logo
Shuru
Apke Nagar Ki App…
  • Latest News
  • News
  • Politics
  • Elections
  • Viral
  • Astrology
  • Horoscope in Hindi
  • Horoscope in English
  • Latest Political News
logo
Shuru
Apke Nagar Ki App…

ନିମାପଡା ବ୍ଲକ ବଳଙ୍ଗା ମେଳନ ପଡିଆରେ ବାଣ ଫୁଟାଯାଉଥିବା ବେଳେ ଘଟିଛି ଅଘଟଣ। ବାଣର ନିଆଁ ଖସି ମେଳନ ପଡିଆରେ ଥିବା ମନ୍ଦିର ଚୂଡାରେ ସଜାଯାଇଥିବା ପ୍ଲାଷ୍ଟିକ ଫୁଲରେ ନିଆଁ ଲାଗିଥିବା ସୂଚନା ମିଳିଛି। ପୁରୀ ଜିଲ୍ଲା ନିମାପଡା ବ୍ଲକ ବଳଙ୍ଗା ମେଳନ ପଡିଆରେ ବାଣ ଫୁଟାଯାଉଥିବା ବେଳେ ଘଟିଛି ଅଘଟଣ। ବାଣର ନିଆଁ ଖସି ମେଳନ ପଡିଆରେ ଥିବା ମନ୍ଦିର ଚୂଡାରେ ସଜାଯାଇଥିବା ପ୍ଲାଷ୍ଟିକ ଫୁଲରେ ନିଆଁ ଲାଗିଥିବା ସୂଚନା ମିଳିଛି। ସୂଚନା ଅନୁଯାୟୀ, ବଳଙ୍ଗା ଅଞ୍ଚଳରେ ଚାଲୁଥିବା ମେଳନ ଉତ୍ସବ ସମୟରେ ବାଣ ଫୁଟାଯାଉଥିଲା। ସେହି ସମୟରେ ବାଣର ନିଆଁ ଖସି ମେଳନ ପଡିଆରେ ଥିବା ମନ୍ଦିର ଚୂଡାରେ ଲାଗିଥିବା ପ୍ଲାଷ୍ଟିକ ଫୁଲରେ ନିଆଁ ଲାଗିଯାଇଥିଲା। ଘଟଣା ଦେଖି ଲୋକମାନଙ୍କ ମଧ୍ୟରେ କିଛି ସମୟ ପାଇଁ ଭୟ ଓ ଆତଙ୍କ ସୃଷ୍ଟି ହୋଇଥିଲା।ଘଟଣା ସ୍ଥଳରେ ମୁତୟନ ଥିବା ଅଗ୍ନିଶମ ବାହିନୀ ନିଆଁକୁ ନିୟନ୍ତ୍ରଣରେ ଆଣିଥିବା ସୂଚନା ମିଳିଛି।

on 13 March
user_Shantanu Mohanty
Shantanu Mohanty
Local News Reporter ନିମାପଡା, ପୁରୀ, ଓଡ଼ିଶା•
on 13 March

ନିମାପଡା ବ୍ଲକ ବଳଙ୍ଗା ମେଳନ ପଡିଆରେ ବାଣ ଫୁଟାଯାଉଥିବା ବେଳେ ଘଟିଛି ଅଘଟଣ। ବାଣର ନିଆଁ ଖସି ମେଳନ ପଡିଆରେ ଥିବା ମନ୍ଦିର ଚୂଡାରେ ସଜାଯାଇଥିବା ପ୍ଲାଷ୍ଟିକ ଫୁଲରେ ନିଆଁ ଲାଗିଥିବା ସୂଚନା ମିଳିଛି। ପୁରୀ ଜିଲ୍ଲା ନିମାପଡା ବ୍ଲକ ବଳଙ୍ଗା ମେଳନ ପଡିଆରେ ବାଣ ଫୁଟାଯାଉଥିବା ବେଳେ ଘଟିଛି ଅଘଟଣ। ବାଣର ନିଆଁ ଖସି ମେଳନ ପଡିଆରେ ଥିବା ମନ୍ଦିର ଚୂଡାରେ ସଜାଯାଇଥିବା ପ୍ଲାଷ୍ଟିକ ଫୁଲରେ ନିଆଁ ଲାଗିଥିବା ସୂଚନା ମିଳିଛି। ସୂଚନା ଅନୁଯାୟୀ, ବଳଙ୍ଗା ଅଞ୍ଚଳରେ ଚାଲୁଥିବା ମେଳନ ଉତ୍ସବ ସମୟରେ ବାଣ ଫୁଟାଯାଉଥିଲା। ସେହି ସମୟରେ ବାଣର ନିଆଁ ଖସି ମେଳନ ପଡିଆରେ ଥିବା ମନ୍ଦିର ଚୂଡାରେ ଲାଗିଥିବା ପ୍ଲାଷ୍ଟିକ ଫୁଲରେ ନିଆଁ ଲାଗିଯାଇଥିଲା। ଘଟଣା ଦେଖି ଲୋକମାନଙ୍କ ମଧ୍ୟରେ କିଛି ସମୟ ପାଇଁ ଭୟ ଓ ଆତଙ୍କ ସୃଷ୍ଟି ହୋଇଥିଲା।ଘଟଣା ସ୍ଥଳରେ ମୁତୟନ ଥିବା ଅଗ୍ନିଶମ ବାହିନୀ ନିଆଁକୁ ନିୟନ୍ତ୍ରଣରେ ଆଣିଥିବା ସୂଚନା ମିଳିଛି।

More news from ଓଡ଼ିଶା and nearby areas
  • ଆମ ଅଞ୍ଚଳର ଡକା ହକା ଠାକୁର ପ୍ରଭୁ ଗ୍ରାମେଶ୍ୱର
    1
    ଆମ ଅଞ୍ଚଳର ଡକା ହକା ଠାକୁର ପ୍ରଭୁ ଗ୍ରାମେଶ୍ୱର
    user_ଅଭିମନ୍ୟୁ ଅଭିସାର
    ଅଭିମନ୍ୟୁ ଅଭିସାର
    ସତ୍ୟବାଦୀ, ପୁରୀ, ଓଡ଼ିଶା•
    11 hrs ago
  • Post by NEWS MANORANJAN
    1
    Post by NEWS  MANORANJAN
    user_NEWS  MANORANJAN
    NEWS MANORANJAN
    ଭୁବନେଶ୍ୱର, ଖୋର୍ଦ୍ଧା, ଓଡ଼ିଶା•
    3 hrs ago
  • Post by SOUMYA RANJAN
    1
    Post by SOUMYA RANJAN
    user_SOUMYA RANJAN
    SOUMYA RANJAN
    Extended stay hotel ପୁରୀ (M), ପୁରୀ, ଓଡ଼ିଶା•
    6 hrs ago
  • Post by Swapnendu Rout
    1
    Post by Swapnendu Rout
    user_Swapnendu Rout
    Swapnendu Rout
    ପୁରୀ (M), ପୁରୀ, ଓଡ଼ିଶା•
    11 hrs ago
  • Post by Manoj kumar baliyarsingh
    4
    Post by Manoj kumar baliyarsingh
    user_Manoj kumar baliyarsingh
    Manoj kumar baliyarsingh
    ସାମ୍ବାଦିକ ପୁରୀ (M), ପୁରୀ, ଓଡ଼ିଶା•
    15 hrs ago
  • Post by Rajesh Samantaray
    1
    Post by Rajesh Samantaray
    user_Rajesh Samantaray
    Rajesh Samantaray
    Bank Sadar, Puri•
    16 hrs ago
  • Post by Bikram Mohapatra
    1
    Post by Bikram Mohapatra
    user_Bikram Mohapatra
    Bikram Mohapatra
    ଏରସମା, ଜଗତସିଂହପୁର, ଓଡ଼ିଶା•
    9 hrs ago
  • Post by NEWS MANORANJAN
    1
    Post by NEWS  MANORANJAN
    user_NEWS  MANORANJAN
    NEWS MANORANJAN
    ଭୁବନେଶ୍ୱର, ଖୋର୍ଦ୍ଧା, ଓଡ଼ିଶା•
    4 hrs ago
View latest news on Shuru App
Download_Android
  • Terms & Conditions
  • Career
  • Privacy Policy
  • Blogs
Shuru, a product of Close App Private Limited.