କଣାସରେ ଜାଳେଣି ଗ୍ୟାସ ଅଭାବ ଗ୍ରାହକ ଙ୍କ ମଧ୍ୟରେ ପ୍ରତିଯୋଗିତା ଯୁଦ୍ଧ ଯୋଗୁ ଜାଳେଣି ଗ୍ୟାସ ଆଗକୁ ଅଭାବ ହେବେ ପାଇଁ ଗ୍ୟାସ ବ୍ୟବହାର କରୁଥିବା ପରିବାର ପୁରୀ ଜିଲ୍ଲା କଣାସ ବ୍ଲକରେ 7ଦିନ ହେଲା ଗ୍ୟାସ ଡିପକୁ ଦଉଡି ଦଉଡି ନିରାଶ ହେଉଥିବା ଲୋକମାନେ ଅଭିଯୋଗ କରୁଛନ୍ତି | ସକାଳୁ ଆସି ସନ୍ଧ୍ୟକୁ ନିରାଶ ହୋଇଫେରୁଥିବା ଅଭିଯୋଗ କରୁଛନ୍ତି | ଏ ସମ୍ପର୍କରେ କଣାସ ବଜାରରେ ଥିବା ଭାରତ ଗ୍ୟାସ ଡିଲର ସୁରେନ୍ଦ୍ର ଚମ୍ପତିକୁ ପଚାରିବାରୁ ସେକୁହନ୍ତି ଗ୍ୟାସ ର କିଛି ଅଭାବ ନାହଁ | ଲୋକମାନଙ୍କ ସଚେତନା ଅଭାବରୁ ଦ୍ୟନୀଦିନ ହଜାର ହଜାର ଲୋକ ଗ୍ୟାସ ପାଇଁ ଆସୁଛନ୍ତି ପ୍ରତେକ ଦିନ ଜଟଣୀ ଗ୍ୟାସ ଡିପରୁ ଗୋଟିଏ ଗୋଟିଏ ଟ୍ରକ ଗ୍ୟାସ ଆସୁଛି କିନ୍ତୁ ଗୋଟିଏ ଗୋଟିଏ ପରିବାର 2ରୁ 4ଟି ଲେଖେ ଗ୍ୟାସ ସିଲିଣ୍ଡର ବାପା, ମା,ପୁଅ ନାମରେ କରି ରଖିଛନ୍ତି | ଯୁଦ୍ଧ ପାଇଁ ସେମାନେ ଵ୍ୟାକୁଳ ହୋଇ ପ୍ରତିଦିନ ସିଲିଣ୍ଡର ଧରି ଡିପକୁ ଦଉଡିଥିବାରୁ ଡିପୋ ଜାମ ରହୁଛି | ଅନେକ ପରିବାର ଅଧିକ ସିଲିଣ୍ଡର ନେଉଥିବରୁ ଜଳଖିଆ ଦୋକାନୀ ଓ ହୋଟେଲ ମାନଙ୍କୁ ଚଢ଼ା ଦରରେ ବିକ୍ରୀ କରୁଛନ୍ତି | ଏପରିକି ଗୋଟିଏ ପରିବାର ଦୁଇ ତିନି ମାସରେ ଗୋଟିଏ ଲେଖେ ଗ୍ୟାସ ସିଲିଣ୍ଡର ନେଉଥିବା ବେଳେ ଉକ୍ତ ପରିବାର ଵର୍ତମାନ 3 ତିନିଟା ଗ୍ୟାସ ସିଲିଣ୍ଡର ନେଉଛନ୍ତି |
କଣାସରେ ଜାଳେଣି ଗ୍ୟାସ ଅଭାବ ଗ୍ରାହକ ଙ୍କ ମଧ୍ୟରେ ପ୍ରତିଯୋଗିତା ଯୁଦ୍ଧ ଯୋଗୁ ଜାଳେଣି ଗ୍ୟାସ ଆଗକୁ ଅଭାବ ହେବେ ପାଇଁ ଗ୍ୟାସ ବ୍ୟବହାର କରୁଥିବା ପରିବାର ପୁରୀ ଜିଲ୍ଲା କଣାସ ବ୍ଲକରେ 7ଦିନ ହେଲା ଗ୍ୟାସ ଡିପକୁ ଦଉଡି ଦଉଡି ନିରାଶ ହେଉଥିବା ଲୋକମାନେ ଅଭିଯୋଗ କରୁଛନ୍ତି | ସକାଳୁ ଆସି ସନ୍ଧ୍ୟକୁ ନିରାଶ ହୋଇଫେରୁଥିବା ଅଭିଯୋଗ କରୁଛନ୍ତି | ଏ ସମ୍ପର୍କରେ କଣାସ ବଜାରରେ ଥିବା ଭାରତ ଗ୍ୟାସ ଡିଲର ସୁରେନ୍ଦ୍ର ଚମ୍ପତିକୁ ପଚାରିବାରୁ ସେକୁହନ୍ତି ଗ୍ୟାସ ର କିଛି ଅଭାବ ନାହଁ | ଲୋକମାନଙ୍କ ସଚେତନା ଅଭାବରୁ ଦ୍ୟନୀଦିନ ହଜାର ହଜାର ଲୋକ ଗ୍ୟାସ ପାଇଁ ଆସୁଛନ୍ତି
ପ୍ରତେକ ଦିନ ଜଟଣୀ ଗ୍ୟାସ ଡିପରୁ ଗୋଟିଏ ଗୋଟିଏ ଟ୍ରକ ଗ୍ୟାସ ଆସୁଛି କିନ୍ତୁ ଗୋଟିଏ ଗୋଟିଏ ପରିବାର 2ରୁ 4ଟି ଲେଖେ ଗ୍ୟାସ ସିଲିଣ୍ଡର ବାପା, ମା,ପୁଅ ନାମରେ କରି ରଖିଛନ୍ତି | ଯୁଦ୍ଧ ପାଇଁ ସେମାନେ ଵ୍ୟାକୁଳ ହୋଇ ପ୍ରତିଦିନ ସିଲିଣ୍ଡର ଧରି ଡିପକୁ ଦଉଡିଥିବାରୁ ଡିପୋ ଜାମ ରହୁଛି | ଅନେକ ପରିବାର ଅଧିକ ସିଲିଣ୍ଡର ନେଉଥିବରୁ ଜଳଖିଆ ଦୋକାନୀ ଓ ହୋଟେଲ ମାନଙ୍କୁ ଚଢ଼ା ଦରରେ ବିକ୍ରୀ କରୁଛନ୍ତି | ଏପରିକି ଗୋଟିଏ ପରିବାର ଦୁଇ ତିନି ମାସରେ ଗୋଟିଏ ଲେଖେ ଗ୍ୟାସ ସିଲିଣ୍ଡର ନେଉଥିବା ବେଳେ ଉକ୍ତ ପରିବାର ଵର୍ତମାନ 3 ତିନିଟା ଗ୍ୟାସ ସିଲିଣ୍ଡର ନେଉଛନ୍ତି |
- ଯୁଦ୍ଧ ଯୋଗୁ ଜାଳେଣି ଗ୍ୟାସ ଆଗକୁ ଅଭାବ ହେବେ ପାଇଁ ଗ୍ୟାସ ବ୍ୟବହାର କରୁଥିବା ପରିବାର ପୁରୀ ଜିଲ୍ଲା କଣାସ ବ୍ଲକରେ 7ଦିନ ହେଲା ଗ୍ୟାସ ଡିପକୁ ଦଉଡି ଦଉଡି ନିରାଶ ହେଉଥିବା ଲୋକମାନେ ଅଭିଯୋଗ କରୁଛନ୍ତି | ସକାଳୁ ଆସି ସନ୍ଧ୍ୟକୁ ନିରାଶ ହୋଇଫେରୁଥିବା ଅଭିଯୋଗ କରୁଛନ୍ତି | ଏ ସମ୍ପର୍କରେ କଣାସ ବଜାରରେ ଥିବା ଭାରତ ଗ୍ୟାସ ଡିଲର ସୁରେନ୍ଦ୍ର ଚମ୍ପତିକୁ ପଚାରିବାରୁ ସେକୁହନ୍ତି ଗ୍ୟାସ ର କିଛି ଅଭାବ ନାହଁ | ଲୋକମାନଙ୍କ ସଚେତନା ଅଭାବରୁ ଦ୍ୟନୀଦିନ ହଜାର ହଜାର ଲୋକ ଗ୍ୟାସ ପାଇଁ ଆସୁଛନ୍ତି ପ୍ରତେକ ଦିନ ଜଟଣୀ ଗ୍ୟାସ ଡିପରୁ ଗୋଟିଏ ଗୋଟିଏ ଟ୍ରକ ଗ୍ୟାସ ଆସୁଛି କିନ୍ତୁ ଗୋଟିଏ ଗୋଟିଏ ପରିବାର 2ରୁ 4ଟି ଲେଖେ ଗ୍ୟାସ ସିଲିଣ୍ଡର ବାପା, ମା,ପୁଅ ନାମରେ କରି ରଖିଛନ୍ତି | ଯୁଦ୍ଧ ପାଇଁ ସେମାନେ ଵ୍ୟାକୁଳ ହୋଇ ପ୍ରତିଦିନ ସିଲିଣ୍ଡର ଧରି ଡିପକୁ ଦଉଡିଥିବାରୁ ଡିପୋ ଜାମ ରହୁଛି | ଅନେକ ପରିବାର ଅଧିକ ସିଲିଣ୍ଡର ନେଉଥିବରୁ ଜଳଖିଆ ଦୋକାନୀ ଓ ହୋଟେଲ ମାନଙ୍କୁ ଚଢ଼ା ଦରରେ ବିକ୍ରୀ କରୁଛନ୍ତି | ଏପରିକି ଗୋଟିଏ ପରିବାର ଦୁଇ ତିନି ମାସରେ ଗୋଟିଏ ଲେଖେ ଗ୍ୟାସ ସିଲିଣ୍ଡର ନେଉଥିବା ବେଳେ ଉକ୍ତ ପରିବାର ଵର୍ତମାନ 3 ତିନିଟା ଗ୍ୟାସ ସିଲିଣ୍ଡର ନେଉଛନ୍ତି |2
- Post by Manoj kumar baliyarsingh4
- ଏପର୍ଯ୍ୟନ୍ତ କାମ ସରିନାହିଁ,,, ଅଫିସ କାର୍ଯ୍ୟ କେବେ,,,? ଗଡବାଣିକିଲୋ ରାଜସ୍ୱ ନିରୀକ୍ଷକ ଅଫିସ କାର୍ଯ୍ୟାଳୟ କେବେ ଖୋଲିବ,,,, ଜବାବ ମାଗିଛନ୍ତି ଜନତା,,,1
- କୁମ୍ଭାରପଡା ଥାନାରେ ଅଭିଯୋଗ କରିବା ପରେ ମଧ୍ୟ ଫଳ ଶୂନ ଥାନା ଵାଵୁ ନୂଆ ଆସିଛନ୍ତି ଅପରାଧୀ ଙ୍କ ପାଖରେ ପହଞ୍ଚି ପାରୁ ନାହାନ୍ତି ସବୁ ପ୍ରମାଣ ଦେଵା ପରେ ଯଦି ଥାନା ଅଧିକାରୀ ଅପରାଧୀ ଙ୍କୁ ଧରୀ ନପାରିଵେ ତାହେଲେ ଏପରି ଥାନା ଅଧିକାରୀ ସେ ଥାନା ପାଇଁ ଅଯୋଗ୍ୟ ତାଙ୍କୁ ସେଠାରୁ ବିଦାୟ କରାଯାଉ କାରଣ କୁମ୍ଭାରପଡା ଥାନାରେ ଡନ୍ ପରି ଅଫିସର ନିୟୁକ୍ତି ହେଵା ଜରୁରୀ ଵୁଝିଵା ଵ୍ୟକ୍ତି ଙ୍କ ପାଇଁ ଇଶାରା କାଫି 👍1
- ମର୍ଦ୍ଦମେଖ ଅଞ୍ଚଳରେ ବିଦ୍ୟୁତ ତାର ଛିଡ଼ି ସର୍ଟ ସର୍କିଟ ହେବାରୁ ଚାଷଜମିରେ ଥିବା ଧାନଗଦାରେ ନିଆଁ ଲାଗି ଦୁଇ ଏକର ଧାନ ପୋଡ଼ି ନଷ୍ଟ। କୋଦଳା ଅଗ୍ନିଶମ ବାହିନୀ ନିଆଁକୁ ଆୟତ୍ତ କରିଥିବା ବେଳେ ଲକ୍ଷାଧିକ ଟଙ୍କାର କ୍ଷତି ହୋଇଛି।2
- ନିମାପଡା ବ୍ଲକ ଛକ ରେ ଥିବା ଟିଉବ୍ ୱେଲ ର ବିଗତ ୩ଦିନ ହେଲାଣି ଅଚଳ ହୋଇକି ପଡିଛି। ଏଥିରୁ ମଇଳା ପାଣି ବାହାରୁଚି । ଏ ବିଷୟରେ କିଛି ସହୃଦୟ ବେକ୍ତି କାଲି phd କର୍ତ୍ତୃପକ୍ଷଙ୍କୁ ଅବଗତ କରାଥିଲେ ହେଲେ କୌଣସି ସମାଧାନ କରାଗଲା ନାହିଁ । ଯେହେତୁ ଏ କଳ ଉପରେ ହାରାହାରୀ ୧୦ ରୁ ୧୫ ଦୋକାନୀ ପାଣି ପାଇଁ ନିର୍ଭର କରନ୍ତି । ସେଥିପାଇଁ କଳ ଟି କୁ ତୁରନ୍ତ ମରାମତି କରିବା ପାଇଁ କର୍ତ୍ତୃପକ୍ଷ ତୁରନ୍ତ ପଦକ୍ଷେପ ନେବାକୁ ସର୍ବସାଧାରଣରେ ଦାବି ହୋଉଛି। ଯେହେତୁ ଖରା ଦିନ ପିଇବା ପାଣି ସମସ୍ୟା ସମାଧାନ କରନ୍ତୁ।1
- ପୁରୀ ଜିଲ୍ଲା ନିମାପଡା ବ୍ଲକ ବଳଙ୍ଗା ମେଳନ ପଡିଆରେ ବାଣ ଫୁଟାଯାଉଥିବା ବେଳେ ଘଟିଛି ଅଘଟଣ। ବାଣର ନିଆଁ ଖସି ମେଳନ ପଡିଆରେ ଥିବା ମନ୍ଦିର ଚୂଡାରେ ସଜାଯାଇଥିବା ପ୍ଲାଷ୍ଟିକ ଫୁଲରେ ନିଆଁ ଲାଗିଥିବା ସୂଚନା ମିଳିଛି। ସୂଚନା ଅନୁଯାୟୀ, ବଳଙ୍ଗା ଅଞ୍ଚଳରେ ଚାଲୁଥିବା ମେଳନ ଉତ୍ସବ ସମୟରେ ବାଣ ଫୁଟାଯାଉଥିଲା। ସେହି ସମୟରେ ବାଣର ନିଆଁ ଖସି ମେଳନ ପଡିଆରେ ଥିବା ମନ୍ଦିର ଚୂଡାରେ ଲାଗିଥିବା ପ୍ଲାଷ୍ଟିକ ଫୁଲରେ ନିଆଁ ଲାଗିଯାଇଥିଲା। ଘଟଣା ଦେଖି ଲୋକମାନଙ୍କ ମଧ୍ୟରେ କିଛି ସମୟ ପାଇଁ ଭୟ ଓ ଆତଙ୍କ ସୃଷ୍ଟି ହୋଇଥିଲା।ଘଟଣା ସ୍ଥଳରେ ମୁତୟନ ଥିବା ଅଗ୍ନିଶମ ବାହିନୀ ନିଆଁକୁ ନିୟନ୍ତ୍ରଣରେ ଆଣିଥିବା ସୂଚନା ମିଳିଛି।1
- Post by Manoj kumar baliyarsingh4