Shuru
Apke Nagar Ki App…
LPG ର ଅଭାବ ନାହିଁ କିନ୍ତୁ ଲୋକଙ୍କୁ ଆମେ ଦେବୁ ନାହିଁ।ଜବାବ_ମାଗୁଛି_ଜନତା 👉 ଯଦି ଗ୍ୟାସ ଅଭାବ ନାହିଁ ତେବେ ଗ୍ୟାସ ଦର ବୃଦ୍ଧି କାହିଁକି କରିଲେ? #LPG ର ଅଭାବ ନାହିଁ କିନ୍ତୁ ଲୋକଙ୍କୁ ଆମେ ଦେବୁ ନାହିଁ। #ଜନତାଙ୍କ_ସରକାରଙ୍କୁ_ପ୍ରଶ୍ନ:- 🗣️🗣️🗣️🗣️ #ଜବାବ_ମାଗୁଛି_ଜନତା 👉 ଯଦି ଗ୍ୟାସ ଅଭାବ ନାହିଁ ତେବେ ଗ୍ୟାସ ଦର ବୃଦ୍ଧି କାହିଁକି କରିଲେ? ❌❌❌❌❌❌❌❌ 👉 ପୂର୍ବରୁ ଯେଉଁ ନିୟମ ଥିଲା ଗୋଟିଏ ମାସରେ ଜଣେ ଚାହିଁଲେ ଗୋଟିଏ ସିଲିଣ୍ଡର ନେଇ ପାରିବ ସେ ନିୟମରେ ପରିବର୍ତ୍ତନ କରି ସମୟକୁ ଦୁଇ ମାସ କାହିଁକି କରିଲେ? ❌❌❌❌❌❌❌❌ 👉 ଯଦି ଗ୍ୟାସ ଅଭାବ ନାହିଁ ଲୋକ କାହିଁକି ଗ୍ୟାସ ଏଜେନ୍ସୀରେ ଲମ୍ବା ଲାଇନ୍ ଲଗାଇଛନ୍ତି? ❌❌❌❌❌❌ 👉 ପ୍ରଧାନମନ୍ତ୍ରୀଙ୍କ ଜ୍ଞାନକୌଶଳ କାହିଁକି ଉପଯୋଗ କରାଯାଉ ନାହିଁ? ଆମ ଦେଶରେ ତ ନାଳ ନର୍ଦ୍ଦମା ଅଭାବ ନାହିଁ?😬😬😬😬 ❌❌❌❌❌❌
Tapasdas 6372788705

More news from Dhenkanal and nearby areas
- #LPG ର ଅଭାବ ନାହିଁ କିନ୍ତୁ ଲୋକଙ୍କୁ ଆମେ ଦେବୁ ନାହିଁ। #ଜନତାଙ୍କ_ସରକାରଙ୍କୁ_ପ୍ରଶ୍ନ:- 🗣️🗣️🗣️🗣️ #ଜବାବ_ମାଗୁଛି_ଜନତା 👉 ଯଦି ଗ୍ୟାସ ଅଭାବ ନାହିଁ ତେବେ ଗ୍ୟାସ ଦର ବୃଦ୍ଧି କାହିଁକି କରିଲେ? ❌❌❌❌❌❌❌❌ 👉 ପୂର୍ବରୁ ଯେଉଁ ନିୟମ ଥିଲା ଗୋଟିଏ ମାସରେ ଜଣେ ଚାହିଁଲେ ଗୋଟିଏ ସିଲିଣ୍ଡର ନେଇ ପାରିବ ସେ ନିୟମରେ ପରିବର୍ତ୍ତନ କରି ସମୟକୁ ଦୁଇ ମାସ କାହିଁକି କରିଲେ? ❌❌❌❌❌❌❌❌ 👉 ଯଦି ଗ୍ୟାସ ଅଭାବ ନାହିଁ ଲୋକ କାହିଁକି ଗ୍ୟାସ ଏଜେନ୍ସୀରେ ଲମ୍ବା ଲାଇନ୍ ଲଗାଇଛନ୍ତି? ❌❌❌❌❌❌ 👉 ପ୍ରଧାନମନ୍ତ୍ରୀଙ୍କ ଜ୍ଞାନକୌଶଳ କାହିଁକି ଉପଯୋଗ କରାଯାଉ ନାହିଁ? ଆମ ଦେଶରେ ତ ନାଳ ନର୍ଦ୍ଦମା ଅଭାବ ନାହିଁ?😬😬😬😬 ❌❌❌❌❌❌1
- Post by Dipak Kumar Nayak1
- ଯୁଦ୍ଧ ପାଇଁ ବିଜେଡ଼ିର ଇସ୍ତାର ପାର୍ଟି ବନ୍ଦ | ଦୁଃଖ ପ୍ରକାଶ କଲେ ନବୀନ ଭୁବନେଶ୍ବର, ଓଡ଼ିଶା #bhubaneswar #odisha1
- ଢେଙ୍କାନାଳ ଜିଲ୍ଲା ଓଡାପଡା ବ୍ଲକ ସଦର ଥାନା ଅଞ୍ଚଳରେ ଘଟିଯାଇଛି ଅଭାବନୀୟ ଘଟଣା ।ଶୁକ୍ରଚାର ଦିନ ଅପରାହ୍ନରେ ଚାଇଁପୁର ଗ୍ରାମର କଣ୍ଠ ନାଏକ ଗଦାଶିଳା ଗ୍ରାମ ପଞ୍ଚାୟତ ନିକଟ ଝରଣା ବନ୍ଧକୁ ଗାଧେଇବାକୁ ଯାଇ ଆଉ ଫେରି ନଥିଲେ । ପରିବାର ଲୋକ ବହୁ ଖୋଜାଖୋଜି ପରେ ବନ୍ଧରେ ବୁଡି ଯାଇଥିବାବେଳେ ଉଦ୍ଧାର କରିଥିଲେ । ହେଲେ ବହୁ ବିଳମ୍ନ ହୋଇ ଯାଇଥିବାରୁ ବୃଦ୍ଧଙ୍କର ମୃତ୍ୟୁ ହୋଇଥିଲା । ମୃତ ବୃଦ୍ଧ କଣ୍ଠ ନାଏକ ବୋଲି ଜଣାପଡିଛି।ଘଟଣା ସ୍ଥଳରେ ଗଦାଶିଳା ଗ୍ରାମ ପଞ୍ଚାୟତ ସରପଞ୍ଚ, ଦୁଇ ନମ୍ବର ଜୋନ ଜିଲ୍ଲା ପରିଷଦ ପଂହଁଛି ଶବ ବ୍ୟବଛେଦ ପାଇଁ ଢେଙ୍କାନାଳ ଡାକ୍ତର ଖାନାକୁ ପଠାଇ ଦେଇଥିଲେ ।1
- Post by Dhenkanal News1
- ଏ ହେଉଛି କଟକ ଏସସିବି ମେଡିକାଲର ଦୃଶ୍ୟ। ଆଇସିୟୁ ରୁ ୱାର୍ଡ କୁ ନେବା ପାଇଁ ଆସିଲାନି ବ୍ୟାଟେରୀ ଗାଡ଼ି। ବୁହା ହେଇଗଲା ରୋଗୀ। ସୂଚନା ମୁତାବକ, ଆଇସିୟୁ ରୁ ୱାର୍ଡ କୁ ନେବା ପାଇଁ ଉପଲବ୍ଧ ଥିବା ବ୍ୟାଟେରୀ ଗାଡିକୁ ରୋଗୀଙ୍କ ସମ୍ପର୍କୀୟ ବାରମ୍ବାର ଫୋନ କରିଥିଲେ ମଧ୍ୟ ବ୍ୟାଟେରୀ ଗାଡ଼ି ଆସିବାରେ ବିଳମ୍ବ ହୋଇଥିଲା। ଯାହା ପରେ ରୋଗୀଙ୍କ ସମ୍ପର୍କୀୟ ଷ୍ଟେଚର୍ ସାହାର୍ଯ୍ୟରେ ଟେକି ଟେକି ୱାର୍ଡକୁ ନେଇକି ଯିବାର ଦେଖିବାକୁ ମିଳିଛି।1
- Post by Aritkumar Mohapatra4
- ଢେଙ୍କାନାଳ କପିଳାସ କୁ ଗଲା ବିରାଟକାୟ ଅହିରାଜ ବିରାଡ଼ିଆ ଫାଣ୍ଡି ନିକଟରୁ ଏହା ସ୍ନକେ ହେଲ୍ପଲାଇନ ଦ୍ୱାରା ଏହା ସମ୍ଭବ ବୋଲି ସୂଚନା1