Shuru
Apke Nagar Ki App…
ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନା ଅଧୀନରେ ଆଜି ଯାଜପୁର ଜିଲ୍ଲାରେ ସାମୂହିକ ବିବାହ ଅନୁଷ୍ଠିତ ହୋଇ ଯାଇଛି । ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନା ଅଧୀନରେ ଆଜି ରାଜ୍ୟର ବିଭିନ୍ନ ସ୍ଥାନରେ ସାମୂହିକ ବିବାହ ଅନୁଷ୍ଠିତ ହେଉଛି । ଏହି କ୍ରମରେ ଯାଜପୁର ଜିଲ୍ଲା ପ୍ରଭୁ ଲିଙ୍ଗେଶ୍ଵର ଙ୍କ ପୀଠରେ ଅନୁଷ୍ଠିତ ସାମୂହିକ ବିବାହ କାର୍ଯ୍ୟକ୍ରମରେ ଯୋଗଦେଇ ବର,କନ୍ୟାଙ୍କୁ ଆଶ୍ରିବାଦ ଦେବା ସହ,ପ୍ରଭୁ ଲିଙ୍ଗେଶ୍ୱରଙ୍କ ପାଖରେ ଦାମ୍ପଦ୍ୟ ଜୀବନ ଉଜ୍ୱଳ ହେବା ସକାଶେ,"ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନା" ଏବଂ କେବଳ ଏକ ଆର୍ଥିକ ସହାୟତା ପ୍ରଦାନ ଯୋଜନା ନୁହେଁ, ବରଂ ବାଲ୍ୟ ବିବାହ ଏବଂ ଯୌତୁକ ପ୍ରଥା ବିରୋଧରେ ଏହା ଏକ ସୁଦୃଢ଼ ପଦକ୍ଷେପ ବୋଲି ଶିଶୁ ଓ ମହିଳା ବିଭାଗ ଯାଜପୁର ପକ୍ଷରୁ ସୂଚନା ଦିଆଯାଇଛି ।
ସୁଧାଂଶୁ ଶେଖର ନାୟକ

More news from ଓଡ଼ିଶା and nearby areas
- ପ୍ରଗତୀ କ୍ଷେତ୍ରରେ ଆଗକୁ ବଢ଼ୁଛି ଓଡ଼ିଶା | ରାଜ୍ୟରେ ରହିବନି ବେକାରୀ ସମସ୍ୟା | ଭାରତରେ ଓଡ଼ିଶା ହେବ ଏକ ନମ୍ବର | ଭୁବନେଶ୍ବର, ଓଡ଼ିଶା #Bhubaneswar #Odisha1
- ବୟସ ମାନିଲା ହାର ଆରମ୍ଭ କଲେ ବୃଦ୍ଧାଶ୍ରମ । ଆମେ କହୁଛୁ ଏମିତି ଏକ କଥା ଆପଣ ଶୁଣିଲେ ବାହା ବାହା କହିବେ #latestnews #updatenews #apanankakhabara #news #odishanews #odisha1
- କଟକରେ ଟ୍ରାଫିକ୍ ପୋଲିସ୍ ପକ୍ଷରୁ କଡ଼ା କଡ଼ି ଚେକିଙ୍ଗ। ଅମାନିଆଙ୍କୁ ସବାଡ଼ କରିବାକୁ ଅଣ୍ଟା ଭିଡ଼ିଛି ପୋଲିସ୍। ଖାଲି ଫଟୋ ନୁହେଁ ଏବେ ଗଳି କନ୍ଧିରେ କଡ଼ା କଡ଼ି ଚେକିଙ୍ଗ କରୁଛି ପୋଲିସ୍।1
- ଯୌତୁକ ପାଇଁ ଡେରାବିଶ ଖୁମଳ ଗ୍ରାମରେ ନବବଧୂ କୁ ହତ୍ୟା ଅଭିଯୋଗ ଆଣିଲେ ଝିଅର ଭାଇ1
- Post by Dipak Kumar Nayak1
- ଆକ୍ରମଣରେ ୪ଜଣ ଜନଗଣନା କର୍ମଚାରୀ ଆହତ ହୋଇଥିବା ବେଳେ ଏଥିରେ ୨ଜଣ ମହିଳା କର୍ମଚାରୀ ଅଛିନ୍ତି।ସକାଳେ କାମାକ୍ଷାନଗର ଏନଏସି ତିନି ନମ୍ବର ୱାର୍ଡ ମହିମାନଗର ସାହିରେ ଘଟିଛି ଘଟଣା।1
- Post by Dhenkanal News1
- Post by SOUMYA RANJAN1
- Post by Gagan Bhoi1