logo
Shuru
Apke Nagar Ki App…
  • Latest News
  • News
  • Politics
  • Elections
  • Viral
  • Astrology
  • Horoscope in Hindi
  • Horoscope in English
  • Latest Political News
logo
Shuru
Apke Nagar Ki App…

ସଦର ଥାନା ଗଦାଶିଳା ପୋଖରୀକୁ ଗାଧୋଇବାକୁ ଯାଇ ବନ୍ଧରେ ବୁଡି ବୁଦ୍ଧ ମୃତ ଢେଙ୍କାନାଳ ଜିଲ୍ଲା ଓଡାପଡା ବ୍ଲକ ସଦର ଥାନା ଅଞ୍ଚଳରେ ଘଟିଯାଇଛି ଅଭାବନୀୟ ଘଟଣା ।ଶୁକ୍ରଚାର ଦିନ ଅପରାହ୍ନରେ ଚାଇଁପୁର ଗ୍ରାମର କଣ୍ଠ ନାଏକ ଗଦାଶିଳା ଗ୍ରାମ ପଞ୍ଚାୟତ ନିକଟ ଝରଣା ବନ୍ଧକୁ ଗାଧେଇବାକୁ ଯାଇ ଆଉ ଫେରି ନଥିଲେ । ପରିବାର ଲୋକ ବହୁ ଖୋଜାଖୋଜି ପରେ ବନ୍ଧରେ ବୁଡି ଯାଇଥିବାବେଳେ ଉଦ୍ଧାର କରିଥିଲେ । ହେଲେ ବହୁ ବିଳମ୍ନ ହୋଇ ଯାଇଥିବାରୁ ବୃଦ୍ଧଙ୍କର ମୃତ୍ୟୁ ହୋଇଥିଲା । ମୃତ ବୃଦ୍ଧ କଣ୍ଠ ନାଏକ ବୋଲି ଜଣାପଡିଛି।ଘଟଣା ସ୍ଥଳରେ ଗଦାଶିଳା ଗ୍ରାମ ପଞ୍ଚାୟତ ସରପଞ୍ଚ, ଦୁଇ ନମ୍ବର ଜୋନ ଜିଲ୍ଲା ପରିଷଦ ପଂହଁଛି ଶବ ବ୍ୟବଛେଦ ପାଇଁ ଢେଙ୍କାନାଳ ଡାକ୍ତର ଖାନାକୁ ପଠାଇ ଦେଇଥିଲେ ।

3 hrs ago
user_Amani Sahoo
Amani Sahoo
ଢେଙ୍କାନାଳ ସଦର, ଢେଙ୍କାନାଳ, ଓଡ଼ିଶା•
3 hrs ago

ସଦର ଥାନା ଗଦାଶିଳା ପୋଖରୀକୁ ଗାଧୋଇବାକୁ ଯାଇ ବନ୍ଧରେ ବୁଡି ବୁଦ୍ଧ ମୃତ ଢେଙ୍କାନାଳ ଜିଲ୍ଲା ଓଡାପଡା ବ୍ଲକ ସଦର ଥାନା ଅଞ୍ଚଳରେ ଘଟିଯାଇଛି ଅଭାବନୀୟ ଘଟଣା ।ଶୁକ୍ରଚାର ଦିନ ଅପରାହ୍ନରେ ଚାଇଁପୁର ଗ୍ରାମର କଣ୍ଠ ନାଏକ ଗଦାଶିଳା ଗ୍ରାମ ପଞ୍ଚାୟତ ନିକଟ ଝରଣା ବନ୍ଧକୁ ଗାଧେଇବାକୁ ଯାଇ ଆଉ ଫେରି ନଥିଲେ । ପରିବାର ଲୋକ ବହୁ ଖୋଜାଖୋଜି ପରେ ବନ୍ଧରେ ବୁଡି ଯାଇଥିବାବେଳେ ଉଦ୍ଧାର କରିଥିଲେ । ହେଲେ ବହୁ ବିଳମ୍ନ ହୋଇ ଯାଇଥିବାରୁ ବୃଦ୍ଧଙ୍କର ମୃତ୍ୟୁ ହୋଇଥିଲା । ମୃତ ବୃଦ୍ଧ କଣ୍ଠ ନାଏକ ବୋଲି ଜଣାପଡିଛି।ଘଟଣା ସ୍ଥଳରେ ଗଦାଶିଳା ଗ୍ରାମ ପଞ୍ଚାୟତ ସରପଞ୍ଚ, ଦୁଇ ନମ୍ବର ଜୋନ ଜିଲ୍ଲା ପରିଷଦ ପଂହଁଛି ଶବ ବ୍ୟବଛେଦ ପାଇଁ ଢେଙ୍କାନାଳ ଡାକ୍ତର ଖାନାକୁ ପଠାଇ ଦେଇଥିଲେ ।

More news from Odisha and nearby areas
  • Post by Dhenkanal News
    1
    Post by Dhenkanal News
    user_Dhenkanal News
    Dhenkanal News
    Media company Dhenkanal Sadar, Odisha•
    16 hrs ago
  • ଚାଲିଥିବା ଯୁଦ୍ଧକୁ ନେଇ ଢେଙ୍କାନାଳ ଜିଲ୍ଲାରେ ଗ୍ୟାସ ସମସ୍ୟା ଦେଖା ଦେଇଛି । ଇନ୍ଧନ ଗ୍ୟାସ ମିଳୁନଥିବାରୁ ଗତ କିଛି ଦିନ ହେବ ଲୋକମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏଥିପାଇଁ ଏହାର ପ୍ରତିବାଦରେ ଜିଲ୍ଲା କଂଗ୍ରେସ ସଭାପତି ଛବି ରାଜ ବିଶ୍ୱାଳଙ୍କ ତତ୍ବାବଧାନରେ କଂଗ୍ରେସର ଜିଲ୍ଲାସ୍ତରୀୟ ନେତୃ ବୃନ୍ଦ ମାନଙ୍କ ସହ ଯୋଗରେ ଜିଲ୍ଲା କଂଗ୍ରେସ କାର୍ଯ୍ୟାଳୟଠାରୁ ଏକ ଶୋଭାଯାତ୍ରାରେ ଗ୍ୟାସ ଟାଙ୍କି ନେଇ ଆସି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ ଏବଂ ଶେଷରେ ଜିଲ୍ଲାପାଳଙ୍କୁ ଏକ ଦାବିପତ୍ର ପ୍ରଦାନ କରିଥିଲେ।
    1
    ଚାଲିଥିବା ଯୁଦ୍ଧକୁ ନେଇ ଢେଙ୍କାନାଳ ଜିଲ୍ଲାରେ ଗ୍ୟାସ ସମସ୍ୟା ଦେଖା ଦେଇଛି । ଇନ୍ଧନ ଗ୍ୟାସ ମିଳୁନଥିବାରୁ ଗତ କିଛି ଦିନ ହେବ ଲୋକମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏଥିପାଇଁ ଏହାର ପ୍ରତିବାଦରେ ଜିଲ୍ଲା କଂଗ୍ରେସ ସଭାପତି ଛବି ରାଜ ବିଶ୍ୱାଳଙ୍କ ତତ୍ବାବଧାନରେ କଂଗ୍ରେସର ଜିଲ୍ଲାସ୍ତରୀୟ ନେତୃ ବୃନ୍ଦ ମାନଙ୍କ ସହ ଯୋଗରେ ଜିଲ୍ଲା କଂଗ୍ରେସ କାର୍ଯ୍ୟାଳୟଠାରୁ ଏକ ଶୋଭାଯାତ୍ରାରେ ଗ୍ୟାସ ଟାଙ୍କି ନେଇ ଆସି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ ଏବଂ ଶେଷରେ ଜିଲ୍ଲାପାଳଙ୍କୁ ଏକ ଦାବିପତ୍ର ପ୍ରଦାନ କରିଥିଲେ।
    user_Amani Sahoo
    Amani Sahoo
    ଢେଙ୍କାନାଳ ସଦର, ଢେଙ୍କାନାଳ, ଓଡ଼ିଶା•
    20 hrs ago
  • ସ୍ୱର୍ଗତ ଶ୍ରୀକାନ୍ତ କୁମାର ମିଶ୍ରଙ୍କ ଦ୍ୱାଦଶାହ ଉପଲକ୍ଷେ ତାଙ୍କୁ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି।ଜଣାଇଲେ ଢେଙ୍କାନାଳ ବିଜେଡି ସାଧାରଣ ଲୋକଙ୍କ ପାଇଁ ତାଙ୍କର ନିଷ୍ଠା, ସମାଜ ପ୍ରତି ସମର୍ପଣ ଓ ସରଳ ଜୀବନ ଧାରା ସଦା ଆମ ସମସ୍ତଙ୍କ ପାଇଁ ପ୍ରେରଣା ହୋଇ ରହିବ। ତାଙ୍କର ଅନୁପସ୍ଥିତି ସମାଜ ଓ ଅଞ୍ଚଳ ପାଇଁ ଏକ ଅପୂରଣୀୟ କ୍ଷତି। ଆଜି ଏହି ଦ୍ୱାଦଶାହ ଅବସରରେ ଆମେ ସମସ୍ତେ ତାଙ୍କୁ ସ୍ମରଣ କରି ଭଗବାନଙ୍କ ନିକଟରେ ତାଙ୍କର ଆତ୍ମାର ଶାନ୍ତି କାମନା କରୁଛୁ। ପରମପିତା ପରମେଶ୍ୱର ତାଙ୍କର ଆତ୍ମାକୁ ଚିର ଶାନ୍ତି ଦିଅନ୍ତୁ। ଓଁ ଶାନ୍ତି… 🙏
    1
    ସ୍ୱର୍ଗତ ଶ୍ରୀକାନ୍ତ କୁମାର ମିଶ୍ରଙ୍କ ଦ୍ୱାଦଶାହ ଉପଲକ୍ଷେ ତାଙ୍କୁ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି।ଜଣାଇଲେ ଢେଙ୍କାନାଳ ବିଜେଡି 
ସାଧାରଣ ଲୋକଙ୍କ ପାଇଁ ତାଙ୍କର ନିଷ୍ଠା, ସମାଜ ପ୍ରତି ସମର୍ପଣ ଓ ସରଳ ଜୀବନ ଧାରା ସଦା ଆମ ସମସ୍ତଙ୍କ ପାଇଁ ପ୍ରେରଣା ହୋଇ ରହିବ। ତାଙ୍କର ଅନୁପସ୍ଥିତି ସମାଜ ଓ ଅଞ୍ଚଳ ପାଇଁ ଏକ ଅପୂରଣୀୟ କ୍ଷତି।
ଆଜି ଏହି ଦ୍ୱାଦଶାହ ଅବସରରେ ଆମେ ସମସ୍ତେ ତାଙ୍କୁ  ସ୍ମରଣ କରି ଭଗବାନଙ୍କ ନିକଟରେ ତାଙ୍କର ଆତ୍ମାର ଶାନ୍ତି କାମନା କରୁଛୁ।
ପରମପିତା ପରମେଶ୍ୱର ତାଙ୍କର ଆତ୍ମାକୁ ଚିର ଶାନ୍ତି ଦିଅନ୍ତୁ।
ଓଁ ଶାନ୍ତି… 🙏
    user_Tapasdas 6372788705
    Tapasdas 6372788705
    Gandia, Dhenkanal•
    11 hrs ago
  • ରାଜ୍ୟରେ ତମାଖୁ ସରକାର ବ୍ୟାନ୍ କରିଥିବା ବେଳେ, ବଜାରରେ ମନଇଚ୍ଛା ଦାମ୍ ବଢ଼ାଇ ତମାଖୁ ବିକ୍ରି କରାଯାଉଛି | ଫଳରେ ଗ୍ରାହକଙ୍କ ଉପରେ ଏହାର ବଡ଼ ପ୍ରଭାବ ପଡ଼ିବା ଦେଖିବାକୁ ମିଳିଛି | ତମାଖୁ ଯଦି ବ୍ୟାନ କରାଯାଇଛି ତେବେ ବଜାରରେ ମିଳୁଛି କିପରି ସେ ପୁଣି ଚଢ଼ା ଦରରେ ? ଏ ପ୍ରଶ୍ନ ଏବେ ସମଗ୍ର ରାଜ୍ୟରେ ଚର୍ଚ୍ଚା ହେଉଛି | ଭୁବନ, ଢ଼େଙ୍କାନାଳ, ଓଡ଼ିଶା #bhuban #dhenkanal #odisha
    1
    ରାଜ୍ୟରେ ତମାଖୁ ସରକାର ବ୍ୟାନ୍ କରିଥିବା ବେଳେ, ବଜାରରେ ମନଇଚ୍ଛା ଦାମ୍ ବଢ଼ାଇ ତମାଖୁ ବିକ୍ରି କରାଯାଉଛି | ଫଳରେ ଗ୍ରାହକଙ୍କ ଉପରେ ଏହାର ବଡ଼ ପ୍ରଭାବ ପଡ଼ିବା ଦେଖିବାକୁ ମିଳିଛି | ତମାଖୁ ଯଦି ବ୍ୟାନ କରାଯାଇଛି ତେବେ ବଜାରରେ ମିଳୁଛି କିପରି ସେ ପୁଣି ଚଢ଼ା ଦରରେ ? ଏ ପ୍ରଶ୍ନ ଏବେ ସମଗ୍ର ରାଜ୍ୟରେ ଚର୍ଚ୍ଚା ହେଉଛି |
ଭୁବନ, ଢ଼େଙ୍କାନାଳ, ଓଡ଼ିଶା 
#bhuban #dhenkanal #odisha
    user_Nanda Kishor Naik
    Nanda Kishor Naik
    ଭୁବନ, ଢେଙ୍କାନାଳ, ଓଡ଼ିଶା•
    23 hrs ago
  • ଆଜି ସମଗ୍ର ଦେଶ ଏବଂ ଆମ ରାଜ୍ୟ ଓଡିଶା ସର୍ବପରି ଢେଙ୍କାନାଳ ଜିଲ୍ଲା ଏବଂ ହିନ୍ଦୋଳ ନିର୍ବାଚନ ମଣ୍ଡଳୀ ଚାଷୀ ଭାଇ ଭଉଣୀ ମାନଙ୍କୁ ପ୍ରଧାନ ମନ୍ତ୍ରୀ କୃଷି ସହାୟତା ପ୍ରଦାନ କରାଯାଇଛି. ଏଥି ପାଇଁ ଅଂଚଳରେ ବେଶ ଚାଷୀ ଖୁସି.
    1
    ଆଜି ସମଗ୍ର ଦେଶ ଏବଂ ଆମ ରାଜ୍ୟ ଓଡିଶା ସର୍ବପରି ଢେଙ୍କାନାଳ ଜିଲ୍ଲା ଏବଂ ହିନ୍ଦୋଳ ନିର୍ବାଚନ ମଣ୍ଡଳୀ ଚାଷୀ ଭାଇ ଭଉଣୀ ମାନଙ୍କୁ ପ୍ରଧାନ ମନ୍ତ୍ରୀ କୃଷି ସହାୟତା ପ୍ରଦାନ କରାଯାଇଛି. ଏଥି ପାଇଁ ଅଂଚଳରେ ବେଶ ଚାଷୀ ଖୁସି.
    user_BIKRAM SAHU
    BIKRAM SAHU
    City Star ହିନ୍ଦୋଳ, ଢେଙ୍କାନାଳ, ଓଡ଼ିଶା•
    2 hrs ago
  • ମର୍ଦ୍ଦମେଖ ଅଞ୍ଚଳରେ ବିଦ୍ୟୁତ ତାର ଛିଡ଼ି ସର୍ଟ ସର୍କିଟ ହେବାରୁ ଚାଷଜମିରେ ଥିବା ଧାନଗଦାରେ ନିଆଁ ଲାଗି ଦୁଇ ଏକର ଧାନ ପୋଡ଼ି ନଷ୍ଟ। କୋଦଳା ଅଗ୍ନିଶମ ବାହିନୀ ନିଆଁକୁ ଆୟତ୍ତ କରିଥିବା ବେଳେ ଲକ୍ଷାଧିକ ଟଙ୍କାର କ୍ଷତି ହୋଇଛି।
    2
    ମର୍ଦ୍ଦମେଖ ଅଞ୍ଚଳରେ ବିଦ୍ୟୁତ ତାର ଛିଡ଼ି ସର୍ଟ ସର୍କିଟ ହେବାରୁ ଚାଷଜମିରେ ଥିବା ଧାନଗଦାରେ ନିଆଁ ଲାଗି ଦୁଇ ଏକର ଧାନ ପୋଡ଼ି ନଷ୍ଟ। କୋଦଳା ଅଗ୍ନିଶମ ବାହିନୀ ନିଆଁକୁ ଆୟତ୍ତ କରିଥିବା ବେଳେ ଲକ୍ଷାଧିକ ଟଙ୍କାର କ୍ଷତି ହୋଇଛି।
    user_Odisha khabar
    Odisha khabar
    Bhubaneswar (M.Corp.), Khordha•
    11 hrs ago
  • ଢେଙ୍କାନାଳ ପୁରୁଣା ଜିଲ୍ଲା ପରିଷଦ ହଲ ଠାରେ ପିଏମ୍ କିଷାନ ଉସବ ଦିବସ ଅନୁଷ୍ଠିତ ହେଇଛି ଆଭାସୀ ମାଧ୍ୟମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କରକମଳ ରେ ଓଡିଶାର 34 ଲକ୍ଷ ରୁ ଉର୍ଦ୍ଧ୍ଵ ଚାଷୀ ଭାଇ ଭଉଣୀ ଙ୍କୁ ୨୨ ତମ କିସ୍ତିରେ 684 କୋଟି ଟଙ୍କା ହସ୍ତାନ୍ତର କରିବେ ଆସନ ର ଗୁଆହାଟି ଠାରୁ ସେହିପରି ରାଜ୍ୟସ୍ତରୀୟ କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ମୋହନ ଚରଣ ମାଝୀ ମୁଖ୍ୟମନ୍ତ୍ରୀ ଙ୍କ ସହ କନକ ବର୍ଦ୍ଧନ ସିଂଦେଓ ଉପ ମୂଖ୍ୟ ମନ୍ତ୍ରୀ ଓଡ଼ିଶା ଯୋଗଦେବାର କାର୍ଯ୍ୟକ୍ରମ ଅର୍
    1
    ଢେଙ୍କାନାଳ ପୁରୁଣା ଜିଲ୍ଲା ପରିଷଦ ହଲ ଠାରେ ପିଏମ୍ କିଷାନ ଉସବ ଦିବସ ଅନୁଷ୍ଠିତ ହେଇଛି
ଆଭାସୀ ମାଧ୍ୟମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କରକମଳ ରେ ଓଡିଶାର 34 ଲକ୍ଷ ରୁ ଉର୍ଦ୍ଧ୍ଵ ଚାଷୀ ଭାଇ ଭଉଣୀ ଙ୍କୁ ୨୨ ତମ କିସ୍ତିରେ 684 କୋଟି ଟଙ୍କା ହସ୍ତାନ୍ତର  କରିବେ ଆସନ ର ଗୁଆହାଟି ଠାରୁ ସେହିପରି ରାଜ୍ୟସ୍ତରୀୟ  କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ମୋହନ ଚରଣ ମାଝୀ ମୁଖ୍ୟମନ୍ତ୍ରୀ ଙ୍କ ସହ କନକ ବର୍ଦ୍ଧନ ସିଂଦେଓ ଉପ ମୂଖ୍ୟ ମନ୍ତ୍ରୀ ଓଡ଼ିଶା ଯୋଗଦେବାର କାର୍ଯ୍ୟକ୍ରମ ଅର୍
    user_Dipak Kumar Nayak
    Dipak Kumar Nayak
    Voice of people Dhenkanal Sadar, Odisha•
    17 hrs ago
  • Post by Dhenkanal News
    1
    Post by Dhenkanal News
    user_Dhenkanal News
    Dhenkanal News
    Media company Dhenkanal Sadar, Odisha•
    18 hrs ago
  • ଢେଙ୍କାନାଳ ଜିଲ୍ଲା କପିଳାସ ଅଭୟାରଣ୍ୟ ଅଞ୍ଚଳ ବିରାଡିଆ ପୋଲିସ୍ ଫାଣ୍ଡି ନିକଟରୁ ଏକ ୧୨ ଫୁଟ୍ ଅହିରାଜ ଉଦ୍ଧାର କରାଯାଇଛି ।ଏହି ବିରାଟକାୟ ଅହିରାଜଟିକୁ ସ୍ଥାନୀୟ ଲୋଙ୍କମାନେ ଦେଖିଥିଲେ। ଏହି ଖବର ସାପ ଉଦ୍ଧାର କାରୀଦଳଙ୍କୁ ଦେଇଥିଲେ I ଖବର ପାଇ ସାପ ଉଦ୍ଧାର କାରୀ ଦଳର ସଦସ୍ୟ ସୋମ୍ୟଜୀତ୍ ରଥ, ସୂର୍ଯ୍ୟକାନ୍ତ ବେହେରା ଓ ଅନ୍ୟ ସାଥି ମାନେ ଘଟଣାସ୍ଥଳରେ ପହଞ୍ଚି ସୁରକ୍ଷିତ ଭାବେ ସାପ ଟିକୁ ଉଦ୍ଧାର କରିଥିଲେ । ବନ୍ୟ ବିଭାଗଙ୍କ ଅନୁମତି ନେଇ ସାପଟିକୁ କପିଳାସ ଅଭୟାରଣ୍ୟ ମଧ୍ୟରେ ଛଡ଼ାଦେଇଥିଲେ ବୋଲି ସୂଚନା ଦେଇଛନ୍ତି।
    1
    ଢେଙ୍କାନାଳ ଜିଲ୍ଲା କପିଳାସ ଅଭୟାରଣ୍ୟ ଅଞ୍ଚଳ ବିରାଡିଆ ପୋଲିସ୍ ଫାଣ୍ଡି ନିକଟରୁ ଏକ ୧୨ ଫୁଟ୍  ଅହିରାଜ ଉଦ୍ଧାର କରାଯାଇଛି ।ଏହି ବିରାଟକାୟ ଅହିରାଜଟିକୁ ସ୍ଥାନୀୟ ଲୋଙ୍କମାନେ ଦେଖିଥିଲେ। ଏହି ଖବର ସାପ ଉଦ୍ଧାର କାରୀଦଳଙ୍କୁ ଦେଇଥିଲେ I ଖବର ପାଇ ସାପ ଉଦ୍ଧାର କାରୀ ଦଳର ସଦସ୍ୟ ସୋମ୍ୟଜୀତ୍ ରଥ, ସୂର୍ଯ୍ୟକାନ୍ତ ବେହେରା ଓ ଅନ୍ୟ ସାଥି ମାନେ ଘଟଣାସ୍ଥଳରେ ପହଞ୍ଚି ସୁରକ୍ଷିତ ଭାବେ ସାପ ଟିକୁ ଉଦ୍ଧାର କରିଥିଲେ । ବନ୍ୟ ବିଭାଗଙ୍କ ଅନୁମତି ନେଇ ସାପଟିକୁ କପିଳାସ ଅଭୟାରଣ୍ୟ ମଧ୍ୟରେ ଛଡ଼ାଦେଇଥିଲେ ବୋଲି ସୂଚନା ଦେଇଛନ୍ତି।
    user_Amani Sahoo
    Amani Sahoo
    ଢେଙ୍କାନାଳ ସଦର, ଢେଙ୍କାନାଳ, ଓଡ଼ିଶା•
    22 hrs ago
View latest news on Shuru App
Download_Android
  • Terms & Conditions
  • Career
  • Privacy Policy
  • Blogs
Shuru, a product of Close App Private Limited.