logo
Shuru
Apke Nagar Ki App…
  • Latest News
  • News
  • Politics
  • Elections
  • Viral
  • Astrology
  • Horoscope in Hindi
  • Horoscope in English
  • Latest Political News
logo
Shuru
Apke Nagar Ki App…

ସବଡେଗା ଡାକ ଅଫିସର ବିକଳ ଚିତ୍ର, ସରକାରୀ ଜିନିଷ ଅସୁରକ୍ଷିତ ସହିତ ମଦୁଆଙ୍କ ଆଡା ସୁନ୍ଦରଗଡ଼ ଜିଲ୍ଲା ସବଡେଗା ବ୍ଲକରୁ ଆସିଛି ଏକ ବଡ଼ ଖବର । କେନ୍ଦ୍ର ସରକାର ଡାକ ସେବାକୁ ଅତ୍ୟାଧୁନିକ କରିବା ପାଇଁ ଅନେକ ଯୋଜନା କରୁଥିବା ବେଳେ ସବଡେଗା ଡାକ ଅଫିସରେ କିନ୍ତୁ ଚିତ୍ର ସମ୍ପୂର୍ଣ୍ଣ ଓଲଟା । ଏଠାରେ ଲୋକେ ମୌଳିକ ସୁବିଧା ନପାଇ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ସାଧାରଣ ଜନତା । ତା ସହିତ ପୋଷ୍ଟ ଅଫିସରେ ଚୋରି ହେବା ପ୍ରସଙ୍ଗ ସରକାରଙ୍କ କାର୍ଯ୍ୟ ଉପରେ ଏକ ବଡ ପ୍ରଶ୍ନ ପାଲଟିଛି । ସୂଚନା ଅନୁସାରେ ସବଡେଗା ପୋଷ୍ଟ ଅଫିସର ବ୍ୟବସ୍ଥାବିତ ପାଚେରୀ ନ ରହିବା, ଅଫିସ ପଛପଟ ବଣବୁଦାରେ ପୂର୍ଣ୍ଣ ହୋଇ ରହିବା,ପରିସରରେ ଶୌଚାଳୟ ଦୟନୀୟ ସ୍ଥିତିରେ ଥିବା ସହିତ ପରିପାର୍ଶ୍ୱରେ ମଦ ବୋତଲ ପଡ଼ି ରହିବା ,ପାନୀୟ ଜଳର ବ୍ୟବସ୍ଥା ସହିତ ବସିବା ବ୍ୟବସ୍ଥାର ବର୍ଷ ବର୍ଷ ଧରି ସମାଧାନ ନ ହେବା ଓଡ଼ିଶା ଡାକ ବିଭାଗ ପାଇଁ ଏକ ବଡ ପ୍ରଶ୍ନ ପାଲଟିଛି । ବିଶେଷ କରି କାଗଜପତ୍ର ଚୋରି ସହିତ ନଷ୍ଟ ହେବାର ଭୟ ରହୁଥିବା ଆଶଙ୍କା କରାଯାଉଛି ।ପର୍ଯ୍ୟାପ୍ତ କର୍ମଚାରୀ ନଥିବାରୁ ଜଣେ ବ୍ୟକ୍ତିଙ୍କୁ ଏକାଧିକ କାମ କରିବାକୁ ପଡ଼ୁଛି, ଯାହାଦ୍ୱାରା ସେବା ପ୍ରଦାନରେ ଅହେତୁକ ବିଳମ୍ବ ଘଟୁଛି । ମୁଖ୍ୟତଃ ସବଡେଗା ବ୍ଲକର କୁଲବା ଡାକ ଅଫିସରେ ପୂର୍ବରୁ ଅର୍ଥ ହେରଫେର ଭଳି ସାଙ୍ଘାତିକ ଅଭିଯୋଗ ମଧ୍ୟ ସାମ୍ନାକୁ ଆସିଥିଲା, ଯାହା ଗ୍ରାହକଙ୍କ ମଧ୍ୟରେ ଅବିଶ୍ୱାସ ସୃଷ୍ଟି କରିଛି । ତା ସହିତ ଟଙ୍କା ଉଠାଣ ସହିତ ଅନ୍ୟାନ୍ୟ ସେବା ପାଇଁ ଲିଙ୍କର ବାରମ୍ବାର ତ୍ରୁଟି ଦେଖାଦେଉଥିବା ସୂତ୍ରରୁ ପ୍ରକାଶ ।ଏ ଦିଗରେ ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷ ତୁରନ୍ତ ଦୃଷ୍ଟି ଦେବାକୁ ଅଞ୍ଚଳବାସୀ ଦାବି କରିଛନ୍ତି ।

on 10 March
user_Raju kumar patel
Raju kumar patel
Mechanic ତାଳସରା, ସୁନ୍ଦରଗଡ଼, ଓଡ଼ିଶା•

  • user_Manash Rout
    Manash Rout
    ଧର୍ମଶାଳା, ଯାଜପୁର, ଓଡ଼ିଶା
    bhal khabar
    on 12 March
  • user_Rabindra Kumar
    Rabindra Kumar
    Sundargarh, Odisha
    🙏
    on 13 March
  • user_Rabindra Kumar
    Rabindra Kumar
    Sundargarh, Odisha
    🙏
    on 13 March
  • user_User3197
    User3197
    Sundargarh, Odisha
    😡
    on 11 March
  • user_User3197
    User3197
    Sundargarh, Odisha
    😡
    on 11 March
  • user_User3197
    User3197
    Sundargarh, Odisha
    😤
    on 11 March
  • user_User3197
    User3197
    Sundargarh, Odisha
    😤
    on 11 March
More news from Odisha and nearby areas
  • Post by Dharmu Oram
    1
    Post by Dharmu  Oram
    user_Dharmu  Oram
    Dharmu Oram
    सतभक्ति Jharsuguda, Odisha•
    17 hrs ago
  • गोविंदपुर सरपंच की निगरानी में 10 लाख का घोटाला#BamraNews
    1
    गोविंदपुर सरपंच की निगरानी में 10 लाख का घोटाला#BamraNews
    user_Anuj Shrma
    Anuj Shrma
    Voice of people Ainthapali, Sambalpur•
    15 hrs ago
  • ପଶ୍ଚିମ ଓଡ଼ିଶାର ଗଣପର୍ବ ତଥା ଅନନ୍ୟ ପରମ୍ପରା 'ଦଣ୍ଡ ନୃତ୍ୟ'ର ଆଜି ପୂର୍ଣ୍ଣାହୁତି। ଜମନକିରା ବ୍ଲକ ଅନ୍ତର୍ଗତ ଗରିଆବାହାଲ ଗ୍ରାମର ପ୍ରାୟ ୪୫ ଜଣ ବ୍ରତଧାରୀ ଦୀର୍ଘ ୨୧ ଦିନର କଠୋର ସାଧନା ପରେ ଆଜି ନିଜ ଗ୍ରାମକୁ ଫେରି ମେରୁ ଭଙ୍ଗ କରିଛନ୍ତି। ✨ ପୋଷ୍ଟର ମୁଖ୍ୟ ଅଂଶ: ✅ ୧୩ ବର୍ଷର ନିରବଚ୍ଛିନ୍ନ ପରମ୍ପରା। ✅ ୨୧ ଦିନ ଧରି ଖାଲି ପାଦରେ ଗ୍ରାମାଞ୍ଚଳ ପରିଭ୍ରମଣ ଓ ପାଣି ଦଣ୍ଡ। ✅ ମହାଦେବ ଓ ମା' କାଳୀଙ୍କ ଆରାଧନାରେ ମୁଖରିତ ହେଲା ପରିବେଶ। ✅ କର୍ତ୍ତା ଭାବେ ସୁରେନ୍ଦ୍ର ବେହେରା, ନିରଳା ବେହେରା ଓ ସୁବାଷ ଚନ୍ଦ୍ର ନାୟକ ସପତ୍ନୀକ ଦାୟିତ୍ୱ ନିର୍ବାହ କରିଥିଲେ।
    1
    ପଶ୍ଚିମ ଓଡ଼ିଶାର ଗଣପର୍ବ ତଥା ଅନନ୍ୟ ପରମ୍ପରା 'ଦଣ୍ଡ ନୃତ୍ୟ'ର ଆଜି ପୂର୍ଣ୍ଣାହୁତି। ଜମନକିରା ବ୍ଲକ ଅନ୍ତର୍ଗତ ଗରିଆବାହାଲ ଗ୍ରାମର ପ୍ରାୟ ୪୫ ଜଣ ବ୍ରତଧାରୀ ଦୀର୍ଘ ୨୧ ଦିନର କଠୋର ସାଧନା ପରେ ଆଜି ନିଜ ଗ୍ରାମକୁ ଫେରି ମେରୁ ଭଙ୍ଗ କରିଛନ୍ତି।
✨ ପୋଷ୍ଟର ମୁଖ୍ୟ ଅଂଶ:
✅ ୧୩ ବର୍ଷର ନିରବଚ୍ଛିନ୍ନ ପରମ୍ପରା।
✅ ୨୧ ଦିନ ଧରି ଖାଲି ପାଦରେ ଗ୍ରାମାଞ୍ଚଳ ପରିଭ୍ରମଣ ଓ ପାଣି ଦଣ୍ଡ।
✅ ମହାଦେବ ଓ ମା' କାଳୀଙ୍କ ଆରାଧନାରେ ମୁଖରିତ ହେଲା ପରିବେଶ।
✅ କର୍ତ୍ତା ଭାବେ ସୁରେନ୍ଦ୍ର ବେହେରା, ନିରଳା ବେହେରା ଓ ସୁବାଷ ଚନ୍ଦ୍ର ନାୟକ ସପତ୍ନୀକ ଦାୟିତ୍ୱ ନିର୍ବାହ କରିଥିଲେ।
    user_Hemanta bhainsa
    Hemanta bhainsa
    Local News Reporter ସମ୍ବଲପୁର (M), ସମ୍ବଲପୁର, ଓଡ଼ିଶା•
    3 hrs ago
  • Post by Munika
    1
    Post by Munika
    user_Munika
    Munika
    ଦେବଗଡ଼, ଦେବଗଡ଼, ଓଡ଼ିଶା•
    16 hrs ago
  • ଡ଼ଃ ବିଆର ଆମ୍ବେଦକର ଜୟନ୍ତୀ ସମାରୋହ
    1
    ଡ଼ଃ ବିଆର ଆମ୍ବେଦକର ଜୟନ୍ତୀ ସମାରୋହ
    user_PNC MEDIA
    PNC MEDIA
    ବରଗଡ଼, ବରଗଡ଼, ଓଡ଼ିଶା•
    17 hrs ago
  • Post by ମିଲନ କୁମାର ନାଏକ
    1
    Post by ମିଲନ କୁମାର ନାଏକ
    user_ମିଲନ କୁମାର ନାଏକ
    ମିଲନ କୁମାର ନାଏକ
    ପାଟଣା, କେନ୍ଦୁଝର, ଓଡ଼ିଶା•
    3 hrs ago
  • ଭୀମ ଆର୍ମିମାନଙ୍କ ଦ୍ଵାରା ସୁଵର୍ଣ୍ଣପୁର ଜିଲ୍ଲା ବିରମହାରାଜପୁର ରେ ପ୍ରଭୂ ଶ୍ରୀ ରାମ ଙ୍କ ଫଟୋ କୁ ଅପମାନ । ଭିଡିଓ ଭାଇରାଲ
    1
    ଭୀମ ଆର୍ମିମାନଙ୍କ ଦ୍ଵାରା ସୁଵର୍ଣ୍ଣପୁର ଜିଲ୍ଲା ବିରମହାରାଜପୁର ରେ ପ୍ରଭୂ ଶ୍ରୀ ରାମ ଙ୍କ ଫଟୋ କୁ ଅପମାନ । ଭିଡିଓ ଭାଇରାଲ
    user_Ajira Samachar
    Ajira Samachar
    Photographer ସୋନପୁର, ସୋନପୁର, ଓଡ଼ିଶା•
    3 hrs ago
  • Post by Sonepur news khulasa
    1
    Post by Sonepur news khulasa
    user_Sonepur news khulasa
    Sonepur news khulasa
    Video Creator ସୋନପୁର, ସୋନପୁର, ଓଡ଼ିଶା•
    6 hrs ago
  • Post by SAHADEV MEHER
    1
    Post by SAHADEV MEHER
    user_SAHADEV MEHER
    SAHADEV MEHER
    ସୋନପୁର, ସୋନପୁର, ଓଡ଼ିଶା•
    7 hrs ago
View latest news on Shuru App
Download_Android
  • Terms & Conditions
  • Career
  • Privacy Policy
  • Blogs
Shuru, a product of Close App Private Limited.