logo
Shuru
Apke Nagar Ki App…
  • Latest News
  • News
  • Politics
  • Elections
  • Viral
  • Astrology
  • Horoscope in Hindi
  • Horoscope in English
  • Latest Political News
logo
Shuru
Apke Nagar Ki App…

ମର୍ଦ୍ଦମେଖ ଅଞ୍ଚଳରେ ବିଦ୍ୟୁତ ତାର ଛିଡ଼ି ସର୍ଟ ସର୍କିଟ ହେବାରୁ ଚାଷଜମିରେ ଥିବା ଧାନଗଦାରେ ନିଆଁ ଲାଗି ଦୁଇ ଏକର ଧାନ ପୋଡ଼ି ନଷ୍ଟ। କୋଦଳା ଅଗ୍ନିଶମ ବାହିନୀ ନିଆଁକୁ ଆୟତ୍ତ କରିଥିବା ବେଳେ ଲକ୍ଷାଧିକ ଟଙ୍କାର କ୍ଷତି ହୋଇଛି।

12 hrs ago
user_Odisha khabar
Odisha khabar
Bhubaneswar (M.Corp.), Khordha•
12 hrs ago

ମର୍ଦ୍ଦମେଖ ଅଞ୍ଚଳରେ ବିଦ୍ୟୁତ ତାର ଛିଡ଼ି ସର୍ଟ ସର୍କିଟ ହେବାରୁ ଚାଷଜମିରେ ଥିବା ଧାନଗଦାରେ ନିଆଁ ଲାଗି ଦୁଇ ଏକର ଧାନ ପୋଡ଼ି ନଷ୍ଟ। କୋଦଳା ଅଗ୍ନିଶମ ବାହିନୀ ନିଆଁକୁ ଆୟତ୍ତ କରିଥିବା ବେଳେ ଲକ୍ଷାଧିକ ଟଙ୍କାର କ୍ଷତି ହୋଇଛି।

More news from Cuttack and nearby areas
  • କଟକ ଜିଲ୍ଲା ସାଲେପୁର ଫୋଗୋଳ ଗ୍ରାମରେ ଘରେଇ ହିଂସା ରୁ ବଡଭାଇ ଓ ମା ମୃତ
    1
    କଟକ ଜିଲ୍ଲା ସାଲେପୁର ଫୋଗୋଳ ଗ୍ରାମରେ ଘରେଇ ହିଂସା ରୁ ବଡଭାଇ ଓ ମା ମୃତ
    user_ନିଷ୍ଠୁର ଦୁନିଆ Live
    ନିଷ୍ଠୁର ଦୁନିଆ Live
    Nischintakoili, Cuttack•
    17 hrs ago
  • Post by Dipak Kumar Nayak
    1
    Post by Dipak Kumar Nayak
    user_Dipak Kumar Nayak
    Dipak Kumar Nayak
    Voice of people Dhenkanal Sadar, Odisha•
    1 hr ago
  • ଢେଙ୍କାନାଳ ଜିଲ୍ଲା ଓଡାପଡା ବ୍ଲକ ସଦର ଥାନା ଅଞ୍ଚଳରେ ଘଟିଯାଇଛି ଅଭାବନୀୟ ଘଟଣା ।ଶୁକ୍ରଚାର ଦିନ ଅପରାହ୍ନରେ ଚାଇଁପୁର ଗ୍ରାମର କଣ୍ଠ ନାଏକ ଗଦାଶିଳା ଗ୍ରାମ ପଞ୍ଚାୟତ ନିକଟ ଝରଣା ବନ୍ଧକୁ ଗାଧେଇବାକୁ ଯାଇ ଆଉ ଫେରି ନଥିଲେ । ପରିବାର ଲୋକ ବହୁ ଖୋଜାଖୋଜି ପରେ ବନ୍ଧରେ ବୁଡି ଯାଇଥିବାବେଳେ ଉଦ୍ଧାର କରିଥିଲେ । ହେଲେ ବହୁ ବିଳମ୍ନ ହୋଇ ଯାଇଥିବାରୁ ବୃଦ୍ଧଙ୍କର ମୃତ୍ୟୁ ହୋଇଥିଲା । ମୃତ ବୃଦ୍ଧ କଣ୍ଠ ନାଏକ ବୋଲି ଜଣାପଡିଛି।ଘଟଣା ସ୍ଥଳରେ ଗଦାଶିଳା ଗ୍ରାମ ପଞ୍ଚାୟତ ସରପଞ୍ଚ, ଦୁଇ ନମ୍ବର ଜୋନ ଜିଲ୍ଲା ପରିଷଦ ପଂହଁଛି ଶବ ବ୍ୟବଛେଦ ପାଇଁ ଢେଙ୍କାନାଳ ଡାକ୍ତର ଖାନାକୁ ପଠାଇ ଦେଇଥିଲେ ।
    1
    ଢେଙ୍କାନାଳ ଜିଲ୍ଲା ଓଡାପଡା ବ୍ଲକ ସଦର ଥାନା ଅଞ୍ଚଳରେ ଘଟିଯାଇଛି ଅଭାବନୀୟ ଘଟଣା ।ଶୁକ୍ରଚାର ଦିନ ଅପରାହ୍ନରେ ଚାଇଁପୁର ଗ୍ରାମର କଣ୍ଠ ନାଏକ ଗଦାଶିଳା ଗ୍ରାମ ପଞ୍ଚାୟତ ନିକଟ ଝରଣା ବନ୍ଧକୁ ଗାଧେଇବାକୁ ଯାଇ ଆଉ ଫେରି ନଥିଲେ । ପରିବାର ଲୋକ ବହୁ ଖୋଜାଖୋଜି ପରେ ବନ୍ଧରେ ବୁଡି ଯାଇଥିବାବେଳେ ଉଦ୍ଧାର କରିଥିଲେ । ହେଲେ ବହୁ ବିଳମ୍ନ ହୋଇ ଯାଇଥିବାରୁ ବୃଦ୍ଧଙ୍କର ମୃତ୍ୟୁ ହୋଇଥିଲା । ମୃତ ବୃଦ୍ଧ କଣ୍ଠ ନାଏକ ବୋଲି ଜଣାପଡିଛି।ଘଟଣା ସ୍ଥଳରେ ଗଦାଶିଳା ଗ୍ରାମ ପଞ୍ଚାୟତ ସରପଞ୍ଚ, ଦୁଇ ନମ୍ବର ଜୋନ ଜିଲ୍ଲା ପରିଷଦ ପଂହଁଛି ଶବ ବ୍ୟବଛେଦ ପାଇଁ ଢେଙ୍କାନାଳ ଡାକ୍ତର ଖାନାକୁ ପଠାଇ ଦେଇଥିଲେ ।
    user_Amani Sahoo
    Amani Sahoo
    ଢେଙ୍କାନାଳ ସଦର, ଢେଙ୍କାନାଳ, ଓଡ଼ିଶା•
    4 hrs ago
  • Post by Dhenkanal News
    1
    Post by Dhenkanal News
    user_Dhenkanal News
    Dhenkanal News
    Media company Dhenkanal Sadar, Odisha•
    12 hrs ago
  • ଯୁଦ୍ଧ ଯୋଗୁ ଜାଳେଣି ଗ୍ୟାସ ଆଗକୁ ଅଭାବ ହେବେ ପାଇଁ ଗ୍ୟାସ ବ୍ୟବହାର କରୁଥିବା ପରିବାର ପୁରୀ ଜିଲ୍ଲା କଣାସ ବ୍ଲକରେ 7ଦିନ ହେଲା ଗ୍ୟାସ ଡିପକୁ ଦଉଡି ଦଉଡି ନିରାଶ ହେଉଥିବା ଲୋକମାନେ ଅଭିଯୋଗ କରୁଛନ୍ତି | ସକାଳୁ ଆସି ସନ୍ଧ୍ୟକୁ ନିରାଶ ହୋଇଫେରୁଥିବା ଅଭିଯୋଗ କରୁଛନ୍ତି | ଏ ସମ୍ପର୍କରେ କଣାସ ବଜାରରେ ଥିବା ଭାରତ ଗ୍ୟାସ ଡିଲର ସୁରେନ୍ଦ୍ର ଚମ୍ପତିକୁ ପଚାରିବାରୁ ସେକୁହନ୍ତି ଗ୍ୟାସ ର କିଛି ଅଭାବ ନାହଁ | ଲୋକମାନଙ୍କ ସଚେତନା ଅଭାବରୁ ଦ୍ୟନୀଦିନ ହଜାର ହଜାର ଲୋକ ଗ୍ୟାସ ପାଇଁ ଆସୁଛନ୍ତି ପ୍ରତେକ ଦିନ ଜଟଣୀ ଗ୍ୟାସ ଡିପରୁ ଗୋଟିଏ ଗୋଟିଏ ଟ୍ରକ ଗ୍ୟାସ ଆସୁଛି କିନ୍ତୁ ଗୋଟିଏ ଗୋଟିଏ ପରିବାର 2ରୁ 4ଟି ଲେଖେ  ଗ୍ୟାସ ସିଲିଣ୍ଡର ବାପା, ମା,ପୁଅ ନାମରେ କରି ରଖିଛନ୍ତି | ଯୁଦ୍ଧ ପାଇଁ ସେମାନେ ଵ୍ୟାକୁଳ  ହୋଇ ପ୍ରତିଦିନ ସିଲିଣ୍ଡର ଧରି ଡିପକୁ ଦଉଡିଥିବାରୁ ଡିପୋ ଜାମ ରହୁଛି | ଅନେକ ପରିବାର ଅଧିକ ସିଲିଣ୍ଡର ନେଉଥିବରୁ ଜଳଖିଆ ଦୋକାନୀ ଓ ହୋଟେଲ ମାନଙ୍କୁ ଚଢ଼ା ଦରରେ ବିକ୍ରୀ କରୁଛନ୍ତି | ଏପରିକି ଗୋଟିଏ ପରିବାର ଦୁଇ ତିନି ମାସରେ ଗୋଟିଏ ଲେଖେ  ଗ୍ୟାସ ସିଲିଣ୍ଡର ନେଉଥିବା ବେଳେ ଉକ୍ତ ପରିବାର ଵର୍ତମାନ 3 ତିନିଟା ଗ୍ୟାସ ସିଲିଣ୍ଡର ନେଉଛନ୍ତି |
    2
    ଯୁଦ୍ଧ ଯୋଗୁ ଜାଳେଣି ଗ୍ୟାସ ଆଗକୁ ଅଭାବ ହେବେ ପାଇଁ ଗ୍ୟାସ ବ୍ୟବହାର କରୁଥିବା ପରିବାର ପୁରୀ ଜିଲ୍ଲା କଣାସ ବ୍ଲକରେ 7ଦିନ ହେଲା ଗ୍ୟାସ ଡିପକୁ ଦଉଡି ଦଉଡି ନିରାଶ ହେଉଥିବା ଲୋକମାନେ ଅଭିଯୋଗ କରୁଛନ୍ତି | ସକାଳୁ ଆସି ସନ୍ଧ୍ୟକୁ ନିରାଶ ହୋଇଫେରୁଥିବା ଅଭିଯୋଗ କରୁଛନ୍ତି | ଏ ସମ୍ପର୍କରେ କଣାସ ବଜାରରେ ଥିବା ଭାରତ ଗ୍ୟାସ ଡିଲର ସୁରେନ୍ଦ୍ର ଚମ୍ପତିକୁ ପଚାରିବାରୁ ସେକୁହନ୍ତି ଗ୍ୟାସ ର କିଛି ଅଭାବ ନାହଁ | ଲୋକମାନଙ୍କ ସଚେତନା ଅଭାବରୁ ଦ୍ୟନୀଦିନ ହଜାର ହଜାର ଲୋକ ଗ୍ୟାସ ପାଇଁ ଆସୁଛନ୍ତି ପ୍ରତେକ ଦିନ ଜଟଣୀ ଗ୍ୟାସ ଡିପରୁ ଗୋଟିଏ ଗୋଟିଏ ଟ୍ରକ ଗ୍ୟାସ ଆସୁଛି କିନ୍ତୁ ଗୋଟିଏ ଗୋଟିଏ ପରିବାର 2ରୁ 4ଟି ଲେଖେ  ଗ୍ୟାସ ସିଲିଣ୍ଡର ବାପା, ମା,ପୁଅ ନାମରେ କରି ରଖିଛନ୍ତି | ଯୁଦ୍ଧ ପାଇଁ ସେମାନେ ଵ୍ୟାକୁଳ  ହୋଇ ପ୍ରତିଦିନ ସିଲିଣ୍ଡର ଧରି ଡିପକୁ ଦଉଡିଥିବାରୁ ଡିପୋ ଜାମ ରହୁଛି | ଅନେକ ପରିବାର ଅଧିକ ସିଲିଣ୍ଡର ନେଉଥିବରୁ ଜଳଖିଆ ଦୋକାନୀ ଓ ହୋଟେଲ ମାନଙ୍କୁ ଚଢ଼ା ଦରରେ ବିକ୍ରୀ କରୁଛନ୍ତି | ଏପରିକି ଗୋଟିଏ ପରିବାର ଦୁଇ ତିନି ମାସରେ ଗୋଟିଏ ଲେଖେ  ଗ୍ୟାସ ସିଲିଣ୍ଡର ନେଉଥିବା ବେଳେ ଉକ୍ତ ପରିବାର ଵର୍ତମାନ 3 ତିନିଟା ଗ୍ୟାସ ସିଲିଣ୍ଡର ନେଉଛନ୍ତି |
    user_Sujit Tripathy
    Sujit Tripathy
    Accountant ଗାଡ଼ିସାଗଡ଼ା, ପୁରୀ, ଓଡ଼ିଶା•
    14 hrs ago
  • ଏପର୍ଯ୍ୟନ୍ତ କାମ ସରିନାହିଁ,,, ଅଫିସ କାର୍ଯ୍ୟ କେବେ,,,? ଗଡବାଣିକିଲୋ ରାଜସ୍ୱ ନିରୀକ୍ଷକ ଅଫିସ କାର୍ଯ୍ୟାଳୟ କେବେ ଖୋଲିବ,,,, ଜବାବ ମାଗିଛନ୍ତି ଜନତା,,,
    1
    ଏପର୍ଯ୍ୟନ୍ତ କାମ ସରିନାହିଁ,,, ଅଫିସ କାର୍ଯ୍ୟ କେବେ,,,?
ଗଡବାଣିକିଲୋ ରାଜସ୍ୱ ନିରୀକ୍ଷକ ଅଫିସ କାର୍ଯ୍ୟାଳୟ କେବେ ଖୋଲିବ,,,,
ଜବାବ ମାଗିଛନ୍ତି ଜନତା,,,
    user_Dillip Parida
    Dillip Parida
    Local News Reporter ରଣପୁର, ନୟାଗଡ଼, ଓଡ଼ିଶା•
    50 min ago
  • କଟକ ଜିଲ୍ଲା ଅସୁରେଶ୍ୱର ପଞ୍ଚାୟତ ଲୁଣା ନଦୀ ସେତୁର ଶୁଭ ଶିଳାନ୍ୟାସ ତୁଇ ତିନି ଦିନ ମଧ୍ୟରେ ଉଦଘାଟନ ଉପମୁଖ୍ୟମନ୍ତ୍ରୀ ଙ୍କ ଦ୍ୱାରା ହୋଇଥାନ୍ତା କିନ୍ତୁ ଗତକାଲି ରାତିରେ ଫଳକଟି ଭାଙ୍ଗି ଜାଇଛି କେମିତି ଭାଙ୍ଗିଛି କିଛି ଜଣାପଡୁନି ଜାହା ସ୍ଥାନୀୟ ଲୋକେ କହୁଛନ୍ତି
    1
    କଟକ ଜିଲ୍ଲା ଅସୁରେଶ୍ୱର ପଞ୍ଚାୟତ ଲୁଣା ନଦୀ ସେତୁର ଶୁଭ ଶିଳାନ୍ୟାସ ତୁଇ ତିନି ଦିନ ମଧ୍ୟରେ ଉଦଘାଟନ ଉପମୁଖ୍ୟମନ୍ତ୍ରୀ ଙ୍କ ଦ୍ୱାରା ହୋଇଥାନ୍ତା କିନ୍ତୁ ଗତକାଲି ରାତିରେ ଫଳକଟି ଭାଙ୍ଗି ଜାଇଛି କେମିତି ଭାଙ୍ଗିଛି କିଛି ଜଣାପଡୁନି ଜାହା ସ୍ଥାନୀୟ ଲୋକେ କହୁଛନ୍ତି
    user_ନିଷ୍ଠୁର ଦୁନିଆ Live
    ନିଷ୍ଠୁର ଦୁନିଆ Live
    Nischintakoili, Cuttack•
    23 hrs ago
  • Post by Dipak Kumar Nayak
    1
    Post by Dipak Kumar Nayak
    user_Dipak Kumar Nayak
    Dipak Kumar Nayak
    Voice of people Dhenkanal Sadar, Odisha•
    17 hrs ago
  • Post by Dhenkanal News
    1
    Post by Dhenkanal News
    user_Dhenkanal News
    Dhenkanal News
    Media company Dhenkanal Sadar, Odisha•
    18 hrs ago
View latest news on Shuru App
Download_Android
  • Terms & Conditions
  • Career
  • Privacy Policy
  • Blogs
Shuru, a product of Close App Private Limited.