Shuru
Apke Nagar Ki App…
Dharmu Oram
More news from ଓଡ଼ିଶା and nearby areas
- Where is the law on illegally sale of land ?1
- Post by Dharmu Oram1
- ନାରୀଙ୍କ ସମ୍ମାନ, ସୁରକ୍ଷା ଓ ସ୍ୱାବଲମ୍ବନକୁ ଡବଲ ଇଞ୍ଜିନ ସରକାର ସର୍ବଦା ପ୍ରାଥମିକତା ଦେଇ ଆସୁଛନ୍ତି । ‘ନାରୀ ଶକ୍ତି ବନ୍ଦନ ଅଧିନିୟମ’ ମାଧ୍ୟମରେ ଦେଶର ନିଷ୍ପତ୍ତି ନିର୍ମାଣରେ ନାରୀଙ୍କ ଭୂମିକା ଆହୁରି ସୁଦୃଢ଼ ହେଉଛି। ଏହା କେବଳ ଏକ ଆଇନ ନୁହେଁ, ବରଂ ସମାନ ଅଧିକାର ଓ ସମୃଦ୍ଧ ଭବିଷ୍ୟତ ପାଇଁ ଏକ ଦୃଢ଼ ପଦକ୍ଷେପ । ଓଡ଼ିଶାରେ ନାରୀଙ୍କ ସାମର୍ଥ୍ୟ, ସ୍ୱାଭିମାନ ଓ ସଫଳତାକୁ ଆଗକୁ ଆଣିବା ପାଇଁ ଆମ ସରକାର ସର୍ବଦା ପ୍ରତିବଦ୍ଧ। Women-led Development ର ଏହି ଯାତ୍ରାରେ, ନାରୀମାନେ ହେଉଛନ୍ତି ସମୃଦ୍ଧ ଓଡ଼ିଶାର ଶକ୍ତି ଓ ପ୍ରେରଣା। #NariShaktiVandan1
- Post by Manoj Kumar Achary1
- ରାସ୍ତାରେ ଲାଗି ଥିବା ସି. ସି .ଟିଭି ରେ କଏଦ ଚେନ ଚୋରି କରିବା ର ଦୃଶ୍ୟ ।1
- ଡ଼ଃ ବିଆର ଆମ୍ବେଦକର ଜୟନ୍ତୀ ସମାରୋହ1
- Post by Munika1
- ମଣିପୁରର ଜିରିବାମ ଜିଲ୍ଲାରେ ଜଣେ ମହିଳା ଏବଂ କିଛି ନିଷ୍ପାପ ଶିଶୁଙ୍କୁ ଅପହରଣ କରାଯିବା ପରେ ସେମାନଙ୍କର ମୃତଦେହ ମିଳିବା ଘଟଣା ସାରା ଦେଶକୁ ସ୍ତବ୍ଧ କରିଦେଇଛି। ଏହି ଘଟଣା ପରେ ରାଜ୍ୟରେ ପୁଣିଥରେ ଉତ୍ତେଜନା ବଢିଯାଇଛି ଏବଂ ସାଧାରଣ ଜନତା ନ୍ୟାୟ ଦାବିରେ ବିକ୍ଷୋଭ ପ୍ରଦର୍ଶନ କରୁଛନ୍ତି। ନିରୀହ ଶିଶୁମାନଙ୍କ ପ୍ରତି ଏଭଳି କ୍ରୂରତା ମାନବିକତା ଉପରେ ଏକ ବଡ଼ କଳଙ୍କ। ଏହି ଘଟଣା ଯୋଗୁଁ ସ୍ଥାନୀୟ ଅଞ୍ଚଳରେ କର୍ଫ୍ୟୁ ଲଗାଯାଇଛି ଏବଂ ସୁରକ୍ଷା ବ୍ୟବସ୍ଥାକୁ ଅଧିକ କଡ଼ାକଡ଼ି କରାଯାଇଛି।1