Shuru
Apke Nagar Ki App…
ଜନଗଣନା କରିବାକୁ ଯାଇ ହଟ ହଟା ହେଲେ ଶିକ୍ଷୟିତ୍ରୀ ଏବଂ ଦୁଇ ଚକିଆ ଗାଡିକୁ ମଧ୍ୟ ।
ଯାଜପୁର ଖବର ପ୍ରସାରିତ
ଜନଗଣନା କରିବାକୁ ଯାଇ ହଟ ହଟା ହେଲେ ଶିକ୍ଷୟିତ୍ରୀ ଏବଂ ଦୁଇ ଚକିଆ ଗାଡିକୁ ମଧ୍ୟ ।
More news from ଓଡ଼ିଶା and nearby areas
- Post by ଯାଜପୁର ଖବର ପ୍ରସାରିତ1
- ଆଉ ଏହି ରୋଡ କୁ ସଂଯୋଗ କରି ଏକ ବ୍ଲିଚିଂ ପ୍ଲାଣ୍ଟ ମଧ୍ୟ ଅଛି ଯାହା କି ପ୍ରଦୂଷଣ ର ଗନ୍ଥା ଘର ପାଲଟିଛି ଆଉ ସେହି road ଦେଇ ବୋହୁତ ବଡ଼ ବଡ଼ ଭାରି ଜାନ ଜାତ ୟତ କରୁଛି ଯାହା କି ଗ୍ରାମ ବାସୀଙ୍କୁ ବୋହୁତ ଅସୁବିଧା ର ସମ୍ମୁଖୀନ କରିବାକୁ ପଡୁଛି ଦୟା କରିକି ପ୍ରଶାସନ ଟିକେ ଧ୍ୟାନ ଦିଅନ୍ତୁ1
- ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନା ଅଧୀନରେ ଆଜି ରାଜ୍ୟର ବିଭିନ୍ନ ସ୍ଥାନରେ ସାମୂହିକ ବିବାହ ଅନୁଷ୍ଠିତ ହେଉଛି । ଏହି କ୍ରମରେ ଯାଜପୁର ଜିଲ୍ଲା ପ୍ରଭୁ ଲିଙ୍ଗେଶ୍ଵର ଙ୍କ ପୀଠରେ ଅନୁଷ୍ଠିତ ସାମୂହିକ ବିବାହ କାର୍ଯ୍ୟକ୍ରମରେ ଯୋଗଦେଇ ବର,କନ୍ୟାଙ୍କୁ ଆଶ୍ରିବାଦ ଦେବା ସହ,ପ୍ରଭୁ ଲିଙ୍ଗେଶ୍ୱରଙ୍କ ପାଖରେ ଦାମ୍ପଦ୍ୟ ଜୀବନ ଉଜ୍ୱଳ ହେବା ସକାଶେ,"ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନା" ଏବଂ କେବଳ ଏକ ଆର୍ଥିକ ସହାୟତା ପ୍ରଦାନ ଯୋଜନା ନୁହେଁ, ବରଂ ବାଲ୍ୟ ବିବାହ ଏବଂ ଯୌତୁକ ପ୍ରଥା ବିରୋଧରେ ଏହା ଏକ ସୁଦୃଢ଼ ପଦକ୍ଷେପ ବୋଲି ଶିଶୁ ଓ ମହିଳା ବିଭାଗ ଯାଜପୁର ପକ୍ଷରୁ ସୂଚନା ଦିଆଯାଇଛି ।1
- ଯାଜପୁର ଜିଲ୍ଲା କଟକ ବନାଖଣ୍ଡ ବୈରୀ ଡାଲିଯୋଡ଼ା ଅଧିନସ୍ଥ କାଇମାଟିଆ ପଞ୍ଚାୟତର ନଳିଦା ପର୍ବତ ନିକଟରୁ ସକାଳୁ ଏକ ବିଶାଳ ଭାଲୁ ମରିପଡିଥିବାର ଯାହା ଖବର ମିଳିଛି ଖବର ପାଇଁ ବନ ବିଭାଗ ଟିମ ପହଁଞ୍ଚି, ମୃତ୍ୟୁ କାରଣ ଅସ୍ପଷ୍ଟରହିଛି ଏପରି ଏକ ବନ୍ୟ ଜନ୍ତୁଟି କିପରି ମୃତ୍ୟୁ ହେଲା ତାହା ବଡ଼ ପ୍ରଶ୍ନବାଚୀ ସୃଷ୍ଟି କରୁଛି ବନ ବିଭାଗ ଦାୟିତ୍ୱହୀନତା ପାଇଁ ନାଁ ଅନ୍ୟ କିଛି କାରଣ ରୁ ମୃତ୍ୟୁ ହୋଇଥାଏ ବୋଲି ସାଧାରଣ ରେ ଚର୍ଚ୍ଚା ଜୋର ଧରିଛି1
- କେନ୍ଦ୍ରାପଡ଼ା ବ୍ରହ୍ମ ତାଳଧ୍ଵଜ ରଥ ନୂତନ ଭାବେ ନିର୍ମାଣ ନିମନ୍ତେ ବଳଦେବଜୀଉ ଦେଵତ୍ୱର ବୋର୍ଡ ଚେୟାରମ୍ୟାନ ଅତିରିକ୍ତ ଜିଲ୍ଳାପାଳ ଶ୍ରୀଯୁକ୍ତ ନବକୃଷ୍ଣ ଜେନା ଓ ବଳଦେବଜୀଉ ପ୍ରଶାସନ ଅଧିକାରୀ ଓ ମୁଖ୍ୟ ସେବାୟତ ଙ୍କ ଦ୍ୱାରା ସାମ୍ବାଦିକ ସମ୍ମିଳନୀ1
- ଡେରାବିଶ ବ୍ଲକ ପରିସରରେ ଅଷ୍ଟମ ସାଧାରଣ ଅଧିବେଶନ କାର୍ଯ୍ୟକ୍ରମ ଅନୁଷ୍ଠିତ1
- Post by ନିଷ୍ଠୁର ଦୁନିଆ Live1
- ଯାଜପୁର ଜିଲ୍ଲା ରେ ଅନୁଷ୍ଠିତ ସରକାରଙ୍କ ତରଫରୁ ସାମୁହିକ ବିବାହ କାର୍ଯ୍ୟକ୍ରମ ପାଣିକୋଇଲି ନିକଟସ୍ଥ ସଠିପୁର ମନ୍ଦିର ଠାରେ ଅନୁଷ୍ଠିତ ହୋଇଯାଇଛି ।1