logo
Shuru
Apke Nagar Ki App…
  • Latest News
  • News
  • Politics
  • Elections
  • Viral
  • Astrology
  • Horoscope in Hindi
  • Horoscope in English
  • Latest Political News
logo
Shuru
Apke Nagar Ki App…

ବିରାଟକାୟ ଗଛ ପଡ଼ି ରାସ୍ତା ଅବରୋଧ । ଯାତାୟାତ ବାଧାପ୍ରାପ୍ତ ।

1 hr ago
user_Samanta Sekhar Nayak
Samanta Sekhar Nayak
ସାମ୍ବାଦିକ ଜି. ଉଦୟଗିରି, କନ୍ଧମାଳ, ଓଡ଼ିଶା•
1 hr ago

ବିରାଟକାୟ ଗଛ ପଡ଼ି ରାସ୍ତା ଅବରୋଧ । ଯାତାୟାତ ବାଧାପ୍ରାପ୍ତ ।

More news from ଓଡ଼ିଶା and nearby areas
  • ବିରାଟକାୟ ଗଛ ପଡ଼ି ରାସ୍ତା ଅବରୋଧ । ଯାତାୟାତ ବାଧାପ୍ରାପ୍ତ ।
    1
    ବିରାଟକାୟ ଗଛ ପଡ଼ି ରାସ୍ତା ଅବରୋଧ । ଯାତାୟାତ ବାଧାପ୍ରାପ୍ତ  ।
    user_Samanta Sekhar Nayak
    Samanta Sekhar Nayak
    ସାମ୍ବାଦିକ ଜି. ଉଦୟଗିରି, କନ୍ଧମାଳ, ଓଡ଼ିଶା•
    1 hr ago
  • ସୋରଡା ଅବକାରୀ ବିଭାଗ ଗଞ୍ଜାମ ଜିଲ୍ଲାରେ ଏକ ବଡ଼ ସଫଳତା ହାସଲ କରିଛି। ଦାରିଂବାଡ଼ିରୁ ଆସିକାକୁ ଚାଲାଣ ହେଉଥିବା ୪ ଲକ୍ଷ ଟଙ୍କାର ଗଞ୍ଜେଇ ଏକ କାରରୁ ଜବତ କରାଯିବା ସହ ଜଣେ ବ୍ୟକ୍ତି ଗିରଫ ହୋଇଛି।
    1
    ସୋରଡା ଅବକାରୀ ବିଭାଗ ଗଞ୍ଜାମ ଜିଲ୍ଲାରେ ଏକ ବଡ଼ ସଫଳତା ହାସଲ କରିଛି। ଦାରିଂବାଡ଼ିରୁ ଆସିକାକୁ ଚାଲାଣ ହେଉଥିବା ୪ ଲକ୍ଷ ଟଙ୍କାର ଗଞ୍ଜେଇ ଏକ କାରରୁ ଜବତ କରାଯିବା ସହ ଜଣେ ବ୍ୟକ୍ତି ଗିରଫ ହୋଇଛି।
    user_Krishna Kumar Swain
    Krishna Kumar Swain
    Social worker Badagada, Ganjam•
    6 hrs ago
  • ଗଞ୍ଜାମ ଜିଲ୍ଲାର ସୋରଡା ନିକଟରୁ ଅବକାରୀ ବିଭାଗ ଏକ କାରରୁ ୪ ଲକ୍ଷରୁ ଅଧିକ ମୂଲ୍ୟର ୩୨ କେଜି ଗଞ୍ଜେଇ ଜବତ କରିଛି। ଏହି ଗଞ୍ଜେଇ ଦାରିଙ୍ଗିବାଡିରୁ ଆସିକା ଅଭିମୁଖେ ଚୋରାଚାଲାଣ ହେଉଥିଲା। ଘଟଣାରେ ଜଣେ ଅଭିଯୁକ୍ତକୁ ଗିରଫ କରାଯାଇଛି।
    1
    ଗଞ୍ଜାମ ଜିଲ୍ଲାର ସୋରଡା ନିକଟରୁ ଅବକାରୀ ବିଭାଗ ଏକ କାରରୁ ୪ ଲକ୍ଷରୁ ଅଧିକ ମୂଲ୍ୟର ୩୨ କେଜି ଗଞ୍ଜେଇ ଜବତ କରିଛି। ଏହି ଗଞ୍ଜେଇ ଦାରିଙ୍ଗିବାଡିରୁ ଆସିକା ଅଭିମୁଖେ ଚୋରାଚାଲାଣ ହେଉଥିଲା। ଘଟଣାରେ ଜଣେ ଅଭିଯୁକ୍ତକୁ ଗିରଫ କରାଯାଇଛି।
    user_Pitabas dash
    Pitabas dash
    Asika, Ganjam•
    21 hrs ago
  • ପୁରୀ ରେ ମୋ ଚପଲ ଚୋରି ହେଇ ଗଲା 😱 ଭାଜଗବାନ କଣ କରିବି 1000 ଟଙ୍କା ର ଚପଲ ଥିଲା ସପୋର୍ଟ କର
    1
    ପୁରୀ ରେ ମୋ ଚପଲ ଚୋରି ହେଇ ଗଲା 😱 ଭାଜଗବାନ କଣ କରିବି 1000 ଟଙ୍କା ର ଚପଲ ଥିଲା 
ସପୋର୍ଟ କର
    user_Kanhu charan jena
    Kanhu charan jena
    Content Creator (YouTuber) ସାରନକୁଲ, ନୟାଗଡ଼, ଓଡ଼ିଶା•
    3 hrs ago
  • ଉଦୟଗିରି ଥାନା ଅଂଚଳ ରେ ଏକ ଜଳ ପ୍ରାପ୍ତ ନିକଟରେ ପଥର ଉପରେ ଅଜଣା ବ୍ୟକ୍ତି ଙ୍କ ମୃତ ଦେହ ପଡ଼ିଥିବା ଦେଖି ଲୋକେ ଭୟବିତ୍ତ ପାଖରେ ରହିଛି ଏକ ବୁଲେଟ ଗାଡି କିଏ କେମିତି ମାରିଚି ତାହା ଜଣା ପଡିନି ଘଟଣା ସ୍ଥଳେ ଉଦୟଗିରି ପୋଲିସ ପହଁଚି ଥିବା ସୂଚନା ମେଳିଛି
    1
    ଉଦୟଗିରି ଥାନା ଅଂଚଳ ରେ ଏକ ଜଳ ପ୍ରାପ୍ତ ନିକଟରେ ପଥର ଉପରେ ଅଜଣା ବ୍ୟକ୍ତି ଙ୍କ ମୃତ ଦେହ ପଡ଼ିଥିବା ଦେଖି ଲୋକେ ଭୟବିତ୍ତ ପାଖରେ ରହିଛି ଏକ ବୁଲେଟ ଗାଡି କିଏ କେମିତି ମାରିଚି ତାହା ଜଣା ପଡିନି ଘଟଣା ସ୍ଥଳେ ଉଦୟଗିରି ପୋଲିସ ପହଁଚି ଥିବା ସୂଚନା ମେଳିଛି
    user_Ansubhai Pandey
    Ansubhai Pandey
    ମୋହନା, ଗଜପତି, ଓଡ଼ିଶା•
    4 hrs ago
  • ବାଲିଅନ୍ତା ଘଟଣାରେ ସୌମ୍ୟ ରଞ୍ଜନ ସ୍ୱାଇଁଙ୍କ ହତ୍ୟା ରହସ୍ୟ ଉପରୁ ପର୍ଦା ହଟିଛି। ତାଙ୍କ ସହିତ ବାଇକରେ ଥିବା ଓମ ପ୍ରକାଶ ରାଉତଙ୍କ ପ୍ରତିକ୍ରିୟା ହତ୍ୟାକାଣ୍ଡର ଖୁଲାସାରେ ଗୁରୁତ୍ୱପୂର୍ଣ୍ଣ ସୂଚନା ଦେଇଛି।
    1
    ବାଲିଅନ୍ତା ଘଟଣାରେ ସୌମ୍ୟ ରଞ୍ଜନ ସ୍ୱାଇଁଙ୍କ ହତ୍ୟା ରହସ୍ୟ ଉପରୁ ପର୍ଦା ହଟିଛି। ତାଙ୍କ ସହିତ ବାଇକରେ ଥିବା ଓମ ପ୍ରକାଶ ରାଉତଙ୍କ ପ୍ରତିକ୍ରିୟା ହତ୍ୟାକାଣ୍ଡର ଖୁଲାସାରେ ଗୁରୁତ୍ୱପୂର୍ଣ୍ଣ ସୂଚନା ଦେଇଛି।
    user_OWNER-EDITOR
    OWNER-EDITOR
    Association or organisation ତୁମୁଡ଼ିବନ୍ଧ, କନ୍ଧମାଳ, ଓଡ଼ିଶା•
    11 hrs ago
  • 🌹🌹🌹🌹🌹🌹🇹🇯🇹🇯🌹🌹
    1
    🌹🌹🌹🌹🌹🌹🇹🇯🇹🇯🌹🌹
    user_Bighne Rana
    Bighne Rana
    Dancer ମଦନପୁର ରାମପୁର, କଳାହାଣ୍ଡି, ଓଡ଼ିଶା•
    13 hrs ago
  • କନ୍ଧମାଳ ଜିଲ୍ଲାର ଫିରିଙ୍ଗିଆ ବ୍ଲକର ରାଇଗୁଡ଼ା ଗ୍ରାମରେ ବିଦ୍ୟୁତ ସମସ୍ୟା ନେଇ ଗ୍ରାମବାସୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖାଦେଇଛି। ଗତ ୭ ବର୍ଷ ଧରି ୬୦ରୁ ଅଧିକ ପରିବାର ପାଇଁ ଲଗାଯାଇଥିବା ଟ୍ରାନ୍ସଫର୍ମର ଅଚଳ ହୋଇ ପଡ଼ିରହିଛି।
    1
    କନ୍ଧମାଳ ଜିଲ୍ଲାର ଫିରିଙ୍ଗିଆ ବ୍ଲକର ରାଇଗୁଡ଼ା ଗ୍ରାମରେ ବିଦ୍ୟୁତ ସମସ୍ୟା ନେଇ ଗ୍ରାମବାସୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖାଦେଇଛି। ଗତ ୭ ବର୍ଷ ଧରି ୬୦ରୁ ଅଧିକ ପରିବାର ପାଇଁ ଲଗାଯାଇଥିବା ଟ୍ରାନ୍ସଫର୍ମର ଅଚଳ ହୋଇ ପଡ଼ିରହିଛି।
    user_Samanta Sekhar Nayak
    Samanta Sekhar Nayak
    ସାମ୍ବାଦିକ ଜି. ଉଦୟଗିରି, କନ୍ଧମାଳ, ଓଡ଼ିଶା•
    21 hrs ago
View latest news on Shuru App
Download_Android
  • Terms & Conditions
  • Career
  • Privacy Policy
  • Blogs
Shuru, a product of Close App Private Limited.