Shuru
Apke Nagar Ki App…
ଢେଙ୍କାନାଳ ବିରାଡିଆ ପୋଲିସ୍ ଫାଣ୍ଡି ନିକଟରୁ ୧୨ ଫୁଟ୍ ଅହିରାଜ ଉଦ୍ଧାର ଢେଙ୍କାନାଳ ଜିଲ୍ଲା କପିଳାସ ଅଭୟାରଣ୍ୟ ଅଞ୍ଚଳ ବିରାଡିଆ ପୋଲିସ୍ ଫାଣ୍ଡି ନିକଟରୁ ଏକ ୧୨ ଫୁଟ୍ ଅହିରାଜ ଉଦ୍ଧାର କରାଯାଇଛି ।ଏହି ବିରାଟକାୟ ଅହିରାଜଟିକୁ ସ୍ଥାନୀୟ ଲୋଙ୍କମାନେ ଦେଖିଥିଲେ। ଏହି ଖବର ସାପ ଉଦ୍ଧାର କାରୀଦଳଙ୍କୁ ଦେଇଥିଲେ I ଖବର ପାଇ ସାପ ଉଦ୍ଧାର କାରୀ ଦଳର ସଦସ୍ୟ ସୋମ୍ୟଜୀତ୍ ରଥ, ସୂର୍ଯ୍ୟକାନ୍ତ ବେହେରା ଓ ଅନ୍ୟ ସାଥି ମାନେ ଘଟଣାସ୍ଥଳରେ ପହଞ୍ଚି ସୁରକ୍ଷିତ ଭାବେ ସାପ ଟିକୁ ଉଦ୍ଧାର କରିଥିଲେ । ବନ୍ୟ ବିଭାଗଙ୍କ ଅନୁମତି ନେଇ ସାପଟିକୁ କପିଳାସ ଅଭୟାରଣ୍ୟ ମଧ୍ୟରେ ଛଡ଼ାଦେଇଥିଲେ ବୋଲି ସୂଚନା ଦେଇଛନ୍ତି।
Amani Sahoo

More news from Odisha and nearby areas
- Post by Dhenkanal News1
- ଚାଲିଥିବା ଯୁଦ୍ଧକୁ ନେଇ ଢେଙ୍କାନାଳ ଜିଲ୍ଲାରେ ଗ୍ୟାସ ସମସ୍ୟା ଦେଖା ଦେଇଛି । ଇନ୍ଧନ ଗ୍ୟାସ ମିଳୁନଥିବାରୁ ଗତ କିଛି ଦିନ ହେବ ଲୋକମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏଥିପାଇଁ ଏହାର ପ୍ରତିବାଦରେ ଜିଲ୍ଲା କଂଗ୍ରେସ ସଭାପତି ଛବି ରାଜ ବିଶ୍ୱାଳଙ୍କ ତତ୍ବାବଧାନରେ କଂଗ୍ରେସର ଜିଲ୍ଲାସ୍ତରୀୟ ନେତୃ ବୃନ୍ଦ ମାନଙ୍କ ସହ ଯୋଗରେ ଜିଲ୍ଲା କଂଗ୍ରେସ କାର୍ଯ୍ୟାଳୟଠାରୁ ଏକ ଶୋଭାଯାତ୍ରାରେ ଗ୍ୟାସ ଟାଙ୍କି ନେଇ ଆସି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ ଏବଂ ଶେଷରେ ଜିଲ୍ଲାପାଳଙ୍କୁ ଏକ ଦାବିପତ୍ର ପ୍ରଦାନ କରିଥିଲେ।1
- ଢେଙ୍କାନାଳ କପିଳାସ କୁ ଗଲା ବିରାଟକାୟ ଅହିରାଜ ବିରାଡ଼ିଆ ଫାଣ୍ଡି ନିକଟରୁ ଏହା ସ୍ନକେ ହେଲ୍ପଲାଇନ ଦ୍ୱାରା ଏହା ସମ୍ଭବ ବୋଲି ସୂଚନା1
- ଆଜି ସମଗ୍ର ଦେଶ ଏବଂ ଆମ ରାଜ୍ୟ ଓଡିଶା ସର୍ବପରି ଢେଙ୍କାନାଳ ଜିଲ୍ଲା ଏବଂ ହିନ୍ଦୋଳ ନିର୍ବାଚନ ମଣ୍ଡଳୀ ଚାଷୀ ଭାଇ ଭଉଣୀ ମାନଙ୍କୁ ପ୍ରଧାନ ମନ୍ତ୍ରୀ କୃଷି ସହାୟତା ପ୍ରଦାନ କରାଯାଇଛି. ଏଥି ପାଇଁ ଅଂଚଳରେ ବେଶ ଚାଷୀ ଖୁସି.1
- ମର୍ଦ୍ଦମେଖ ଅଞ୍ଚଳରେ ବିଦ୍ୟୁତ ତାର ଛିଡ଼ି ସର୍ଟ ସର୍କିଟ ହେବାରୁ ଚାଷଜମିରେ ଥିବା ଧାନଗଦାରେ ନିଆଁ ଲାଗି ଦୁଇ ଏକର ଧାନ ପୋଡ଼ି ନଷ୍ଟ। କୋଦଳା ଅଗ୍ନିଶମ ବାହିନୀ ନିଆଁକୁ ଆୟତ୍ତ କରିଥିବା ବେଳେ ଲକ୍ଷାଧିକ ଟଙ୍କାର କ୍ଷତି ହୋଇଛି।2
- Post by NEWS MANORANJAN1
- ଢେଙ୍କାନାଳ ପୁରୁଣା ଜିଲ୍ଲା ପରିଷଦ ହଲ ଠାରେ ପିଏମ୍ କିଷାନ ଉସବ ଦିବସ ଅନୁଷ୍ଠିତ ହେଇଛି ଆଭାସୀ ମାଧ୍ୟମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କରକମଳ ରେ ଓଡିଶାର 34 ଲକ୍ଷ ରୁ ଉର୍ଦ୍ଧ୍ଵ ଚାଷୀ ଭାଇ ଭଉଣୀ ଙ୍କୁ ୨୨ ତମ କିସ୍ତିରେ 684 କୋଟି ଟଙ୍କା ହସ୍ତାନ୍ତର କରିବେ ଆସନ ର ଗୁଆହାଟି ଠାରୁ ସେହିପରି ରାଜ୍ୟସ୍ତରୀୟ କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ମୋହନ ଚରଣ ମାଝୀ ମୁଖ୍ୟମନ୍ତ୍ରୀ ଙ୍କ ସହ କନକ ବର୍ଦ୍ଧନ ସିଂଦେଓ ଉପ ମୂଖ୍ୟ ମନ୍ତ୍ରୀ ଓଡ଼ିଶା ଯୋଗଦେବାର କାର୍ଯ୍ୟକ୍ରମ ଅର୍1
- Post by Dhenkanal News1
- ଢେଙ୍କାନାଳ ଜିଲ୍ଲା କପିଳାସ ଅଭୟାରଣ୍ୟ ଅଞ୍ଚଳ ବିରାଡିଆ ପୋଲିସ୍ ଫାଣ୍ଡି ନିକଟରୁ ଏକ ୧୨ ଫୁଟ୍ ଅହିରାଜ ଉଦ୍ଧାର କରାଯାଇଛି ।ଏହି ବିରାଟକାୟ ଅହିରାଜଟିକୁ ସ୍ଥାନୀୟ ଲୋଙ୍କମାନେ ଦେଖିଥିଲେ। ଏହି ଖବର ସାପ ଉଦ୍ଧାର କାରୀଦଳଙ୍କୁ ଦେଇଥିଲେ I ଖବର ପାଇ ସାପ ଉଦ୍ଧାର କାରୀ ଦଳର ସଦସ୍ୟ ସୋମ୍ୟଜୀତ୍ ରଥ, ସୂର୍ଯ୍ୟକାନ୍ତ ବେହେରା ଓ ଅନ୍ୟ ସାଥି ମାନେ ଘଟଣାସ୍ଥଳରେ ପହଞ୍ଚି ସୁରକ୍ଷିତ ଭାବେ ସାପ ଟିକୁ ଉଦ୍ଧାର କରିଥିଲେ । ବନ୍ୟ ବିଭାଗଙ୍କ ଅନୁମତି ନେଇ ସାପଟିକୁ କପିଳାସ ଅଭୟାରଣ୍ୟ ମଧ୍ୟରେ ଛଡ଼ାଦେଇଥିଲେ ବୋଲି ସୂଚନା ଦେଇଛନ୍ତି।1