Shuru
Apke Nagar Ki App…
ଅସୁସ୍ଥ ନାବାଳିକା ଉଦ୍ଧାର ପୋଲିସ ର ତଦନ୍ତ ଜାରୀ ଗତକାଲି ବିଳମ୍ବିତ ରାତି ରେ କରଞ୍ଜିଆ ସାହାରପଡା ରାସ୍ତା ର ଦେଓ ନଦୀ ପୋଲ ନିକଟରୁ ଜଣେ ନାବାଳିକା ଙ୍କୁ ଅସୁସ୍ଥ ଅବସ୍ଥା ରେ ଉଦ୍ଧାର କରାଯାଇଛି ରାସ୍ତା ରେ ଯିବା ଆସିବା କରୁଥିବା କିଛି ଯୁବକ କେହିଜଣେ ଯୁବତୀ ବଞ୍ଚାଓ ବଞ୍ଚାଓ ଚିତ୍କାର କରୁଥିବା ଶୁଣି ଅଟକି ଦେଖିଥିଲେ ପରେ କରଞ୍ଜିଆ ପୋଲିସ ଓ ଆମ୍ବୁଲାନ୍ସ କୁ ଖବର ଦିଆଯାଇଥିଲା ପୋଲିସ ପହଂଚି ଉକ୍ତ ଯୁବତୀ ଙ୍କୁ ଉଦ୍ଧାର କରି ଚିକିତ୍ସା ନିମନ୍ତେ ଡାକ୍ତରଖାନା ରେ ଭର୍ତି କରିବା ସହିତ ମାମଲା ର ତଦନ୍ତ ଆରମ୍ଭ କରିଥିବା ସୂଚନା ମିଳିଛି ଯୁବତୀ ଙ୍କ ପରିଚୟ ଓ ଘଟଣା ର ସମ୍ପୂର୍ଣ୍ଣ ବିବରଣୀ ମିଳିପାରିନାହିଁ
Jitendra raj

More news from ଓଡ଼ିଶା and nearby areas
- Post by Rajib Behera1
- Post by MN.NEWS ODIA1
- Post by Khabar1
- ଦିନିକିଆ ଜାତୀୟ କର୍ମଶାଳା ଭଣ୍ଡାରିପୋଖରୀ ବ୍ଲକ ନାଆମୀ ମହାବିଦ୍ୟାଳୟ ଠାରେ ଦିନିକିଆ ଜାତୀୟ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। ଇଂରାଜୀ ଅଧ୍ୟାପକ ଡ଼.ଅଜୟ କୁମାର ପ୍ରଧାନଙ୍କ ସଂଯୋଜନାରେ ଅନୁଷ୍ଠିତ କର୍ମଶାଳାରେ ମୁଖ୍ୟଅତିଥି ଭାବେ ମହାବିଦ୍ୟାଳୟ ଅଧ୍ୟକ୍ଷ ଡ଼. ସୁକାନ୍ତ ଚନ୍ଦ୍ର ସ୍ୱାଇଁ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ। ମୁଖ୍ୟ ବକ୍ତା ଭାବେ ଫକୀର ମୋହନ ବିଶ୍ୱବିଦ୍ୟାଳୟର ପ୍ରଫେସର ଡ଼ ପଙ୍କଜ କୁମାର ପାଢ଼ୀ ଯୋଗଦେଇ ନାକ ମାନ୍ୟତା ଉପରେ ବିଭିନ୍ନ ମତ ରଖିଥିଲେ। ଅନ୍ୟମାନଙ୍କ ମଧ୍ୟରେ ପ୍ରଫେସର ସମୀର କୁମାର, ଡ଼. ଦିଲ୍ଲୀପ କୁମାର ମଙ୍ଗରାଜ, ଆଇକ୍ୟୁଏସି ସଂଯୋଜକ ଅଶୋକ କୁମାର ଦାସ, କର୍ମଶାଳା ଉପଦେଷ୍ଟା ଡ଼. ରଘୁନାଥ ସାହୁ, ନୀଳାମ୍ବର ରାୟଗୁରୁ ପ୍ରମୁଖ ଯୋଗଦେଇ ବିଭିନ୍ନ ବକ୍ତବ୍ୟ ପ୍ରଦାନ କରିଥିଲେ। ଏହି ଅବସରରେ ନାଆମୀ ମହାବିଦ୍ୟାଳୟର ୱେବସାଇଟକୁ ଅତିଥି ମାନେ ଲୋକାର୍ପିତ କରିଥିଲେ। ପ୍ରାରମ୍ଭରେ କଲେଜ ଛାତ୍ରୀ ମାନଙ୍କ ଦ୍ୱାରା ବନ୍ଦେ ଉତ୍କଳ ସଂଗୀତ ଗାନ କରାଯାଇଥିବା ବେଳେ ଛାତ୍ରୀଙ୍କ ଦ୍ୱାରା ସ୍ୱାଗତ ନୃତ୍ୟ ପରିବେଷଣ ହୋଇଥିଲା। କର୍ମଶାଳାରେ ଉପସ୍ଥିତ ଅଧ୍ୟାପକ ଓ ଅଧ୍ୟାପିକା ମାନଙ୍କୁ ମାନପତ୍ର ପ୍ରଦାନ କରାଯାଇଥିଲା।ଅଧ୍ୟାପକ ଚିନ୍ତାମଣି ମହାକୁଡ଼ ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ। କର୍ମଶାଳାକୁ ଅଧ୍ୟାପକ ବନମାଳୀ ପଣ୍ଡା, ମହିତୋଷ ସେଠୀ, ପ୍ରଦୀପ ସ୍ୱାଇଁ, ସୋମନାଥ ପଣ୍ଡା, ସସ୍ମିତା ଘୋଷ, ମନୋରମା ଖଣ୍ଡାଇ, ଭାରତୀଲତା ପଣ୍ଡାଙ୍କ ସମେତ ଅନ୍ୟମାନେ ପରିଚାଳନା କରିଥିଲେ।1
- Post by NEWS7ODIA1
- ଜନଗଣନା କର୍ମଚାରୀଙ୍କୁ ମାଡ଼ ମାରିଲେ ଏବଂ ଗାଡ଼ି ମଧ୍ୟ ଭାଙ୍ଗିଦେଲେ | ଘଟଣା ସ୍ଥଳରେ ଉପ ଜିଲ୍ଲାପାଳ, ଏସଡିପିଓ ଓ କାମାକ୍ଷାନଗର ପୋଲିସ ପହଞ୍ଚି ଆକ୍ରମଣକାରୀଙ୍କୁ ଉଠାଇ ନେଇ ଅଧିକ ତଦନ୍ତ ଚଳାଇଛି | କାମାକ୍ଷାନଗର, ଢ଼େଙ୍କାନାଳ, ଓଡ଼ିଶା #Kamakhyanagar #Dhenkanal #Odisha1
- Post by Uttam@97773344221
- Post by Khabar1
- ଵାଲି ପରିବହନ ରାସ୍ତାରେ ନାଳ ଭଣ୍ଡାରିପୋଖରୀ ବ୍ଲକ ଦେଇ ଯାଇଥିବା ବୈତରଣୀ ନଦୀର ବିଭିନ୍ନ ବେଆଇନ ବାଲି ସୈରାଚ ରାସ୍ତା ରେ ନାଳ ଚିରା ହୋଇଛି। ମିଳିଥିବା ସୂଚନା ଅନୁଯାୟୀ ନଦୀର ଵଳୀପୁର ଠାରେ ଦୈନିକ ଵାଲି ଚୋରି ହେଉଥିବା ନେଇ ବାରମ୍ବାର ଅଭିଯୋଗ ହେଵା ପରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଏହା ଉପରେ ତତ୍ପରତା ପ୍ରକାଶ ପାଇଛି। ଉପଜିଲ୍ଲାପାଳଙ୍କ ନିର୍ଦ୍ଦେଶକ୍ରମେ ଅତିରିକ୍ତ ତହସିଲଦାର ନିହାର ରଞ୍ଜନ ମଲ୍ଲିକ ଓ କନିଷ୍ଠ ଖଣି ଅଧିକାରୀ ସୋମ୍ୟରଞ୍ଜନ ଦ୍ଵିବେଦୀ ପୋଲିସ ଫୋର୍ସ ସହିତ ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଥିଲେ।ନଦୀର ଦୁଇ ଗୋଟି ସ୍ଥାନ ରୁ ବେଆଇନ ବାଲି ଉତ୍ତଳନ ହେଉଥିବା ଅଧିକାରୀ ମାନେ ଜାଣିବାକୁ ପାଇଥିଲେ। ତେଣୁ ଵାଲି ଚୋରି କୁ ରୋକିବା ପାଇଁ ପରିବହନ ରାସ୍ତାରେ ନାଳ ଖନନ ହୋଇଥିଲା। ଏହାଛଡା ଉକ୍ତ ସ୍ଥାନରେ ୧୬୩ ଧାରା ଜାରି ହୋଇଥିଲା। ଅନୁରୂପ ଭାବେ ବୈତରଣୀ ନଦୀର ଝୁଟଣା, ଵନସ୍ତା, ନେରଡା, ଯଶୋଟିକିରି, ବାଲି ପୋଖରୀ, ଜଗନ୍ନାଥ ପ୍ରସାଦ ପ୍ରମୁଖ ସାମ୍ଭାବ୍ୟ ଵାଲି ଚୋରି ସ୍ଥାନରେ ମଧ୍ୟ ସମାନ ନିର୍ଦ୍ଦେଶାନାମା ଜାରି ହୋଇଛି।1