ପୁରୀରେ ଅଭାବନୀୟ ଘଟଣା। ମଦ ପାଇଁ ସାଙ୍ଗକୁ ହତ୍ୟା କରିଲା ସାଙ୍ଗ ! ପୁରୀରେ ଅଭାବନୀୟ ଘଟଣା। ମଦ ପାଇଁ ସାଙ୍ଗକୁ ହତ୍ୟା କରିଲା ସାଙ୍ଗ ! ସିନ୍ ରିକ୍ରିଏସନ୍ ପାଇଁ ଆସିଥିଲା ଅଭିଯୁକ୍ତ। ପୋଲିସକୁ ମାନିଲେନି ଲୋକେ, ଅଭିଯୁକ୍ତକୁ ଛେଚି ଦେଇଗଲେ। ଅଭିଯୁକ୍ତ ଗୋବିନ୍ଦ ଓରଫ କାଳୁ କୁ ଗିରଫ କରିଛି ପୋଲିସ୍ । l ସୂଚନା ଥାଉକି, ୨୭ ମାର୍ଚ୍ଚ ସନ୍ଧ୍ୟାରେ କାଳୁ ଓରଫ ଗୋବିନ୍ଦ ପାଇକରାୟ, ସାଙ୍ଗ ତପୁ ଓରଫ ସମୀର ବାରିକ, କାଲା ଓରଫ ବାବୁଲା ବେହେରା, କୁନା ପ୍ରଧାନ ଏବଂ କୁନା ଦାସ ବଡ଼ଶଙ୍ଖରେ ଏକତ୍ରିତ ହୋଇଥିଲେ । ଯେଉଁଠାରେ କାଳୁ ଓରଫ ଗୋବିନ୍ଦ ପାଇକରାୟ ଅନ୍ୟମାନଙ୍କୁ ଧୋବାଖାଲରେ ମଦ୍ୟପାନ ଯୋଗାଇବା ପାଇଁ ପ୍ରତିଶ୍ରୁତି ଦେଇଥିଲେ। ରାତି ପ୍ରାୟ ୧୨ଟା ରେ ସମସ୍ତେ ତାରିଣୀ ବସ୍ତିକୁ ଯାଇଥିଲେ, କିନ୍ତୁ ପ୍ରତିଶ୍ରୁତି ଅନୁଯାୟୀ, କାଲୁ,ଅନ୍ୟମାନଙ୍କୁ ମଦ ଯୋଗାଇ ପାରିନଥିଲେ। ତେଣୁ ସେମାନେ କାଲୁ ସହିତ ଝଗଡ଼ା ଆରମ୍ଭ କରି ତାଙ୍କ ମୋବାଇଲ୍ ଫୋନ୍ ଛଡ଼ାଇ ନେଇଥିଲେ। କ୍ରୋଧରେ ଅଭିଯୁକ୍ତ କାଳୁ, ତପୁ , କାଲା ଙ୍କୁ ଧାରୁଆ କଟା ଅସ୍ତ୍ର ସାହାଯ୍ୟରେ ଆକ୍ରମଣ କରିଥିଲେ, ଫଳସ୍ୱରୂପ କାଲା ବେକରେ ଆଘାତ ଲାଗିଥିଲା। ତପୁ ଓରଫ ସମୀର ବାରିକଙ୍କ ବେକ ଏବଂ ମୁଣ୍ଡରେ ଆଘାତ ଲାଗିଥିଲା। ଆଘାତ ପାଇବା ପରେ ତପୁ ସେଠାରେ ପଡ଼ିଯାଇଥିଲେ। ପୁନର୍ବାର ଅଭିଯୁକ୍ତ କାଲୁ ଇଟା ସାହାଯ୍ୟରେ ସମୀର ବାରିକଙ୍କ ମୁଣ୍ଡକୁ ଆକ୍ରମଣ କରିଥିଲେ, ଫଳସ୍ୱରୂପ ସମୀର ବାରିକ ସେଠାରେ ଆହତ ହୋଇଥିଲେ ଓ ପରେ ମେଡିକାଲରେ ଡାକ୍ତର ତାଙ୍କୁ ମୃତ୍ୟୁ ଘୋଷଣା କରିଥିଲେ।

- B Dକଟକ ସଦର, କଟକ, ଓଡ଼ିଶା🤝1 hr ago
- ପୋଲିସକୁ ପୋଲିସ ଦେଲା ନିର୍ଯାତନା। ଚାକିରୀରୁ ଇସ୍ତଫା ଦେଲେ ମହିଳା ହାବିଲଦାର। ଅନୁଗୁଳରେ ପୋଲିସ ଆଣିଲା ପୋଲିସ ବିରୁଦ୍ଧରେ ନିର୍ଯାତନା ଭଳି ସାଂଘାତିକ ଅଭିଯୋଗ। କେବଳ ଅଭିଯୋଗ ନୁହଁ ନିର୍ଯାତନା ସହି ନ ପାରି ଚାକିରିରୁ ଇସ୍ତଫା ପତ୍ର ଦେଇଛନ୍ତି ଜଣେ ମହିଳା ହାବିଲଦାର। ଶୁଣନ୍ତୁ ସେ କ'ଣ ଅଭିଯୋଗ ଆଣିଛନ୍ତି...1
- ଜଣେ ମହିଳା ନିଜର ଅସନ୍ତୋଷ ପ୍ରକାଶ କରିବାକୁ ଯାଇ ପେଟ୍ରୋଲ ଢାଳି ନିଆଁ ଲଗାଇଥିବା ସ୍ୱୀକାର କରିଛନ୍ତି, ଯାହା ଫଳରେ ଏକ ବୋଲେରୋ ସମେତ ୪ଟି ଗାଡ଼ି ଜଳି ପାଉଁଶ ହୋଇଯାଇଛି। ଅଗ୍ନିକାଣ୍ଡ ଘଟାଇଥିବା ଅଭିଯୁକ୍ତ ମହିଳା ଜଣକ ହେଉଛନ୍ତି ଜଗତସିଂହପୁର ଜିଲ୍ଲା ବିରିଡି ଥାନା ଅଞ୍ଚଳର ମିନୋତି ସାହୁ। ଘଟଣା ପରେ ପୋଲିସ ତାଙ୍କୁ କାବୁ କରି ଅଟକ ରଖିଛି। ମିନତିଙ୍କ କହିବା ଅନୁସାରେ, ସେ ଦୀର୍ଘ ଦିନ ଧରି ନିଜର କିଛି ବ୍ୟକ୍ତିଗତ ଓ ଆଇନଗତ ସମସ୍ୟାର ସମାଧାନ ପାଇଁ ପୋଲିସର ଦ୍ୱାରସ୍ଥ ହେଉଥିଲେ। ମାତ୍ର ପୋଲିସ ତାଙ୍କ କଥା ଶୁଣିବା ପରିବର୍ତ୍ତେ ତାଙ୍କୁ ସହାୟତା କରିବାକୁ ମନା କରିଦେଇଥିଲା। ଏହି ଅବହେଳା ଓ ଅନ୍ୟାୟର ପ୍ରତିଶୋଧ ନେବା ପାଇଁ ସେ ହାଇକୋର୍ଟ ପରିସରକୁ ବାଛିଥିଲେ। ବଡ଼ କଥା ହେଉଛି କି ଏପରି କରିବା ପାଇଁ ମିନତୀ ଏକ ଷଡ଼ଯନ୍ତ୍ର । ସେ ଯୋଜନାବଦ୍ଧ ଭାବେ ଗଣେଶ ଘାଟ ନିକଟସ୍ଥ ଏକ ପେଟ୍ରୋଲ ପମ୍ପରୁ ପେଟ୍ରୋଲ କିଣିଥିଲେ। ଏକ କପଡ଼ାରେ ପେଟ୍ରୋଲ ଢାଳି ସେଥିରେ ନିଆଁ ଲଗାଇ ସେ ହାଇକୋର୍ଟ କ୍ୟାମ୍ପସ ଭିତରକୁ ଫିଙ୍ଗିବାକୁ ଚେଷ୍ଟା କରିଥିଲେ। ତାଙ୍କର ଲକ୍ଷ୍ୟ ଥିଲା କୋର୍ଟ ପରିସର ଭିତରେ ନିଆଁ ଲଗାଇବା। ମାତ୍ର ସେ ଫିଙ୍ଗିଥିବା ନିଆଁ ଲଗା କପଡ଼ାଟି କୋର୍ଟର ପାଚେରୀରେ ବାଜି ରାସ୍ତା କଡ଼ରେ ପାର୍କିଂ ହୋଇଥିବା ଗାଡ଼ିଗୁଡ଼ିକ ଉପରେ ପଡ଼ିଥିଲା। ନିମିଷକ ମଧ୍ୟରେ ନିଆଁ ଭୟଙ୍କର ରୂପ ଧାରଣ କରି ବୋଲେରୋ, ଇଲେକ୍ଟ୍ରିକ୍ ସ୍କୁଟି ଓ ବାଇକ୍କୁ ଜାଳି ଦେଇଥିଲା। ବଡ଼ କଥା ହେଉଛି କି ମିନତି ଏହି କାଣ୍ଡ ଘଟାଇବା ପୂର୍ଵରୁ ନିଜ ମୋବାଇଲଟିକୁ ସ୍ଥାନୀୟ ଜଣେ ବ୍ୟକ୍ତିଙ୍କୁ ଦେଇ ଏହାର ଭିଡିଓ ମଧ୍ୟ କରିଛନ୍ତି. Byt - ଉକ୍ତ ମହିଳା4
- Post by MD MOBIN ANSARI1
- Post by Sibanava Panda1
- Post by Gagan Bhoi1
- Post by NEWS MANORANJAN1
- Post by Narendra Kumar Das1
- ଭଦ୍ରକରେ ଅଭାବନୀୟ ଦୃଶ୍ୟ! ହିନ୍ଦୁ ହିନ୍ଦୁ କହି ପିଟିଲେ କିଛି ମୁସଲମାନ ବ୍ୟକ୍ତି। ବିଚ୍ ରାସ୍ତାରେ ଗୋଡ଼ାଇ ଗୋଡ଼ାଇ ପିଟିଲେ ମୁସଲିମ୍। ଗାଡ଼ିରେ ତେଲ ପକାଇବାକୁ ଯାଇଥିଲେ, ମାଡ଼ଖାଇ ମେଡ଼ିକାଲରେ ଭର୍ତ୍ତି ହେଲେ ଯୁବକ।1