logo
Shuru
Apke Nagar Ki App…
  • Latest News
  • News
  • Politics
  • Elections
  • Viral
  • Astrology
  • Horoscope in Hindi
  • Horoscope in English
  • Latest Political News
logo
Shuru
Apke Nagar Ki App…

ଚଣ୍ଡିଖୋଲ ବନପାଳଙ୍କ ଅଧୀନ ନଳିଦା ପାହାଡ ତଳୁ ଭାଲୁର ମୃତ ଦେହ ଉଦ୍ଧାର ଯାଜପୁର ଜିଲ୍ଲା କଟକ ବନାଖଣ୍ଡ ବୈରୀ ଡାଲିଯୋଡ଼ା ଅଧିନସ୍ଥ କାଇମାଟିଆ ପଞ୍ଚାୟତର ନଳିଦା ପର୍ବତ ନିକଟରୁ ସକାଳୁ ଏକ ବିଶାଳ ଭାଲୁ ମରିପଡିଥିବାର ଯାହା ଖବର ମିଳିଛି ଖବର ପାଇଁ ବନ ବିଭାଗ ଟିମ ପହଁଞ୍ଚି, ମୃତ୍ୟୁ କାରଣ ଅସ୍ପଷ୍ଟରହିଛି ଏପରି ଏକ ବନ୍ୟ ଜନ୍ତୁଟି କିପରି ମୃତ୍ୟୁ ହେଲା ତାହା ବଡ଼ ପ୍ରଶ୍ନବାଚୀ ସୃଷ୍ଟି କରୁଛି ବନ ବିଭାଗ ଦାୟିତ୍ୱହୀନତା ପାଇଁ ନାଁ ଅନ୍ୟ କିଛି କାରଣ ରୁ ମୃତ୍ୟୁ ହୋଇଥାଏ ବୋଲି ସାଧାରଣ ରେ ଚର୍ଚ୍ଚା ଜୋର ଧରିଛି

17 hrs ago
user_Krushna chandra sahoo
Krushna chandra sahoo
ବଡ଼ଚଣା, ଯାଜପୁର, ଓଡ଼ିଶା•
17 hrs ago

ଚଣ୍ଡିଖୋଲ ବନପାଳଙ୍କ ଅଧୀନ ନଳିଦା ପାହାଡ ତଳୁ ଭାଲୁର ମୃତ ଦେହ ଉଦ୍ଧାର ଯାଜପୁର ଜିଲ୍ଲା କଟକ ବନାଖଣ୍ଡ ବୈରୀ ଡାଲିଯୋଡ଼ା ଅଧିନସ୍ଥ କାଇମାଟିଆ ପଞ୍ଚାୟତର ନଳିଦା ପର୍ବତ ନିକଟରୁ ସକାଳୁ ଏକ ବିଶାଳ ଭାଲୁ ମରିପଡିଥିବାର ଯାହା ଖବର ମିଳିଛି ଖବର ପାଇଁ ବନ ବିଭାଗ ଟିମ ପହଁଞ୍ଚି, ମୃତ୍ୟୁ କାରଣ ଅସ୍ପଷ୍ଟରହିଛି ଏପରି ଏକ ବନ୍ୟ ଜନ୍ତୁଟି କିପରି ମୃତ୍ୟୁ ହେଲା ତାହା ବଡ଼ ପ୍ରଶ୍ନବାଚୀ ସୃଷ୍ଟି କରୁଛି ବନ ବିଭାଗ ଦାୟିତ୍ୱହୀନତା ପାଇଁ ନାଁ ଅନ୍ୟ କିଛି କାରଣ ରୁ ମୃତ୍ୟୁ ହୋଇଥାଏ ବୋଲି ସାଧାରଣ ରେ ଚର୍ଚ୍ଚା ଜୋର ଧରିଛି

More news from ଓଡ଼ିଶା and nearby areas
  • ଯାଜପୁର ଜିଲ୍ଲା କଟକ ବନାଖଣ୍ଡ ବୈରୀ ଡାଲିଯୋଡ଼ା ଅଧିନସ୍ଥ କାଇମାଟିଆ ପଞ୍ଚାୟତର ନଳିଦା ପର୍ବତ ନିକଟରୁ ସକାଳୁ ଏକ ବିଶାଳ ଭାଲୁ ମରିପଡିଥିବାର ଯାହା ଖବର ମିଳିଛି ଖବର ପାଇଁ ବନ ବିଭାଗ ଟିମ ପହଁଞ୍ଚି, ମୃତ୍ୟୁ କାରଣ ଅସ୍ପଷ୍ଟରହିଛି ଏପରି ଏକ ବନ୍ୟ ଜନ୍ତୁଟି କିପରି ମୃତ୍ୟୁ ହେଲା ତାହା ବଡ଼ ପ୍ରଶ୍ନବାଚୀ ସୃଷ୍ଟି କରୁଛି ବନ ବିଭାଗ ଦାୟିତ୍ୱହୀନତା ପାଇଁ ନାଁ ଅନ୍ୟ କିଛି କାରଣ ରୁ ମୃତ୍ୟୁ ହୋଇଥାଏ ବୋଲି ସାଧାରଣ ରେ ଚର୍ଚ୍ଚା ଜୋର ଧରିଛି
    1
    ଯାଜପୁର ଜିଲ୍ଲା କଟକ ବନାଖଣ୍ଡ ବୈରୀ ଡାଲିଯୋଡ଼ା ଅଧିନସ୍ଥ କାଇମାଟିଆ ପଞ୍ଚାୟତର ନଳିଦା ପର୍ବତ ନିକଟରୁ ସକାଳୁ ଏକ ବିଶାଳ ଭାଲୁ ମରିପଡିଥିବାର ଯାହା ଖବର ମିଳିଛି 
ଖବର ପାଇଁ ବନ ବିଭାଗ ଟିମ ପହଁଞ୍ଚି, ମୃତ୍ୟୁ କାରଣ ଅସ୍ପଷ୍ଟରହିଛି ଏପରି ଏକ ବନ୍ୟ ଜନ୍ତୁଟି କିପରି ମୃତ୍ୟୁ ହେଲା ତାହା ବଡ଼ ପ୍ରଶ୍ନବାଚୀ ସୃଷ୍ଟି କରୁଛି ବନ ବିଭାଗ ଦାୟିତ୍ୱହୀନତା ପାଇଁ ନାଁ ଅନ୍ୟ କିଛି କାରଣ ରୁ ମୃତ୍ୟୁ  ହୋଇଥାଏ ବୋଲି ସାଧାରଣ ରେ ଚର୍ଚ୍ଚା ଜୋର ଧରିଛି
    user_Krushna chandra sahoo
    Krushna chandra sahoo
    ବଡ଼ଚଣା, ଯାଜପୁର, ଓଡ଼ିଶା•
    17 hrs ago
  • ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନା ଅଧୀନରେ ଆଜି ରାଜ୍ୟର ବିଭିନ୍ନ ସ୍ଥାନରେ ସାମୂହିକ ବିବାହ ଅନୁଷ୍ଠିତ ହେଉଛି । ଏହି କ୍ରମରେ ଯାଜପୁର ଜିଲ୍ଲା ପ୍ରଭୁ ଲିଙ୍ଗେଶ୍ଵର ଙ୍କ ପୀଠରେ ଅନୁଷ୍ଠିତ ସାମୂହିକ ବିବାହ କାର୍ଯ୍ୟକ୍ରମରେ ଯୋଗଦେଇ ବର,କନ୍ୟାଙ୍କୁ ଆଶ୍ରିବାଦ ଦେବା ସହ,ପ୍ରଭୁ ଲିଙ୍ଗେଶ୍ୱରଙ୍କ ପାଖରେ ଦାମ୍ପଦ୍ୟ ଜୀବନ ଉଜ୍ୱଳ ହେବା ସକାଶେ,"ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନା" ଏବଂ କେବଳ ଏକ ଆର୍ଥିକ ସହାୟତା ପ୍ରଦାନ ଯୋଜନା ନୁହେଁ, ବରଂ ବାଲ୍ୟ ବିବାହ ଏବଂ ଯୌତୁକ ପ୍ରଥା ବିରୋଧରେ ଏହା ଏକ ସୁଦୃଢ଼ ପଦକ୍ଷେପ ବୋଲି ଶିଶୁ ଓ ମହିଳା ବିଭାଗ ଯାଜପୁର ପକ୍ଷରୁ ସୂଚନା ଦିଆଯାଇଛି ।
    1
    ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନା ଅଧୀନରେ ଆଜି ରାଜ୍ୟର ବିଭିନ୍ନ ସ୍ଥାନରେ ସାମୂହିକ ବିବାହ ଅନୁଷ୍ଠିତ ହେଉଛି । ଏହି କ୍ରମରେ ଯାଜପୁର ଜିଲ୍ଲା ପ୍ରଭୁ ଲିଙ୍ଗେଶ୍ଵର ଙ୍କ ପୀଠରେ ଅନୁଷ୍ଠିତ ସାମୂହିକ ବିବାହ କାର୍ଯ୍ୟକ୍ରମରେ ଯୋଗଦେଇ ବର,କନ୍ୟାଙ୍କୁ ଆଶ୍ରିବାଦ ଦେବା ସହ,ପ୍ରଭୁ ଲିଙ୍ଗେଶ୍ୱରଙ୍କ ପାଖରେ ଦାମ୍ପଦ୍ୟ ଜୀବନ ଉଜ୍ୱଳ ହେବା ସକାଶେ,"ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନା" ଏବଂ କେବଳ ଏକ ଆର୍ଥିକ ସହାୟତା ପ୍ରଦାନ ଯୋଜନା ନୁହେଁ, ବରଂ ବାଲ୍ୟ ବିବାହ ଏବଂ ଯୌତୁକ ପ୍ରଥା ବିରୋଧରେ ଏହା ଏକ ସୁଦୃଢ଼ ପଦକ୍ଷେପ ବୋଲି ଶିଶୁ ଓ ମହିଳା ବିଭାଗ ଯାଜପୁର ପକ୍ଷରୁ ସୂଚନା ଦିଆଯାଇଛି ।
    user_ସୁଧାଂଶୁ ଶେଖର ନାୟକ
    ସୁଧାଂଶୁ ଶେଖର ନାୟକ
    Engineer ଧର୍ମଶାଳା, ଯାଜପୁର, ଓଡ଼ିଶା•
    17 hrs ago
  • ଡେରାବିଶ ବ୍ଲକ ପରିସରରେ ଅଷ୍ଟମ ସାଧାରଣ ଅଧିବେଶନ କାର୍ଯ୍ୟକ୍ରମ ଅନୁଷ୍ଠିତ
    1
    ଡେରାବିଶ ବ୍ଲକ ପରିସରରେ ଅଷ୍ଟମ ସାଧାରଣ ଅଧିବେଶନ କାର୍ଯ୍ୟକ୍ରମ ଅନୁଷ୍ଠିତ
    user_Sarbeswar malik
    Sarbeswar malik
    Press କେନ୍ଦ୍ରାପଡା, କେନ୍ଦ୍ରାପଡ଼ା, ଓଡ଼ିଶା•
    50 min ago
  • କୋଣାର୍କ ସୂର୍ଯ୍ୟମନ୍ଦିର ରୁ ଖୁବ୍ ଶୀଘ୍ର କାଢାଜିବ ବାଲି #LatestNews #UpdateNews #apanankakhabara #news #Bhubaneswar #OdishaNews #Odisha
    1
    କୋଣାର୍କ ସୂର୍ଯ୍ୟମନ୍ଦିର ରୁ ଖୁବ୍ ଶୀଘ୍ର କାଢାଜିବ ବାଲି #LatestNews #UpdateNews #apanankakhabara #news #Bhubaneswar #OdishaNews #Odisha
    user_Apananka Khabara
    Apananka Khabara
    Local News Reporter Cuttack (M.Corp.) P.S, Odisha•
    1 hr ago
  • ଅଟୋକୁ ଧକ୍କା ଦେଲା କାର୍। ଅଟୋ ଚାଳକ ସମେତ ଅଟୋରେ ଯାଉଥିବା ଯୁବତୀ ଆହତ। ଭୁବନେଶ୍ୱର ନାଲକୋ ଛକର ଦୃଶ୍ୟ। ଅଟୋକୁ ଧକ୍କା ଦେଲା କାର୍। ଅଟୋ ଚାଳକ ସମେତ ଅଟୋରେ ଯାଉଥିବା ଯୁବତୀ ଆହତ। ଭୁବନେଶ୍ୱର ନାଲକୋ ଛକର ଦୃଶ୍ୟ।
    1
    ଅଟୋକୁ ଧକ୍କା ଦେଲା କାର୍। ଅଟୋ ଚାଳକ ସମେତ ଅଟୋରେ ଯାଉଥିବା ଯୁବତୀ ଆହତ। ଭୁବନେଶ୍ୱର ନାଲକୋ ଛକର ଦୃଶ୍ୟ। ଅଟୋକୁ ଧକ୍କା ଦେଲା କାର୍। ଅଟୋ ଚାଳକ ସମେତ ଅଟୋରେ ଯାଉଥିବା ଯୁବତୀ ଆହତ। ଭୁବନେଶ୍ୱର ନାଲକୋ ଛକର ଦୃଶ୍ୟ।
    user_Amrit Prasad Das
    Amrit Prasad Das
    Social worker କଟକ (ଏମ୍.କର୍ପ.) ପି.ଏସ୍., କଟକ, ଓଡ଼ିଶା•
    7 hrs ago
  • ଆଉ ଏହି ରୋଡ କୁ ସଂଯୋଗ କରି ଏକ ବ୍ଲିଚିଂ ପ୍ଲାଣ୍ଟ ମଧ୍ୟ ଅଛି ଯାହା କି ପ୍ରଦୂଷଣ ର ଗନ୍ଥା ଘର ପାଲଟିଛି ଆଉ ସେହି road ଦେଇ ବୋହୁତ ବଡ଼ ବଡ଼ ଭାରି ଜାନ ଜାତ ୟତ କରୁଛି ଯାହା କି ଗ୍ରାମ ବାସୀଙ୍କୁ ବୋହୁତ ଅସୁବିଧା ର ସମ୍ମୁଖୀନ କରିବାକୁ ପଡୁଛି ଦୟା କରିକି ପ୍ରଶାସନ ଟିକେ ଧ୍ୟାନ ଦିଅନ୍ତୁ
    1
    ଆଉ ଏହି ରୋଡ କୁ ସଂଯୋଗ କରି ଏକ ବ୍ଲିଚିଂ ପ୍ଲାଣ୍ଟ ମଧ୍ୟ ଅଛି ଯାହା କି ପ୍ରଦୂଷଣ ର ଗନ୍ଥା ଘର ପାଲଟିଛି ଆଉ ସେହି road ଦେଇ ବୋହୁତ ବଡ଼ ବଡ଼ ଭାରି ଜାନ ଜାତ ୟତ କରୁଛି ଯାହା କି ଗ୍ରାମ ବାସୀଙ୍କୁ ବୋହୁତ ଅସୁବିଧା ର ସମ୍ମୁଖୀନ କରିବାକୁ ପଡୁଛି ଦୟା କରିକି ପ୍ରଶାସନ ଟିକେ ଧ୍ୟାନ ଦିଅନ୍ତୁ
    user_ପିଣ୍ଟୁ ସାମଲ
    ପିଣ୍ଟୁ ସାମଲ
    Korai, Jajapur•
    11 hrs ago
  • ମୁକ୍ତିଲାଭ ଅପେକ୍ଷାରେ ଓଡ଼ିଆ ସିନେମା ମନ୍ତ୍ରମୁଗ୍ଧ | ଟ୍ରେଲର ପରେ ସିନେପ୍ରେମୀଙ୍କ ଉତ୍ସାହ ଦେଖାଦେଇଛି | ଭୁବନେଶ୍ବର, ଓଡ଼ିଶା #Bhubaneswar #Odisha
    1
    ମୁକ୍ତିଲାଭ ଅପେକ୍ଷାରେ ଓଡ଼ିଆ ସିନେମା ମନ୍ତ୍ରମୁଗ୍ଧ | ଟ୍ରେଲର ପରେ ସିନେପ୍ରେମୀଙ୍କ ଉତ୍ସାହ ଦେଖାଦେଇଛି |
ଭୁବନେଶ୍ବର, ଓଡ଼ିଶା 
#Bhubaneswar #Odisha
    user_Nanda Kishor Naik
    Nanda Kishor Naik
    ଭୁବନ, ଢେଙ୍କାନାଳ, ଓଡ଼ିଶା•
    14 hrs ago
  • ଯାଜପୁର ଜିଲ୍ଲା ରେ ଅନୁଷ୍ଠିତ ସରକାରଙ୍କ ତରଫରୁ ସାମୁହିକ ବିବାହ କାର୍ଯ୍ୟକ୍ରମ ପାଣିକୋଇଲି ନିକଟସ୍ଥ ସଠିପୁର ମନ୍ଦିର ଠାରେ ଅନୁଷ୍ଠିତ ହୋଇଯାଇଛି ।
    1
    ଯାଜପୁର ଜିଲ୍ଲା ରେ ଅନୁଷ୍ଠିତ ସରକାରଙ୍କ ତରଫରୁ ସାମୁହିକ ବିବାହ କାର୍ଯ୍ୟକ୍ରମ ପାଣିକୋଇଲି ନିକଟସ୍ଥ ସଠିପୁର ମନ୍ଦିର ଠାରେ ଅନୁଷ୍ଠିତ ହୋଇଯାଇଛି ।
    user_ସୁଧାଂଶୁ ଶେଖର ନାୟକ
    ସୁଧାଂଶୁ ଶେଖର ନାୟକ
    Engineer ଧର୍ମଶାଳା, ଯାଜପୁର, ଓଡ଼ିଶା•
    18 hrs ago
View latest news on Shuru App
Download_Android
  • Terms & Conditions
  • Career
  • Privacy Policy
  • Blogs
Shuru, a product of Close App Private Limited.