logo
Shuru
Apke Nagar Ki App…
  • Latest News
  • News
  • Politics
  • Elections
  • Viral
  • Astrology
  • Horoscope in Hindi
  • Horoscope in English
  • Latest Political News
logo
Shuru
Apke Nagar Ki App…

ବାହାଘର ପାଲଟିଲା ରଣ କ୍ଷେତ୍ର । ରକ୍ତର ନଦୀ ରେ ବାହାଘର ହେଲା ବର କନ୍ୟାଘର ଗାଁରେ ରକ୍ତର ନଦୀ ବୋହିଲା। ଗୋଡ଼ାଇ ଗୋଡ଼ାଇ ୧୧ ଜଣଙ୍କୁ ହାଣିଲେ ଦୃବୁତ । ବାହାଘର ବରଯାତ୍ରୀରେ ବର୍ ଗୁଣ୍ଡା ଧରି ଆସି ଗ୍ରାମରେ ଆତଙ୍କ ଖେଳାଇଛି ।ବାହାଘର ହୋଇଯିବା ବାଟରେ ରକ୍ତର ନଦୀ ବୁହାଇ ଝିଅକୁ ବାହାଘର ହୋଇଛି ବର। ଶାନ୍ତି ଗାଁରେ ଅଶାନ୍ତି ସୃଷ୍ଟି କରିଛି ବର। ଘଟଣାରୁ ପ୍ରକାଶ ଯେ ବଲାସିଂହା ପଞ୍ଚାୟତର ସୁରାବ ଗ୍ରାମର ତାଳସାହିର ନାଥ ନାୟକ ଙ୍କ ପୁଅ ଜିତେନ୍ଦ୍ର ନାୟକଙ୍କ ଭାଗଲାକଟା ଗ୍ରାମର ଗୋଲାପ ନାୟକଙ୍କ ଝିଅ ଆରତୀ ନାୟକଙ୍କୁ ବିବାହ ପାଇଁ ବରଯାତ୍ରୀ ନେଇ ସାଙ୍ଗ ସାଥୀ ଭାଇ କୁଟୁମ୍ ନେଇ କନ୍ୟା ଘର ଗାଁକୁ ୧୦ ରୁ ଉର୍ଦ୍ଧ ଗୁଣ୍ଡା ନେଇ ଗାଁକୁ ଆସି ଆତଙ୍କ ଖେଳାଇଛନ୍ତି ବରପକ୍ଷ।ବୈକୁଣ୍ଠ ନାଥ ବେହେରା ,ବିଭୂତି କିଶୋର ବେହେରା ,ରାଜ କିଶୋର ବେହେରା ତିନି ଭାଇକୁ ଜୀବନରୁ ମାରିଦେବା ପାଇଁ ଗୁଣ୍ଡା ଆଣିଥିଲା ବର। ପ୍ରସେଶନ ଅଧାରେ ତାଙ୍କୁ ମାରିବାକୁ ହୋଇଥିଲା ଷଡ଼ଯନ୍ତ୍ର। ପ୍ରେସେଶନ ଅଧାରେ ଆତଙ୍କ ଖେଳାଇ ମାଉଜର ଭୁଜାଲି ଛୁରୀରେ ଆକ୍ରମଣ କରି କନ୍ୟା ଘର ନିକଟରେ ରକ୍ତର ନଦୀ ବୁହାଇଦେଲେ ବର ପକ୍ଷର ଗୁଣ୍ଡା। ଏହାକୁ ଦେଖି ଗ୍ରାମବାସି ବିରୋଧ କରିବାରୁ ଗ୍ରାମବାସୀଙ୍କୁ ଜୀବନରୁ ମାରିଦେବା ଉଦ୍ୟମ କରି ଘଟଣା ସ୍ଥଳରୁ ଫେରାର ମାରିଲେ ଅପରାଧୀ ଗ୍ରାମର ୮ଜଣଙ୍କୁ ହାଣି ପକାଇ ମୁଣ୍ଡ ହାଣ୍ଡିଆ ଫଟାଇ ଦେଲେ। ତିନି ଭାଇଙ୍କ ଅବସ୍ଥା ସଙ୍କଟାପନ୍ନ ଥିବା ସୂଚନା ମିଳିଛି। ଏ ନେଇ ଗ୍ରାମବାସୀ ପକ୍ଷରୁ ଛେଣ୍ଡିପଦା ଥାନାରେ ଲିଖିତ ଅଭିଯୋଗ ପରେ ବର ପକ୍ଷରୁ ୪ରୁ ଉର୍ଦ୍ଧ ବ୍ୟକ୍ତିଙ୍କୁ ଅଟକ ରଖି ପୋଲିସ ପଚରାଉଚରା ଜାରି ରଖିଛି

12 hrs ago
user_Ashis Kumar Malua
Ashis Kumar Malua
ସାମ୍ବାଦିକ ଅନୁଗୁଳ, ଅନୁଗୁଳ, ଓଡ଼ିଶା•

More news from ଓଡ଼ିଶା and nearby areas
  • Post by ଯିରିମିୟ ଗନ୍ତାୟତ 🙋🙋🙋
    1
    Post by ଯିରିମିୟ ଗନ୍ତାୟତ 🙋🙋🙋
    user_ଯିରିମିୟ ଗନ୍ତାୟତ 🙋🙋🙋
    ଯିରିମିୟ ଗନ୍ତାୟତ 🙋🙋🙋
    Grain Distributor ଛେଣ୍ଡିପଦା, ଅନୁଗୁଳ, ଓଡ଼ିଶା•
    17 hrs ago
  • Post by Dipak Kumar Nayak
    1
    Post by Dipak Kumar Nayak
    user_Dipak Kumar Nayak
    Dipak Kumar Nayak
    Voice of people Dhenkanal Sadar, Odisha•
    16 hrs ago
  • Post by Dhenkanal News
    1
    Post by Dhenkanal News
    user_Dhenkanal News
    Dhenkanal News
    Media company Dhenkanal Sadar, Odisha•
    16 hrs ago
  • ଚାଲିଥିବା ଯୁଦ୍ଧକୁ ନେଇ ଢେଙ୍କାନାଳ ଜିଲ୍ଲାରେ ଗ୍ୟାସ ସମସ୍ୟା ଦେଖା ଦେଇଛି । ଇନ୍ଧନ ଗ୍ୟାସ ମିଳୁନଥିବାରୁ ଗତ କିଛି ଦିନ ହେବ ଲୋକମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏଥିପାଇଁ ଏହାର ପ୍ରତିବାଦରେ ଜିଲ୍ଲା କଂଗ୍ରେସ ସଭାପତି ଛବି ରାଜ ବିଶ୍ୱାଳଙ୍କ ତତ୍ବାବଧାନରେ କଂଗ୍ରେସର ଜିଲ୍ଲାସ୍ତରୀୟ ନେତୃ ବୃନ୍ଦ ମାନଙ୍କ ସହ ଯୋଗରେ ଜିଲ୍ଲା କଂଗ୍ରେସ କାର୍ଯ୍ୟାଳୟଠାରୁ ଏକ ଶୋଭାଯାତ୍ରାରେ ଗ୍ୟାସ ଟାଙ୍କି ନେଇ ଆସି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ ଏବଂ ଶେଷରେ ଜିଲ୍ଲାପାଳଙ୍କୁ ଏକ ଦାବିପତ୍ର ପ୍ରଦାନ କରିଥିଲେ।
    1
    ଚାଲିଥିବା ଯୁଦ୍ଧକୁ ନେଇ ଢେଙ୍କାନାଳ ଜିଲ୍ଲାରେ ଗ୍ୟାସ ସମସ୍ୟା ଦେଖା ଦେଇଛି । ଇନ୍ଧନ ଗ୍ୟାସ ମିଳୁନଥିବାରୁ ଗତ କିଛି ଦିନ ହେବ ଲୋକମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏଥିପାଇଁ ଏହାର ପ୍ରତିବାଦରେ ଜିଲ୍ଲା କଂଗ୍ରେସ ସଭାପତି ଛବି ରାଜ ବିଶ୍ୱାଳଙ୍କ ତତ୍ବାବଧାନରେ କଂଗ୍ରେସର ଜିଲ୍ଲାସ୍ତରୀୟ ନେତୃ ବୃନ୍ଦ ମାନଙ୍କ ସହ ଯୋଗରେ ଜିଲ୍ଲା କଂଗ୍ରେସ କାର୍ଯ୍ୟାଳୟଠାରୁ ଏକ ଶୋଭାଯାତ୍ରାରେ ଗ୍ୟାସ ଟାଙ୍କି ନେଇ ଆସି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ ଏବଂ ଶେଷରେ ଜିଲ୍ଲାପାଳଙ୍କୁ ଏକ ଦାବିପତ୍ର ପ୍ରଦାନ କରିଥିଲେ।
    user_Amani Sahoo
    Amani Sahoo
    ଢେଙ୍କାନାଳ ସଦର, ଢେଙ୍କାନାଳ, ଓଡ଼ିଶା•
    20 hrs ago
  • ସ୍ୱର୍ଗତ ଶ୍ରୀକାନ୍ତ କୁମାର ମିଶ୍ରଙ୍କ ଦ୍ୱାଦଶାହ ଉପଲକ୍ଷେ ତାଙ୍କୁ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି।ଜଣାଇଲେ ଢେଙ୍କାନାଳ ବିଜେଡି ସାଧାରଣ ଲୋକଙ୍କ ପାଇଁ ତାଙ୍କର ନିଷ୍ଠା, ସମାଜ ପ୍ରତି ସମର୍ପଣ ଓ ସରଳ ଜୀବନ ଧାରା ସଦା ଆମ ସମସ୍ତଙ୍କ ପାଇଁ ପ୍ରେରଣା ହୋଇ ରହିବ। ତାଙ୍କର ଅନୁପସ୍ଥିତି ସମାଜ ଓ ଅଞ୍ଚଳ ପାଇଁ ଏକ ଅପୂରଣୀୟ କ୍ଷତି। ଆଜି ଏହି ଦ୍ୱାଦଶାହ ଅବସରରେ ଆମେ ସମସ୍ତେ ତାଙ୍କୁ ସ୍ମରଣ କରି ଭଗବାନଙ୍କ ନିକଟରେ ତାଙ୍କର ଆତ୍ମାର ଶାନ୍ତି କାମନା କରୁଛୁ। ପରମପିତା ପରମେଶ୍ୱର ତାଙ୍କର ଆତ୍ମାକୁ ଚିର ଶାନ୍ତି ଦିଅନ୍ତୁ। ଓଁ ଶାନ୍ତି… 🙏
    1
    ସ୍ୱର୍ଗତ ଶ୍ରୀକାନ୍ତ କୁମାର ମିଶ୍ରଙ୍କ ଦ୍ୱାଦଶାହ ଉପଲକ୍ଷେ ତାଙ୍କୁ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି।ଜଣାଇଲେ ଢେଙ୍କାନାଳ ବିଜେଡି 
ସାଧାରଣ ଲୋକଙ୍କ ପାଇଁ ତାଙ୍କର ନିଷ୍ଠା, ସମାଜ ପ୍ରତି ସମର୍ପଣ ଓ ସରଳ ଜୀବନ ଧାରା ସଦା ଆମ ସମସ୍ତଙ୍କ ପାଇଁ ପ୍ରେରଣା ହୋଇ ରହିବ। ତାଙ୍କର ଅନୁପସ୍ଥିତି ସମାଜ ଓ ଅଞ୍ଚଳ ପାଇଁ ଏକ ଅପୂରଣୀୟ କ୍ଷତି।
ଆଜି ଏହି ଦ୍ୱାଦଶାହ ଅବସରରେ ଆମେ ସମସ୍ତେ ତାଙ୍କୁ  ସ୍ମରଣ କରି ଭଗବାନଙ୍କ ନିକଟରେ ତାଙ୍କର ଆତ୍ମାର ଶାନ୍ତି କାମନା କରୁଛୁ।
ପରମପିତା ପରମେଶ୍ୱର ତାଙ୍କର ଆତ୍ମାକୁ ଚିର ଶାନ୍ତି ଦିଅନ୍ତୁ।
ଓଁ ଶାନ୍ତି… 🙏
    user_Tapasdas 6372788705
    Tapasdas 6372788705
    Gandia, Dhenkanal•
    11 hrs ago
  • Post by ଜାଗ୍ରତ ନିୟୁଜ
    1
    Post by ଜାଗ୍ରତ ନିୟୁଜ
    user_ଜାଗ୍ରତ ନିୟୁଜ
    ଜାଗ୍ରତ ନିୟୁଜ
    Dyeworks ଇଟାମାଟି, ନୟାଗଡ଼, ଓଡ଼ିଶା•
    2 hrs ago
  • ଢେଙ୍କାନାଳ ପୁରୁଣା ଜିଲ୍ଲା ପରିଷଦ ହଲ ଠାରେ ପିଏମ୍ କିଷାନ ଉସବ ଦିବସ ଅନୁଷ୍ଠିତ ହେଇଛି ଆଭାସୀ ମାଧ୍ୟମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କରକମଳ ରେ ଓଡିଶାର 34 ଲକ୍ଷ ରୁ ଉର୍ଦ୍ଧ୍ଵ ଚାଷୀ ଭାଇ ଭଉଣୀ ଙ୍କୁ ୨୨ ତମ କିସ୍ତିରେ 684 କୋଟି ଟଙ୍କା ହସ୍ତାନ୍ତର କରିବେ ଆସନ ର ଗୁଆହାଟି ଠାରୁ ସେହିପରି ରାଜ୍ୟସ୍ତରୀୟ କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ମୋହନ ଚରଣ ମାଝୀ ମୁଖ୍ୟମନ୍ତ୍ରୀ ଙ୍କ ସହ କନକ ବର୍ଦ୍ଧନ ସିଂଦେଓ ଉପ ମୂଖ୍ୟ ମନ୍ତ୍ରୀ ଓଡ଼ିଶା ଯୋଗଦେବାର କାର୍ଯ୍ୟକ୍ରମ ଅର୍
    1
    ଢେଙ୍କାନାଳ ପୁରୁଣା ଜିଲ୍ଲା ପରିଷଦ ହଲ ଠାରେ ପିଏମ୍ କିଷାନ ଉସବ ଦିବସ ଅନୁଷ୍ଠିତ ହେଇଛି
ଆଭାସୀ ମାଧ୍ୟମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କରକମଳ ରେ ଓଡିଶାର 34 ଲକ୍ଷ ରୁ ଉର୍ଦ୍ଧ୍ଵ ଚାଷୀ ଭାଇ ଭଉଣୀ ଙ୍କୁ ୨୨ ତମ କିସ୍ତିରେ 684 କୋଟି ଟଙ୍କା ହସ୍ତାନ୍ତର  କରିବେ ଆସନ ର ଗୁଆହାଟି ଠାରୁ ସେହିପରି ରାଜ୍ୟସ୍ତରୀୟ  କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ମୋହନ ଚରଣ ମାଝୀ ମୁଖ୍ୟମନ୍ତ୍ରୀ ଙ୍କ ସହ କନକ ବର୍ଦ୍ଧନ ସିଂଦେଓ ଉପ ମୂଖ୍ୟ ମନ୍ତ୍ରୀ ଓଡ଼ିଶା ଯୋଗଦେବାର କାର୍ଯ୍ୟକ୍ରମ ଅର୍
    user_Dipak Kumar Nayak
    Dipak Kumar Nayak
    Voice of people Dhenkanal Sadar, Odisha•
    17 hrs ago
  • Post by Dhenkanal News
    1
    Post by Dhenkanal News
    user_Dhenkanal News
    Dhenkanal News
    Media company Dhenkanal Sadar, Odisha•
    18 hrs ago
  • ଢେଙ୍କାନାଳ ଜିଲ୍ଲା କପିଳାସ ଅଭୟାରଣ୍ୟ ଅଞ୍ଚଳ ବିରାଡିଆ ପୋଲିସ୍ ଫାଣ୍ଡି ନିକଟରୁ ଏକ ୧୨ ଫୁଟ୍ ଅହିରାଜ ଉଦ୍ଧାର କରାଯାଇଛି ।ଏହି ବିରାଟକାୟ ଅହିରାଜଟିକୁ ସ୍ଥାନୀୟ ଲୋଙ୍କମାନେ ଦେଖିଥିଲେ। ଏହି ଖବର ସାପ ଉଦ୍ଧାର କାରୀଦଳଙ୍କୁ ଦେଇଥିଲେ I ଖବର ପାଇ ସାପ ଉଦ୍ଧାର କାରୀ ଦଳର ସଦସ୍ୟ ସୋମ୍ୟଜୀତ୍ ରଥ, ସୂର୍ଯ୍ୟକାନ୍ତ ବେହେରା ଓ ଅନ୍ୟ ସାଥି ମାନେ ଘଟଣାସ୍ଥଳରେ ପହଞ୍ଚି ସୁରକ୍ଷିତ ଭାବେ ସାପ ଟିକୁ ଉଦ୍ଧାର କରିଥିଲେ । ବନ୍ୟ ବିଭାଗଙ୍କ ଅନୁମତି ନେଇ ସାପଟିକୁ କପିଳାସ ଅଭୟାରଣ୍ୟ ମଧ୍ୟରେ ଛଡ଼ାଦେଇଥିଲେ ବୋଲି ସୂଚନା ଦେଇଛନ୍ତି।
    1
    ଢେଙ୍କାନାଳ ଜିଲ୍ଲା କପିଳାସ ଅଭୟାରଣ୍ୟ ଅଞ୍ଚଳ ବିରାଡିଆ ପୋଲିସ୍ ଫାଣ୍ଡି ନିକଟରୁ ଏକ ୧୨ ଫୁଟ୍  ଅହିରାଜ ଉଦ୍ଧାର କରାଯାଇଛି ।ଏହି ବିରାଟକାୟ ଅହିରାଜଟିକୁ ସ୍ଥାନୀୟ ଲୋଙ୍କମାନେ ଦେଖିଥିଲେ। ଏହି ଖବର ସାପ ଉଦ୍ଧାର କାରୀଦଳଙ୍କୁ ଦେଇଥିଲେ I ଖବର ପାଇ ସାପ ଉଦ୍ଧାର କାରୀ ଦଳର ସଦସ୍ୟ ସୋମ୍ୟଜୀତ୍ ରଥ, ସୂର୍ଯ୍ୟକାନ୍ତ ବେହେରା ଓ ଅନ୍ୟ ସାଥି ମାନେ ଘଟଣାସ୍ଥଳରେ ପହଞ୍ଚି ସୁରକ୍ଷିତ ଭାବେ ସାପ ଟିକୁ ଉଦ୍ଧାର କରିଥିଲେ । ବନ୍ୟ ବିଭାଗଙ୍କ ଅନୁମତି ନେଇ ସାପଟିକୁ କପିଳାସ ଅଭୟାରଣ୍ୟ ମଧ୍ୟରେ ଛଡ଼ାଦେଇଥିଲେ ବୋଲି ସୂଚନା ଦେଇଛନ୍ତି।
    user_Amani Sahoo
    Amani Sahoo
    ଢେଙ୍କାନାଳ ସଦର, ଢେଙ୍କାନାଳ, ଓଡ଼ିଶା•
    22 hrs ago
View latest news on Shuru App
Download_Android
  • Terms & Conditions
  • Career
  • Privacy Policy
  • Blogs
Shuru, a product of Close App Private Limited.