Shuru
Apke Nagar Ki App…
ଇନ୍ଧନ ଗ୍ୟାସ ଅଭାବ କୁ ନେଇ ଜାତୀୟ କଂଗ୍ରେସ ର ଅଭିନଵ ପ୍ରତିବାଦ, ସିଲିଣ୍ଡର କୁ ଶବ କରି କଲେ ଶୋଭାଯାତ୍ରା.. *ଏଲପିଜି ବା ଇନ୍ଧନ ଗ୍ୟାସ କୁ ନେଇ ସୃଷ୍ଟି ହୋଇଥିବା ଅଚଳାବସ୍ଥା ବିରୋଧ ରେ ଜଗତସିଂହପୁର ଜିଲ୍ଲା କଂଗ୍ରେସ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ । *ଗ୍ୟାସ ଟାଙ୍କି ଙ୍କୁ କଲେ ଶବ ଶୋଭାଯାତ୍ରା
Biraja prasad tripathy Tripathy
ଇନ୍ଧନ ଗ୍ୟାସ ଅଭାବ କୁ ନେଇ ଜାତୀୟ କଂଗ୍ରେସ ର ଅଭିନଵ ପ୍ରତିବାଦ, ସିଲିଣ୍ଡର କୁ ଶବ କରି କଲେ ଶୋଭାଯାତ୍ରା.. *ଏଲପିଜି ବା ଇନ୍ଧନ ଗ୍ୟାସ କୁ ନେଇ ସୃଷ୍ଟି ହୋଇଥିବା ଅଚଳାବସ୍ଥା ବିରୋଧ ରେ ଜଗତସିଂହପୁର ଜିଲ୍ଲା କଂଗ୍ରେସ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ । *ଗ୍ୟାସ ଟାଙ୍କି ଙ୍କୁ କଲେ ଶବ ଶୋଭାଯାତ୍ରା
More news from ଓଡ଼ିଶା and nearby areas
- ଦ୍ୱିତୀୟ ଦିନରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀଯୁକ୍ତ ଅରୁଣ କୁମାର ନାୟକ ଙ୍କ ନେତୃତ୍ୱ ରେ ଏକ ଟିମ କେନ୍ଦ୍ରାପଡ଼ା ଗ୍ରାଣ୍ଡ ମୟୂରୀ ଏବଂ ମଙ୍ଗଳା ହୋଟେଲ ରେ ଅତର୍କିତ ଚଢ଼ାଉ କରି ୨ରୁ ଅଧିକ ବେଆଇ ଭାବେ ଚଳାଉଥିବା ଘରୋଇ ରନ୍ଧନ ଗ୍ୟାସ କୁ ସିଜ କରିଥିଲେ I ଉପଜିଲ୍ଲାପାଳ ଙ୍କ କହିବା କଥା ଏହି ଚଢ଼ାଉ ଆଗାମୀ ସମୟରେ ଆହୁରି ବ୍ୟାପକ ଏବଂ ଉଚ୍ଚ ସ୍ତରୀୟ ହେବ I1
- କଟକ ଜିଲ୍ଲା ସାଲେପୁର ଫୋଗୋଳ ଗ୍ରାମରେ ଘରେଇ ହିଂସା ରୁ ବଡଭାଇ ଓ ମା ମୃତ1
- Post by ଯାଜପୁର ଖବର ପ୍ରସାରିତ1
- ମହିଳା ଦିବସ ରେ ପ୍ରତିକ୍ରିୟା ରଖିଲେ ଡକ୍ଟର ପ୍ରକାଶ ଶ୍ରୀ ଚନ୍ଦନ1
- ଏ ହେଉଛି କଟକ ଏସସିବି ମେଡିକାଲର ଦୃଶ୍ୟ। ଆଇସିୟୁ ରୁ ୱାର୍ଡ କୁ ନେବା ପାଇଁ ଆସିଲାନି ବ୍ୟାଟେରୀ ଗାଡ଼ି। ବୁହା ହେଇଗଲା ରୋଗୀ। ସୂଚନା ମୁତାବକ, ଆଇସିୟୁ ରୁ ୱାର୍ଡ କୁ ନେବା ପାଇଁ ଉପଲବ୍ଧ ଥିବା ବ୍ୟାଟେରୀ ଗାଡିକୁ ରୋଗୀଙ୍କ ସମ୍ପର୍କୀୟ ବାରମ୍ବାର ଫୋନ କରିଥିଲେ ମଧ୍ୟ ବ୍ୟାଟେରୀ ଗାଡ଼ି ଆସିବାରେ ବିଳମ୍ବ ହୋଇଥିଲା। ଯାହା ପରେ ରୋଗୀଙ୍କ ସମ୍ପର୍କୀୟ ଷ୍ଟେଚର୍ ସାହାର୍ଯ୍ୟରେ ଟେକି ଟେକି ୱାର୍ଡକୁ ନେଇକି ଯିବାର ଦେଖିବାକୁ ମିଳିଛି।1
- ମର୍ଦ୍ଦମେଖ ଅଞ୍ଚଳରେ ବିଦ୍ୟୁତ ତାର ଛିଡ଼ି ସର୍ଟ ସର୍କିଟ ହେବାରୁ ଚାଷଜମିରେ ଥିବା ଧାନଗଦାରେ ନିଆଁ ଲାଗି ଦୁଇ ଏକର ଧାନ ପୋଡ଼ି ନଷ୍ଟ। କୋଦଳା ଅଗ୍ନିଶମ ବାହିନୀ ନିଆଁକୁ ଆୟତ୍ତ କରିଥିବା ବେଳେ ଲକ୍ଷାଧିକ ଟଙ୍କାର କ୍ଷତି ହୋଇଛି।2
- ଦୁର୍ଘଟଣା ଛଡାଇନେଇଛି ମୁହଁରୁ ହସ,ବହିବରା ବିକି ପରିବାର ଚଳାଉଥିବା ଶେଷଦେବ ଙ୍କ ଦୁଇଗୋଡ଼ ହରାଇବା ପରେ ଏହି ବୃଦ୍ଧ ସ୍ୱାମୀ, ସ୍ତ୍ରୀ ଦୁଇଓଳି ଦୁଇମୁଠା ପେଟକୁ ଆହାର ଯୋଗାଡ଼ କରିବା ହୋଇପଡିଛି କଷ୍ଟକର, ଭଗବାନ ଙ୍କୁ ଚାହିଁ ଆଖିରୁ ଲୁହ ନିଗଡୁଛନ୍ତି, ନିନ୍ଦୁଛନ୍ତି ନିଜ ଭାଗ୍ୟ କୁ, ଏହି ପରିବାର କୁ ସହାୟତା ର ହାତ ବଢାଇବା ସହିତ ପାରାଦୀପ ର ସ୍ଵଛସେବୀ ସଂଗଠନ ମାନେ ଏହି ଦମ୍ପତ୍ତି ଙ୍କୁ ସହାୟତା ଯୋଗାଇବାକୁ ନିବେଦନ କରିଛନ୍ତି ଆଦିଶକ୍ତି ପରିବାର......1
- ଜିଲ୍ଲା ଅତିରିକ୍ତ ଯୋଗାଣ ଅଧିକାରୀ ଙ୍କ ମତାମତ, ବିଭିନ୍ନ ଫାଷ୍ଟଫୁଡ ଏବଂ ଜଳଖିଆ ଦୋକାନୀ ଗୁଡିକ ଉପରେ ଅତର୍କିତ ଚଢ଼ାଉ ଉପରେ ମତାମତ ରଖିଲେ ଯୋଗାଣ ବିଭାଗ ଜିଲ୍ଲା ଅତିରିକ୍ତ ଅଧିକାରୀ I1
- Post by Aritkumar Mohapatra4