Shuru
Apke Nagar Ki App…
କଳି ଯୁଗରେ ମହାମନ୍ତ୍ର ସାର "ହରେ କୃଷ୍ଣ ହରେ କୃଷ୍ଣ କୃଷ୍ଣକୃଷ୍ଣ ହରେହରେ,ହରେ ରାମ ହରେ ରାମ ରାମରାମ ହରେହରେ" ହରିନାମ ସଂକୀର୍ତ୍ତନରେ ଏବେ ସାରା ବିଶ୍ୱରେ ପ୍ରକମ୍ପିତ। ସବଡେଗା ଗ୍ରାମ କମିଟିର ମିଳିତ ସହଯୋଗରେ ସ୍ଥାନୀୟ ମଣ୍ଡପ ଠାରେ ଏହି ମହାନାମ ଯଜ୍ଞ ଅନୁଷ୍ଠିତ ହୋଇଆସୁଛି । ଶ୍ରଦ୍ଧାଳୁଙ୍କ ଗହଳି ଓ "ହରେ କୃଷ୍ଣ ହରେ ରାମ" ଧ୍ୱନିରେ ସାରା ପରିବେଶ ଏବେ ବୈକୁଣ୍ଠଧାମରେ ପରିଣତ ହୋଇଛି।
Raju kumar patel
କଳି ଯୁଗରେ ମହାମନ୍ତ୍ର ସାର "ହରେ କୃଷ୍ଣ ହରେ କୃଷ୍ଣ କୃଷ୍ଣକୃଷ୍ଣ ହରେହରେ,ହରେ ରାମ ହରେ ରାମ ରାମରାମ ହରେହରେ" ହରିନାମ ସଂକୀର୍ତ୍ତନରେ ଏବେ ସାରା ବିଶ୍ୱରେ ପ୍ରକମ୍ପିତ। ସବଡେଗା ଗ୍ରାମ କମିଟିର ମିଳିତ ସହଯୋଗରେ ସ୍ଥାନୀୟ ମଣ୍ଡପ ଠାରେ ଏହି ମହାନାମ ଯଜ୍ଞ ଅନୁଷ୍ଠିତ ହୋଇଆସୁଛି । ଶ୍ରଦ୍ଧାଳୁଙ୍କ ଗହଳି ଓ "ହରେ କୃଷ୍ଣ ହରେ ରାମ" ଧ୍ୱନିରେ ସାରା ପରିବେଶ ଏବେ ବୈକୁଣ୍ଠଧାମରେ ପରିଣତ ହୋଇଛି।
More news from ଓଡ଼ିଶା and nearby areas
- ସୁନ୍ଦରଗଡ଼ ଜିଲ୍ଲା ସବଡେଗା ବ୍ଲକରୁ ଆସିଛି ଏକ ବଡ଼ ଖବର । କେନ୍ଦ୍ର ସରକାର ଡାକ ସେବାକୁ ଅତ୍ୟାଧୁନିକ କରିବା ପାଇଁ ଅନେକ ଯୋଜନା କରୁଥିବା ବେଳେ ସବଡେଗା ଡାକ ଅଫିସରେ କିନ୍ତୁ ଚିତ୍ର ସମ୍ପୂର୍ଣ୍ଣ ଓଲଟା । ଏଠାରେ ଲୋକେ ମୌଳିକ ସୁବିଧା ନପାଇ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ସାଧାରଣ ଜନତା । ତା ସହିତ ପୋଷ୍ଟ ଅଫିସରେ ଚୋରି ହେବା ପ୍ରସଙ୍ଗ ସରକାରଙ୍କ କାର୍ଯ୍ୟ ଉପରେ ଏକ ବଡ ପ୍ରଶ୍ନ ପାଲଟିଛି । ସୂଚନା ଅନୁସାରେ ସବଡେଗା ପୋଷ୍ଟ ଅଫିସର ବ୍ୟବସ୍ଥାବିତ ପାଚେରୀ ନ ରହିବା, ଅଫିସ ପଛପଟ ବଣବୁଦାରେ ପୂର୍ଣ୍ଣ ହୋଇ ରହିବା,ପରିସରରେ ଶୌଚାଳୟ ଦୟନୀୟ ସ୍ଥିତିରେ ଥିବା ସହିତ ପରିପାର୍ଶ୍ୱରେ ମଦ ବୋତଲ ପଡ଼ି ରହିବା ,ପାନୀୟ ଜଳର ବ୍ୟବସ୍ଥା ସହିତ ବସିବା ବ୍ୟବସ୍ଥାର ବର୍ଷ ବର୍ଷ ଧରି ସମାଧାନ ନ ହେବା ଓଡ଼ିଶା ଡାକ ବିଭାଗ ପାଇଁ ଏକ ବଡ ପ୍ରଶ୍ନ ପାଲଟିଛି । ବିଶେଷ କରି କାଗଜପତ୍ର ଚୋରି ସହିତ ନଷ୍ଟ ହେବାର ଭୟ ରହୁଥିବା ଆଶଙ୍କା କରାଯାଉଛି ।ପର୍ଯ୍ୟାପ୍ତ କର୍ମଚାରୀ ନଥିବାରୁ ଜଣେ ବ୍ୟକ୍ତିଙ୍କୁ ଏକାଧିକ କାମ କରିବାକୁ ପଡ଼ୁଛି, ଯାହାଦ୍ୱାରା ସେବା ପ୍ରଦାନରେ ଅହେତୁକ ବିଳମ୍ବ ଘଟୁଛି । ମୁଖ୍ୟତଃ ସବଡେଗା ବ୍ଲକର କୁଲବା ଡାକ ଅଫିସରେ ପୂର୍ବରୁ ଅର୍ଥ ହେରଫେର ଭଳି ସାଙ୍ଘାତିକ ଅଭିଯୋଗ ମଧ୍ୟ ସାମ୍ନାକୁ ଆସିଥିଲା, ଯାହା ଗ୍ରାହକଙ୍କ ମଧ୍ୟରେ ଅବିଶ୍ୱାସ ସୃଷ୍ଟି କରିଛି । ତା ସହିତ ଟଙ୍କା ଉଠାଣ ସହିତ ଅନ୍ୟାନ୍ୟ ସେବା ପାଇଁ ଲିଙ୍କର ବାରମ୍ବାର ତ୍ରୁଟି ଦେଖାଦେଉଥିବା ସୂତ୍ରରୁ ପ୍ରକାଶ ।ଏ ଦିଗରେ ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷ ତୁରନ୍ତ ଦୃଷ୍ଟି ଦେବାକୁ ଅଞ୍ଚଳବାସୀ ଦାବି କରିଛନ୍ତି ।1
- ବେଲପାହାଡ଼ ଜୁନାଡିହି ରେ ମହାଆଡମ୍ବରରେ ଅନୁଷ୍ଠିତ ହେଲା ଅଷ୍ଟପ୍ରହରୀ ନାମଯଜ୍ଞ #belpahar #viralchallenge #akhanda8praharanamajagyan21
- କୁଚିଣ୍ଡା ରେ ଆନ୍ତର୍ଜାତିକ ମହିଳା ଦିବସ ଅବସରରେ ଗ୍ରାମ୍ୟ ଉନ୍ନୟନ ଓ ପଞ୍ଚାୟତିରାଜ ପାନୀୟ ଜଳ ବିଭାଗ ମନ୍ତ୍ରୀ ରବି ନାରାୟଣ ନାଏକଙ୍କ ପ୍ରତିକ୍ରିୟା1
- ବ୍ରଜରାଜନଗର1
- Post by Jitendra Muduli1
- Post by Ghana Shyam Rana Digital Art1
- बच्चे चोर को धर दबोचा बरगढ़ जिला भेड़ेन थाना की घटना एक बच्चे चोर को ग्रामीणों ने धर दबोचा दिन के एक बजे से रात के 10 बजे तक सड़कों में घूमता फिरता रहता था ये शक्श1
- ହରିନାମ ସଂକୀର୍ତ୍ତନରେ ଏବେ ସାରା ବିଶ୍ୱରେ ପ୍ରକମ୍ପିତ। ସବଡେଗା ଗ୍ରାମ କମିଟିର ମିଳିତ ସହଯୋଗରେ ସ୍ଥାନୀୟ ମଣ୍ଡପ ଠାରେ ଏହି ମହାନାମ ଯଜ୍ଞ ଅନୁଷ୍ଠିତ ହୋଇଆସୁଛି । ଶ୍ରଦ୍ଧାଳୁଙ୍କ ଗହଳି ଓ "ହରେ କୃଷ୍ଣ ହରେ ରାମ" ଧ୍ୱନିରେ ସାରା ପରିବେଶ ଏବେ ବୈକୁଣ୍ଠଧାମରେ ପରିଣତ ହୋଇଛି।1