Shuru
Apke Nagar Ki App…
କାଂଶବହାଲ ଚୁଙ୍ଗି ମାଟି ଶଙ୍ଖ ନଦୀରେ ହାତୀ!
Rabindra Nayak
କାଂଶବହାଲ ଚୁଙ୍ଗି ମାଟି ଶଙ୍ଖ ନଦୀରେ ହାତୀ!
More news from ଓଡ଼ିଶା and nearby areas
- ହରିନାମ ସଂକୀର୍ତ୍ତନରେ ଏବେ ସାରା ବିଶ୍ୱରେ ପ୍ରକମ୍ପିତ। ସବଡେଗା ଗ୍ରାମ କମିଟିର ମିଳିତ ସହଯୋଗରେ ସ୍ଥାନୀୟ ମଣ୍ଡପ ଠାରେ ଏହି ମହାନାମ ଯଜ୍ଞ ଅନୁଷ୍ଠିତ ହୋଇଆସୁଛି । ଶ୍ରଦ୍ଧାଳୁଙ୍କ ଗହଳି ଓ "ହରେ କୃଷ୍ଣ ହରେ ରାମ" ଧ୍ୱନିରେ ସାରା ପରିବେଶ ଏବେ ବୈକୁଣ୍ଠଧାମରେ ପରିଣତ ହୋଇଛି।1
- କୁଚିଣ୍ଡା ରେ ଆନ୍ତର୍ଜାତିକ ମହିଳା ଦିବସ ଅବସରରେ ଗ୍ରାମ୍ୟ ଉନ୍ନୟନ ଓ ପଞ୍ଚାୟତିରାଜ ପାନୀୟ ଜଳ ବିଭାଗ ମନ୍ତ୍ରୀ ରବି ନାରାୟଣ ନାଏକଙ୍କ ପ୍ରତିକ୍ରିୟା1
- ବ୍ରଜରାଜନଗର1
- କେଡେ ରଙ୍ଗରେ କେଡେ ଢଙ୍ଗରେ ନୀଳ ଚକ୍ରେ ବାନା ଉଡ଼ୁଛି 🙏🙏1
- Post by Jitendra Muduli1
- Post by Uttam Kumar Mahakud 97773344221
- ବେଲପାହାଡ଼ ଜୁନାଡିହି ରେ ମହାଆଡମ୍ବରରେ ଅନୁଷ୍ଠିତ ହେଲା ଅଷ୍ଟପ୍ରହରୀ ନାମଯଜ୍ଞ #belpahar #viralchallenge #akhanda8praharanamajagyan21
- ଗ୍ରୀଷ୍ମ ଋତୁ ଆରମ୍ଭ ନ ହେଉଣୁ ଜଳକଷ୍ଟର କରାଳ ରୂପ ଦେଖିବାକୁ ମିଳିଲାଣି। ବିଶେଷ କରି ଚାଷ ଓ ପାଣି ପାଇଁ କୋଟି କୋଟି ଟଙ୍କା ବ୍ୟୟରେ ନିର୍ମିତ ହୋଇଥିବା ଚେକ୍ ଡ୍ୟାମ୍ ଗୁଡ଼ିକ ଏବେ ପ୍ରହସନ ପାଲଟିଛି। ସିକାଯୋର୍ ଟିକିଲି ନାଲ ଉପରେ ତିଆରି ହୋଇଥିବା ୧୦ ଟି ଚେକ୍ ଡ୍ୟାମ୍ ଏବେ ଶୁଖି ଆଁ କଲାଣି। ଫଳରେ ସ୍ଥାନୀୟ ଚାଷୀ ଓ ଜନସାଧାରଣଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି। ଶୁଖି ଯାଇଥିବା ଚେକ୍ ଡ୍ୟାମ୍ର ଦୃଶ୍ୟ, ଚେକ୍ ଡ୍ୟାମ୍ ଉପରେ ଚାଷୀମାନେ ଠିଆ ହୋଇ ଦୁଃଖ ପ୍ରକାଶ କରୁଥିବା ଦୃଶ୍ୟ, ଶୁଖିଲା ନାଳ। ଦିନେ ଏହି ନାଳର ପାଣିରେ ଶହ ଶହ ଏକର ଜମି ସବୁଜିମାରେ ହସୁଥିଲା। କିନ୍ତୁ ଆଜି ସେହି ଚେକ୍ ଡ୍ୟାମ୍ ଗୁଡ଼ିକରେ ବୁନ୍ଦାଏ ପାଣି ନାହିଁ। ଗ୍ରୀଷ୍ମଋତୁ ଠିକ୍ ଭାବେ ଆରମ୍ଭ ହୋଇ ନଥିବା ବେଳେ ଏବେଠାରୁ ଜଳ ସଂକଟ ଉଗ୍ର ରୂପ ଧାରଣ କଲାଣି। ସରକାରୀ ଯୋଜନାରେ ନିର୍ମିତ ହୋଇଥିବା ୧୦ ଟି ଚେକ୍ ଡ୍ୟାମ୍ ଆଜି ସଂପୂର୍ଣ୍ଣ ଜଳଶୂନ୍ୟ। ଅଭିଯୋଗ ହେଉଛି ଯେ, ଚେକ୍ ଡ୍ୟାମ୍ ଗୁଡ଼ିକର ରକ୍ଷଣାବେକ୍ଷଣ ଅଭାବ ଏବଂ ନିମ୍ନମାନର ନିର୍ମାଣ ଯୋଗୁଁ ପାଣି ରହୁନାହିଁ। ପାଣି ଅଟକାଇବା ପାଇଁ ତିଆରି ହୋଇଥିବା ଏହି ପ୍ରକଳ୍ପ ଗୁଡ଼ିକ ଏବେ କେବଳ ସିମେଣ୍ଟ କଂକ୍ରିଟର ଗଦା ପାଲଟିଛି। ଚାଷୀମାନେ ରବି ଚାଷ ପାଇଁ ଆଶା ବାନ୍ଧିଥିବା ବେଳେ ପାଣି ଅଭାବରୁ ଏବେ ଫସଲ ହାନି ହେବାର ଆଶଙ୍କା ଦେଖାଦେଇଛି । ଶାସନ ଓ ପ୍ରଶାସନର ଅବହେଳା ପାଇଁ କୋଟି କୋଟି ଟଙ୍କାର ସରକାରୀ ଅନୁଦାନ ପାଣିରେ ପଡୁଛି ବୋଲି ସ୍ଥାନୀୟ ବାସିନ୍ଦା ଅଭିଯୋଗ କରିଛନ୍ତି। କେବେ ଏହି ସମସ୍ୟାର ସମାଧାନ କେବେ ହେଉଛି ଏବଂ କେବେ ଚେକ୍ ଡ୍ୟାମ୍ରେ ପାଣି ରହୁଛି, ତାହା ଦେଖିବାକୁ ବାକି ରହିଲା। ସିକାଯୋର୍ର ଏହି ଜଳକଷ୍ଟ ଏବେ ସାଧାରଣରେ ଚର୍ଚ୍ଚାର ବିଷୟ ପାଲଟିଛି। ଯଦି ତୁରନ୍ତ ଏଥିପ୍ରତି ଦୃଷ୍ଟି ଦିଆନଯାଏ, ତେବେ ଆଗାମୀ ଦିନରେ ସ୍ଥିତି ଆହୁରି ଭୟଙ୍କର ହୋଇପାରେ।1