କେନ୍ଦ୍ରାପଡ଼ା ସହରର ତିନିମୁହାଣୀ ଉଠା ଫାଷ୍ଟଫୁଡ ଏବଂ ଜଳଖିଆ ଦୋକାନୀ ଙ୍କ ଉପରେ ଯୋଗାଣ ବିଭାଗ ଦ୍ୱାରା ଅତର୍କିତ ଚଢ଼ାଉ,କେନ୍ଦ୍ରାପଡ଼ା ଜିଲ୍ଲାପାଳଙ୍କ ନିର୍ଦ୍ଧେଶ କ୍ରମେ ଜିଲ୍ଲା ଯୋଗାଣ ବିଭାଗ ର ଏକ ସ୍ୱତନ୍ତ୍ର ଟିମ ଅତିରିକ୍ତ ଯୋଗାଣ ଅଧିକାରୀ ଶ୍ରୀଯୁକ୍ତ ପ୍ରିତମ ଦାସ ଙ୍କ ନେତୃତ୍ୱ ରେ କେନ୍ଦ୍ରାପଡ଼ା ସହର ଉପକଣ୍ଠ ତିନିମୁହାଣୀ ଛକରେ ଥିବା ବିଭିନ୍ନ ଜଳଖିଆ ଏବଂ ଫାଷ୍ଟଫୁଡ ଦୋକାନୀ ମାନଙ୍କ ଉପରେ ଅତର୍କିତ ଚଢ଼ାଉ କରାଯାଇଛି I ଦୋକାନୀ ଗୁଡିକ କମରସିଆଲ ରନ୍ଧନ ଗ୍ୟାସ ବଦଳରେ ବେଆଇନ ଭାବେ ଘରୋଇ ରନ୍ଧନ ଗ୍ୟାସ କୁ ରଖି ବ୍ୟବହାର କରୁଥିଲେ ଯାହା ସମ୍ପୂର୍ଣ୍ଣ ଭାବେ ବେଆଇନ I କେନ୍ଦ୍ରାପଡ଼ା ସହରର ତିନିମୁହାଣୀ ଉଠା ଫାଷ୍ଟଫୁଡ ଏବଂ ଜଳଖିଆ ଦୋକାନୀ ଙ୍କ ଉପରେ ଯୋଗାଣ ବିଭାଗ ଦ୍ୱାରା ଅତର୍କିତ ଚଢ଼ାଉ,କେନ୍ଦ୍ରାପଡ଼ା ଜିଲ୍ଲାପାଳଙ୍କ ନିର୍ଦ୍ଧେଶ କ୍ରମେ ଜିଲ୍ଲା ଯୋଗାଣ ବିଭାଗ ର ଏକ ସ୍ୱତନ୍ତ୍ର ଟିମ ଅତିରିକ୍ତ ଯୋଗାଣ ଅଧିକାରୀ ଶ୍ରୀଯୁକ୍ତ ପ୍ରିତମ ଦାସ ଙ୍କ ନେତୃତ୍ୱ ରେ କେନ୍ଦ୍ରାପଡ଼ା ସହର ଉପକଣ୍ଠ ତିନିମୁହାଣୀ ଛକରେ ଥିବା ବିଭିନ୍ନ ଜଳଖିଆ ଏବଂ ଫାଷ୍ଟଫୁଡ ଦୋକାନୀ ମାନଙ୍କ ଉପରେ ଅତର୍କିତ ଚଢ଼ାଉ କରାଯାଇଛି I ଦୋକାନୀ ଗୁଡିକ କମରସିଆଲ ରନ୍ଧନ ଗ୍ୟାସ ବଦଳରେ ବେଆଇନ ଭାବେ ଘରୋଇ ରନ୍ଧନ ଗ୍ୟାସ କୁ ରଖି ବ୍ୟବହାର କରୁଥିଲେ ଯାହା ସମ୍ପୂର୍ଣ୍ଣ ଭାବେ ବେଆଇନ I

- *ଏଲପିଜି ବା ଇନ୍ଧନ ଗ୍ୟାସ କୁ ନେଇ ସୃଷ୍ଟି ହୋଇଥିବା ଅଚଳାବସ୍ଥା ବିରୋଧ ରେ ଜଗତସିଂହପୁର ଜିଲ୍ଲା କଂଗ୍ରେସ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ । *ଗ୍ୟାସ ଟାଙ୍କି ଙ୍କୁ କଲେ ଶବ ଶୋଭାଯାତ୍ରା1
- କଟକ ଜିଲ୍ଲା ସାଲେପୁର ଫୋଗୋଳ ଗ୍ରାମରେ ଘରେଇ ହିଂସା ରୁ ବଡଭାଇ ଓ ମା ମୃତ1
- Post by ଯାଜପୁର ଖବର ପ୍ରସାରିତ1
- Post by Aritkumar Mohapatra4
- ମହିଳା ଦିବସ ରେ ପ୍ରତିକ୍ରିୟା ରଖିଲେ ଡକ୍ଟର ପ୍ରକାଶ ଶ୍ରୀ ଚନ୍ଦନ1
- - ବାରମ୍ବାର ଗୋ ରକ୍ଷକ ମାନେ ଗୋ ମାତାକୁ ରକ୍ଷା କରିବା ପାଇଁ ଦଲାରୀ ମାନଙ୍କ ସାଙ୍ଗରେ ଲଢେ଼ଇ ହେଉଥିବା ବେଳେ. ଗୋ ରକ୍ଷକ ମାନେ ଗୋ ହତ୍ୟା ବନ୍ଦ କରିବା ପାଇଁ ବିଧାନସଭା ରେ ଗୋ ସୁରକ୍ଷା ପାଇଁ ପ୍ରସଙ୍ଗ ରଖା ଯାଇଥିଲା1
- ଜିଲ୍ଲା ଅତିରିକ୍ତ ଯୋଗାଣ ଅଧିକାରୀ ଙ୍କ ମତାମତ, ବିଭିନ୍ନ ଫାଷ୍ଟଫୁଡ ଏବଂ ଜଳଖିଆ ଦୋକାନୀ ଗୁଡିକ ଉପରେ ଅତର୍କିତ ଚଢ଼ାଉ ଉପରେ ମତାମତ ରଖିଲେ ଯୋଗାଣ ବିଭାଗ ଜିଲ୍ଲା ଅତିରିକ୍ତ ଅଧିକାରୀ I1
- ଦୁର୍ଘଟଣା ଛଡାଇନେଇଛି ମୁହଁରୁ ହସ,ବହିବରା ବିକି ପରିବାର ଚଳାଉଥିବା ଶେଷଦେବ ଙ୍କ ଦୁଇଗୋଡ଼ ହରାଇବା ପରେ ଏହି ବୃଦ୍ଧ ସ୍ୱାମୀ, ସ୍ତ୍ରୀ ଦୁଇଓଳି ଦୁଇମୁଠା ପେଟକୁ ଆହାର ଯୋଗାଡ଼ କରିବା ହୋଇପଡିଛି କଷ୍ଟକର, ଭଗବାନ ଙ୍କୁ ଚାହିଁ ଆଖିରୁ ଲୁହ ନିଗଡୁଛନ୍ତି, ନିନ୍ଦୁଛନ୍ତି ନିଜ ଭାଗ୍ୟ କୁ, ଏହି ପରିବାର କୁ ସହାୟତା ର ହାତ ବଢାଇବା ସହିତ ପାରାଦୀପ ର ସ୍ଵଛସେବୀ ସଂଗଠନ ମାନେ ଏହି ଦମ୍ପତ୍ତି ଙ୍କୁ ସହାୟତା ଯୋଗାଇବାକୁ ନିବେଦନ କରିଛନ୍ତି ଆଦିଶକ୍ତି ପରିବାର......1
- ମର୍ଦ୍ଦମେଖ ଅଞ୍ଚଳରେ ବିଦ୍ୟୁତ ତାର ଛିଡ଼ି ସର୍ଟ ସର୍କିଟ ହେବାରୁ ଚାଷଜମିରେ ଥିବା ଧାନଗଦାରେ ନିଆଁ ଲାଗି ଦୁଇ ଏକର ଧାନ ପୋଡ଼ି ନଷ୍ଟ। କୋଦଳା ଅଗ୍ନିଶମ ବାହିନୀ ନିଆଁକୁ ଆୟତ୍ତ କରିଥିବା ବେଳେ ଲକ୍ଷାଧିକ ଟଙ୍କାର କ୍ଷତି ହୋଇଛି।2