Shuru
Apke Nagar Ki App…
ଏହି ରୋଡ ଟି ତାଲୁଙ୍ଗା ଗ୍ରାମ ରୁ NH-215 ରାଜପଥ କୁ ସଂଯୋଗ କରୁଛି ଦୀର୍ଘ 4ମାସ ହେଲା ଶିଳାନ୍ୟାସ ହେଲେ ସୁଦ୍ଧା ଏ ପର୍ଯ୍ୟନ୍ତ କୌଣସି କାର୍ଯ୍ୟ ଅନୁଷ୍ଠାନ ହୋଇନାହିଁ ଆଉ ଏହି ରୋଡ କୁ ସଂଯୋଗ କରି ଏକ ବ୍ଲିଚିଂ ପ୍ଲାଣ୍ଟ ମଧ୍ୟ ଅଛି ଯାହା କି ପ୍ରଦୂଷଣ ର ଗନ୍ଥା ଘର ପାଲଟିଛି ଆଉ ସେହି road ଦେଇ ବୋହୁତ ବଡ଼ ବଡ଼ ଭାରି ଜାନ ଜାତ ୟତ କରୁଛି ଯାହା କି ଗ୍ରାମ ବାସୀଙ୍କୁ ବୋହୁତ ଅସୁବିଧା ର ସମ୍ମୁଖୀନ କରିବାକୁ ପଡୁଛି ଦୟା କରିକି ପ୍ରଶାସନ ଟିକେ ଧ୍ୟାନ ଦିଅନ୍ତୁ
ପିଣ୍ଟୁ ସାମଲ
ଏହି ରୋଡ ଟି ତାଲୁଙ୍ଗା ଗ୍ରାମ ରୁ NH-215 ରାଜପଥ କୁ ସଂଯୋଗ କରୁଛି ଦୀର୍ଘ 4ମାସ ହେଲା ଶିଳାନ୍ୟାସ ହେଲେ ସୁଦ୍ଧା ଏ ପର୍ଯ୍ୟନ୍ତ କୌଣସି କାର୍ଯ୍ୟ ଅନୁଷ୍ଠାନ ହୋଇନାହିଁ ଆଉ ଏହି ରୋଡ କୁ ସଂଯୋଗ କରି ଏକ ବ୍ଲିଚିଂ ପ୍ଲାଣ୍ଟ ମଧ୍ୟ ଅଛି ଯାହା କି ପ୍ରଦୂଷଣ ର ଗନ୍ଥା ଘର ପାଲଟିଛି ଆଉ ସେହି road ଦେଇ ବୋହୁତ ବଡ଼ ବଡ଼ ଭାରି ଜାନ ଜାତ ୟତ କରୁଛି ଯାହା କି ଗ୍ରାମ ବାସୀଙ୍କୁ ବୋହୁତ ଅସୁବିଧା ର ସମ୍ମୁଖୀନ କରିବାକୁ ପଡୁଛି ଦୟା କରିକି ପ୍ରଶାସନ ଟିକେ ଧ୍ୟାନ ଦିଅନ୍ତୁ
More news from Jajapur and nearby areas
- ଆଉ ଏହି ରୋଡ କୁ ସଂଯୋଗ କରି ଏକ ବ୍ଲିଚିଂ ପ୍ଲାଣ୍ଟ ମଧ୍ୟ ଅଛି ଯାହା କି ପ୍ରଦୂଷଣ ର ଗନ୍ଥା ଘର ପାଲଟିଛି ଆଉ ସେହି road ଦେଇ ବୋହୁତ ବଡ଼ ବଡ଼ ଭାରି ଜାନ ଜାତ ୟତ କରୁଛି ଯାହା କି ଗ୍ରାମ ବାସୀଙ୍କୁ ବୋହୁତ ଅସୁବିଧା ର ସମ୍ମୁଖୀନ କରିବାକୁ ପଡୁଛି ଦୟା କରିକି ପ୍ରଶାସନ ଟିକେ ଧ୍ୟାନ ଦିଅନ୍ତୁ1
- ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନା ଅଧୀନରେ ଆଜି ରାଜ୍ୟର ବିଭିନ୍ନ ସ୍ଥାନରେ ସାମୂହିକ ବିବାହ ଅନୁଷ୍ଠିତ ହେଉଛି । ଏହି କ୍ରମରେ ଯାଜପୁର ଜିଲ୍ଲା ପ୍ରଭୁ ଲିଙ୍ଗେଶ୍ଵର ଙ୍କ ପୀଠରେ ଅନୁଷ୍ଠିତ ସାମୂହିକ ବିବାହ କାର୍ଯ୍ୟକ୍ରମରେ ଯୋଗଦେଇ ବର,କନ୍ୟାଙ୍କୁ ଆଶ୍ରିବାଦ ଦେବା ସହ,ପ୍ରଭୁ ଲିଙ୍ଗେଶ୍ୱରଙ୍କ ପାଖରେ ଦାମ୍ପଦ୍ୟ ଜୀବନ ଉଜ୍ୱଳ ହେବା ସକାଶେ,"ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନା" ଏବଂ କେବଳ ଏକ ଆର୍ଥିକ ସହାୟତା ପ୍ରଦାନ ଯୋଜନା ନୁହେଁ, ବରଂ ବାଲ୍ୟ ବିବାହ ଏବଂ ଯୌତୁକ ପ୍ରଥା ବିରୋଧରେ ଏହା ଏକ ସୁଦୃଢ଼ ପଦକ୍ଷେପ ବୋଲି ଶିଶୁ ଓ ମହିଳା ବିଭାଗ ଯାଜପୁର ପକ୍ଷରୁ ସୂଚନା ଦିଆଯାଇଛି ।1
- Post by ଯାଜପୁର ଖବର ପ୍ରସାରିତ1
- ମୁକ୍ତିଲାଭ ଅପେକ୍ଷାରେ ଓଡ଼ିଆ ସିନେମା ମନ୍ତ୍ରମୁଗ୍ଧ | ଟ୍ରେଲର ପରେ ସିନେପ୍ରେମୀଙ୍କ ଉତ୍ସାହ ଦେଖାଦେଇଛି | ଭୁବନେଶ୍ବର, ଓଡ଼ିଶା #Bhubaneswar #Odisha1
- ଯାଜପୁର ଜିଲ୍ଲା କଟକ ବନାଖଣ୍ଡ ବୈରୀ ଡାଲିଯୋଡ଼ା ଅଧିନସ୍ଥ କାଇମାଟିଆ ପଞ୍ଚାୟତର ନଳିଦା ପର୍ବତ ନିକଟରୁ ସକାଳୁ ଏକ ବିଶାଳ ଭାଲୁ ମରିପଡିଥିବାର ଯାହା ଖବର ମିଳିଛି ଖବର ପାଇଁ ବନ ବିଭାଗ ଟିମ ପହଁଞ୍ଚି, ମୃତ୍ୟୁ କାରଣ ଅସ୍ପଷ୍ଟରହିଛି ଏପରି ଏକ ବନ୍ୟ ଜନ୍ତୁଟି କିପରି ମୃତ୍ୟୁ ହେଲା ତାହା ବଡ଼ ପ୍ରଶ୍ନବାଚୀ ସୃଷ୍ଟି କରୁଛି ବନ ବିଭାଗ ଦାୟିତ୍ୱହୀନତା ପାଇଁ ନାଁ ଅନ୍ୟ କିଛି କାରଣ ରୁ ମୃତ୍ୟୁ ହୋଇଥାଏ ବୋଲି ସାଧାରଣ ରେ ଚର୍ଚ୍ଚା ଜୋର ଧରିଛି1
- मुख्यमंत्री कन्या विवाह योजना के तहत जिला स्तरीय सामूहिक विवाह कार्यक्रम: 33 जोड़ों का विवाह संपन्न बरगढ़, 21 अप्रैल 2026: राज्य सरकार की जनहितकारी योजना “मुख्यमंत्री कन्या विवाह योजना” के अंतर्गत आज पूरे राज्य में एक बड़े सामाजिक आयोजन के रूप में सामूहिक विवाह समारोह आयोजित किया गया। इस अवसर पर राज्य के 27 जिलों में विभिन्न केंद्रों पर 1000 से अधिक गरीब एवं आर्थिक रूप से कमजोर परिवारों की बेटियों का विवाह संपन्न हुआ। इस क्रम में बरगढ़ जिला भी इस महत्वपूर्ण पहल में सक्रिय रूप से शामिल रहा। बरगढ़ जिला मुख्यालय स्थित बेहरा बाजार परिसर में आयोजित जिला स्तरीय सामूहिक विवाह कार्यक्रम में कुल 33 जोड़ों का विवाह पारंपरिक रीति-रिवाजों और वैदिक मंत्रोच्चारण के साथ सफलतापूर्वक संपन्न कराया गया। पूरे वातावरण में मंगल ध्वनि और उत्साह का माहौल देखने को मिला, जिससे कार्यक्रम अत्यंत भावुक और आनंदमय बन गया। इस कार्यक्रम में जिला प्रशासन के वरिष्ठ अधिकारी, जनप्रतिनिधि, सामाजिक कार्यकर्ता एवं बड़ी संख्या में स्थानीय नागरिक उपस्थित रहे और नवविवाहित जोड़ों को आशीर्वाद एवं शुभकामनाएं दीं। नवदंपतियों को सरकार की ओर से घरेलू उपयोग की सामग्री, वस्त्र एवं आर्थिक सहायता भी प्रदान की गई, जिससे उनके नए जीवन की शुरुआत सुगम हो सके।1
- ଯୌତୁକ ପାଇଁ ଡେରାବିଶ ଖୁମଳ ଗ୍ରାମରେ ନବବଧୂ କୁ ହତ୍ୟା ଅଭିଯୋଗ ଆଣିଲେ ଝିଅର ଭାଇ1
- ଯାଜପୁର ଜିଲ୍ଲା ରେ ଅନୁଷ୍ଠିତ ସରକାରଙ୍କ ତରଫରୁ ସାମୁହିକ ବିବାହ କାର୍ଯ୍ୟକ୍ରମ ପାଣିକୋଇଲି ନିକଟସ୍ଥ ସଠିପୁର ମନ୍ଦିର ଠାରେ ଅନୁଷ୍ଠିତ ହୋଇଯାଇଛି ।1