logo
Shuru
Apke Nagar Ki App…
  • Latest News
  • News
  • Politics
  • Elections
  • Viral
  • Astrology
  • Horoscope in Hindi
  • Horoscope in English
  • Latest Political News
logo
Shuru
Apke Nagar Ki App…

ଆଜି ସମଗ୍ର ଦେଶ ଏବଂ ଆମ ରାଜ୍ୟ ଓଡିଶା ସର୍ବପରି ଢେଙ୍କାନାଳ ଜିଲ୍ଲା ଏବଂ ହିନ୍ଦୋଳ ନିର୍ବାଚନ ମଣ୍ଡଳୀ ଚାଷୀ ଭାଇ ଭଉଣୀ ମାନଙ୍କୁ ପ୍ରଧାନ ମନ୍ତ୍ରୀ କୃଷି ସହାୟତା ପ୍ରଦାନ କରାଯାଇଛି. ଏଥି ପାଇଁ ଅଂଚଳରେ ବେଶ ଚାଷୀ ଖୁସି.

2 hrs ago
user_BIKRAM SAHU
BIKRAM SAHU
City Star ହିନ୍ଦୋଳ, ଢେଙ୍କାନାଳ, ଓଡ଼ିଶା•
2 hrs ago

ଆଜି ସମଗ୍ର ଦେଶ ଏବଂ ଆମ ରାଜ୍ୟ ଓଡିଶା ସର୍ବପରି ଢେଙ୍କାନାଳ ଜିଲ୍ଲା ଏବଂ ହିନ୍ଦୋଳ ନିର୍ବାଚନ ମଣ୍ଡଳୀ ଚାଷୀ ଭାଇ ଭଉଣୀ ମାନଙ୍କୁ ପ୍ରଧାନ ମନ୍ତ୍ରୀ କୃଷି ସହାୟତା ପ୍ରଦାନ କରାଯାଇଛି. ଏଥି ପାଇଁ ଅଂଚଳରେ ବେଶ ଚାଷୀ ଖୁସି.

More news from ଓଡ଼ିଶା and nearby areas
  • ଆଜି ସମଗ୍ର ଦେଶ ଏବଂ ଆମ ରାଜ୍ୟ ଓଡିଶା ସର୍ବପରି ଢେଙ୍କାନାଳ ଜିଲ୍ଲା ଏବଂ ହିନ୍ଦୋଳ ନିର୍ବାଚନ ମଣ୍ଡଳୀ ଚାଷୀ ଭାଇ ଭଉଣୀ ମାନଙ୍କୁ ପ୍ରଧାନ ମନ୍ତ୍ରୀ କୃଷି ସହାୟତା ପ୍ରଦାନ କରାଯାଇଛି. ଏଥି ପାଇଁ ଅଂଚଳରେ ବେଶ ଚାଷୀ ଖୁସି.
    1
    ଆଜି ସମଗ୍ର ଦେଶ ଏବଂ ଆମ ରାଜ୍ୟ ଓଡିଶା ସର୍ବପରି ଢେଙ୍କାନାଳ ଜିଲ୍ଲା ଏବଂ ହିନ୍ଦୋଳ ନିର୍ବାଚନ ମଣ୍ଡଳୀ ଚାଷୀ ଭାଇ ଭଉଣୀ ମାନଙ୍କୁ ପ୍ରଧାନ ମନ୍ତ୍ରୀ କୃଷି ସହାୟତା ପ୍ରଦାନ କରାଯାଇଛି. ଏଥି ପାଇଁ ଅଂଚଳରେ ବେଶ ଚାଷୀ ଖୁସି.
    user_BIKRAM SAHU
    BIKRAM SAHU
    City Star ହିନ୍ଦୋଳ, ଢେଙ୍କାନାଳ, ଓଡ଼ିଶା•
    2 hrs ago
  • କନ୍ୟାଘର ଗାଁରେ ରକ୍ତର ନଦୀ ବୋହିଲା। ଗୋଡ଼ାଇ ଗୋଡ଼ାଇ ୧୧ ଜଣଙ୍କୁ ହାଣିଲେ ଦୃବୁତ । ବାହାଘର ବରଯାତ୍ରୀରେ ବର୍ ଗୁଣ୍ଡା ଧରି ଆସି ଗ୍ରାମରେ ଆତଙ୍କ ଖେଳାଇଛି ।ବାହାଘର ହୋଇଯିବା ବାଟରେ ରକ୍ତର ନଦୀ ବୁହାଇ ଝିଅକୁ ବାହାଘର ହୋଇଛି ବର। ଶାନ୍ତି ଗାଁରେ ଅଶାନ୍ତି ସୃଷ୍ଟି କରିଛି ବର। ଘଟଣାରୁ ପ୍ରକାଶ ଯେ ବଲାସିଂହା ପଞ୍ଚାୟତର ସୁରାବ ଗ୍ରାମର ତାଳସାହିର ନାଥ ନାୟକ ଙ୍କ ପୁଅ ଜିତେନ୍ଦ୍ର ନାୟକଙ୍କ ଭାଗଲାକଟା ଗ୍ରାମର ଗୋଲାପ ନାୟକଙ୍କ ଝିଅ ଆରତୀ ନାୟକଙ୍କୁ ବିବାହ ପାଇଁ ବରଯାତ୍ରୀ ନେଇ ସାଙ୍ଗ ସାଥୀ ଭାଇ କୁଟୁମ୍ ନେଇ କନ୍ୟା ଘର ଗାଁକୁ ୧୦ ରୁ ଉର୍ଦ୍ଧ ଗୁଣ୍ଡା ନେଇ ଗାଁକୁ ଆସି ଆତଙ୍କ ଖେଳାଇଛନ୍ତି ବରପକ୍ଷ।ବୈକୁଣ୍ଠ ନାଥ ବେହେରା ,ବିଭୂତି କିଶୋର ବେହେରା ,ରାଜ କିଶୋର ବେହେରା ତିନି ଭାଇକୁ ଜୀବନରୁ ମାରିଦେବା ପାଇଁ ଗୁଣ୍ଡା ଆଣିଥିଲା ବର। ପ୍ରସେଶନ ଅଧାରେ ତାଙ୍କୁ ମାରିବାକୁ ହୋଇଥିଲା ଷଡ଼ଯନ୍ତ୍ର। ପ୍ରେସେଶନ ଅଧାରେ ଆତଙ୍କ ଖେଳାଇ ମାଉଜର ଭୁଜାଲି ଛୁରୀରେ ଆକ୍ରମଣ କରି କନ୍ୟା ଘର ନିକଟରେ ରକ୍ତର ନଦୀ ବୁହାଇଦେଲେ ବର ପକ୍ଷର ଗୁଣ୍ଡା। ଏହାକୁ ଦେଖି ଗ୍ରାମବାସି ବିରୋଧ କରିବାରୁ ଗ୍ରାମବାସୀଙ୍କୁ ଜୀବନରୁ ମାରିଦେବା ଉଦ୍ୟମ କରି ଘଟଣା ସ୍ଥଳରୁ ଫେରାର ମାରିଲେ ଅପରାଧୀ ଗ୍ରାମର ୮ଜଣଙ୍କୁ ହାଣି ପକାଇ ମୁଣ୍ଡ ହାଣ୍ଡିଆ ଫଟାଇ ଦେଲେ। ତିନି ଭାଇଙ୍କ ଅବସ୍ଥା ସଙ୍କଟାପନ୍ନ ଥିବା ସୂଚନା ମିଳିଛି। ଏ ନେଇ ଗ୍ରାମବାସୀ ପକ୍ଷରୁ ଛେଣ୍ଡିପଦା ଥାନାରେ ଲିଖିତ ଅଭିଯୋଗ ପରେ ବର ପକ୍ଷରୁ ୪ରୁ ଉର୍ଦ୍ଧ ବ୍ୟକ୍ତିଙ୍କୁ ଅଟକ ରଖି ପୋଲିସ ପଚରାଉଚରା ଜାରି ରଖିଛି
    1
    କନ୍ୟାଘର ଗାଁରେ ରକ୍ତର ନଦୀ ବୋହିଲା। ଗୋଡ଼ାଇ ଗୋଡ଼ାଇ ୧୧ ଜଣଙ୍କୁ ହାଣିଲେ ଦୃବୁତ । ବାହାଘର ବରଯାତ୍ରୀରେ ବର୍ ଗୁଣ୍ଡା ଧରି ଆସି  ଗ୍ରାମରେ ଆତଙ୍କ ଖେଳାଇଛି ।ବାହାଘର ହୋଇଯିବା ବାଟରେ ରକ୍ତର ନଦୀ ବୁହାଇ ଝିଅକୁ ବାହାଘର ହୋଇଛି ବର। ଶାନ୍ତି ଗାଁରେ ଅଶାନ୍ତି ସୃଷ୍ଟି କରିଛି ବର। ଘଟଣାରୁ ପ୍ରକାଶ ଯେ ବଲାସିଂହା ପଞ୍ଚାୟତର ସୁରାବ ଗ୍ରାମର ତାଳସାହିର ନାଥ ନାୟକ ଙ୍କ ପୁଅ ଜିତେନ୍ଦ୍ର ନାୟକଙ୍କ ଭାଗଲାକଟା ଗ୍ରାମର ଗୋଲାପ ନାୟକଙ୍କ ଝିଅ ଆରତୀ ନାୟକଙ୍କୁ ବିବାହ ପାଇଁ ବରଯାତ୍ରୀ ନେଇ ସାଙ୍ଗ ସାଥୀ ଭାଇ କୁଟୁମ୍ ନେଇ କନ୍ୟା ଘର ଗାଁକୁ ୧୦ ରୁ ଉର୍ଦ୍ଧ ଗୁଣ୍ଡା ନେଇ ଗାଁକୁ ଆସି ଆତଙ୍କ ଖେଳାଇଛନ୍ତି ବରପକ୍ଷ।ବୈକୁଣ୍ଠ ନାଥ ବେହେରା ,ବିଭୂତି କିଶୋର ବେହେରା ,ରାଜ କିଶୋର ବେହେରା ତିନି ଭାଇକୁ ଜୀବନରୁ ମାରିଦେବା ପାଇଁ ଗୁଣ୍ଡା ଆଣିଥିଲା ବର। ପ୍ରସେଶନ ଅଧାରେ ତାଙ୍କୁ ମାରିବାକୁ ହୋଇଥିଲା ଷଡ଼ଯନ୍ତ୍ର। ପ୍ରେସେଶନ ଅଧାରେ ଆତଙ୍କ ଖେଳାଇ ମାଉଜର ଭୁଜାଲି ଛୁରୀରେ ଆକ୍ରମଣ କରି କନ୍ୟା ଘର ନିକଟରେ ରକ୍ତର ନଦୀ ବୁହାଇଦେଲେ ବର ପକ୍ଷର ଗୁଣ୍ଡା। ଏହାକୁ ଦେଖି ଗ୍ରାମବାସି ବିରୋଧ କରିବାରୁ ଗ୍ରାମବାସୀଙ୍କୁ ଜୀବନରୁ ମାରିଦେବା ଉଦ୍ୟମ କରି ଘଟଣା ସ୍ଥଳରୁ ଫେରାର ମାରିଲେ ଅପରାଧୀ ଗ୍ରାମର ୮ଜଣଙ୍କୁ ହାଣି ପକାଇ ମୁଣ୍ଡ ହାଣ୍ଡିଆ ଫଟାଇ ଦେଲେ। ତିନି ଭାଇଙ୍କ ଅବସ୍ଥା ସଙ୍କଟାପନ୍ନ ଥିବା ସୂଚନା ମିଳିଛି। ଏ ନେଇ ଗ୍ରାମବାସୀ ପକ୍ଷରୁ ଛେଣ୍ଡିପଦା ଥାନାରେ ଲିଖିତ ଅଭିଯୋଗ ପରେ ବର ପକ୍ଷରୁ ୪ରୁ ଉର୍ଦ୍ଧ ବ୍ୟକ୍ତିଙ୍କୁ ଅଟକ ରଖି ପୋଲିସ ପଚରାଉଚରା ଜାରି ରଖିଛି
    user_Ashis Kumar Malua
    Ashis Kumar Malua
    ସାମ୍ବାଦିକ ଅନୁଗୁଳ, ଅନୁଗୁଳ, ଓଡ଼ିଶା•
    12 hrs ago
  • Post by Dipak Kumar Nayak
    1
    Post by Dipak Kumar Nayak
    user_Dipak Kumar Nayak
    Dipak Kumar Nayak
    Voice of people Dhenkanal Sadar, Odisha•
    24 min ago
  • ଢେଙ୍କାନାଳ ଜିଲ୍ଲା ଓଡାପଡା ବ୍ଲକ ସଦର ଥାନା ଅଞ୍ଚଳରେ ଘଟିଯାଇଛି ଅଭାବନୀୟ ଘଟଣା ।ଶୁକ୍ରଚାର ଦିନ ଅପରାହ୍ନରେ ଚାଇଁପୁର ଗ୍ରାମର କଣ୍ଠ ନାଏକ ଗଦାଶିଳା ଗ୍ରାମ ପଞ୍ଚାୟତ ନିକଟ ଝରଣା ବନ୍ଧକୁ ଗାଧେଇବାକୁ ଯାଇ ଆଉ ଫେରି ନଥିଲେ । ପରିବାର ଲୋକ ବହୁ ଖୋଜାଖୋଜି ପରେ ବନ୍ଧରେ ବୁଡି ଯାଇଥିବାବେଳେ ଉଦ୍ଧାର କରିଥିଲେ । ହେଲେ ବହୁ ବିଳମ୍ନ ହୋଇ ଯାଇଥିବାରୁ ବୃଦ୍ଧଙ୍କର ମୃତ୍ୟୁ ହୋଇଥିଲା । ମୃତ ବୃଦ୍ଧ କଣ୍ଠ ନାଏକ ବୋଲି ଜଣାପଡିଛି।ଘଟଣା ସ୍ଥଳରେ ଗଦାଶିଳା ଗ୍ରାମ ପଞ୍ଚାୟତ ସରପଞ୍ଚ, ଦୁଇ ନମ୍ବର ଜୋନ ଜିଲ୍ଲା ପରିଷଦ ପଂହଁଛି ଶବ ବ୍ୟବଛେଦ ପାଇଁ ଢେଙ୍କାନାଳ ଡାକ୍ତର ଖାନାକୁ ପଠାଇ ଦେଇଥିଲେ ।
    1
    ଢେଙ୍କାନାଳ ଜିଲ୍ଲା ଓଡାପଡା ବ୍ଲକ ସଦର ଥାନା ଅଞ୍ଚଳରେ ଘଟିଯାଇଛି ଅଭାବନୀୟ ଘଟଣା ।ଶୁକ୍ରଚାର ଦିନ ଅପରାହ୍ନରେ ଚାଇଁପୁର ଗ୍ରାମର କଣ୍ଠ ନାଏକ ଗଦାଶିଳା ଗ୍ରାମ ପଞ୍ଚାୟତ ନିକଟ ଝରଣା ବନ୍ଧକୁ ଗାଧେଇବାକୁ ଯାଇ ଆଉ ଫେରି ନଥିଲେ । ପରିବାର ଲୋକ ବହୁ ଖୋଜାଖୋଜି ପରେ ବନ୍ଧରେ ବୁଡି ଯାଇଥିବାବେଳେ ଉଦ୍ଧାର କରିଥିଲେ । ହେଲେ ବହୁ ବିଳମ୍ନ ହୋଇ ଯାଇଥିବାରୁ ବୃଦ୍ଧଙ୍କର ମୃତ୍ୟୁ ହୋଇଥିଲା । ମୃତ ବୃଦ୍ଧ କଣ୍ଠ ନାଏକ ବୋଲି ଜଣାପଡିଛି।ଘଟଣା ସ୍ଥଳରେ ଗଦାଶିଳା ଗ୍ରାମ ପଞ୍ଚାୟତ ସରପଞ୍ଚ, ଦୁଇ ନମ୍ବର ଜୋନ ଜିଲ୍ଲା ପରିଷଦ ପଂହଁଛି ଶବ ବ୍ୟବଛେଦ ପାଇଁ ଢେଙ୍କାନାଳ ଡାକ୍ତର ଖାନାକୁ ପଠାଇ ଦେଇଥିଲେ ।
    user_Amani Sahoo
    Amani Sahoo
    ଢେଙ୍କାନାଳ ସଦର, ଢେଙ୍କାନାଳ, ଓଡ଼ିଶା•
    3 hrs ago
  • Post by Dhenkanal News
    1
    Post by Dhenkanal News
    user_Dhenkanal News
    Dhenkanal News
    Media company Dhenkanal Sadar, Odisha•
    11 hrs ago
  • Post by ଜାଗ୍ରତ ନିୟୁଜ
    1
    Post by ଜାଗ୍ରତ ନିୟୁଜ
    user_ଜାଗ୍ରତ ନିୟୁଜ
    ଜାଗ୍ରତ ନିୟୁଜ
    Dyeworks ଇଟାମାଟି, ନୟାଗଡ଼, ଓଡ଼ିଶା•
    2 hrs ago
  • #LPG ର ଅଭାବ ନାହିଁ କିନ୍ତୁ ଲୋକଙ୍କୁ ଆମେ ଦେବୁ ନାହିଁ। #ଜନତାଙ୍କ_ସରକାରଙ୍କୁ_ପ୍ରଶ୍ନ:- 🗣️🗣️🗣️🗣️ #ଜବାବ_ମାଗୁଛି_ଜନତା 👉 ଯଦି ଗ୍ୟାସ ଅଭାବ ନାହିଁ ତେବେ ଗ୍ୟାସ ଦର ବୃଦ୍ଧି କାହିଁକି କରିଲେ? ❌❌❌❌❌❌❌❌ 👉 ପୂର୍ବରୁ ଯେଉଁ ନିୟମ ଥିଲା ଗୋଟିଏ ମାସରେ ଜଣେ ଚାହିଁଲେ ଗୋଟିଏ ସିଲିଣ୍ଡର ନେଇ ପାରିବ ସେ ନିୟମରେ ପରିବର୍ତ୍ତନ କରି ସମୟକୁ ଦୁଇ ମାସ କାହିଁକି କରିଲେ? ❌❌❌❌❌❌❌❌ 👉 ଯଦି ଗ୍ୟାସ ଅଭାବ ନାହିଁ ଲୋକ କାହିଁକି ଗ୍ୟାସ ଏଜେନ୍ସୀରେ ଲମ୍ବା ଲାଇନ୍ ଲଗାଇଛନ୍ତି? ❌❌❌❌❌❌ 👉 ପ୍ରଧାନମନ୍ତ୍ରୀଙ୍କ ଜ୍ଞାନକୌଶଳ କାହିଁକି ଉପଯୋଗ କରାଯାଉ ନାହିଁ? ଆମ ଦେଶରେ ତ ନାଳ ନର୍ଦ୍ଦମା ଅଭାବ ନାହିଁ?😬😬😬😬 ❌❌❌❌❌❌
    1
    #LPG ର ଅଭାବ ନାହିଁ କିନ୍ତୁ ଲୋକଙ୍କୁ ଆମେ ଦେବୁ ନାହିଁ।
#ଜନତାଙ୍କ_ସରକାରଙ୍କୁ_ପ୍ରଶ୍ନ:- 🗣️🗣️🗣️🗣️
#ଜବାବ_ମାଗୁଛି_ଜନତା 
👉 ଯଦି ଗ୍ୟାସ ଅଭାବ ନାହିଁ ତେବେ  ଗ୍ୟାସ ଦର ବୃଦ୍ଧି କାହିଁକି କରିଲେ?
❌❌❌❌❌❌❌❌
👉 ପୂର୍ବରୁ ଯେଉଁ ନିୟମ ଥିଲା ଗୋଟିଏ ମାସରେ ଜଣେ ଚାହିଁଲେ ଗୋଟିଏ ସିଲିଣ୍ଡର ନେଇ ପାରିବ ସେ ନିୟମରେ ପରିବର୍ତ୍ତନ କରି ସମୟକୁ ଦୁଇ ମାସ କାହିଁକି କରିଲେ?
❌❌❌❌❌❌❌❌
👉 ଯଦି ଗ୍ୟାସ ଅଭାବ ନାହିଁ ଲୋକ କାହିଁକି ଗ୍ୟାସ ଏଜେନ୍ସୀରେ ଲମ୍ବା ଲାଇନ୍ ଲଗାଇଛନ୍ତି?
❌❌❌❌❌❌
👉 ପ୍ରଧାନମନ୍ତ୍ରୀଙ୍କ ଜ୍ଞାନକୌଶଳ କାହିଁକି ଉପଯୋଗ କରାଯାଉ ନାହିଁ? ଆମ ଦେଶରେ ତ ନାଳ ନର୍ଦ୍ଦମା ଅଭାବ ନାହିଁ?😬😬😬😬
❌❌❌❌❌❌
    user_Tapasdas 6372788705
    Tapasdas 6372788705
    Gandia, Dhenkanal•
    35 min ago
  • ବିଳମ୍ବିତ ରାତି ରେ ଅନୁଗୁଳ ଜିଲ୍ଲା ଖମାର ଥାନା ଅନ୍ତର୍ଗତ ବାଲିପଶି ଛକ ନିକଟ ଜାତୀୟରାଜପଥ 149 ରେ ଭାରସାମ୍ୟ ହରାଇ ଏକ ପିଚୁ ବୋଝେଇ ଟ୍ୟାଙ୍କର ଓଲଟି ପଡିଥିଲା, ଦୃଘଟଣା ପରେ ଟ୍ୟାଙ୍କର ରେ ସର୍ଟସର୍କିଟ ହୋଇ ଟ୍ୟାଙ୍କର ଟି ସମ୍ପୂର୍ଣ ଜଳି ଯାଇଥିଲା, ଅଗ୍ନିକାଣ୍ଡ ଏତେ ଭୟଙ୍କର ଥିଲା ଯେ ଦୃଘଟଣାଗ୍ରସ୍ଥ ଟ୍ୟାଙ୍କର ମଧ୍ୟରୁ ଡ୍ରାଇଭର ବାହାରି ନପାରି ଜିଅନ୍ତା ଜଳିଯାଥିଲେ I ଟ୍ୟାଙ୍କର ଟି ତାଳଚେର ପଟୁ ପାଲଲହଡା ପଟକୁ ଯାଉଥିବା ଜଣାପଡିଛି I ଖବର ପାଇ ଖମାର ପୋଲିସ ଏବଂ ପାଲଲହଡା ଅଗ୍ନିଶମ ବିଭାଗ ଘଟଣାସ୍ଥଳ ରେ ପହଞ୍ଚି ଟ୍ୟାଙ୍କର ମଧ୍ୟରୁ ଡ୍ରାଇଭର ଙ୍କ ମୃତଦେହ କୁ ଉଦ୍ଧାର କରି ପାଲଲହଡା ଉପଖଣ୍ଡ ଚିକିତ୍ସାଳୟ କୁ ପଠାଇଛି ଏବଂ ଘଟଣା ର ଅଧିକ ଦତନ୍ତ ଜାରି ରଖିଛି I
    1
    ବିଳମ୍ବିତ ରାତି ରେ ଅନୁଗୁଳ ଜିଲ୍ଲା ଖମାର ଥାନା ଅନ୍ତର୍ଗତ ବାଲିପଶି ଛକ ନିକଟ ଜାତୀୟରାଜପଥ 149 ରେ ଭାରସାମ୍ୟ ହରାଇ ଏକ ପିଚୁ ବୋଝେଇ ଟ୍ୟାଙ୍କର ଓଲଟି ପଡିଥିଲା, ଦୃଘଟଣା ପରେ ଟ୍ୟାଙ୍କର ରେ ସର୍ଟସର୍କିଟ ହୋଇ  ଟ୍ୟାଙ୍କର ଟି ସମ୍ପୂର୍ଣ ଜଳି ଯାଇଥିଲା, ଅଗ୍ନିକାଣ୍ଡ ଏତେ ଭୟଙ୍କର ଥିଲା ଯେ ଦୃଘଟଣାଗ୍ରସ୍ଥ ଟ୍ୟାଙ୍କର ମଧ୍ୟରୁ ଡ୍ରାଇଭର ବାହାରି ନପାରି ଜିଅନ୍ତା ଜଳିଯାଥିଲେ I ଟ୍ୟାଙ୍କର ଟି ତାଳଚେର ପଟୁ ପାଲଲହଡା ପଟକୁ ଯାଉଥିବା ଜଣାପଡିଛି I ଖବର ପାଇ ଖମାର ପୋଲିସ ଏବଂ ପାଲଲହଡା ଅଗ୍ନିଶମ ବିଭାଗ ଘଟଣାସ୍ଥଳ ରେ ପହଞ୍ଚି ଟ୍ୟାଙ୍କର ମଧ୍ୟରୁ ଡ୍ରାଇଭର ଙ୍କ ମୃତଦେହ କୁ ଉଦ୍ଧାର କରି ପାଲଲହଡା ଉପଖଣ୍ଡ ଚିକିତ୍ସାଳୟ କୁ ପଠାଇଛି ଏବଂ ଘଟଣା ର ଅଧିକ ଦତନ୍ତ ଜାରି ରଖିଛି I
    user_Ashis Kumar Malua
    Ashis Kumar Malua
    ସାମ୍ବାଦିକ ଅନୁଗୁଳ, ଅନୁଗୁଳ, ଓଡ଼ିଶା•
    12 hrs ago
View latest news on Shuru App
Download_Android
  • Terms & Conditions
  • Career
  • Privacy Policy
  • Blogs
Shuru, a product of Close App Private Limited.