logo
Shuru
Apke Nagar Ki App…
  • Latest News
  • News
  • Politics
  • Elections
  • Viral
  • Astrology
  • Horoscope in Hindi
  • Horoscope in English
  • Latest Political News
logo
Shuru
Apke Nagar Ki App…

ପୁରୀରେ ଜିଲ୍ଲା ସ୍ତରୀୟ ଆଶା ସମ୍ମିଳନୀ, ଉତ୍କୃଷ୍ଟ କାର୍ଯ୍ୟ ପାଇଁ ଆଶା କର୍ମୀ ସମ୍ମାନିତ। ପୁରୀ ଟାଉନ ହଲ୍‌ରେ ଜିଲ୍ଲା ସ୍ୱାସ୍ଥ୍ୟ ସମିତି ପକ୍ଷରୁ ଜିଲ୍ଲା ସ୍ତରୀୟ ଆଶା, ଗାଁ କଲ୍ୟାଣ ସମିତି ଓ ମହିଳା ଆରୋଗ୍ୟ ସମିତିର ବାର୍ଷିକ ସମ୍ମିଳନୀ ଅନୁଷ୍ଠିତ ହୋଇଛି। ଅତିରିକ୍ତ ଜିଲ୍ଲାପାଳ ଶରତ ଚନ୍ଦ୍ର ବେହେରା ମୁଖ୍ୟ ଅତିଥି ଭାବେ ଯୋଗଦେଇ ଗ୍ରାମ ଓ ସହର ଅଞ୍ଚଳରେ ସ୍ୱାସ୍ଥ୍ୟ ସେବା ପହଞ୍ଚାଇବାରେ ଆଶା କର୍ମୀମାନଙ୍କ ଭୂମିକାକୁ ପ୍ରଶଂସା କରିଥିଲେ। ସମ୍ମିଳନୀରେ ସ୍ୱାସ୍ଥ୍ୟ ସେବାରେ ଉତ୍କୃଷ୍ଟ କାର୍ଯ୍ୟ ପାଇଁ ୮ ଜଣ ଆଶା କର୍ମୀ, ୧୨ଟି ଗାଁ କଲ୍ୟାଣ ସମିତି, ୧୧ଟି ଉପକେନ୍ଦ୍ର ଜନ ଆରୋଗ୍ୟ ସମିତି ଓ ୩୩ଟି ମହିଳା ଆରୋଗ୍ୟ ସମିତିକୁ ଟ୍ରଫି ଓ ମାନପତ୍ର ପ୍ରଦାନ କରାଯାଇଥିଲା। ଏହାସହ ଆଶାମାନଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ଓ କୁଇଜ୍ ପ୍ରତିଯୋଗିତା ଆୟୋଜନ କରାଯାଇ ଉତ୍ତମ ପ୍ରଦର୍ଶନ କରିଥିବାଙ୍କୁ ପୁରସ୍କୃତ କରାଯାଇଥିଲା।(ଡ଼ଃ ମନୋଜ କୁମାର ବଳିଆରସିଂ)

on 13 March
user_Manoj kumar baliyarsingh
Manoj kumar baliyarsingh
ସାମ୍ବାଦିକ ପୁରୀ (M), ପୁରୀ, ଓଡ଼ିଶା•

More news from Odisha and nearby areas
  • Post by SOUMYA RANJAN
    1
    Post by SOUMYA RANJAN
    user_SOUMYA RANJAN
    SOUMYA RANJAN
    Extended stay hotel Puri (M), Odisha•
    1 hr ago
  • Post by Rajesh Samantaray
    1
    Post by Rajesh Samantaray
    user_Rajesh Samantaray
    Rajesh Samantaray
    Bank Sadar, Puri•
    6 hrs ago
  • Post by Manoj kumar baliyarsingh
    4
    Post by Manoj kumar baliyarsingh
    user_Manoj kumar baliyarsingh
    Manoj kumar baliyarsingh
    ସାମ୍ବାଦିକ ପୁରୀ (M), ପୁରୀ, ଓଡ଼ିଶା•
    7 hrs ago
  • Post by ରିପୋର୍ଟର:ବିଶ୍ୱଜିତ୍ ପଟ୍ଟନାୟକ...
    2
    Post by ରିପୋର୍ଟର:ବିଶ୍ୱଜିତ୍ ପଟ୍ଟନାୟକ...
    user_ରିପୋର୍ଟର:ବିଶ୍ୱଜିତ୍ ପଟ୍ଟନାୟକ...
    ରିପୋର୍ଟର:ବିଶ୍ୱଜିତ୍ ପଟ୍ଟନାୟକ...
    ସତ୍ୟବାଦୀ, ପୁରୀ, ଓଡ଼ିଶା•
    6 hrs ago
  • Post by Sujit Tripathy
    1
    Post by Sujit Tripathy
    user_Sujit Tripathy
    Sujit Tripathy
    Accountant ଗାଡ଼ିସାଗଡ଼ା, ପୁରୀ, ଓଡ଼ିଶା•
    6 hrs ago
  • Post by ପ୍ରଶାନ୍ତ କୁମାର ଯାଦବ
    3
    Post by ପ୍ରଶାନ୍ତ କୁମାର ଯାଦବ
    user_ପ୍ରଶାନ୍ତ କୁମାର ଯାଦବ
    ପ୍ରଶାନ୍ତ କୁମାର ଯାଦବ
    Brahmagiri, Puri•
    12 hrs ago
  • Significant Women Empowerment and Support by PM Modi ji which is a historic step.
    1
    Significant Women Empowerment and Support by PM Modi ji which is a historic step.
    user_Susanta Kumar Patnaik
    Susanta Kumar Patnaik
    Building society ଜଟଣୀ, ଖୋର୍ଦ୍ଧା, ଓଡ଼ିଶା•
    13 hrs ago
  • Post by SOUMYA RANJAN
    1
    Post by SOUMYA RANJAN
    user_SOUMYA RANJAN
    SOUMYA RANJAN
    Extended stay hotel ପୁରୀ (M), ପୁରୀ, ଓଡ଼ିଶା•
    7 hrs ago
View latest news on Shuru App
Download_Android
  • Terms & Conditions
  • Career
  • Privacy Policy
  • Blogs
Shuru, a product of Close App Private Limited.