପରଖାଯାଇଛି। ଜିଲ୍ଲାପାଳ ମନୁନଗର ଗ୍ରାମରେ ପହଞ୍ଚି ବନ୍ୟା ପରିସ୍ଥିତି ଓ ଲୋକଙ୍କ ସମସ୍ୟା ସମ୍ପର୍କରେ ଅନୁଧ୍ୟାନ କରିଛନ୍ତି। ଗ୍ରାମବାସୀଙ୍କ ସହ ଆଲୋଚନା କରି ବନ୍ୟାଜଳ ଯୋଗୁଁ ସୃଷ୍ଟି ହୋଇଥିବା ଅସୁବିଧା ବିଷୟରେ ଜାଣିବା ସହ ଆବଶ୍ୟକ ସରକାରୀ ସହାୟତା ଓ ରିଲିଫ୍ ବ୍ୟବସ୍ଥା ନେଇ ଅଧିକାରୀମାନଙ୍କୁ ଆବଶ୍ୟକ ନିର୍ଦ୍ଦେଶ ଦେଇଥିବା ସୂଚନା ମିଳିଛି। ବନ୍ୟାଜଳ ଘେରରେ ଥିବା ଲୋକଙ୍କ ସୁରକ୍ଷା, ଖାଦ୍ୟ ଓ ଅନ୍ୟାନ୍ୟ ଆବଶ୍ୟକତା ପ୍ରତି ପ୍ରଶାସନ ନଜର ରଖିଥିବା ବେଳେ, ଖୁବଶୀଘ୍ର ସ୍ଥିତି ସ୍ୱାଭାବିକ ହେବ ବୋଲି ଆଶା କରାଯାଉଛି।4
- ଏବେ ଡାକ୍ତର ହେବେ ଆଶୁତୋଷ ଘସିପୁରା ବ୍ଳକ୍ ଅଳତି ଗାଁର ମେଧାବୀ ଆଦିବାସୀ ଛାତ୍ର ଆଶୁତୋଷ ପ୍ରିୟଦର୍ଶୀ ନାଏକ। ଏବେ ଡାକ୍ତର ହେବେ ଆଶୁତୋଷ ଘସିପୁରା ବ୍ଳକ୍ ଅଳତି ଗାଁର ମେଧାବୀ ଆଦିବାସୀ ଛାତ୍ର ଆଶୁତୋଷ ପ୍ରିୟଦର୍ଶୀ ନାଏକଙ୍କ ଡାକ୍ତର ହେବା ସ୍ୱପ୍ନ ଏବେ ପୂରଣ ହେବାକୁ ଯାଉଛି। ରାଜ୍ୟ ଏସଟି ରାଙ୍କରେ ୭୭ ନମ୍ବର ରଖିଥିଲେ ମଧ୍ୟ ଆର୍ଥିକ ଅଭାବ ଯୋଗୁଁ ତାଙ୍କ ପାଠପଢ଼ାରେ ବାଧା ସୃଷ୍ଟି ହୋଇଥିଲା। ଏହି ଘଟଣା ଜାଣିବା ପରେ ସ୍ଥାନୀୟ ବସନ୍ତ ମଞ୍ଜରୀ ଫାଉଣ୍ଡେସନର ଟ୍ରଷ୍ଟି ଡଃ. ରତିକାନ୍ତ ବରାଳ ସହାୟତାର ହାତ ବଢ଼ାଇ ଆଶୁତୋଷଙ୍କ ପାଞ୍ଚ ବର୍ଷର ପାଠପଢ଼ା ଦାୟିତ୍ୱ ନେଇଛନ୍ତି।1
- ଫିଲ୍ମ 'ପୁଷ୍ପା' ଶୈଳୀରେ ଅଟୋରେ ସିକ୍ରେଟ୍ ଚାମ୍ବର ତିଆରି କରି ବେଆଇନ ଦେଶୀ ମଦ ଚାଲାଣ କରୁଥିବା ବେଳେ ଆଗରପଡ଼ା ପୁଲିସ ହାତରେ ଧରାପଡ଼ିଛନ୍ତି ଦୁଇ ଅଭିଯୁକ୍ତ। ଫିଲ୍ମ 'ପୁଷ୍ପା' ଶୈଳୀରେ ଅଟୋରେ ସିକ୍ରେଟ୍ ଚାମ୍ବର ତିଆରି କରି ବେଆଇନ ଦେଶୀ ମଦ ଚାଲାଣ କରୁଥିବା ବେଳେ ଆଗରପଡ଼ା ପୁଲିସ ହାତରେ ଧରାପଡ଼ିଛନ୍ତି ଦୁଇ ଅଭିଯୁକ୍ତ।1
- ଶିକ୍ଷକ ଓ କର୍ମଚାରୀ ସମନ୍ୱୟ ପକ୍ଷରୁ ବିଭିନ୍ନ ଦାବି ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବିପତ୍ର l ସିମୁଳିଆ ଶିକ୍ଷକ ଓ କର୍ମଚାରୀ ସମନ୍ୱୟ ପକ୍ଷରୁ ବିଭିନ୍ନ ଦାବି ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବିପତ୍ର l ସିମୁଳିଆ1
- ୨୦୦୮ ବନ୍ୟା ର ହେଇପାରେ ପୁନରାବୃତ୍ତି ହେବାର ସମ୍ଭାବନା : ରାଜଘାଟ ବିପଦ ସଂକେତ 11. 8 ମିଟର ଟପିବାର ସମ୍ଭାବନା ରହିଛି: ୨୦୦୮ ବନ୍ୟା ର ହେଇପାରେ ପୁନରାବୃତ୍ତି ହେବାର ସମ୍ଭାବନା : ରାଜଘାଟ ବିପଦ ସଂକେତ 11. 8 ମିଟର ଟପିବାର ସମ୍ଭାବନା ରହିଛି: ଭୋଗରାଇର, ୨/୮ ୨୦୦୮ ବନ୍ୟା ର ହେଇପାରେ ପୁନରାବୃତ୍ତି ହେବାର ସମ୍ଭାବନା। ଝାଡ଼ଖଣ୍ଡ ଓ ଉପରମୁଣ୍ଡରେ ପ୍ରବଳ ବର୍ଷା ଏବଂ ଗାଲୁଡ଼ି ବ୍ୟାରେଜରୁ ଜଳ ନିଷ୍କାସନ ହେତୁ ବାଲେଶ୍ୱର ଜିଲ୍ଲା ବସ୍ତା ବ୍ଲକ ରାଜଘାଟ ଠାରେ ସୁବର୍ଣ୍ଣରେଖା ନଦୀର ଜଳସ୍ତର କ୍ରମାଗତ ଭାବେ ବୃଦ୍ଧି ପାଉଛି। ରାଜଘାଟରେ ନଦୀର ବିପଦ ସୂଚନା 10.36 ମିଟର ଥିବାବେଳେ ଜଳସ୍ତର ବୃଦ୍ଧି ପାଇ ଆଜିଅପରାହ୍ନ 4ଟା ସୁଦ୍ଧl 11.63 ମିଟର ପ୍ରବାହିତ ହେଉଛି। ତେବେ ଏହା ଆହୁରି ବୣଦ୍ଧି ପାଇବାର ସୂଚନା ଥିବାବେଳେ ପ୍ରଶାସନ ତରଫରୁ ଧନଜୀବନକୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର ହେବାକୁ କୁହାଯାଉଛି। ଏଥି ସହିତ ଆଜି ରାତି ଅତ୍ୟନ୍ତ ବିପଦ ଜନକ ରାଜଘାଟ ବିପଦ ସଂକେତ 11. 8 ମିଟର ଟପିବାର ସମ୍ଭାବନା ରହିଛି। ଭୋଗରାଇର ବନ୍ଯାଞ୍ଚଳ ବାସୀ ସତର୍କ ରହିବାକୁ ନିବେଦନ।1
- ନେପାଳ ପ୍ରଳୟଙ୍କରୀ ବନ୍ୟାରୁ ବଞ୍ଚିଗଲେ ୪୦୦ ସ୍କୁଲ ପିଲା... ବ୍ୟାଗ୍ ଛାଡ଼ି ଘରକୁ ଦୌଡ଼ିଥିଲେ |1
- ଛାତରୁ_ଠେଲି_ମାରିଦେଲେ ବାଲେଶ୍ୱର ଟାଉନ ଥାନା ଅନ୍ତର୍ଗତ ବଣିଆ ମାର୍କେଟ ନିକଟରୁ ମିଳିଥିବା ଅନିରୁଦ୍ଧ ସିଂଙ୍କ ରକ୍ତଜୁଡୁବୁଡୁ ମୃତଦେହ ଘଟଣାର ପର୍ଦ୍ଦାଫାସ କରିଛି ପୁଲିସ ।1
- ଶିକ୍ଷକ ଓ କର୍ମଚାରୀ ସମନ୍ୱୟ ପକ୍ଷରୁ ବିଭିନ୍ନ ଦାବି ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବିପତ୍ର l ସିମୁଳିଆ ଶିକ୍ଷକ ଓ କର୍ମଚାରୀ ସମନ୍ୱୟ ପକ୍ଷରୁ ବିଭିନ୍ନ ଦାବି ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବିପତ୍ର l ସିମୁଳିଆ1