Shuru
Apke Nagar Ki App…
ପାର୍ଲିଆମେଣ୍ଟରେ ରେଳ ମନ୍ତ୍ରୀଙ୍କ ରେଳ ବିଲମ୍ବ୍ ସୂଚକାଙ୍କ ସମ୍ପର୍କରେ ଉତ୍ତର
NEWS MANORANJAN
ପାର୍ଲିଆମେଣ୍ଟରେ ରେଳ ମନ୍ତ୍ରୀଙ୍କ ରେଳ ବିଲମ୍ବ୍ ସୂଚକାଙ୍କ ସମ୍ପର୍କରେ ଉତ୍ତର
More news from Khordha and nearby areas
- ମର୍ଦ୍ଦମେଖ ଅଞ୍ଚଳରେ ବିଦ୍ୟୁତ ତାର ଛିଡ଼ି ସର୍ଟ ସର୍କିଟ ହେବାରୁ ଚାଷଜମିରେ ଥିବା ଧାନଗଦାରେ ନିଆଁ ଲାଗି ଦୁଇ ଏକର ଧାନ ପୋଡ଼ି ନଷ୍ଟ। କୋଦଳା ଅଗ୍ନିଶମ ବାହିନୀ ନିଆଁକୁ ଆୟତ୍ତ କରିଥିବା ବେଳେ ଲକ୍ଷାଧିକ ଟଙ୍କାର କ୍ଷତି ହୋଇଛି।2
- Post by NEWS MANORANJAN1
- ଏ ହେଉଛି କଟକ ଏସସିବି ମେଡିକାଲର ଦୃଶ୍ୟ। ଆଇସିୟୁ ରୁ ୱାର୍ଡ କୁ ନେବା ପାଇଁ ଆସିଲାନି ବ୍ୟାଟେରୀ ଗାଡ଼ି। ବୁହା ହେଇଗଲା ରୋଗୀ। ସୂଚନା ମୁତାବକ, ଆଇସିୟୁ ରୁ ୱାର୍ଡ କୁ ନେବା ପାଇଁ ଉପଲବ୍ଧ ଥିବା ବ୍ୟାଟେରୀ ଗାଡିକୁ ରୋଗୀଙ୍କ ସମ୍ପର୍କୀୟ ବାରମ୍ବାର ଫୋନ କରିଥିଲେ ମଧ୍ୟ ବ୍ୟାଟେରୀ ଗାଡ଼ି ଆସିବାରେ ବିଳମ୍ବ ହୋଇଥିଲା। ଯାହା ପରେ ରୋଗୀଙ୍କ ସମ୍ପର୍କୀୟ ଷ୍ଟେଚର୍ ସାହାର୍ଯ୍ୟରେ ଟେକି ଟେକି ୱାର୍ଡକୁ ନେଇକି ଯିବାର ଦେଖିବାକୁ ମିଳିଛି।1
- Post by Aritkumar Mohapatra4
- କୁମ୍ଭାରପଡା ଥାନାରେ ଅଭିଯୋଗ କରିବା ପରେ ମଧ୍ୟ ଫଳ ଶୂନ ଥାନା ଵାଵୁ ନୂଆ ଆସିଛନ୍ତି ଅପରାଧୀ ଙ୍କ ପାଖରେ ପହଞ୍ଚି ପାରୁ ନାହାନ୍ତି ସବୁ ପ୍ରମାଣ ଦେଵା ପରେ ଯଦି ଥାନା ଅଧିକାରୀ ଅପରାଧୀ ଙ୍କୁ ଧରୀ ନପାରିଵେ ତାହେଲେ ଏପରି ଥାନା ଅଧିକାରୀ ସେ ଥାନା ପାଇଁ ଅଯୋଗ୍ୟ ତାଙ୍କୁ ସେଠାରୁ ବିଦାୟ କରାଯାଉ କାରଣ କୁମ୍ଭାରପଡା ଥାନାରେ ଡନ୍ ପରି ଅଫିସର ନିୟୁକ୍ତି ହେଵା ଜରୁରୀ ଵୁଝିଵା ଵ୍ୟକ୍ତି ଙ୍କ ପାଇଁ ଇଶାରା କାଫି 👍1
- ନିମାପଡା ବ୍ଲକ ଛକ ରେ ଥିବା ଟିଉବ୍ ୱେଲ ର ବିଗତ ୩ଦିନ ହେଲାଣି ଅଚଳ ହୋଇକି ପଡିଛି। ଏଥିରୁ ମଇଳା ପାଣି ବାହାରୁଚି । ଏ ବିଷୟରେ କିଛି ସହୃଦୟ ବେକ୍ତି କାଲି phd କର୍ତ୍ତୃପକ୍ଷଙ୍କୁ ଅବଗତ କରାଥିଲେ ହେଲେ କୌଣସି ସମାଧାନ କରାଗଲା ନାହିଁ । ଯେହେତୁ ଏ କଳ ଉପରେ ହାରାହାରୀ ୧୦ ରୁ ୧୫ ଦୋକାନୀ ପାଣି ପାଇଁ ନିର୍ଭର କରନ୍ତି । ସେଥିପାଇଁ କଳ ଟି କୁ ତୁରନ୍ତ ମରାମତି କରିବା ପାଇଁ କର୍ତ୍ତୃପକ୍ଷ ତୁରନ୍ତ ପଦକ୍ଷେପ ନେବାକୁ ସର୍ବସାଧାରଣରେ ଦାବି ହୋଉଛି। ଯେହେତୁ ଖରା ଦିନ ପିଇବା ପାଣି ସମସ୍ୟା ସମାଧାନ କରନ୍ତୁ।1
- କଟକ ଗାଁଉଲି ଅଞ୍ଚଳ1
- ପୁରୀ ଜିଲ୍ଲା ନିମାପଡା ବ୍ଲକ ବଳଙ୍ଗା ମେଳନ ପଡିଆରେ ବାଣ ଫୁଟାଯାଉଥିବା ବେଳେ ଘଟିଛି ଅଘଟଣ। ବାଣର ନିଆଁ ଖସି ମେଳନ ପଡିଆରେ ଥିବା ମନ୍ଦିର ଚୂଡାରେ ସଜାଯାଇଥିବା ପ୍ଲାଷ୍ଟିକ ଫୁଲରେ ନିଆଁ ଲାଗିଥିବା ସୂଚନା ମିଳିଛି। ସୂଚନା ଅନୁଯାୟୀ, ବଳଙ୍ଗା ଅଞ୍ଚଳରେ ଚାଲୁଥିବା ମେଳନ ଉତ୍ସବ ସମୟରେ ବାଣ ଫୁଟାଯାଉଥିଲା। ସେହି ସମୟରେ ବାଣର ନିଆଁ ଖସି ମେଳନ ପଡିଆରେ ଥିବା ମନ୍ଦିର ଚୂଡାରେ ଲାଗିଥିବା ପ୍ଲାଷ୍ଟିକ ଫୁଲରେ ନିଆଁ ଲାଗିଯାଇଥିଲା। ଘଟଣା ଦେଖି ଲୋକମାନଙ୍କ ମଧ୍ୟରେ କିଛି ସମୟ ପାଇଁ ଭୟ ଓ ଆତଙ୍କ ସୃଷ୍ଟି ହୋଇଥିଲା।ଘଟଣା ସ୍ଥଳରେ ମୁତୟନ ଥିବା ଅଗ୍ନିଶମ ବାହିନୀ ନିଆଁକୁ ନିୟନ୍ତ୍ରଣରେ ଆଣିଥିବା ସୂଚନା ମିଳିଛି।1