Shuru
Apke Nagar Ki App…
ଛାତରୁ_ଠେଲି_ମାରିଦେଲେ ବାଲେଶ୍ୱର ଟାଉନ ଥାନା ଅନ୍ତର୍ଗତ ବଣିଆ ମାର୍କେଟ ନିକଟରୁ ମିଳିଥିବା ଅନିରୁଦ୍ଧ ସିଂଙ୍କ ରକ୍ତଜୁଡୁବୁଡୁ ମୃତଦେହ ଘଟଣାର ପର୍ଦ୍ଦାଫାସ କରିଛି ପୁଲିସ ।
Odisha News Express
ଛାତରୁ_ଠେଲି_ମାରିଦେଲେ ବାଲେଶ୍ୱର ଟାଉନ ଥାନା ଅନ୍ତର୍ଗତ ବଣିଆ ମାର୍କେଟ ନିକଟରୁ ମିଳିଥିବା ଅନିରୁଦ୍ଧ ସିଂଙ୍କ ରକ୍ତଜୁଡୁବୁଡୁ ମୃତଦେହ ଘଟଣାର ପର୍ଦ୍ଦାଫାସ କରିଛି ପୁଲିସ ।
More news from ଓଡ଼ିଶା and nearby areas
- ବାଲେଶ୍ୱର ବଣିଆପଟି ହତ୍ୟାକାଣ୍ଡର ପର୍ଦାଫାସ, ଅଭିଯୁକ୍ତ ଗିରଫ। #crimenews #Balasorenews News ବାଲେଶ୍ୱର ବଣିଆପଟି ହତ୍ୟାକାଣ୍ଡ ଘଟଣାର ପର୍ଦାଫାସ୍ କରିଛି ପୋଲିସ। ଘଟଣାରେ ଜଣେ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି। ଘଟଣାର କାରଣ ଓ ହତ୍ୟାକାଣ୍ଡ ସମ୍ପର୍କିତ ଅଧିକ ତଥ୍ୟ ପୋଲିସ ତଦନ୍ତରୁ ସାମ୍ନାକୁ ଆସିବ।1
- ବାପାଙ୍କ ରାଗକୁ ସହି ନପାରି ଅଷ୍ଟମ ଶ୍ରେଣୀ ଛାତ୍ର ଫେରାର ।ବାପାଙ୍କ ଉପରେ ଅଭିମାନ କରି ଘର ଛାଡିଲ ନାବାଳକା ପୁଅ । ଢେଙ୍କାନାଳ ଜିଲ୍ଲା ଭୁବନ ଥାନା କୃଷ୍ଣପୁରୁ ଗ୍ରାମର ଶକ୍ତି ପାଣି, ୧୪ ବର୍ଷ ପିତା - ମହେଶ୍ୱର ପାଣି । ଛାତ୍ର ଜଣକ ମାର୍ଥାପୁର ଉଚ୍ଚ ବିଦ୍ୟାଳୟର ଅଷ୍ଟମ ଶ୍ରେଣୀର ଛାତ୍ର । ଆଜିକୁ ଦୁଇ ଦିନ ପୂର୍ବରୁ ଛାତ୍ର ଜଣକ କୌଣସି କାରଣରୁ ଘରେ ଥିବା ଦୁଇଟି ମୋବାଇଲ କଚାଡି ଭାଙ୍ଗି ଦେଇଥିଲେ । ଯାହାଫଳରେକି ବାପା ମହେଶ୍ବର ପାଣୀ ତାଙ୍କୁ ଗାଳିଗୁଲଜ କରିଥିଲେ । ତେଣୁ ଆଜି ମଙ୍ଗଳବାର ସକାଳ ୬ଟା ସମୟରେ ଟ୍ୟୁସନ୍ ଫିସ୍ ଦେବା ବାହାନାରେ ଘରୁ ୧୦୦୦ ଟଙ୍କା ଏବଂ ସାଇକେଲ୍ ନେଇ ବାହାରିଥିଲେ।ପରେ ସାଇକେଲ୍ ରଖି ‘କାହ୍ନା’ ନାମକ ବସ୍ରେ କଟକ ନୂଆ ବସ୍ଷ୍ଟାଣ୍ଡରେ ଓହ୍ଲାଇ ନିଖୋଜ ହୋଇଯାଇଛନ୍ତି। ଯଦି କୌଣସି ବ୍ୟକ୍ତି ଏହି ନିଖୋଜ ଛାତ୍ରଙ୍କ ସମ୍ପର୍କରେ ସୂଚନା ପାଆନ୍ତି, ତେବେ ତୁରନ୍ତ ନିକଟସ୍ଥ ପୁଲିସ୍ ଷ୍ଟେସନ ସହ ଯୋଗାଯୋଗ କରିବାକୁ ଅନୁରୋଧ ।1
- ଭୋଗରାଇ ର ବନ୍ୟା ଅଞ୍ଚଳ ପରିଦର୍ଶ ପରେ ପ୍ରତିକ୍ରିୟା ରଖିଲେ ବାଲେଶ୍ଵର ଜିଲ୍ଲାପାଳ ।1
- ୨୦୦୮ ବନ୍ୟା ର ହେଇପାରେ ପୁନରାବୃତ୍ତି ହେବାର ସମ୍ଭାବନା : ରାଜଘାଟ ବିପଦ ସଂକେତ 11. 8 ମିଟର ଟପିବାର ସମ୍ଭାବନା ରହିଛି: ୨୦୦୮ ବନ୍ୟା ର ହେଇପାରେ ପୁନରାବୃତ୍ତି ହେବାର ସମ୍ଭାବନା : ରାଜଘାଟ ବିପଦ ସଂକେତ 11. 8 ମିଟର ଟପିବାର ସମ୍ଭାବନା ରହିଛି: ଭୋଗରାଇର, ୨/୮ ୨୦୦୮ ବନ୍ୟା ର ହେଇପାରେ ପୁନରାବୃତ୍ତି ହେବାର ସମ୍ଭାବନା। ଝାଡ଼ଖଣ୍ଡ ଓ ଉପରମୁଣ୍ଡରେ ପ୍ରବଳ ବର୍ଷା ଏବଂ ଗାଲୁଡ଼ି ବ୍ୟାରେଜରୁ ଜଳ ନିଷ୍କାସନ ହେତୁ ବାଲେଶ୍ୱର ଜିଲ୍ଲା ବସ୍ତା ବ୍ଲକ ରାଜଘାଟ ଠାରେ ସୁବର୍ଣ୍ଣରେଖା ନଦୀର ଜଳସ୍ତର କ୍ରମାଗତ ଭାବେ ବୃଦ୍ଧି ପାଉଛି। ରାଜଘାଟରେ ନଦୀର ବିପଦ ସୂଚନା 10.36 ମିଟର ଥିବାବେଳେ ଜଳସ୍ତର ବୃଦ୍ଧି ପାଇ ଆଜିଅପରାହ୍ନ 4ଟା ସୁଦ୍ଧl 11.63 ମିଟର ପ୍ରବାହିତ ହେଉଛି। ତେବେ ଏହା ଆହୁରି ବୣଦ୍ଧି ପାଇବାର ସୂଚନା ଥିବାବେଳେ ପ୍ରଶାସନ ତରଫରୁ ଧନଜୀବନକୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର ହେବାକୁ କୁହାଯାଉଛି। ଏଥି ସହିତ ଆଜି ରାତି ଅତ୍ୟନ୍ତ ବିପଦ ଜନକ ରାଜଘାଟ ବିପଦ ସଂକେତ 11. 8 ମିଟର ଟପିବାର ସମ୍ଭାବନା ରହିଛି। ଭୋଗରାଇର ବନ୍ଯାଞ୍ଚଳ ବାସୀ ସତର୍କ ରହିବାକୁ ନିବେଦନ।1
- ଶିକ୍ଷକ ଓ କର୍ମଚାରୀ ସମନ୍ୱୟ ପକ୍ଷରୁ ବିଭିନ୍ନ ଦାବି ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବିପତ୍ର l ସିମୁଳିଆ ଶିକ୍ଷକ ଓ କର୍ମଚାରୀ ସମନ୍ୱୟ ପକ୍ଷରୁ ବିଭିନ୍ନ ଦାବି ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବିପତ୍ର l ସିମୁଳିଆ1
- ଖୁଣ୍ଟା ଡିଗ୍ରୀ ମହାବିଦ୍ୟାଳୟ କନ୍ଫରେନସ୍ ଗୃହରେ ଅବସର ପ୍ରାପ୍ତ ସାମରିକ ବାହିନୀ ସଂଘ ବୈଠକ ଅନୁଷ୍ଠିତ ମୟୁରଭଞ୍ଜ ଜିଲ୍ଲା ପୂର୍ବତନ ସାମରୀକ ବାହିନୀ ସଂଘ ର ଖୁଣ୍ଟା ଶାଖା ପକ୍ଷରୁ ସାଧାରଣ ପରିଷଦ ବୈଠକ ଖୁଣ୍ଟା ଡିଗ୍ରୀ ମହାବିଦ୍ୟାଳୟ କନ୍ଫରେନସ୍ ଗୃହରେ ଆଜି ଅର୍ଥାତ୍ ବୁଧବାର ଦିନ ଅନୁଷ୍ଠିତ ହୋଇଯାଇଛି । ଖୁଣ୍ଟା ବ୍ଲକ ପୂର୍ବତନ ସାମରୀକ ସଂଘର ସଭାପତି ଜୟଦୀପ ସାହୁ ଙ୍କ ସଭାପତିତ୍ୱରେ ଅନୁଷ୍ଠିତ ବୈଠକରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ସଂଘର ସଭାପତି ଜନାର୍ଦ୍ଧନ ମହାନ୍ତ , ସମ୍ମାନୀତ ଅତିଥି ଭାବେ ସମ୍ପାଦକ ସମନାଥ ମୁର୍ମୁ , ଜିଲା ସଂଘର ସମ୍ପାଦକ ପରମଶ୍ଵର ମହାନ୍ତ ପ୍ରମୁଖ ଯୋଗ ଦେଇଥିଲେ । ବୈଠକ ରେ ଅତିଥିଗଣ ସାମରୀକ ବାହିନୀରୁ ଅବସର ଗ୍ରହଣ ପରେ ସେନା କର୍ମଚାରୀମାନେ ସମ୍ମୁଖୀନ ହେଉଥିବା ବିଭିନ୍ନ ସମସ୍ୟା ଉପରେ ଆଲୋଚନା କରାଯାଇଥିଲା । ସେହିପରି ଅବସର ପ୍ରାପ୍ତ ସାମରୀକ କର୍ମଚ଼ାରୀ ମାନଙ୍କ ନିମନ୍ତ ସିଏସଡ଼ି କେଣ୍ଟିନ , ଜିଲ୍ଲା ସୌନିକ ବୋର୍ଡ଼ , ଇସିଏଚ ର ସ୍ଥାପନା ଜିଲ୍ଲାର ମୁଖ୍ୟ ସ୍ଥଳ ବାରିପଦା ଠାରେ ନ ହୋଇ ରାଇରଙ୍ଗପୁର ଠାରେ ହେବା ପ୍ରସ୍ତାବକୁ ସଂଘ ପକ୍ଷରୁ ବିରୋଧ କରାଯିବା ସହିତ ଏହାର ପୁନଃବିଚ଼ାର କରାଯିବା ପାଇଁ ସଂଘ ସଦସ୍ୟ ମାନେ ଦାବି ଉପସ୍ଥାପନ କରିଥିଲେ । ସେହିପରି ଖୁଣ୍ଟା ଓ ଗୋପବନ୍ଧୁ ନଗର ବ୍ଲକ ଦ୍ୱୟରେ ଥିବା ଅବସର ପ୍ରାପ୍ତ ସେନା କର୍ମଚ଼ାରୀ ମାନଙ୍କ ନିମନ୍ତ ଖୁଣ୍ଟା ଠାରେ ଏକ ସଂଘ ଗୃହ ନିର୍ମାଣ ଏବଂ ଏଥି ନିମନ୍ତେ ପ୍ରଶାସନର ଦୃଷ୍ଟି ଆକର୍ଷଣ କରିବାକୁ ସଦସ୍ୟମାନେ ପ୍ରସ୍ତାବ ଦେଇଥିଲେ । ଏହି ବୈଠକ ରେ ଖୁଣ୍ଟା ଓ ଗୋପବନ୍ଧୁ ନଗର ବ୍ଲକ ଦ୍ବୟ ଅଧିନରେ ଥିବା ଅବସରପ୍ରାପ୍ତ ସାମରୀକ ବାହିନୀର କର୍ମଚାରୀମାନେ ଯୋଗ ଦେଇଥିଲେ।4
- ଭଦ୍ରକ ଜିଲ୍ଲାର ଦୁଇ କିନ୍ନର ଗୋଷ୍ଠୀ ଙ୍କ ମଧ୍ୟରେ ମୁହାଁମୁହିଁ ଦେଖନ୍ତୁ2
- ୧ ଟଙ୍କାରେ ପୁରା ପେଟେ,୫ ଟା ଆଇଟମ ସହିତ। ବାଲେଶ୍ବର ସହରରେ ମିଳୁଛି ମିଲ୍।1