Shuru
Apke Nagar Ki App…
ଗଞ୍ଜାମ ଜିଲ୍ଲା #ଘରୋଇ_ହସ୍ପିଟାଲକୁ_ଫାଇନ୍ ବ୍ରହ୍ମପୁର ଅଯୋଧ୍ୟାନଗର ସ୍ଥିତ ଆଡ଼ଲାଇଫ ଘରୋଇ ହସ୍ପିଟାଲକୁ କୋଡିଏ ହଜାର ଟଙ୍କା ଫାଇନ ଦେବାକୁ ପଡ଼ିଛି l ବିଲଡିଂ ପ୍ଲାନ ଖିଲାପ କରି ପାର୍କିଂ ପାଇଁ ଉଦ୍ଦିଷ୍ଟ ସ୍ଥାନର ଅପବ୍ୟବହାର କରିବା ସହ ରାସ୍ତା ଉପରେ ପାର୍କିଂ କରୁଥିବା ଯୋଗୁଁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ବିଇଏମସି l ଅଭିଯୋଗ ପରେ କମିଶନର ଏ ସସ୍ୟ ରେଡ୍ଡୀଙ୍କ ନିର୍ଦ୍ଦେ ଶ କ୍ରମେ ବିଇଏମସିର ଏନଫୋର୍ସମେଣ୍ଟ ସ୍କ୍ୱାଡ଼ ଆଡ଼ଲାଇଫ ହସ୍ପିଟାଲ ରେ ଚଢ଼ାଉ କରିଥିଲେ l ଗଣେଶ ପାଣିଗ୍ରାହୀ ରିପୋର୍ଟ
GANESH PANlGRAHl

More news from ଓଡ଼ିଶା and nearby areas
- ଗଞ୍ଜାମ ଜିଲ୍ଲା ବିଜେଡି ସଭାପତି ଗଣେଶ ପାଣିଗ୍ରାହୀ ରିପୋର୍ଟ କରିଛନ୍ତି ଯେ ମେ ମାସରେ ବିଜେଡି ଓଡ଼ିଶାର ରାଜନୀତିକୁ ସମ୍ପୂର୍ଣ୍ଣ ପ୍ରଭାବିତ କରିବ। ଏହି ରଣନୀତି ମୁଖ୍ୟତଃ ପଞ୍ଚାୟତ ନିର୍ବାଚନକୁ ଦୃଷ୍ଟିରେ ରଖି ପ୍ରସ୍ତୁତ କରାଯାଇଛି।1
- ଗଞ୍ଜାମ ଜିଲ୍ଲାର ସୁନାଥର ଗାଁରେ ଗ୍ୟାସ ସିଲିଣ୍ଡର ଫାଟି ଜଣେ ବ୍ୟକ୍ତି ଗୁରୁତର ହୋଇଥିବା ବେଳେ ଦୁଇରୁ ଉର୍ଦ୍ଧ୍ୱ ଆହତ ହୋଇଛନ୍ତି। ଗୁରୁତର ପ୍ରସନ୍ନ ନାହାକଙ୍କୁ ବ୍ରହ୍ମପୁର MKCG ମେଡିକାଲକୁ ସ୍ଥାନାନ୍ତର କରାଯାଇଛି। ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।1
- ଗଞ୍ଜାମ ଜିଲ୍ଲାର ଦୂର୍ବନ୍ଧ ଗାଁରେ ଚାଲିଥିବା ଐତିହାସିକ ଠାକୁରାଣୀ ଯାତ୍ରା ଆଜି ୧୪ ଦିନରେ ପହଞ୍ଚିଛି। ଏହି ଅବସରରେ ବିଭିନ୍ନ ସାହିରେ ପ୍ରସ୍ତୁତ କଳାକୁଞ୍ଜ ଦେଖିବାକୁ ପ୍ରବଳ ଭିଡ଼ ଜମୁଛି। ବଡ଼ ପଟୁଆରରେ ସାରା ଗାଁ ଉତ୍ସବମୁଖର ହୋଇଉଠିଛି।1
- କନ୍ଧମାଳ ଜିଲ୍ଲାର ଜି.ଉଦୟଗିରିରେ ଏକ ବିରାଟକାୟ ଗଛ ରାସ୍ତା ଉପରେ ପଡ଼ି ଯାତାୟାତକୁ ସମ୍ପୂର୍ଣ୍ଣ ବାଧାପ୍ରାପ୍ତ କରିଛି। ଏହି ଘଟଣା ଯୋଗୁଁ ଅନେକ ଯାନବାହନ ରାସ୍ତାରେ ଅଟକି ରହିଛି।1
- ନାୟାଗଡ଼ ଜିଲ୍ଲାର ସାରନକୁଳ ସ୍ଥିତ କର୍ପୂରୀ ଜଗନ୍ନାଥ ମନ୍ଦିରରେ ଏକ ଭିଡିଓ ବ୍ଲଗ ପ୍ରସ୍ତୁତ କରାଯାଇଛି। ଏହି ଭିଡିଓ ମାଧ୍ୟମରେ ମନ୍ଦିରର ସୌନ୍ଦର୍ଯ୍ୟ ଓ ମହିମାକୁ ଦର୍ଶାଯାଇଛି। ଦର୍ଶକମାନଙ୍କୁ ଏହାକୁ ଦେଖିବା ଓ ପ୍ରୋତ୍ସାହିତ କରିବାକୁ ନିବେଦନ କରାଯାଇଛି।1
- ବାଲିଅନ୍ତା ଘଟଣା ର ଗିରଫ ଭୟରେ ପୁରୁଷ ମାନେ ଗାଁ ଛାଡ଼ି ଫେରାର ହୋଇଛନ୍ତି ପୋଲିସ ଭିଡ଼ିଓ ଆଧାର ରେ ସମସ୍ତ ଙ୍କୁ ଗିରଫ କରିବାରେ ଲାଗିପଡିଛନ୍ତି। ଏଣୁ ଗାଁ ରେ ପୁରୁଷ ଶୂନ୍ୟ ହୋଇଛନ୍ତି। ଗିରଫ ଭୟ ରେ ପୁରୁଷ ମାନେ ଫେରାର ଥିବା ଦେଖିବା କୁ ମିଳିଛି।1
- ଝିଅ ଆଉ ନିଜ ପରିବାରକୁ ସୁରକ୍ଷା ଦେବା ପାଇଁ ଜିଲ୍ଲା ପ୍ରଶାସନର ଦ୍ୱାରସ୍ଥ ହେଲେ ପୀଡ଼ିତା ମାଆ1
- ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗରରେ ନିଖିଳ ଉତ୍କଳ ଖରୁଡ଼ା ସମାଜର ବାର୍ଷିକ ଉତ୍ସବ ଓ କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହୋଇଛି। ଏହି ଅବସରରେ କୌଳିକ ବୃତ୍ତି ଓ ସଂସ୍କୃତିକୁ ବଞ୍ଚାଇବା ସହ ସମସ୍ତଙ୍କୁ ଏକଜୁଟ ହେବାକୁ ଆହ୍ୱାନ ଦିଆଯାଇଥିଲା। ମାଟ୍ରିକ ପରୀକ୍ଷାରେ କୃତିତ୍ୱ ହାସଲ କରିଥିବା ଛାତ୍ରଛାତ୍ରୀଙ୍କୁ ମଧ୍ୟ ସମ୍ବର୍ଦ୍ଧିତ କରାଯାଇଥିଲା।1