logo
Shuru
Apke Nagar Ki App…
  • Latest News
  • News
  • Politics
  • Elections
  • Viral
  • Astrology
  • Horoscope in Hindi
  • Horoscope in English
  • Latest Political News
logo
Shuru
Apke Nagar Ki App…

ଭଣ୍ଡାରିପୋଖରୀ : ନାଆମୀ ମହାବିଦ୍ୟାଳୟରେ ଦିନିକିଆ ଜାତୀୟ କର୍ମଶାଳା ଓ କଲେଜ ୱେବସାଇଟ ଉନ୍ମୋଚନ ଦିନିକିଆ ଜାତୀୟ କର୍ମଶାଳା ଭଣ୍ଡାରିପୋଖରୀ ବ୍ଲକ ନାଆମୀ ମହାବିଦ୍ୟାଳୟ ଠାରେ ଦିନିକିଆ ଜାତୀୟ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। ଇଂରାଜୀ ଅଧ୍ୟାପକ ଡ଼.ଅଜୟ କୁମାର ପ୍ରଧାନଙ୍କ ସଂଯୋଜନାରେ ଅନୁଷ୍ଠିତ କର୍ମଶାଳାରେ ମୁଖ୍ୟଅତିଥି ଭାବେ ମହାବିଦ୍ୟାଳୟ ଅଧ୍ୟକ୍ଷ ଡ଼. ସୁକାନ୍ତ ଚନ୍ଦ୍ର ସ୍ୱାଇଁ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ। ମୁଖ୍ୟ ବକ୍ତା ଭାବେ ଫକୀର ମୋହନ ବିଶ୍ୱବିଦ୍ୟାଳୟର ପ୍ରଫେସର ଡ଼ ପଙ୍କଜ କୁମାର ପାଢ଼ୀ ଯୋଗଦେଇ ନାକ ମାନ୍ୟତା ଉପରେ ବିଭିନ୍ନ ମତ ରଖିଥିଲେ। ଅନ୍ୟମାନଙ୍କ ମଧ୍ୟରେ ପ୍ରଫେସର ସମୀର କୁମାର, ଡ଼. ଦିଲ୍ଲୀପ କୁମାର ମଙ୍ଗରାଜ, ଆଇକ୍ୟୁଏସି ସଂଯୋଜକ ଅଶୋକ କୁମାର ଦାସ, କର୍ମଶାଳା ଉପଦେଷ୍ଟା ଡ଼. ରଘୁନାଥ ସାହୁ, ନୀଳାମ୍ବର ରାୟଗୁରୁ ପ୍ରମୁଖ ଯୋଗଦେଇ ବିଭିନ୍ନ ବକ୍ତବ୍ୟ ପ୍ରଦାନ କରିଥିଲେ। ଏହି ଅବସରରେ ନାଆମୀ ମହାବିଦ୍ୟାଳୟର ୱେବସାଇଟକୁ ଅତିଥି ମାନେ ଲୋକାର୍ପିତ କରିଥିଲେ। ପ୍ରାରମ୍ଭରେ କଲେଜ ଛାତ୍ରୀ ମାନଙ୍କ ଦ୍ୱାରା ବନ୍ଦେ ଉତ୍କଳ ସଂଗୀତ ଗାନ କରାଯାଇଥିବା ବେଳେ ଛାତ୍ରୀଙ୍କ ଦ୍ୱାରା ସ୍ୱାଗତ ନୃତ୍ୟ ପରିବେଷଣ ହୋଇଥିଲା। କର୍ମଶାଳାରେ ଉପସ୍ଥିତ ଅଧ୍ୟାପକ ଓ ଅଧ୍ୟାପିକା ମାନଙ୍କୁ ମାନପତ୍ର ପ୍ରଦାନ କରାଯାଇଥିଲା।ଅଧ୍ୟାପକ ଚିନ୍ତାମଣି ମହାକୁଡ଼ ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ। କର୍ମଶାଳାକୁ ଅଧ୍ୟାପକ ବନମାଳୀ ପଣ୍ଡା, ମହିତୋଷ ସେଠୀ, ପ୍ରଦୀପ ସ୍ୱାଇଁ, ସୋମନାଥ ପଣ୍ଡା, ସସ୍ମିତା ଘୋଷ, ମନୋରମା ଖଣ୍ଡାଇ, ଭାରତୀଲତା ପଣ୍ଡାଙ୍କ ସମେତ ଅନ୍ୟମାନେ ପରିଚାଳନା କରିଥିଲେ।

2 hrs ago
user_ଭଣ୍ଡାରିପୋଖରୀ ଖବର
ଭଣ୍ଡାରିପୋଖରୀ ଖବର
ଭଣ୍ଡାରୀ ପୋଖରୀ, ଭଦ୍ରକ, ଓଡ଼ିଶା•
2 hrs ago

ଭଣ୍ଡାରିପୋଖରୀ : ନାଆମୀ ମହାବିଦ୍ୟାଳୟରେ ଦିନିକିଆ ଜାତୀୟ କର୍ମଶାଳା ଓ କଲେଜ ୱେବସାଇଟ ଉନ୍ମୋଚନ ଦିନିକିଆ ଜାତୀୟ କର୍ମଶାଳା ଭଣ୍ଡାରିପୋଖରୀ ବ୍ଲକ ନାଆମୀ ମହାବିଦ୍ୟାଳୟ ଠାରେ ଦିନିକିଆ ଜାତୀୟ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। ଇଂରାଜୀ ଅଧ୍ୟାପକ ଡ଼.ଅଜୟ କୁମାର ପ୍ରଧାନଙ୍କ ସଂଯୋଜନାରେ ଅନୁଷ୍ଠିତ କର୍ମଶାଳାରେ ମୁଖ୍ୟଅତିଥି ଭାବେ ମହାବିଦ୍ୟାଳୟ ଅଧ୍ୟକ୍ଷ ଡ଼. ସୁକାନ୍ତ ଚନ୍ଦ୍ର ସ୍ୱାଇଁ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ। ମୁଖ୍ୟ ବକ୍ତା ଭାବେ ଫକୀର ମୋହନ ବିଶ୍ୱବିଦ୍ୟାଳୟର ପ୍ରଫେସର ଡ଼ ପଙ୍କଜ କୁମାର ପାଢ଼ୀ ଯୋଗଦେଇ ନାକ ମାନ୍ୟତା ଉପରେ ବିଭିନ୍ନ ମତ ରଖିଥିଲେ। ଅନ୍ୟମାନଙ୍କ ମଧ୍ୟରେ ପ୍ରଫେସର ସମୀର କୁମାର, ଡ଼. ଦିଲ୍ଲୀପ କୁମାର ମଙ୍ଗରାଜ, ଆଇକ୍ୟୁଏସି ସଂଯୋଜକ ଅଶୋକ କୁମାର ଦାସ, କର୍ମଶାଳା ଉପଦେଷ୍ଟା ଡ଼. ରଘୁନାଥ ସାହୁ, ନୀଳାମ୍ବର ରାୟଗୁରୁ ପ୍ରମୁଖ ଯୋଗଦେଇ ବିଭିନ୍ନ ବକ୍ତବ୍ୟ ପ୍ରଦାନ କରିଥିଲେ। ଏହି ଅବସରରେ ନାଆମୀ ମହାବିଦ୍ୟାଳୟର ୱେବସାଇଟକୁ ଅତିଥି ମାନେ ଲୋକାର୍ପିତ କରିଥିଲେ। ପ୍ରାରମ୍ଭରେ କଲେଜ ଛାତ୍ରୀ ମାନଙ୍କ ଦ୍ୱାରା ବନ୍ଦେ ଉତ୍କଳ ସଂଗୀତ ଗାନ କରାଯାଇଥିବା ବେଳେ ଛାତ୍ରୀଙ୍କ ଦ୍ୱାରା ସ୍ୱାଗତ ନୃତ୍ୟ ପରିବେଷଣ ହୋଇଥିଲା। କର୍ମଶାଳାରେ ଉପସ୍ଥିତ ଅଧ୍ୟାପକ ଓ ଅଧ୍ୟାପିକା ମାନଙ୍କୁ ମାନପତ୍ର ପ୍ରଦାନ କରାଯାଇଥିଲା।ଅଧ୍ୟାପକ ଚିନ୍ତାମଣି ମହାକୁଡ଼ ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ। କର୍ମଶାଳାକୁ ଅଧ୍ୟାପକ ବନମାଳୀ ପଣ୍ଡା, ମହିତୋଷ ସେଠୀ, ପ୍ରଦୀପ ସ୍ୱାଇଁ, ସୋମନାଥ ପଣ୍ଡା, ସସ୍ମିତା ଘୋଷ, ମନୋରମା ଖଣ୍ଡାଇ, ଭାରତୀଲତା ପଣ୍ଡାଙ୍କ ସମେତ ଅନ୍ୟମାନେ ପରିଚାଳନା କରିଥିଲେ।

More news from ଓଡ଼ିଶା and nearby areas
  • ଦିନିକିଆ ଜାତୀୟ କର୍ମଶାଳା ଭଣ୍ଡାରିପୋଖରୀ ବ୍ଲକ ନାଆମୀ ମହାବିଦ୍ୟାଳୟ ଠାରେ ଦିନିକିଆ ଜାତୀୟ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। ଇଂରାଜୀ ଅଧ୍ୟାପକ ଡ଼.ଅଜୟ କୁମାର ପ୍ରଧାନଙ୍କ ସଂଯୋଜନାରେ ଅନୁଷ୍ଠିତ କର୍ମଶାଳାରେ ମୁଖ୍ୟଅତିଥି ଭାବେ ମହାବିଦ୍ୟାଳୟ ଅଧ୍ୟକ୍ଷ ଡ଼. ସୁକାନ୍ତ ଚନ୍ଦ୍ର ସ୍ୱାଇଁ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ। ମୁଖ୍ୟ ବକ୍ତା ଭାବେ ଫକୀର ମୋହନ ବିଶ୍ୱବିଦ୍ୟାଳୟର ପ୍ରଫେସର ଡ଼ ପଙ୍କଜ କୁମାର ପାଢ଼ୀ ଯୋଗଦେଇ ନାକ ମାନ୍ୟତା ଉପରେ ବିଭିନ୍ନ ମତ ରଖିଥିଲେ। ଅନ୍ୟମାନଙ୍କ ମଧ୍ୟରେ ପ୍ରଫେସର ସମୀର କୁମାର, ଡ଼. ଦିଲ୍ଲୀପ କୁମାର ମଙ୍ଗରାଜ, ଆଇକ୍ୟୁଏସି ସଂଯୋଜକ ଅଶୋକ କୁମାର ଦାସ, କର୍ମଶାଳା ଉପଦେଷ୍ଟା ଡ଼. ରଘୁନାଥ ସାହୁ, ନୀଳାମ୍ବର ରାୟଗୁରୁ ପ୍ରମୁଖ ଯୋଗଦେଇ ବିଭିନ୍ନ ବକ୍ତବ୍ୟ ପ୍ରଦାନ କରିଥିଲେ। ଏହି ଅବସରରେ ନାଆମୀ ମହାବିଦ୍ୟାଳୟର ୱେବସାଇଟକୁ ଅତିଥି ମାନେ ଲୋକାର୍ପିତ କରିଥିଲେ। ପ୍ରାରମ୍ଭରେ କଲେଜ ଛାତ୍ରୀ ମାନଙ୍କ ଦ୍ୱାରା ବନ୍ଦେ ଉତ୍କଳ ସଂଗୀତ ଗାନ କରାଯାଇଥିବା ବେଳେ ଛାତ୍ରୀଙ୍କ ଦ୍ୱାରା ସ୍ୱାଗତ ନୃତ୍ୟ ପରିବେଷଣ ହୋଇଥିଲା। କର୍ମଶାଳାରେ ଉପସ୍ଥିତ ଅଧ୍ୟାପକ ଓ ଅଧ୍ୟାପିକା ମାନଙ୍କୁ ମାନପତ୍ର ପ୍ରଦାନ କରାଯାଇଥିଲା।ଅଧ୍ୟାପକ ଚିନ୍ତାମଣି ମହାକୁଡ଼ ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ। କର୍ମଶାଳାକୁ ଅଧ୍ୟାପକ ବନମାଳୀ ପଣ୍ଡା, ମହିତୋଷ ସେଠୀ, ପ୍ରଦୀପ ସ୍ୱାଇଁ, ସୋମନାଥ ପଣ୍ଡା, ସସ୍ମିତା ଘୋଷ, ମନୋରମା ଖଣ୍ଡାଇ, ଭାରତୀଲତା ପଣ୍ଡାଙ୍କ ସମେତ ଅନ୍ୟମାନେ ପରିଚାଳନା କରିଥିଲେ।
    1
    ଦିନିକିଆ ଜାତୀୟ କର୍ମଶାଳା
ଭଣ୍ଡାରିପୋଖରୀ ବ୍ଲକ ନାଆମୀ ମହାବିଦ୍ୟାଳୟ ଠାରେ ଦିନିକିଆ ଜାତୀୟ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। ଇଂରାଜୀ ଅଧ୍ୟାପକ ଡ଼.ଅଜୟ କୁମାର ପ୍ରଧାନଙ୍କ ସଂଯୋଜନାରେ ଅନୁଷ୍ଠିତ କର୍ମଶାଳାରେ ମୁଖ୍ୟଅତିଥି ଭାବେ ମହାବିଦ୍ୟାଳୟ ଅଧ୍ୟକ୍ଷ ଡ଼. ସୁକାନ୍ତ ଚନ୍ଦ୍ର ସ୍ୱାଇଁ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ। ମୁଖ୍ୟ ବକ୍ତା ଭାବେ ଫକୀର ମୋହନ ବିଶ୍ୱବିଦ୍ୟାଳୟର ପ୍ରଫେସର ଡ଼ ପଙ୍କଜ କୁମାର ପାଢ଼ୀ ଯୋଗଦେଇ ନାକ ମାନ୍ୟତା ଉପରେ ବିଭିନ୍ନ ମତ ରଖିଥିଲେ। ଅନ୍ୟମାନଙ୍କ ମଧ୍ୟରେ ପ୍ରଫେସର ସମୀର କୁମାର, ଡ଼. ଦିଲ୍ଲୀପ କୁମାର ମଙ୍ଗରାଜ, ଆଇକ୍ୟୁଏସି ସଂଯୋଜକ ଅଶୋକ କୁମାର ଦାସ, କର୍ମଶାଳା ଉପଦେଷ୍ଟା ଡ଼. ରଘୁନାଥ ସାହୁ, ନୀଳାମ୍ବର ରାୟଗୁରୁ ପ୍ରମୁଖ ଯୋଗଦେଇ ବିଭିନ୍ନ ବକ୍ତବ୍ୟ ପ୍ରଦାନ କରିଥିଲେ।  ଏହି ଅବସରରେ ନାଆମୀ ମହାବିଦ୍ୟାଳୟର ୱେବସାଇଟକୁ ଅତିଥି ମାନେ ଲୋକାର୍ପିତ କରିଥିଲେ। ପ୍ରାରମ୍ଭରେ କଲେଜ ଛାତ୍ରୀ ମାନଙ୍କ ଦ୍ୱାରା ବନ୍ଦେ ଉତ୍କଳ ସଂଗୀତ ଗାନ କରାଯାଇଥିବା ବେଳେ ଛାତ୍ରୀଙ୍କ ଦ୍ୱାରା ସ୍ୱାଗତ ନୃତ୍ୟ ପରିବେଷଣ ହୋଇଥିଲା। କର୍ମଶାଳାରେ ଉପସ୍ଥିତ ଅଧ୍ୟାପକ ଓ ଅଧ୍ୟାପିକା ମାନଙ୍କୁ ମାନପତ୍ର ପ୍ରଦାନ କରାଯାଇଥିଲା।ଅଧ୍ୟାପକ ଚିନ୍ତାମଣି ମହାକୁଡ଼ ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ। କର୍ମଶାଳାକୁ ଅଧ୍ୟାପକ ବନମାଳୀ ପଣ୍ଡା, ମହିତୋଷ ସେଠୀ, ପ୍ରଦୀପ ସ୍ୱାଇଁ, ସୋମନାଥ ପଣ୍ଡା, ସସ୍ମିତା ଘୋଷ, ମନୋରମା ଖଣ୍ଡାଇ, ଭାରତୀଲତା ପଣ୍ଡାଙ୍କ ସମେତ ଅନ୍ୟମାନେ ପରିଚାଳନା କରିଥିଲେ।
    user_ଭଣ୍ଡାରିପୋଖରୀ ଖବର
    ଭଣ୍ଡାରିପୋଖରୀ ଖବର
    ଭଣ୍ଡାରୀ ପୋଖରୀ, ଭଦ୍ରକ, ଓଡ଼ିଶା•
    2 hrs ago
  • Post by NEWS7ODIA
    1
    Post by NEWS7ODIA
    user_NEWS7ODIA
    NEWS7ODIA
    କୋରାଇ, ଯାଜପୁର, ଓଡ଼ିଶା•
    8 hrs ago
  • Post by ଯାଜପୁର ଖବର ପ୍ରସାରିତ
    1
    Post by ଯାଜପୁର ଖବର ପ୍ରସାରିତ
    user_ଯାଜପୁର ଖବର ପ୍ରସାରିତ
    ଯାଜପୁର ଖବର ପ୍ରସାରିତ
    ଯାଜପୁର, ଯାଜପୁର, ଓଡ଼ିଶା•
    22 hrs ago
  • ଡେରାବିଶ. କେନ୍ଦ୍ରାପଡ଼ା. ଦେଶପୁର ଗ୍ରାମ ରେ ପ୍ରାୟତଃ ୩ମାସ ହେବ ପାଣିର ଷମସ୍ଯ ଲାଗି ରହିଛି। ଗ୍ରାମ ବାସିନ୍ଦା ମାନେ ବହୁତ ଅସୁବିଧା ର ସମୁଖୀନ ହେଉଛନ୍ତି। ଦୟାକରି ଏହାର ସମାଧାନ ବହୁତ ସିଘ୍ର କରନ୍ତୁ।
    1
    ଡେରାବିଶ. କେନ୍ଦ୍ରାପଡ଼ା. ଦେଶପୁର ଗ୍ରାମ ରେ ପ୍ରାୟତଃ ୩ମାସ ହେବ ପାଣିର ଷମସ୍ଯ ଲାଗି ରହିଛି। 
ଗ୍ରାମ ବାସିନ୍ଦା ମାନେ ବହୁତ ଅସୁବିଧା ର ସମୁଖୀନ ହେଉଛନ୍ତି। ଦୟାକରି ଏହାର ସମାଧାନ ବହୁତ ସିଘ୍ର କରନ୍ତୁ।
    user_RAKESH KUMAR JENA..
    RAKESH KUMAR JENA..
    Advertising agency ଡେରାବିଶ, କେନ୍ଦ୍ରାପଡ଼ା, ଓଡ଼ିଶା•
    10 hrs ago
  • Post by Prafulla Kumar Malla
    1
    Post by Prafulla Kumar Malla
    user_Prafulla Kumar Malla
    Prafulla Kumar Malla
    Local News Reporter କେନ୍ଦ୍ରାପଡା, କେନ୍ଦ୍ରାପଡ଼ା, ଓଡ଼ିଶା•
    3 hrs ago
  • Post by Bebina Malla
    1
    Post by Bebina Malla
    user_Bebina Malla
    Bebina Malla
    Local News Reporter କେନ୍ଦ୍ରାପଡା, କେନ୍ଦ୍ରାପଡ଼ା, ଓଡ଼ିଶା•
    4 hrs ago
  • ଜନଗଣନା କର୍ମଚାରୀଙ୍କୁ ମାଡ଼ ମାରିଲେ ଏବଂ ଗାଡ଼ି ମଧ୍ୟ ଭାଙ୍ଗିଦେଲେ | ଘଟଣା ସ୍ଥଳରେ ଉପ ଜିଲ୍ଲାପାଳ, ଏସଡିପିଓ ଓ କାମାକ୍ଷାନଗର ପୋଲିସ ପହଞ୍ଚି ଆକ୍ରମଣକାରୀଙ୍କୁ ଉଠାଇ ନେଇ ଅଧିକ ତଦନ୍ତ ଚଳାଇଛି | କାମାକ୍ଷାନଗର, ଢ଼େଙ୍କାନାଳ, ଓଡ଼ିଶା #Kamakhyanagar #Dhenkanal #Odisha
    1
    ଜନଗଣନା କର୍ମଚାରୀଙ୍କୁ ମାଡ଼ ମାରିଲେ ଏବଂ ଗାଡ଼ି ମଧ୍ୟ ଭାଙ୍ଗିଦେଲେ | ଘଟଣା ସ୍ଥଳରେ ଉପ ଜିଲ୍ଲାପାଳ, ଏସଡିପିଓ ଓ କାମାକ୍ଷାନଗର ପୋଲିସ ପହଞ୍ଚି ଆକ୍ରମଣକାରୀଙ୍କୁ ଉଠାଇ ନେଇ ଅଧିକ ତଦନ୍ତ ଚଳାଇଛି |
କାମାକ୍ଷାନଗର, ଢ଼େଙ୍କାନାଳ, ଓଡ଼ିଶା 
#Kamakhyanagar #Dhenkanal #Odisha
    user_Nanda Kishor Naik
    Nanda Kishor Naik
    ଭୁବନ, ଢେଙ୍କାନାଳ, ଓଡ଼ିଶା•
    13 hrs ago
  • ଵାଲି ପରିବହନ ରାସ୍ତାରେ ନାଳ ଭଣ୍ଡାରିପୋଖରୀ ବ୍ଲକ ଦେଇ ଯାଇଥିବା ବୈତରଣୀ ନଦୀର ବିଭିନ୍ନ ବେଆଇନ ବାଲି ସୈରାଚ ରାସ୍ତା ରେ ନାଳ ଚିରା ହୋଇଛି। ମିଳିଥିବା ସୂଚନା ଅନୁଯାୟୀ ନଦୀର ଵଳୀପୁର ଠାରେ ଦୈନିକ ଵାଲି ଚୋରି ହେଉଥିବା ନେଇ ବାରମ୍ବାର ଅଭିଯୋଗ ହେଵା ପରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଏହା ଉପରେ ତତ୍ପରତା ପ୍ରକାଶ ପାଇଛି। ଉପଜିଲ୍ଲାପାଳଙ୍କ ନିର୍ଦ୍ଦେଶକ୍ରମେ ଅତିରିକ୍ତ ତହସିଲଦାର ନିହାର ରଞ୍ଜନ ମଲ୍ଲିକ ଓ କନିଷ୍ଠ ଖଣି ଅଧିକାରୀ ସୋମ୍ୟରଞ୍ଜନ ଦ୍ଵିବେଦୀ ପୋଲିସ ଫୋର୍ସ ସହିତ ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଥିଲେ।ନଦୀର ଦୁଇ ଗୋଟି ସ୍ଥାନ ରୁ ବେଆଇନ ବାଲି ଉତ୍ତଳନ ହେଉଥିବା ଅଧିକାରୀ ମାନେ ଜାଣିବାକୁ ପାଇଥିଲେ। ତେଣୁ ଵାଲି ଚୋରି କୁ ରୋକିବା ପାଇଁ ପରିବହନ ରାସ୍ତାରେ ନାଳ ଖନନ ହୋଇଥିଲା। ଏହାଛଡା ଉକ୍ତ ସ୍ଥାନରେ ୧୬୩ ଧାରା ଜାରି ହୋଇଥିଲା। ଅନୁରୂପ ଭାବେ ବୈତରଣୀ ନଦୀର ଝୁଟଣା, ଵନସ୍ତା, ନେରଡା, ଯଶୋଟିକିରି, ବାଲି ପୋଖରୀ, ଜଗନ୍ନାଥ ପ୍ରସାଦ ପ୍ରମୁଖ ସାମ୍ଭାବ୍ୟ ଵାଲି ଚୋରି ସ୍ଥାନରେ ମଧ୍ୟ ସମାନ ନିର୍ଦ୍ଦେଶାନାମା ଜାରି ହୋଇଛି।
    1
    ଵାଲି ପରିବହନ ରାସ୍ତାରେ ନାଳ 
ଭଣ୍ଡାରିପୋଖରୀ ବ୍ଲକ ଦେଇ ଯାଇଥିବା ବୈତରଣୀ ନଦୀର ବିଭିନ୍ନ ବେଆଇନ ବାଲି ସୈରାଚ ରାସ୍ତା ରେ ନାଳ ଚିରା ହୋଇଛି। ମିଳିଥିବା ସୂଚନା ଅନୁଯାୟୀ ନଦୀର ଵଳୀପୁର ଠାରେ ଦୈନିକ ଵାଲି ଚୋରି ହେଉଥିବା ନେଇ ବାରମ୍ବାର ଅଭିଯୋଗ ହେଵା ପରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଏହା ଉପରେ ତତ୍ପରତା ପ୍ରକାଶ ପାଇଛି। ଉପଜିଲ୍ଲାପାଳଙ୍କ ନିର୍ଦ୍ଦେଶକ୍ରମେ ଅତିରିକ୍ତ ତହସିଲଦାର ନିହାର ରଞ୍ଜନ ମଲ୍ଲିକ ଓ କନିଷ୍ଠ ଖଣି ଅଧିକାରୀ ସୋମ୍ୟରଞ୍ଜନ ଦ୍ଵିବେଦୀ ପୋଲିସ ଫୋର୍ସ ସହିତ ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଥିଲେ।ନଦୀର ଦୁଇ ଗୋଟି ସ୍ଥାନ ରୁ ବେଆଇନ ବାଲି ଉତ୍ତଳନ ହେଉଥିବା ଅଧିକାରୀ ମାନେ ଜାଣିବାକୁ ପାଇଥିଲେ। ତେଣୁ ଵାଲି ଚୋରି କୁ ରୋକିବା ପାଇଁ ପରିବହନ ରାସ୍ତାରେ ନାଳ ଖନନ ହୋଇଥିଲା। ଏହାଛଡା ଉକ୍ତ ସ୍ଥାନରେ ୧୬୩ ଧାରା ଜାରି ହୋଇଥିଲା। ଅନୁରୂପ ଭାବେ ବୈତରଣୀ ନଦୀର ଝୁଟଣା, ଵନସ୍ତା, ନେରଡା, ଯଶୋଟିକିରି, ବାଲି ପୋଖରୀ, ଜଗନ୍ନାଥ ପ୍ରସାଦ ପ୍ରମୁଖ ସାମ୍ଭାବ୍ୟ ଵାଲି ଚୋରି ସ୍ଥାନରେ ମଧ୍ୟ ସମାନ ନିର୍ଦ୍ଦେଶାନାମା ଜାରି ହୋଇଛି।
    user_ଭଣ୍ଡାରିପୋଖରୀ ଖବର
    ଭଣ୍ଡାରିପୋଖରୀ ଖବର
    ଭଣ୍ଡାରୀ ପୋଖରୀ, ଭଦ୍ରକ, ଓଡ଼ିଶା•
    2 hrs ago
View latest news on Shuru App
Download_Android
  • Terms & Conditions
  • Career
  • Privacy Policy
  • Blogs
Shuru, a product of Close App Private Limited.