logo
Shuru
Apke Nagar Ki App…
  • Latest News
  • News
  • Politics
  • Elections
  • Viral
  • Astrology
  • Horoscope in Hindi
  • Horoscope in English
  • Latest Political News
logo
Shuru
Apke Nagar Ki App…

ଖୁଣ୍ଟା ଡିଗ୍ରୀ ମହାବିଦ୍ୟାଳୟ କନ୍‌ଫରେନସ୍ ଗୃହରେ ଅବସର ପ୍ରାପ୍ତ ସାମରିକ ବାହିନୀ ସଂଘ ବୈଠକ ଅନୁଷ୍ଠିତ ମୟୁରଭଞ୍ଜ ଜିଲ୍ଲା ପୂର୍ବତନ ସାମରୀକ ବାହିନୀ ସଂଘ ର ଖୁଣ୍ଟା ଶାଖା ପକ୍ଷରୁ ସାଧାରଣ ପରିଷଦ ବୈଠକ ଖୁଣ୍ଟା ଡିଗ୍ରୀ ମହାବିଦ୍ୟାଳୟ କନ୍‌ଫରେନସ୍ ଗୃହରେ ଆଜି ଅର୍ଥାତ୍ ବୁଧବାର ଦିନ ଅନୁଷ୍ଠିତ ହୋଇଯାଇଛି । ଖୁଣ୍ଟା ବ୍ଲକ ପୂର୍ବତନ ସାମରୀକ ସଂଘର ସଭାପତି ଜୟଦୀପ ସାହୁ ଙ୍କ ସଭାପତିତ୍ୱରେ ଅନୁଷ୍ଠିତ ବୈଠକରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ସଂଘର ସଭାପତି  ଜନାର୍ଦ୍ଧନ ମହାନ୍ତ , ସମ୍ମାନୀତ ଅତିଥି ଭାବେ ସମ୍ପାଦକ ସମନାଥ ମୁର୍ମୁ , ଜିଲା ସଂଘର ସମ୍ପାଦକ ପରମଶ୍ଵର ମହାନ୍ତ ପ୍ରମୁଖ ଯୋଗ ଦେଇଥିଲେ । ବୈଠକ ରେ ଅତିଥିଗଣ ସାମରୀକ ବାହିନୀରୁ ଅବସର ଗ୍ରହଣ ପରେ  ସେନା କର୍ମଚାରୀମାନେ ସମ୍ମୁଖୀନ ହେଉଥିବା ବିଭିନ୍ନ ସମସ୍ୟା ଉପରେ ଆଲୋଚନା କରାଯାଇଥିଲା ।  ସେହିପରି ଅବସର ପ୍ରାପ୍ତ ସାମରୀକ କର୍ମଚ଼ାରୀ ମାନଙ୍କ ନିମନ୍ତ ସିଏସଡ଼ି କେଣ୍ଟିନ , ଜିଲ୍ଲା ସୌନିକ ବୋର୍ଡ଼ , ଇସିଏଚ ର ସ୍ଥାପନା ଜିଲ୍ଲାର ମୁଖ୍ୟ ସ୍ଥଳ ବାରିପଦା ଠାରେ ନ ହୋଇ ରାଇରଙ୍ଗପୁର ଠାରେ ହେବା ପ୍ରସ୍ତାବକୁ ସଂଘ ପକ୍ଷରୁ ବିରୋଧ କରାଯିବା ସହିତ ଏହାର ପୁନଃବିଚ଼ାର କରାଯିବା ପାଇଁ ସଂଘ ସଦସ୍ୟ ମାନେ ଦାବି ଉପସ୍ଥାପନ କରିଥିଲେ । ସେହିପରି ଖୁଣ୍ଟା ଓ ଗୋପବନ୍ଧୁ ନଗର ବ୍ଲକ ଦ୍ୱୟରେ ଥିବା ଅବସର ପ୍ରାପ୍ତ ସେନା କର୍ମଚ଼ାରୀ ମାନଙ୍କ ନିମନ୍ତ ଖୁଣ୍ଟା ଠାରେ ଏକ ସଂଘ ଗୃହ ନିର୍ମାଣ ଏବଂ ଏଥି ନିମନ୍ତେ ପ୍ରଶାସନର ଦୃଷ୍ଟି ଆକର୍ଷଣ କରିବାକୁ ସଦସ୍ୟମାନେ ପ୍ରସ୍ତାବ ଦେଇଥିଲେ । ଏହି ବୈଠକ ରେ ଖୁଣ୍ଟା ଓ ଗୋପବନ୍ଧୁ ନଗର ବ୍ଲକ ଦ୍ବୟ ଅଧିନରେ ଥିବା ଅବସରପ୍ରାପ୍ତ ସାମରୀକ ବାହିନୀର କର୍ମଚାରୀମାନେ ଯୋଗ ଦେଇଥିଲେ।

2 hrs ago
user_Mayurbhanj Public News
Mayurbhanj Public News
ବାରିପଦା ଟାଉନ୍, ମୟୂରଭଞ୍ଜ, ଓଡ଼ିଶା•
2 hrs ago
311072de-0e17-4063-83d4-07c168c1feb4

ଖୁଣ୍ଟା ଡିଗ୍ରୀ ମହାବିଦ୍ୟାଳୟ କନ୍‌ଫରେନସ୍ ଗୃହରେ ଅବସର ପ୍ରାପ୍ତ ସାମରିକ ବାହିନୀ ସଂଘ ବୈଠକ ଅନୁଷ୍ଠିତ ମୟୁରଭଞ୍ଜ ଜିଲ୍ଲା ପୂର୍ବତନ ସାମରୀକ ବାହିନୀ ସଂଘ ର ଖୁଣ୍ଟା ଶାଖା ପକ୍ଷରୁ ସାଧାରଣ ପରିଷଦ ବୈଠକ ଖୁଣ୍ଟା ଡିଗ୍ରୀ ମହାବିଦ୍ୟାଳୟ କନ୍‌ଫରେନସ୍ ଗୃହରେ ଆଜି ଅର୍ଥାତ୍ ବୁଧବାର ଦିନ ଅନୁଷ୍ଠିତ ହୋଇଯାଇଛି । ଖୁଣ୍ଟା ବ୍ଲକ ପୂର୍ବତନ ସାମରୀକ ସଂଘର ସଭାପତି ଜୟଦୀପ ସାହୁ ଙ୍କ ସଭାପତିତ୍ୱରେ

7b1c52c1-1b4b-4c6d-bc25-de429e84200a

ଅନୁଷ୍ଠିତ ବୈଠକରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ସଂଘର ସଭାପତି  ଜନାର୍ଦ୍ଧନ ମହାନ୍ତ , ସମ୍ମାନୀତ ଅତିଥି ଭାବେ ସମ୍ପାଦକ ସମନାଥ ମୁର୍ମୁ , ଜିଲା ସଂଘର ସମ୍ପାଦକ ପରମଶ୍ଵର ମହାନ୍ତ ପ୍ରମୁଖ ଯୋଗ ଦେଇଥିଲେ । ବୈଠକ ରେ ଅତିଥିଗଣ ସାମରୀକ ବାହିନୀରୁ ଅବସର ଗ୍ରହଣ ପରେ  ସେନା କର୍ମଚାରୀମାନେ ସମ୍ମୁଖୀନ ହେଉଥିବା ବିଭିନ୍ନ ସମସ୍ୟା ଉପରେ ଆଲୋଚନା କରାଯାଇଥିଲା ।  ସେହିପରି ଅବସର ପ୍ରାପ୍ତ

ସାମରୀକ କର୍ମଚ଼ାରୀ ମାନଙ୍କ ନିମନ୍ତ ସିଏସଡ଼ି କେଣ୍ଟିନ , ଜିଲ୍ଲା ସୌନିକ ବୋର୍ଡ଼ , ଇସିଏଚ ର ସ୍ଥାପନା ଜିଲ୍ଲାର ମୁଖ୍ୟ ସ୍ଥଳ ବାରିପଦା ଠାରେ ନ ହୋଇ ରାଇରଙ୍ଗପୁର ଠାରେ ହେବା ପ୍ରସ୍ତାବକୁ ସଂଘ ପକ୍ଷରୁ ବିରୋଧ କରାଯିବା ସହିତ ଏହାର ପୁନଃବିଚ଼ାର କରାଯିବା ପାଇଁ ସଂଘ ସଦସ୍ୟ ମାନେ ଦାବି ଉପସ୍ଥାପନ କରିଥିଲେ । ସେହିପରି ଖୁଣ୍ଟା ଓ ଗୋପବନ୍ଧୁ ନଗର

ବ୍ଲକ ଦ୍ୱୟରେ ଥିବା ଅବସର ପ୍ରାପ୍ତ ସେନା କର୍ମଚ଼ାରୀ ମାନଙ୍କ ନିମନ୍ତ ଖୁଣ୍ଟା ଠାରେ ଏକ ସଂଘ ଗୃହ ନିର୍ମାଣ ଏବଂ ଏଥି ନିମନ୍ତେ ପ୍ରଶାସନର ଦୃଷ୍ଟି ଆକର୍ଷଣ କରିବାକୁ ସଦସ୍ୟମାନେ ପ୍ରସ୍ତାବ ଦେଇଥିଲେ । ଏହି ବୈଠକ ରେ ଖୁଣ୍ଟା ଓ ଗୋପବନ୍ଧୁ ନଗର ବ୍ଲକ ଦ୍ବୟ ଅଧିନରେ ଥିବା ଅବସରପ୍ରାପ୍ତ ସାମରୀକ ବାହିନୀର କର୍ମଚାରୀମାନେ ଯୋଗ ଦେଇଥିଲେ।

More news from ଓଡ଼ିଶା and nearby areas
  • ଖୁଣ୍ଟା ଡିଗ୍ରୀ ମହାବିଦ୍ୟାଳୟ କନ୍‌ଫରେନସ୍ ଗୃହରେ ଅବସର ପ୍ରାପ୍ତ ସାମରିକ ବାହିନୀ ସଂଘ ବୈଠକ ଅନୁଷ୍ଠିତ ମୟୁରଭଞ୍ଜ ଜିଲ୍ଲା ପୂର୍ବତନ ସାମରୀକ ବାହିନୀ ସଂଘ ର ଖୁଣ୍ଟା ଶାଖା ପକ୍ଷରୁ ସାଧାରଣ ପରିଷଦ ବୈଠକ ଖୁଣ୍ଟା ଡିଗ୍ରୀ ମହାବିଦ୍ୟାଳୟ କନ୍‌ଫରେନସ୍ ଗୃହରେ ଆଜି ଅର୍ଥାତ୍ ବୁଧବାର ଦିନ ଅନୁଷ୍ଠିତ ହୋଇଯାଇଛି । ଖୁଣ୍ଟା ବ୍ଲକ ପୂର୍ବତନ ସାମରୀକ ସଂଘର ସଭାପତି ଜୟଦୀପ ସାହୁ ଙ୍କ ସଭାପତିତ୍ୱରେ ଅନୁଷ୍ଠିତ ବୈଠକରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ସଂଘର ସଭାପତି  ଜନାର୍ଦ୍ଧନ ମହାନ୍ତ , ସମ୍ମାନୀତ ଅତିଥି ଭାବେ ସମ୍ପାଦକ ସମନାଥ ମୁର୍ମୁ , ଜିଲା ସଂଘର ସମ୍ପାଦକ ପରମଶ୍ଵର ମହାନ୍ତ ପ୍ରମୁଖ ଯୋଗ ଦେଇଥିଲେ । ବୈଠକ ରେ ଅତିଥିଗଣ ସାମରୀକ ବାହିନୀରୁ ଅବସର ଗ୍ରହଣ ପରେ  ସେନା କର୍ମଚାରୀମାନେ ସମ୍ମୁଖୀନ ହେଉଥିବା ବିଭିନ୍ନ ସମସ୍ୟା ଉପରେ ଆଲୋଚନା କରାଯାଇଥିଲା ।  ସେହିପରି ଅବସର ପ୍ରାପ୍ତ ସାମରୀକ କର୍ମଚ଼ାରୀ ମାନଙ୍କ ନିମନ୍ତ ସିଏସଡ଼ି କେଣ୍ଟିନ , ଜିଲ୍ଲା ସୌନିକ ବୋର୍ଡ଼ , ଇସିଏଚ ର ସ୍ଥାପନା ଜିଲ୍ଲାର ମୁଖ୍ୟ ସ୍ଥଳ ବାରିପଦା ଠାରେ ନ ହୋଇ ରାଇରଙ୍ଗପୁର ଠାରେ ହେବା ପ୍ରସ୍ତାବକୁ ସଂଘ ପକ୍ଷରୁ ବିରୋଧ କରାଯିବା ସହିତ ଏହାର ପୁନଃବିଚ଼ାର କରାଯିବା ପାଇଁ ସଂଘ ସଦସ୍ୟ ମାନେ ଦାବି ଉପସ୍ଥାପନ କରିଥିଲେ । ସେହିପରି ଖୁଣ୍ଟା ଓ ଗୋପବନ୍ଧୁ ନଗର ବ୍ଲକ ଦ୍ୱୟରେ ଥିବା ଅବସର ପ୍ରାପ୍ତ ସେନା କର୍ମଚ଼ାରୀ ମାନଙ୍କ ନିମନ୍ତ ଖୁଣ୍ଟା ଠାରେ ଏକ ସଂଘ ଗୃହ ନିର୍ମାଣ ଏବଂ ଏଥି ନିମନ୍ତେ ପ୍ରଶାସନର ଦୃଷ୍ଟି ଆକର୍ଷଣ କରିବାକୁ ସଦସ୍ୟମାନେ ପ୍ରସ୍ତାବ ଦେଇଥିଲେ । ଏହି ବୈଠକ ରେ ଖୁଣ୍ଟା ଓ ଗୋପବନ୍ଧୁ ନଗର ବ୍ଲକ ଦ୍ବୟ ଅଧିନରେ ଥିବା ଅବସରପ୍ରାପ୍ତ ସାମରୀକ ବାହିନୀର କର୍ମଚାରୀମାନେ ଯୋଗ ଦେଇଥିଲେ।
    4
    ଖୁଣ୍ଟା ଡିଗ୍ରୀ ମହାବିଦ୍ୟାଳୟ କନ୍‌ଫରେନସ୍ ଗୃହରେ ଅବସର ପ୍ରାପ୍ତ ସାମରିକ ବାହିନୀ ସଂଘ ବୈଠକ ଅନୁଷ୍ଠିତ
ମୟୁରଭଞ୍ଜ ଜିଲ୍ଲା ପୂର୍ବତନ ସାମରୀକ ବାହିନୀ ସଂଘ ର ଖୁଣ୍ଟା ଶାଖା ପକ୍ଷରୁ ସାଧାରଣ ପରିଷଦ ବୈଠକ ଖୁଣ୍ଟା ଡିଗ୍ରୀ ମହାବିଦ୍ୟାଳୟ କନ୍‌ଫରେନସ୍ ଗୃହରେ ଆଜି ଅର୍ଥାତ୍ ବୁଧବାର ଦିନ ଅନୁଷ୍ଠିତ ହୋଇଯାଇଛି ।
ଖୁଣ୍ଟା ବ୍ଲକ ପୂର୍ବତନ ସାମରୀକ ସଂଘର ସଭାପତି ଜୟଦୀପ ସାହୁ ଙ୍କ ସଭାପତିତ୍ୱରେ ଅନୁଷ୍ଠିତ ବୈଠକରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ସଂଘର ସଭାପତି  ଜନାର୍ଦ୍ଧନ ମହାନ୍ତ , ସମ୍ମାନୀତ ଅତିଥି ଭାବେ ସମ୍ପାଦକ ସମନାଥ ମୁର୍ମୁ , ଜିଲା ସଂଘର ସମ୍ପାଦକ ପରମଶ୍ଵର ମହାନ୍ତ ପ୍ରମୁଖ ଯୋଗ ଦେଇଥିଲେ । ବୈଠକ ରେ ଅତିଥିଗଣ ସାମରୀକ ବାହିନୀରୁ ଅବସର ଗ୍ରହଣ ପରେ  ସେନା କର୍ମଚାରୀମାନେ ସମ୍ମୁଖୀନ ହେଉଥିବା ବିଭିନ୍ନ ସମସ୍ୟା ଉପରେ ଆଲୋଚନା କରାଯାଇଥିଲା ।  ସେହିପରି ଅବସର ପ୍ରାପ୍ତ ସାମରୀକ କର୍ମଚ଼ାରୀ ମାନଙ୍କ ନିମନ୍ତ ସିଏସଡ଼ି କେଣ୍ଟିନ , ଜିଲ୍ଲା ସୌନିକ ବୋର୍ଡ଼ , ଇସିଏଚ ର ସ୍ଥାପନା ଜିଲ୍ଲାର ମୁଖ୍ୟ ସ୍ଥଳ ବାରିପଦା ଠାରେ ନ ହୋଇ ରାଇରଙ୍ଗପୁର ଠାରେ ହେବା ପ୍ରସ୍ତାବକୁ ସଂଘ ପକ୍ଷରୁ ବିରୋଧ କରାଯିବା ସହିତ ଏହାର ପୁନଃବିଚ଼ାର କରାଯିବା ପାଇଁ ସଂଘ ସଦସ୍ୟ ମାନେ ଦାବି ଉପସ୍ଥାପନ କରିଥିଲେ ।
ସେହିପରି ଖୁଣ୍ଟା ଓ ଗୋପବନ୍ଧୁ ନଗର ବ୍ଲକ ଦ୍ୱୟରେ ଥିବା ଅବସର ପ୍ରାପ୍ତ ସେନା କର୍ମଚ଼ାରୀ ମାନଙ୍କ ନିମନ୍ତ ଖୁଣ୍ଟା ଠାରେ ଏକ ସଂଘ ଗୃହ ନିର୍ମାଣ ଏବଂ ଏଥି ନିମନ୍ତେ ପ୍ରଶାସନର ଦୃଷ୍ଟି ଆକର୍ଷଣ କରିବାକୁ ସଦସ୍ୟମାନେ ପ୍ରସ୍ତାବ ଦେଇଥିଲେ । ଏହି ବୈଠକ ରେ ଖୁଣ୍ଟା ଓ ଗୋପବନ୍ଧୁ ନଗର ବ୍ଲକ ଦ୍ବୟ ଅଧିନରେ ଥିବା ଅବସରପ୍ରାପ୍ତ ସାମରୀକ ବାହିନୀର କର୍ମଚାରୀମାନେ ଯୋଗ ଦେଇଥିଲେ।
    user_Mayurbhanj Public News
    Mayurbhanj Public News
    ବାରିପଦା ଟାଉନ୍, ମୟୂରଭଞ୍ଜ, ଓଡ଼ିଶା•
    2 hrs ago
  • ସ୍କୁଲ ଆସୁଛନ୍ତି, ପାଠ ବି ପଢୁଛନ୍ତି; ହେଲେ ସରକାରୀ ଖାତାରେ ଏଯାଏଁ ହୋଇପାରିନି ସେମାନଙ୍କ ଡିଜିଟାଲ୍ ପରିଚୟ। କୋରାପୁଟ ଜିଲ୍ଲାରେ ବାଲବାଟିକାରୁ ଯୁକ୍ତ ଦୁଇ ପର୍ଯ୍ୟନ୍ତ ମୋଟ ୨ ଲକ୍ଷ ୭୫ ହଜାର ୯୨୫ ଜଣ ଛାତ୍ରଛାତ୍ରୀ ପଢୁଛନ୍ତି। ହେଲେ ସେମାନଙ୍କ ମଧ୍ୟରୁ ୩୨ ହଜାରରୁ ଅଧିକ ପିଲାଙ୍କ ପାଖରେ ଆଧାର କାର୍ଡ ହିଁ ନାହିଁ। ଅର୍ଥାତ୍ ପ୍ରତି ୯ ଜଣ ପିଲାରେ ଜଣେ ଏବେ ବି ଆଧାର ବିହୀନ
    1
    ସ୍କୁଲ ଆସୁଛନ୍ତି, ପାଠ ବି ପଢୁଛନ୍ତି; ହେଲେ ସରକାରୀ ଖାତାରେ ଏଯାଏଁ  ହୋଇପାରିନି ସେମାନଙ୍କ ଡିଜିଟାଲ୍ ପରିଚୟ। କୋରାପୁଟ ଜିଲ୍ଲାରେ ବାଲବାଟିକାରୁ ଯୁକ୍ତ ଦୁଇ ପର୍ଯ୍ୟନ୍ତ ମୋଟ ୨ ଲକ୍ଷ ୭୫ ହଜାର ୯୨୫ ଜଣ ଛାତ୍ରଛାତ୍ରୀ ପଢୁଛନ୍ତି। ହେଲେ ସେମାନଙ୍କ ମଧ୍ୟରୁ ୩୨ ହଜାରରୁ ଅଧିକ ପିଲାଙ୍କ ପାଖରେ ଆଧାର କାର୍ଡ ହିଁ ନାହିଁ। ଅର୍ଥାତ୍ ପ୍ରତି ୯ ଜଣ ପିଲାରେ ଜଣେ ଏବେ ବି ଆଧାର ବିହୀନ
    user_Rajib Behera
    Rajib Behera
    Local News Reporter ମୟୂରଭଞ୍ଜ, ମୟୂରଭଞ୍ଜ, ଓଡ଼ିଶା•
    1 hr ago
  • ବାଲେଶ୍ୱର ବଣିଆପଟି ହତ୍ୟାକାଣ୍ଡର ପର୍ଦାଫାସ, ଅଭିଯୁକ୍ତ ଗିରଫ। #crimenews #Balasorenews News ବାଲେଶ୍ୱର ବଣିଆପଟି ହତ୍ୟାକାଣ୍ଡ ଘଟଣାର ପର୍ଦାଫାସ୍ କରିଛି ପୋଲିସ। ଘଟଣାରେ ଜଣେ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି। ଘଟଣାର କାରଣ ଓ ହତ୍ୟାକାଣ୍ଡ ସମ୍ପର୍କିତ ଅଧିକ ତଥ୍ୟ ପୋଲିସ ତଦନ୍ତରୁ ସାମ୍ନାକୁ ଆସିବ।
    1
    ବାଲେଶ୍ୱର ବଣିଆପଟି ହତ୍ୟାକାଣ୍ଡର ପର୍ଦାଫାସ, ଅଭିଯୁକ୍ତ ଗିରଫ।
#crimenews #Balasorenews
News
ବାଲେଶ୍ୱର ବଣିଆପଟି ହତ୍ୟାକାଣ୍ଡ ଘଟଣାର ପର୍ଦାଫାସ୍ କରିଛି ପୋଲିସ। ଘଟଣାରେ ଜଣେ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି।
ଘଟଣାର କାରଣ ଓ ହତ୍ୟାକାଣ୍ଡ ସମ୍ପର୍କିତ ଅଧିକ ତଥ୍ୟ ପୋଲିସ ତଦନ୍ତରୁ ସାମ୍ନାକୁ ଆସିବ।
    user_Journalist Harishankar Jena
    Journalist Harishankar Jena
    Media company ବାଲେଶ୍ୱର ସଦର, ବାଲେଶ୍ୱର, ଓଡ଼ିଶା•
    4 hrs ago
  • ବାପାଙ୍କ ରାଗକୁ ସହି ନପାରି ଅଷ୍ଟମ ଶ୍ରେଣୀ ଛାତ୍ର ଫେରାର ‎।ବାପାଙ୍କ ଉପରେ ଅଭିମାନ କରି ଘର ଛାଡିଲ ନାବାଳକା ପୁଅ । ଢେଙ୍କାନାଳ ଜିଲ୍ଲା ଭୁବନ ଥାନା କୃଷ୍ଣପୁରୁ ଗ୍ରାମର ଶକ୍ତି ପାଣି, ୧୪ ବର୍ଷ ପିତା - ମହେଶ୍ୱର ପାଣି । ଛାତ୍ର ଜଣକ ମାର୍ଥାପୁର ଉଚ୍ଚ ବିଦ୍ୟାଳୟର ଅଷ୍ଟମ ଶ୍ରେଣୀର ଛାତ୍ର । ଆଜିକୁ ଦୁଇ ଦିନ ପୂର୍ବରୁ ଛାତ୍ର ଜଣକ କୌଣସି କାରଣରୁ ଘରେ ଥିବା ଦୁଇଟି ମୋବାଇଲ କଚାଡି ଭାଙ୍ଗି ଦେଇଥିଲେ । ଯାହାଫଳରେକି ବାପା ମହେଶ୍ବର ପାଣୀ ତାଙ୍କୁ ଗାଳିଗୁଲଜ କରିଥିଲେ । ତେଣୁ ଆଜି ମଙ୍ଗଳବାର ସକାଳ ୬ଟା ସମୟରେ ଟ୍ୟୁସନ୍ ଫିସ୍ ଦେବା ବାହାନାରେ ଘରୁ ୧୦୦୦ ଟଙ୍କା ଏବଂ ସାଇକେଲ୍ ନେଇ ବାହାରିଥିଲେ।ପରେ ସାଇକେଲ୍ ରଖି ‘କାହ୍ନା’ ନାମକ ବସ୍‌ରେ କଟକ ନୂଆ ବସ୍‌ଷ୍ଟାଣ୍ଡରେ ଓହ୍ଲାଇ ନିଖୋଜ ହୋଇଯାଇଛନ୍ତି। ଯଦି କୌଣସି ବ୍ୟକ୍ତି ଏହି ନିଖୋଜ ଛାତ୍ରଙ୍କ ସମ୍ପର୍କରେ ସୂଚନା ପାଆନ୍ତି, ତେବେ ତୁରନ୍ତ ନିକଟସ୍ଥ ପୁଲିସ୍ ଷ୍ଟେସନ ସହ ଯୋଗାଯୋଗ କରିବାକୁ ଅନୁରୋଧ ।
    1
    ବାପାଙ୍କ ରାଗକୁ ସହି ନପାରି ଅଷ୍ଟମ ଶ୍ରେଣୀ ଛାତ୍ର ଫେରାର ‎।ବାପାଙ୍କ ଉପରେ ଅଭିମାନ କରି ଘର ଛାଡିଲ ନାବାଳକା ପୁଅ । ଢେଙ୍କାନାଳ ଜିଲ୍ଲା ଭୁବନ ଥାନା  କୃଷ୍ଣପୁରୁ ଗ୍ରାମର ଶକ୍ତି ପାଣି, ୧୪ ବର୍ଷ ପିତା - ମହେଶ୍ୱର ପାଣି । ଛାତ୍ର ଜଣକ ମାର୍ଥାପୁର ଉଚ୍ଚ ବିଦ୍ୟାଳୟର ଅଷ୍ଟମ ଶ୍ରେଣୀର ଛାତ୍ର । ଆଜିକୁ ଦୁଇ ଦିନ ପୂର୍ବରୁ ଛାତ୍ର ଜଣକ କୌଣସି କାରଣରୁ ଘରେ ଥିବା ଦୁଇଟି ମୋବାଇଲ କଚାଡି ଭାଙ୍ଗି ଦେଇଥିଲେ । ଯାହାଫଳରେକି ବାପା ମହେଶ୍ବର ପାଣୀ ତାଙ୍କୁ ଗାଳିଗୁଲଜ କରିଥିଲେ । ତେଣୁ ଆଜି ମଙ୍ଗଳବାର ସକାଳ ୬ଟା ସମୟରେ ଟ୍ୟୁସନ୍ ଫିସ୍ ଦେବା ବାହାନାରେ ଘରୁ ୧୦୦୦ ଟଙ୍କା ଏବଂ ସାଇକେଲ୍ ନେଇ ବାହାରିଥିଲେ।ପରେ ସାଇକେଲ୍ ରଖି ‘କାହ୍ନା’ ନାମକ ବସ୍‌ରେ କଟକ ନୂଆ ବସ୍‌ଷ୍ଟାଣ୍ଡରେ ଓହ୍ଲାଇ ନିଖୋଜ ହୋଇଯାଇଛନ୍ତି। ଯଦି କୌଣସି ବ୍ୟକ୍ତି ଏହି ନିଖୋଜ ଛାତ୍ରଙ୍କ ସମ୍ପର୍କରେ ସୂଚନା ପାଆନ୍ତି, ତେବେ ତୁରନ୍ତ ନିକଟସ୍ଥ ପୁଲିସ୍ ଷ୍ଟେସନ ସହ ଯୋଗାଯୋଗ କରିବାକୁ ଅନୁରୋଧ ।
    user_Odisha News Express
    Odisha News Express
    ବାଲେଶ୍ୱର (M), ବାଲେଶ୍ୱର, ଓଡ଼ିଶା•
    4 hrs ago
  • ଭୋଗରାଇ ର ବନ୍ୟା ଅଞ୍ଚଳ ପରିଦର୍ଶ ପରେ ପ୍ରତିକ୍ରିୟା ରଖିଲେ ବାଲେଶ୍ଵର ଜିଲ୍ଲାପାଳ ।
    1
    ଭୋଗରାଇ ର ବନ୍ୟା ଅଞ୍ଚଳ ପରିଦର୍ଶ ପରେ ପ୍ରତିକ୍ରିୟା ରଖିଲେ  ବାଲେଶ୍ଵର ଜିଲ୍ଲାପାଳ ।
    user_Chinmay Das
    Chinmay Das
    Agricultural production ଜଳେଶ୍ୱର, ବାଲେଶ୍ୱର, ଓଡ଼ିଶା•
    4 hrs ago
  • ଶିକ୍ଷକ ଓ କର୍ମଚାରୀ ସମନ୍ୱୟ ପକ୍ଷରୁ ବିଭିନ୍ନ ଦାବି ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବିପତ୍ର l ସିମୁଳିଆ ଶିକ୍ଷକ ଓ କର୍ମଚାରୀ ସମନ୍ୱୟ ପକ୍ଷରୁ ବିଭିନ୍ନ ଦାବି ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବିପତ୍ର l ସିମୁଳିଆ
    1
    ଶିକ୍ଷକ ଓ କର୍ମଚାରୀ ସମନ୍ୱୟ ପକ୍ଷରୁ ବିଭିନ୍ନ ଦାବି ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବିପତ୍ର l ସିମୁଳିଆ 
ଶିକ୍ଷକ ଓ କର୍ମଚାରୀ ସମନ୍ୱୟ ପକ୍ଷରୁ ବିଭିନ୍ନ ଦାବି ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବିପତ୍ର l ସିମୁଳିଆ
    user_PP NEWS ODISHA
    PP NEWS ODISHA
    ସିମିଳିଆ, ବାଲେଶ୍ୱର, ଓଡ଼ିଶା•
    16 hrs ago
  • ୨୦୦୮ ବନ୍ୟା ର ହେଇପାରେ ପୁନରାବୃତ୍ତି ହେବାର ସମ୍ଭାବନା : ରାଜଘାଟ ବିପଦ ସଂକେତ 11. 8 ମିଟର ଟପିବାର ସମ୍ଭାବନା ରହିଛି: ୨୦୦୮ ବନ୍ୟା ର ହେଇପାରେ ପୁନରାବୃତ୍ତି ହେବାର ସମ୍ଭାବନା : ରାଜଘାଟ ବିପଦ ସଂକେତ 11. 8 ମିଟର ଟପିବାର ସମ୍ଭାବନା ରହିଛି: ଭୋଗରାଇର, ୨/୮ ୨୦୦୮ ବନ୍ୟା ର ହେଇପାରେ ପୁନରାବୃତ୍ତି ହେବାର ସମ୍ଭାବନା। ଝାଡ଼ଖଣ୍ଡ ଓ ଉପରମୁଣ୍ଡରେ ପ୍ରବଳ ବର୍ଷା ଏବଂ ଗାଲୁଡ଼ି ବ୍ୟାରେଜରୁ ଜଳ ନିଷ୍କାସନ ହେତୁ ବାଲେଶ୍ୱର ଜିଲ୍ଲା ବସ୍ତା ବ୍ଲକ ରାଜଘାଟ ଠାରେ ସୁବର୍ଣ୍ଣରେଖା ନଦୀର ଜଳସ୍ତର କ୍ରମାଗତ ଭାବେ ବୃଦ୍ଧି ପାଉଛି। ରାଜଘାଟରେ ନଦୀର ବିପଦ ସୂଚନା 10.36 ମିଟର ଥିବାବେଳେ ଜଳସ୍ତର ବୃଦ୍ଧି ପାଇ ଆଜିଅପରାହ୍ନ 4ଟା ସୁଦ୍ଧl 11.63 ମିଟର ପ୍ରବାହିତ ହେଉଛି। ତେବେ ଏହା ଆହୁରି ବୣଦ୍ଧି ପାଇବାର ସୂଚନା ଥିବାବେଳେ ପ୍ରଶାସନ ତରଫରୁ ଧନଜୀବନକୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର ହେବାକୁ କୁହାଯାଉଛି। ଏଥି ସହିତ ଆଜି ରାତି ଅତ୍ୟନ୍ତ ବିପଦ ଜନକ ରାଜଘାଟ ବିପଦ ସଂକେତ 11. 8 ମିଟର ଟପିବାର ସମ୍ଭାବନା ରହିଛି। ଭୋଗରାଇର ବନ୍ଯାଞ୍ଚଳ ବାସୀ ସତର୍କ ରହିବାକୁ ନିବେଦନ।
    1
    ୨୦୦୮ ବନ୍ୟା ର ହେଇପାରେ ପୁନରାବୃତ୍ତି ହେବାର ସମ୍ଭାବନା : 

ରାଜଘାଟ ବିପଦ ସଂକେତ 11. 8 ମିଟର ଟପିବାର ସମ୍ଭାବନା ରହିଛି:
୨୦୦୮ ବନ୍ୟା ର ହେଇପାରେ ପୁନରାବୃତ୍ତି ହେବାର ସମ୍ଭାବନା : 
ରାଜଘାଟ ବିପଦ ସଂକେତ 11. 8 ମିଟର ଟପିବାର ସମ୍ଭାବନା ରହିଛି:
ଭୋଗରାଇର, ୨/୮ ୨୦୦୮ ବନ୍ୟା ର ହେଇପାରେ ପୁନରାବୃତ୍ତି  ହେବାର ସମ୍ଭାବନା। ଝାଡ଼ଖଣ୍ଡ ଓ ଉପରମୁଣ୍ଡରେ ପ୍ରବଳ ବର୍ଷା ଏବଂ ଗାଲୁଡ଼ି ବ୍ୟାରେଜରୁ ଜଳ ନିଷ୍କାସନ ହେତୁ ବାଲେଶ୍ୱର ଜିଲ୍ଲା ବସ୍ତା ବ୍ଲକ ରାଜଘାଟ ଠାରେ ସୁବର୍ଣ୍ଣରେଖା ନଦୀର ଜଳସ୍ତର କ୍ରମାଗତ ଭାବେ ବୃଦ୍ଧି ପାଉଛି। ରାଜଘାଟରେ ନଦୀର ବିପଦ ସୂଚନା 10.36 ମିଟର ଥିବାବେଳେ ଜଳସ୍ତର ବୃଦ୍ଧି ପାଇ ଆଜିଅପରାହ୍ନ 4ଟା  ସୁଦ୍ଧl 11.63 ମିଟର ପ୍ରବାହିତ ହେଉଛି। ତେବେ ଏହା ଆହୁରି ବୣଦ୍ଧି ପାଇବାର ସୂଚନା ଥିବାବେଳେ ପ୍ରଶାସନ ତରଫରୁ ଧନଜୀବନକୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର ହେବାକୁ କୁହାଯାଉଛି। ଏଥି ସହିତ ଆଜି ରାତି ଅତ୍ୟନ୍ତ ବିପଦ ଜନକ ରାଜଘାଟ ବିପଦ ସଂକେତ 11. 8 ମିଟର ଟପିବାର ସମ୍ଭାବନା ରହିଛି। ଭୋଗରାଇର ବନ୍ଯାଞ୍ଚଳ ବାସୀ ସତର୍କ ରହିବାକୁ ନିବେଦନ।
    user_ଶିଶିର କୁମାର ପ୍ରଧାନ
    ଶିଶିର କୁମାର ପ୍ରଧାନ
    ଭୋଗରାଇ, ବାଲେଶ୍ୱର, ଓଡ଼ିଶା•
    6 hrs ago
  • ₹୧,୦୦୦ ବଦଳରେ କାହିଁକି କଟିଲା ₹୩,୦୦୦ ଚାଲାଣ? ଉଠିଲା ପ୍ରଶ୍ନ! 📍 ପୁରୁଣାପାଣି ଯିବା ରାସ୍ତାରେ RTO ଚେକିଂ ସମୟରେ ଗୋଟିଏ ବାଇକ୍‌ରେ ଦୁଇଜଣ ଯାତ୍ରୀଙ୍କୁ ଅଟକାଇ କାଗଜପତ୍ର ଯାଞ୍ଚ କରାଯାଇଥିବା ଅଭିଯୋଗ ହୋଇଛି। ବାଇକ୍‌ର କାଗଜପତ୍ର ସବୁ ଠିକ୍ ଥିବା ସତ୍ତ୍ୱେ ଦୁଇଜଣଙ୍କ ହେଲମେଟ୍ ସମ୍ପର୍କିତ ନିୟମ ଉଲ୍ଲଂଘନ ପାଇଁ ₹୧,୦୦୦ ଫାଇନ୍ ହେବ ବୋଲି କୁହାଯାଇଥିବା ଦାବି କରାଯାଇଛି। କିନ୍ତୁ କିଛି ବାଟ ଯିବା ପରେ ମୋବାଇଲ୍ ନୋଟିଫିକେସନ୍‌ରେ ₹୩,୦୦୦ ଚାଲାଣ କଟିଥିବା ଦେଖି ସମ୍ପୃକ୍ତ ବ୍ୟକ୍ତି ପୁଣି ଚେକିଂ ସ୍ଥାନକୁ ଯାଇ କାରଣ ପଚାରିଥିବା କୁହାଯାଇଛି। 🎥 ସେହି ସମୟର ଭିଡିଓରେ ହୋଇଥିବା କଥାବାର୍ତ୍ତାକୁ ନେଇ ଏବେ ପ୍ରଶ୍ନ ଉଠିଛି— ❓ ₹୧,୦୦୦ ପରିବର୍ତ୍ତେ ₹୩,୦୦୦ ଚାଲାଣ କାହିଁକି କଟିଲା? ❓ ଚାଲାଣରେ କେଉଁ କେଉଁ ଧାରା ଲାଗୁ ହୋଇଛି? ❓ ଏହା ପଛରେ କୌଣସି ତ୍ରୁଟି ହୋଇଛି କି? 🚨 ₹୧,୦୦୦ ବଦଳରେ କାହିଁକି କଟିଲା ₹୩,୦୦୦ ଚାଲାଣ? ଉଠିଲା ପ୍ରଶ୍ନ! 📍 ପୁରୁଣାପାଣି ଯିବା ରାସ୍ତାରେ RTO ଚେକିଂ ସମୟରେ ଗୋଟିଏ ବାଇକ୍‌ରେ ଦୁଇଜଣ ଯାତ୍ରୀଙ୍କୁ ଅଟକାଇ କାଗଜପତ୍ର ଯାଞ୍ଚ କରାଯାଇଥିବା ଅଭିଯୋଗ ହୋଇଛି। ବାଇକ୍‌ର କାଗଜପତ୍ର ସବୁ ଠିକ୍ ଥିବା ସତ୍ତ୍ୱେ ଦୁଇଜଣଙ୍କ ହେଲମେଟ୍ ସମ୍ପର୍କିତ ନିୟମ ଉଲ୍ଲଂଘନ ପାଇଁ ₹୧,୦୦୦ ଫାଇନ୍ ହେବ ବୋଲି କୁହାଯାଇଥିବା ଦାବି କରାଯାଇଛି। କିନ୍ତୁ କିଛି ବାଟ ଯିବା ପରେ ମୋବାଇଲ୍ ନୋଟିଫିକେସନ୍‌ରେ ₹୩,୦୦୦ ଚାଲାଣ କଟିଥିବା ଦେଖି ସମ୍ପୃକ୍ତ ବ୍ୟକ୍ତି ପୁଣି ଚେକିଂ ସ୍ଥାନକୁ ଯାଇ କାରଣ ପଚାରିଥିବା କୁହାଯାଇଛି। 🎥 ସେହି ସମୟର ଭିଡିଓରେ ହୋଇଥିବା କଥାବାର୍ତ୍ତାକୁ ନେଇ ଏବେ ପ୍ରଶ୍ନ ଉଠିଛି— ❓ ₹୧,୦୦୦ ପରିବର୍ତ୍ତେ ₹୩,୦୦୦ ଚାଲାଣ କାହିଁକି କଟିଲା? ❓ ଚାଲାଣରେ କେଉଁ କେଉଁ ଧାରା ଲାଗୁ ହୋଇଛି? ❓ ଏହା ପଛରେ କୌଣସି ତ୍ରୁଟି ହୋଇଛି କି? ସମ୍ପୃକ୍ତ ବିଭାଗ ପକ୍ଷରୁ ଘଟଣାର ସ୍ପଷ୍ଟୀକରଣ ଆସିଲେ ପ୍ରକୃତ ସତ୍ୟ ସାମ୍ନାକୁ ଆସିବ।
    1
    ₹୧,୦୦୦ ବଦଳରେ କାହିଁକି କଟିଲା ₹୩,୦୦୦ ଚାଲାଣ? ଉଠିଲା ପ୍ରଶ୍ନ!
📍 ପୁରୁଣାପାଣି ଯିବା ରାସ୍ତାରେ RTO ଚେକିଂ ସମୟରେ ଗୋଟିଏ ବାଇକ୍‌ରେ ଦୁଇଜଣ ଯାତ୍ରୀଙ୍କୁ ଅଟକାଇ କାଗଜପତ୍ର ଯାଞ୍ଚ କରାଯାଇଥିବା ଅଭିଯୋଗ ହୋଇଛି।
ବାଇକ୍‌ର କାଗଜପତ୍ର ସବୁ ଠିକ୍ ଥିବା ସତ୍ତ୍ୱେ ଦୁଇଜଣଙ୍କ ହେଲମେଟ୍ ସମ୍ପର୍କିତ ନିୟମ ଉଲ୍ଲଂଘନ ପାଇଁ ₹୧,୦୦୦ ଫାଇନ୍ ହେବ ବୋଲି କୁହାଯାଇଥିବା ଦାବି କରାଯାଇଛି।
କିନ୍ତୁ କିଛି ବାଟ ଯିବା ପରେ ମୋବାଇଲ୍ ନୋଟିଫିକେସନ୍‌ରେ ₹୩,୦୦୦ ଚାଲାଣ କଟିଥିବା ଦେଖି ସମ୍ପୃକ୍ତ ବ୍ୟକ୍ତି ପୁଣି ଚେକିଂ ସ୍ଥାନକୁ ଯାଇ କାରଣ ପଚାରିଥିବା କୁହାଯାଇଛି।
🎥 ସେହି ସମୟର ଭିଡିଓରେ ହୋଇଥିବା କଥାବାର୍ତ୍ତାକୁ ନେଇ ଏବେ ପ୍ରଶ୍ନ ଉଠିଛି—
❓ ₹୧,୦୦୦ ପରିବର୍ତ୍ତେ ₹୩,୦୦୦ ଚାଲାଣ କାହିଁକି କଟିଲା?
❓ ଚାଲାଣରେ କେଉଁ କେଉଁ ଧାରା ଲାଗୁ ହୋଇଛି?
❓ ଏହା ପଛରେ କୌଣସି ତ୍ରୁଟି ହୋଇଛି କି?
🚨 ₹୧,୦୦୦ ବଦଳରେ କାହିଁକି କଟିଲା ₹୩,୦୦୦ ଚାଲାଣ? ଉଠିଲା ପ୍ରଶ୍ନ!
📍 ପୁରୁଣାପାଣି ଯିବା ରାସ୍ତାରେ RTO ଚେକିଂ ସମୟରେ ଗୋଟିଏ ବାଇକ୍‌ରେ ଦୁଇଜଣ ଯାତ୍ରୀଙ୍କୁ ଅଟକାଇ କାଗଜପତ୍ର ଯାଞ୍ଚ କରାଯାଇଥିବା ଅଭିଯୋଗ ହୋଇଛି।
ବାଇକ୍‌ର କାଗଜପତ୍ର ସବୁ ଠିକ୍ ଥିବା ସତ୍ତ୍ୱେ ଦୁଇଜଣଙ୍କ ହେଲମେଟ୍ ସମ୍ପର୍କିତ ନିୟମ ଉଲ୍ଲଂଘନ ପାଇଁ ₹୧,୦୦୦ ଫାଇନ୍ ହେବ ବୋଲି କୁହାଯାଇଥିବା ଦାବି କରାଯାଇଛି।
କିନ୍ତୁ କିଛି ବାଟ ଯିବା ପରେ ମୋବାଇଲ୍ ନୋଟିଫିକେସନ୍‌ରେ ₹୩,୦୦୦ ଚାଲାଣ କଟିଥିବା ଦେଖି ସମ୍ପୃକ୍ତ ବ୍ୟକ୍ତି ପୁଣି ଚେକିଂ ସ୍ଥାନକୁ ଯାଇ କାରଣ ପଚାରିଥିବା କୁହାଯାଇଛି।
🎥 ସେହି ସମୟର ଭିଡିଓରେ ହୋଇଥିବା କଥାବାର୍ତ୍ତାକୁ ନେଇ ଏବେ ପ୍ରଶ୍ନ ଉଠିଛି—
❓ ₹୧,୦୦୦ ପରିବର୍ତ୍ତେ ₹୩,୦୦୦ ଚାଲାଣ କାହିଁକି କଟିଲା?
❓ ଚାଲାଣରେ କେଉଁ କେଉଁ ଧାରା ଲାଗୁ ହୋଇଛି?
❓ ଏହା ପଛରେ କୌଣସି ତ୍ରୁଟି ହୋଇଛି କି?
ସମ୍ପୃକ୍ତ ବିଭାଗ ପକ୍ଷରୁ ଘଟଣାର ସ୍ପଷ୍ଟୀକରଣ ଆସିଲେ ପ୍ରକୃତ ସତ୍ୟ ସାମ୍ନାକୁ ଆସିବ।
    user_Rajib Behera
    Rajib Behera
    Local News Reporter ମୟୂରଭଞ୍ଜ, ମୟୂରଭଞ୍ଜ, ଓଡ଼ିଶା•
    3 hrs ago
View latest news on Shuru App
Download_Android
  • Terms & Conditions
  • Career
  • Privacy Policy
  • Blogs
Shuru, a product of Close App Private Limited.