logo
Shuru
Apke Nagar Ki App…
  • Latest News
  • News
  • Politics
  • Elections
  • Viral
  • Astrology
  • Horoscope in Hindi
  • Horoscope in English
  • Latest Political News
logo
Shuru
Apke Nagar Ki App…

ଜାଳେଣି ଗ୍ୟାସର ଉତ୍କଟ ଅଭାବ ପ୍ରତିବାଦରେ ଭଦ୍ରକ ଜିଲ୍ଲା କଂଗ୍ରେସ କମିଟିର ବିକ୍ଷୋଭ ପ୍ରଦର୍ଶନ l ସରା ଦେଶରେ ଗ୍ୟାସ ସମସ୍ୟା ଏହାର ଯୋରଦାର ପ୍ରତିବାଦ ଭଦ୍ରକ କଂଗ୍ରେସ ପକ୍ଷରୁ ଭଦ୍ରକ ଜିଲ୍ଲାପାଳ ଅଫିସ ସମ୍ମୁଖରେ ଦେଖିବାକୁ ମିଳିଛି ବିଶ୍ୱଗୁରୁଙ୍କ ଧୋଇଛନ୍ତି ଜିଲ୍ଲା ସଭାପତି ନଳୀନ କାନ୍ତ ମହାନ୍ତି

16 hrs ago
user_AT News
AT News
Media company ଭଦ୍ରକ ଗ୍ରାମୀଣ, ଭଦ୍ରକ, ଓଡ଼ିଶା•
16 hrs ago

ଜାଳେଣି ଗ୍ୟାସର ଉତ୍କଟ ଅଭାବ ପ୍ରତିବାଦରେ ଭଦ୍ରକ ଜିଲ୍ଲା କଂଗ୍ରେସ କମିଟିର ବିକ୍ଷୋଭ ପ୍ରଦର୍ଶନ l ସରା ଦେଶରେ ଗ୍ୟାସ ସମସ୍ୟା ଏହାର ଯୋରଦାର ପ୍ରତିବାଦ ଭଦ୍ରକ କଂଗ୍ରେସ ପକ୍ଷରୁ ଭଦ୍ରକ ଜିଲ୍ଲାପାଳ ଅଫିସ ସମ୍ମୁଖରେ ଦେଖିବାକୁ ମିଳିଛି ବିଶ୍ୱଗୁରୁଙ୍କ ଧୋଇଛନ୍ତି ଜିଲ୍ଲା ସଭାପତି ନଳୀନ କାନ୍ତ ମହାନ୍ତି

More news from ଓଡ଼ିଶା and nearby areas
  • Post by ଯାଜପୁର ଖବର ପ୍ରସାରିତ
    1
    Post by ଯାଜପୁର ଖବର ପ୍ରସାରିତ
    user_ଯାଜପୁର ଖବର ପ୍ରସାରିତ
    ଯାଜପୁର ଖବର ପ୍ରସାରିତ
    ଯାଜପୁର, ଯାଜପୁର, ଓଡ଼ିଶା•
    16 hrs ago
  • ବାଲେଶ୍ୱର: ବାଲେଶ୍ୱର ସଦରର ବିଧାୟକ ମାନସ କୁମାର ଦତ୍ତ ଜୀବନ ପ୍ରଦୀପ ଦାସଙ୍କ ଦଳ ଛାଡ଼ିବା ପ୍ରସଙ୍ଗରେ ବଡ଼ ବୟାନ ଦେଇଛନ୍ତି। ସେ କହିଛନ୍ତି ଯେ, ଜୀବନ ପ୍ରଦୀପ ଦାସଙ୍କ ଏହି ନିଷ୍ପତ୍ତି ରାଜନୈତିକ ମହଳରେ ଚର୍ଚ୍ଚାର ବିଷୟ ହୋଇଛି। ତାଙ୍କ ଦଳ ଛାଡ଼ିବା ଘଟଣାକୁ ନେଇ ବିଭିନ୍ନ ମହଳରେ ବିଭିନ୍ନ ପ୍ରତିକ୍ରିୟା ଆସୁଛି। ବିଧାୟକ ମାନସ କୁମାର ଦତ୍ତ କହିଛନ୍ତି ଯେ, ଏହା ଜୀବନ ପ୍ରଦୀପ ଦାସଙ୍କ ବ୍ୟକ୍ତିଗତ ନିଷ୍ପତ୍ତି, କିନ୍ତୁ ଏହାର ପ୍ରଭାବ ସ୍ଥାନୀୟ ରାଜନୀତିରେ ପଡ଼ିପାରେ। ଏହି ବୟାନ ପରେ ବାଲେଶ୍ୱର ରାଜନୀତିରେ ଆହୁରି ଚର୍ଚ୍ଚା ଜୋର ଧରିଛି।
    1
    ବାଲେଶ୍ୱର: ବାଲେଶ୍ୱର ସଦରର ବିଧାୟକ ମାନସ କୁମାର ଦତ୍ତ ଜୀବନ ପ୍ରଦୀପ ଦାସଙ୍କ ଦଳ ଛାଡ଼ିବା ପ୍ରସଙ୍ଗରେ ବଡ଼ ବୟାନ ଦେଇଛନ୍ତି। ସେ କହିଛନ୍ତି ଯେ, ଜୀବନ ପ୍ରଦୀପ ଦାସଙ୍କ ଏହି ନିଷ୍ପତ୍ତି ରାଜନୈତିକ ମହଳରେ ଚର୍ଚ୍ଚାର ବିଷୟ ହୋଇଛି। ତାଙ୍କ ଦଳ ଛାଡ଼ିବା ଘଟଣାକୁ ନେଇ ବିଭିନ୍ନ ମହଳରେ ବିଭିନ୍ନ ପ୍ରତିକ୍ରିୟା ଆସୁଛି।
ବିଧାୟକ ମାନସ କୁମାର ଦତ୍ତ କହିଛନ୍ତି ଯେ, ଏହା ଜୀବନ ପ୍ରଦୀପ ଦାସଙ୍କ ବ୍ୟକ୍ତିଗତ ନିଷ୍ପତ୍ତି, କିନ୍ତୁ ଏହାର ପ୍ରଭାବ ସ୍ଥାନୀୟ ରାଜନୀତିରେ ପଡ଼ିପାରେ। ଏହି ବୟାନ ପରେ ବାଲେଶ୍ୱର ରାଜନୀତିରେ ଆହୁରି ଚର୍ଚ୍ଚା ଜୋର ଧରିଛି।
    user_Journalist Harishankar Jena
    Journalist Harishankar Jena
    Media company ବାଲେଶ୍ୱର ସଦର, ବାଲେଶ୍ୱର, ଓଡ଼ିଶା•
    1 hr ago
  • ଜିଲ୍ଲା ଅତିରିକ୍ତ ଯୋଗାଣ ଅଧିକାରୀ ଙ୍କ ମତାମତ, ବିଭିନ୍ନ ଫାଷ୍ଟଫୁଡ ଏବଂ ଜଳଖିଆ ଦୋକାନୀ ଗୁଡିକ ଉପରେ ଅତର୍କିତ ଚଢ଼ାଉ ଉପରେ ମତାମତ ରଖିଲେ ଯୋଗାଣ ବିଭାଗ ଜିଲ୍ଲା ଅତିରିକ୍ତ ଅଧିକାରୀ I
    1
    ଜିଲ୍ଲା ଅତିରିକ୍ତ ଯୋଗାଣ ଅଧିକାରୀ ଙ୍କ ମତାମତ, ବିଭିନ୍ନ ଫାଷ୍ଟଫୁଡ ଏବଂ ଜଳଖିଆ ଦୋକାନୀ ଗୁଡିକ ଉପରେ ଅତର୍କିତ ଚଢ଼ାଉ ଉପରେ ମତାମତ ରଖିଲେ ଯୋଗାଣ ବିଭାଗ ଜିଲ୍ଲା ଅତିରିକ୍ତ ଅଧିକାରୀ I
    user_Alekh Nayak ,I am a professional journalist, my job is to collect news and deliver it to people
    Alekh Nayak ,I am a professional journalist, my job is to collect news and deliver it to people
    ସାମ୍ବାଦିକ କେନ୍ଦ୍ରାପଡା, କେନ୍ଦ୍ରାପଡ଼ା, ଓଡ଼ିଶା•
    14 hrs ago
  • ବାଲେଶ୍ବର: ବିଜେପି ରୁ ଇସ୍ତଫା ଦେଲେ ପୂର୍ବତନ ସଦର ବିଧାୟକ ଜୀବନ ପ୍ରଦୀପ ଦାଶ।
    1
    ବାଲେଶ୍ବର: ବିଜେପି ରୁ ଇସ୍ତଫା ଦେଲେ ପୂର୍ବତନ ସଦର ବିଧାୟକ ଜୀବନ ପ୍ରଦୀପ ଦାଶ।
    user_Odisha News Express
    Odisha News Express
    ବାଲେଶ୍ୱର (M), ବାଲେଶ୍ୱର, ଓଡ଼ିଶା•
    16 hrs ago
  • ଯୁଦ୍ଧ ପାଇଁ ବିଜେଡ଼ିର ଇସ୍ତାର ପାର୍ଟି ବନ୍ଦ | ଦୁଃଖ ପ୍ରକାଶ କଲେ ନବୀନ ଭୁବନେଶ୍ବର, ଓଡ଼ିଶା #bhubaneswar #odisha
    1
    ଯୁଦ୍ଧ ପାଇଁ ବିଜେଡ଼ିର ଇସ୍ତାର ପାର୍ଟି ବନ୍ଦ | ଦୁଃଖ ପ୍ରକାଶ କଲେ ନବୀନ
ଭୁବନେଶ୍ବର, ଓଡ଼ିଶା 
#bhubaneswar #odisha
    user_Nanda Kishor Naik
    Nanda Kishor Naik
    ଭୁବନ, ଢେଙ୍କାନାଳ, ଓଡ଼ିଶା•
    5 hrs ago
  • କଟକ ଗାଁଉଲି ଅଞ୍ଚଳ
    1
    କଟକ ଗାଁଉଲି ଅଞ୍ଚଳ
    user_ନିଷ୍ଠୁର ଦୁନିଆ Live
    ନିଷ୍ଠୁର ଦୁନିଆ Live
    Nischintakoili, Cuttack•
    14 hrs ago
  • ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ, ଭଦ୍ରକ ପକ୍ଷରୁ ବାଲ୍ୟ ବିବାହ ନିରାକରଣ ନିମନ୍ତେ ସଚେତନତା କର୍ମଶାଳା ଜିଲ୍ଲା ସଂସ୍କୃତି ଭବନ ପରିସରରେ ଅନୁଷ୍ଠିତ ହୋଇ ଯାଇଛି।ଏହି ଅବସରରେ ମୁଖ୍ୟ ଅତିଥି ରୂପେ ଅତିରିକ୍ତ ଜିଲ୍ଲାପାଳ ସରୋଜ ଦତ,ସମ୍ମାନିତ ଅତିଥି ରୂପେ ଶିଶୁ ମଙ୍ଗଳ କମିଟି ର ସଦସ୍ୟ ପ୍ରଦୀପ୍ତ କୁମାର କର, ଶିଶୁ ସୁରକ୍ଷା ଅଧିକାରୀ ଅବିନାଶ ମହାନ୍ତି , ଫେଲୋସିପ ର ନିର୍ଦ୍ଦେଶକ ଲଲାଟେନ୍ଦୁ ମହାନ୍ତି, ଆଇସିଡିଏସ ର ମହିଳା ପରିଦର୍ଶିକା ଶାନ୍ତିଲତା ଦାସ ପ୍ରମୁଖ ଯୋଗଦାନ କରିଥିଲେ। ଜିଲ୍ଲା ଶିଶୁ ସୁରକ୍ଷା ଶାଖାର ବରିଷ୍ଠ ଆଇନ୍ ଅଧିକାରୀ ସୁବ୍ରତ ଦାସ ଙ୍କ ମଂଚ ସଂଯୋଜନା ରେ ବିଷୟ ବିଶାରଦ ରୂପେ ଲଲାଟେନ୍ଦୁ ମହାନ୍ତି ବାଲ୍ୟ ବିବାହ ନିମନ୍ତେ ଆଇନ ଓ ଦଣ୍ଡବିଧାନ ର ବିଭିନ୍ନ ଦିଗ ଉପରେ ଆଲୋକପାତ କରିଥିଲେ। ମୁଖ୍ୟ ଅତିଥି ନିଜ ବକ୍ତବ୍ୟରେ ବାଲ୍ୟବିବାହ ର କୁ-ପରିଣତି ସହ ଶିଶୁ ର ଶିକ୍ଷା,ସ୍ୱାସ୍ଥ୍ୟ ଓ ଭବିଷ୍ୟତ କିପରି ପ୍ରଭାବିତ ହୁଏ ଦର୍ଶାଇଥିଲେ। ସେହିପରି ପ୍ରମୁଖ ଅତିଥି ମାନେ ବାଲ୍ୟବିବାହ ନିରାକରଣ ପାଇଁ ସଚେତନତା ର ପ୍ରଚାର ପ୍ରସାର ଅଧିକ ଆବଶ୍ୟକ ଓ ଅପ୍ରାପ୍ତ ବୟସ ରେ ବିବାହ ଶିଶୁ ଅଧିକାର ଉଲଂଘନ କରେ ବୋଲି ମତବ୍ୟକ୍ତ କରିଥିଲେ।କୌଣସି ବ୍ୟକ୍ତି ବାଲ୍ୟବିବାହ ଘଟଣା ସୂଚନା ପାଇବା ମାତ୍ରେ ତୁରନ୍ତ ୧୦୯୮ ଚାଇଲ୍ଡ ହେଲ୍ପ ଲାଇନ, ପୋଲିସ ବା ବାଲ୍ୟବିବାହ ନିରାକରଣ ଅଧିକାରିଣୀ ଙ୍କୁ ଅବଗତ କରିବା ଉଚିତ୍ ବୋଲି କର୍ମଶାଳାରେ ଆଲୋକପାତ ହୋଇଥିଲା।
    1
    ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ, ଭଦ୍ରକ ପକ୍ଷରୁ ବାଲ୍ୟ ବିବାହ ନିରାକରଣ ନିମନ୍ତେ ସଚେତନତା କର୍ମଶାଳା ଜିଲ୍ଲା ସଂସ୍କୃତି ଭବନ ପରିସରରେ ଅନୁଷ୍ଠିତ ହୋଇ ଯାଇଛି।ଏହି ଅବସରରେ ମୁଖ୍ୟ ଅତିଥି ରୂପେ ଅତିରିକ୍ତ ଜିଲ୍ଲାପାଳ ସରୋଜ ଦତ,ସମ୍ମାନିତ ଅତିଥି ରୂପେ ଶିଶୁ ମଙ୍ଗଳ କମିଟି ର ସଦସ୍ୟ ପ୍ରଦୀପ୍ତ କୁମାର କର, ଶିଶୁ ସୁରକ୍ଷା ଅଧିକାରୀ ଅବିନାଶ ମହାନ୍ତି , ଫେଲୋସିପ ର ନିର୍ଦ୍ଦେଶକ ଲଲାଟେନ୍ଦୁ ମହାନ୍ତି, ଆଇସିଡିଏସ ର ମହିଳା ପରିଦର୍ଶିକା ଶାନ୍ତିଲତା ଦାସ ପ୍ରମୁଖ ଯୋଗଦାନ କରିଥିଲେ। ଜିଲ୍ଲା ଶିଶୁ ସୁରକ୍ଷା ଶାଖାର ବରିଷ୍ଠ ଆଇନ୍ ଅଧିକାରୀ ସୁବ୍ରତ ଦାସ ଙ୍କ ମଂଚ ସଂଯୋଜନା ରେ ବିଷୟ ବିଶାରଦ ରୂପେ ଲଲାଟେନ୍ଦୁ ମହାନ୍ତି ବାଲ୍ୟ ବିବାହ ନିମନ୍ତେ ଆଇନ ଓ ଦଣ୍ଡବିଧାନ ର ବିଭିନ୍ନ ଦିଗ ଉପରେ ଆଲୋକପାତ କରିଥିଲେ। ମୁଖ୍ୟ ଅତିଥି ନିଜ ବକ୍ତବ୍ୟରେ ବାଲ୍ୟବିବାହ ର କୁ-ପରିଣତି ସହ ଶିଶୁ ର ଶିକ୍ଷା,ସ୍ୱାସ୍ଥ୍ୟ ଓ ଭବିଷ୍ୟତ କିପରି ପ୍ରଭାବିତ ହୁଏ ଦର୍ଶାଇଥିଲେ। ସେହିପରି ପ୍ରମୁଖ ଅତିଥି ମାନେ ବାଲ୍ୟବିବାହ ନିରାକରଣ ପାଇଁ ସଚେତନତା ର ପ୍ରଚାର ପ୍ରସାର ଅଧିକ ଆବଶ୍ୟକ ଓ ଅପ୍ରାପ୍ତ ବୟସ ରେ ବିବାହ ଶିଶୁ ଅଧିକାର ଉଲଂଘନ କରେ ବୋଲି ମତବ୍ୟକ୍ତ କରିଥିଲେ।କୌଣସି ବ୍ୟକ୍ତି ବାଲ୍ୟବିବାହ ଘଟଣା ସୂଚନା ପାଇବା ମାତ୍ରେ ତୁରନ୍ତ ୧୦୯୮ ଚାଇଲ୍ଡ ହେଲ୍ପ ଲାଇନ, ପୋଲିସ ବା ବାଲ୍ୟବିବାହ ନିରାକରଣ ଅଧିକାରିଣୀ ଙ୍କୁ ଅବଗତ କରିବା ଉଚିତ୍ ବୋଲି କର୍ମଶାଳାରେ ଆଲୋକପାତ ହୋଇଥିଲା।
    user_AT News
    AT News
    Media company ଭଦ୍ରକ ଗ୍ରାମୀଣ, ଭଦ୍ରକ, ଓଡ଼ିଶା•
    23 hrs ago
  • କେନ୍ଦ୍ରାପଡ଼ା ସହରର ତିନିମୁହାଣୀ ଉଠା ଫାଷ୍ଟଫୁଡ ଏବଂ ଜଳଖିଆ ଦୋକାନୀ ଙ୍କ ଉପରେ ଯୋଗାଣ ବିଭାଗ ଦ୍ୱାରା ଅତର୍କିତ ଚଢ଼ାଉ,କେନ୍ଦ୍ରାପଡ଼ା ଜିଲ୍ଲାପାଳଙ୍କ ନିର୍ଦ୍ଧେଶ କ୍ରମେ ଜିଲ୍ଲା ଯୋଗାଣ ବିଭାଗ ର ଏକ ସ୍ୱତନ୍ତ୍ର ଟିମ ଅତିରିକ୍ତ ଯୋଗାଣ ଅଧିକାରୀ ଶ୍ରୀଯୁକ୍ତ ପ୍ରିତମ ଦାସ ଙ୍କ ନେତୃତ୍ୱ ରେ କେନ୍ଦ୍ରାପଡ଼ା ସହର ଉପକଣ୍ଠ ତିନିମୁହାଣୀ ଛକରେ ଥିବା ବିଭିନ୍ନ ଜଳଖିଆ ଏବଂ ଫାଷ୍ଟଫୁଡ ଦୋକାନୀ ମାନଙ୍କ ଉପରେ ଅତର୍କିତ ଚଢ଼ାଉ କରାଯାଇଛି I ଦୋକାନୀ ଗୁଡିକ କମରସିଆଲ ରନ୍ଧନ ଗ୍ୟାସ ବଦଳରେ ବେଆଇନ ଭାବେ ଘରୋଇ ରନ୍ଧନ ଗ୍ୟାସ କୁ ରଖି ବ୍ୟବହାର କରୁଥିଲେ ଯାହା ସମ୍ପୂର୍ଣ୍ଣ ଭାବେ ବେଆଇନ I
    1
    କେନ୍ଦ୍ରାପଡ଼ା ସହରର ତିନିମୁହାଣୀ ଉଠା ଫାଷ୍ଟଫୁଡ ଏବଂ ଜଳଖିଆ ଦୋକାନୀ ଙ୍କ ଉପରେ ଯୋଗାଣ ବିଭାଗ ଦ୍ୱାରା ଅତର୍କିତ ଚଢ଼ାଉ,କେନ୍ଦ୍ରାପଡ଼ା ଜିଲ୍ଲାପାଳଙ୍କ ନିର୍ଦ୍ଧେଶ କ୍ରମେ ଜିଲ୍ଲା ଯୋଗାଣ ବିଭାଗ ର ଏକ ସ୍ୱତନ୍ତ୍ର ଟିମ ଅତିରିକ୍ତ ଯୋଗାଣ ଅଧିକାରୀ ଶ୍ରୀଯୁକ୍ତ ପ୍ରିତମ ଦାସ ଙ୍କ ନେତୃତ୍ୱ ରେ କେନ୍ଦ୍ରାପଡ଼ା ସହର ଉପକଣ୍ଠ ତିନିମୁହାଣୀ ଛକରେ ଥିବା ବିଭିନ୍ନ ଜଳଖିଆ ଏବଂ ଫାଷ୍ଟଫୁଡ ଦୋକାନୀ ମାନଙ୍କ ଉପରେ ଅତର୍କିତ ଚଢ଼ାଉ କରାଯାଇଛି I ଦୋକାନୀ ଗୁଡିକ କମରସିଆଲ ରନ୍ଧନ ଗ୍ୟାସ ବଦଳରେ ବେଆଇନ ଭାବେ ଘରୋଇ ରନ୍ଧନ ଗ୍ୟାସ କୁ ରଖି ବ୍ୟବହାର କରୁଥିଲେ ଯାହା ସମ୍ପୂର୍ଣ୍ଣ ଭାବେ ବେଆଇନ I
    user_Alekh Nayak ,I am a professional journalist, my job is to collect news and deliver it to people
    Alekh Nayak ,I am a professional journalist, my job is to collect news and deliver it to people
    ସାମ୍ବାଦିକ କେନ୍ଦ୍ରାପଡା, କେନ୍ଦ୍ରାପଡ଼ା, ଓଡ଼ିଶା•
    14 hrs ago
  • ବାଲେଶ୍ୱର: ପୂର୍ବତନ ବିଧାୟକ ଜୀବନ ପ୍ରଦୀପ ଦାଶ ବିଜେପି ଦଳରୁ ଇସ୍ତଫା ଦେଇଥିବା ଘୋଷଣା କରିଛନ୍ତି। ଏନେଇ ସେ ପ୍ରେସମିଟ୍‌ ମାଧ୍ୟମରେ ସୂଚନା ଦେଇ କହିଛନ୍ତି ଯେ, ଦଳର ମୂଲ୍ୟବୋଧ ଓ ଆଦର୍ଶ ଠାରୁ ବିଜେପି ଦୂରେଇ ଯାଇଛି। ସେ କହିଥିଲେ ଯେ, ପୂର୍ବତନ ସାଂସଦ ରବୀନ୍ଦ୍ର ଜେନା ବିଜେପିରେ ସାମିଲ୍ ହେବା ପରେ ସେ ଦଳ ଛାଡ଼ିବାକୁ ନିଷ୍ପତ୍ତି ନେଇଛନ୍ତି। ଚିଟ୍‌ଫଣ୍ଡ ଅଭିଯୋଗ ଥିବା ଜଣେ ବ୍ୟକ୍ତିଙ୍କୁ ଦଳରେ ସାମିଲ୍ କରାଯିବାକୁ ସେ କଟୁ ଆଲୋଚନା କରିଥିଲେ। ଏହା ରାଜ୍ୟ ବିଜେପିରେ ପ୍ରଥମ ଘଟଣା ବୋଲି ସେ କହିଛନ୍ତି। ଜୀବନ ପ୍ରଦୀପ ଦାଶ ଅଭିଯୋଗ କରିଛନ୍ତି ଯେ, ୨୦୨୪ ମସିହାରେ କ୍ଷମତାକୁ ଆସିବା ପରେ ବିଜେପିର ନୈତିକ ପତନ ହୋଇଛି ଏବଂ ଦଳ ପୂର୍ବତନ ଆଦର୍ଶରୁ ଦୂରେଇଯାଇଛି। ତେବେ ଭବିଷ୍ୟତରେ ସେ କେଉଁ ଦଳରେ ଯୋଗଦେବେ କିମ୍ବା କଣ ପଦକ୍ଷେପ ନେବେ ସେନେଇ ଏପର୍ଯ୍ୟନ୍ତ କୌଣସି ନିଷ୍ପତ୍ତି ନେଇନଥିବା କଥା ସେ ସ୍ପଷ୍ଟ କରିଛନ୍ତି।
    1
    ବାଲେଶ୍ୱର: ପୂର୍ବତନ ବିଧାୟକ ଜୀବନ ପ୍ରଦୀପ ଦାଶ ବିଜେପି ଦଳରୁ ଇସ୍ତଫା ଦେଇଥିବା ଘୋଷଣା କରିଛନ୍ତି। ଏନେଇ ସେ ପ୍ରେସମିଟ୍‌ ମାଧ୍ୟମରେ ସୂଚନା ଦେଇ କହିଛନ୍ତି ଯେ, ଦଳର ମୂଲ୍ୟବୋଧ ଓ ଆଦର୍ଶ ଠାରୁ ବିଜେପି ଦୂରେଇ ଯାଇଛି।
ସେ କହିଥିଲେ ଯେ, ପୂର୍ବତନ ସାଂସଦ ରବୀନ୍ଦ୍ର ଜେନା ବିଜେପିରେ ସାମିଲ୍ ହେବା ପରେ ସେ ଦଳ ଛାଡ଼ିବାକୁ ନିଷ୍ପତ୍ତି ନେଇଛନ୍ତି। ଚିଟ୍‌ଫଣ୍ଡ ଅଭିଯୋଗ ଥିବା ଜଣେ ବ୍ୟକ୍ତିଙ୍କୁ ଦଳରେ ସାମିଲ୍ କରାଯିବାକୁ ସେ କଟୁ ଆଲୋଚନା କରିଥିଲେ। ଏହା ରାଜ୍ୟ ବିଜେପିରେ ପ୍ରଥମ ଘଟଣା ବୋଲି ସେ କହିଛନ୍ତି।
ଜୀବନ ପ୍ରଦୀପ ଦାଶ ଅଭିଯୋଗ କରିଛନ୍ତି ଯେ, ୨୦୨୪ ମସିହାରେ କ୍ଷମତାକୁ ଆସିବା ପରେ ବିଜେପିର ନୈତିକ ପତନ ହୋଇଛି ଏବଂ ଦଳ ପୂର୍ବତନ ଆଦର୍ଶରୁ ଦୂରେଇଯାଇଛି।
ତେବେ ଭବିଷ୍ୟତରେ ସେ କେଉଁ ଦଳରେ ଯୋଗଦେବେ କିମ୍ବା କଣ ପଦକ୍ଷେପ ନେବେ ସେନେଇ ଏପର୍ଯ୍ୟନ୍ତ କୌଣସି ନିଷ୍ପତ୍ତି ନେଇନଥିବା କଥା ସେ ସ୍ପଷ୍ଟ କରିଛନ୍ତି।
    user_Journalist Harishankar Jena
    Journalist Harishankar Jena
    Media company ବାଲେଶ୍ୱର ସଦର, ବାଲେଶ୍ୱର, ଓଡ଼ିଶା•
    14 hrs ago
View latest news on Shuru App
Download_Android
  • Terms & Conditions
  • Career
  • Privacy Policy
  • Blogs
Shuru, a product of Close App Private Limited.