Shuru
Apke Nagar Ki App…
ଢେଙ୍କାନାଳ କଣ୍ଟାନାଳି ବାଇପାସ ଛକ ରେ ଟ୍ରକ କାର ମଧ୍ୟରେ ଦୁର୍ଘଟଣା, ଯଦିଓ ଦୁର୍ଘଟଣାରେ କୌଣଷି କ୍ଷତି ହୋଲନି ତଥାପି ଜିଲ୍ଲା ପ୍ରଶାସନ ଏହି ଘଟଣା ଉପରେ ଦୃଷ୍ଟି ଦେବାର ଅଛି
Dipak Kumar Nayak
ଢେଙ୍କାନାଳ କଣ୍ଟାନାଳି ବାଇପାସ ଛକ ରେ ଟ୍ରକ କାର ମଧ୍ୟରେ ଦୁର୍ଘଟଣା, ଯଦିଓ ଦୁର୍ଘଟଣାରେ କୌଣଷି କ୍ଷତି ହୋଲନି ତଥାପି ଜିଲ୍ଲା ପ୍ରଶାସନ ଏହି ଘଟଣା ଉପରେ ଦୃଷ୍ଟି ଦେବାର ଅଛି
More news from Odisha and nearby areas
- ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନା, ୨୮ ଯୋଡ଼ା ବର -କନ୍ୟାଙ୍କ ବିବାହ ସଂପନ୍ନ । ଢ଼େଙ୍କାନାଳ ସ୍ଥାନୀୟ ଅଭିନନ୍ଦନ ଗାର୍ଡ଼େନ ଠାରେ ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନାରେ ଢ଼େଙ୍କାନାଳ ଜିଲ୍ଲାର ୨୮ ଯୋଡ଼ା ବର କନ୍ୟାଙ୍କ ବିବାହ କାର୍ଯ୍ୟ ପାରମ୍ପାରିକ ରୀତିରେ ସଂପନ୍ନ ହୋଇଅଛି । ଓଡ଼ିଶା ସରକାରଙ୍କ ମହିଳା ଓ ଶିଶୁ ବିକାଶ ବିଭାଗ ଦ୍ୱାରା ଆୟୋଜିତ ଏହି ସମୂହ ବିବାହ ଉତ୍ସବରେ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ, ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା ବିଭାଗ ମନ୍ତ୍ରୀ ଶ୍ରୀଯୁକ୍ତ କୃଷ୍ଣଚ଼ନ୍ଦ୍ର ପାତ୍ର, ହିନ୍ଦୋଳର ମାନ୍ୟବର ବିଧାୟିକା ଶ୍ରୀମତୀ ସୀମାରାଣୀ ନାୟକ, ପରଜଙ୍ଗର ମାନ୍ୟବର ବିଧାୟକ ଶ୍ରୀଯୁକ୍ତ ବିଭୂତି ଭୂଷଣ ପ୍ରଧାନ, ଜିଲ୍ଲା ପରିଷଦର ଅଧ୍ୟକ୍ଷା ଶ୍ରୀମତୀ ଅର୍ଚ୍ଚନା ପୁହାଣ, ଜିଲ୍ଲାପାଳ ଶ୍ରୀ ଆଶିଷ ଈଶ୍ଵର ପାଟିଲ , ଆରକ୍ଷୀ ଅଧିକ୍ଷକ ଶ୍ରୀ ଅଭିନବ ସୋନକର, ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ଶ୍ରୀ ଦିପ୍ତୀ ରଂଜନ ସେଠୀ ପ୍ରମୂଖ ଯୋଗ ଦେଇ ନବ ଦମ୍ପତିମାନଙ୍କ ଶୁଭକାମନା କରିଥିଲେ । ଏହି ଅବସରରେ ମାନ୍ୟବର ମନ୍ତ୍ରୀ ଓ ଅତିଥିମାନେ ସମସ୍ତ ନବ ଦମ୍ପତିକୁ ୪୫ ହଜାର ଟଙ୍କା ଲେଖାଏଁ ସହାୟତା ରାଶି ପ୍ରଦାନ କରିଥିଲେ । ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ଶ୍ରୀମତୀ ସଂଗୀତା ପାତ୍ର, ବିଭାଗୀୟ ଅଧିକାରୀ ଓ ବିଭିନ୍ନ ସ୍ଵେଚ୍ଛାସେବୀ ଅନୁଷ୍ଠାନର କର୍ମକର୍ତ୍ତାମାନଙ୍କ ସହଯୋଗରେ ଏହି ସମୂହ ବିବାହ ଉତ୍ସବ ଅନୁଷ୍ଠିତ ହୋଇଥିଲା ।1
- ଢେଙ୍କାନାଳ କାମାକ୍ଷାନଗରରେ ଜନଗଣନା କରିବାକୁ ଯାଇଥି୍ବା ବେଳେ ମରଣାତ୍ମକ ଆକ୍ରମଣ ହୋଇଛି। ଆକ୍ରମଣରେ ୪ଜଣ ଜନଗଣନା କର୍ମଚାରୀ ଆହତ ହୋଇଥିବା ବେଳେ ଏଥିରେ ୨ଜଣ ମହିଳା କର୍ମଚାରୀ ଅଛିନ୍ତି।ସକାଳେ କାମାକ୍ଷାନଗର ଏନଏସି ତିନି ନମ୍ବର ୱାର୍ଡ ମହିମାନଗର ସାହିରେ ଘଟିଛି ଘଟଣା। #Kamakhyanagar #CensusWorkers #Attacked #LawAndOrder #KamakhyanagarIncident #GovernmentStaffAttack #PoliceInvestigation #WorkplaceSafety_India #CensusSurvey_Odisha #Dhenkanal #shuru1
- ତରଭୁଜ କିଡ଼ିନ୍ ପାଇଁ ଲାଭ ଦାୟକ ନା କ୍ଷତି କାରକ କଣ କହୁଛନ୍ତି ସ୍ୱାସ୍ଥ୍ୟ ବିଶେଷଜ୍ଞ #LatestNews #UpdateNews #apanankakhabara #news #Bhubaneswar #OdishaNews #Odisha1
- କଟକରେ ଟ୍ରାଫିକ୍ ପୋଲିସ୍ ପକ୍ଷରୁ କଡ଼ା କଡ଼ି ଚେକିଙ୍ଗ। ଅମାନିଆଙ୍କୁ ସବାଡ଼ କରିବାକୁ ଅଣ୍ଟା ଭିଡ଼ିଛି ପୋଲିସ୍। ଖାଲି ଫଟୋ ନୁହେଁ ଏବେ ଗଳି କନ୍ଧିରେ କଡ଼ା କଡ଼ି ଚେକିଙ୍ଗ କରୁଛି ପୋଲିସ୍।1
- ଢେଙ୍କାନାଳ ଜିଲ୍ଲା ରାସୋଳ ଥାନା ଗିରିଧାରପ୍ରସାଦ ଗାଁରେ ଅଭବନୀୟ ଘଟଣା. ନିଜକୁ ଜନଗଣନା ଅଧିକାରୀ ପରିଚୟ ଦେଇ ଗାଁର ବିଭତ୍ସ ପଟନାୟକଙ୍କ ଘରୁ ଲୁଟ. ବିଭତ୍ସଙ୍କ ପତ୍ନୀ ଅପର୍ଣ୍ଣା ବିଶୋଇଙ୍କ ବେକରୁ ମଙ୍ଗଳ ସୂତ୍ର ଏବଂ ମୋବାଇଲ ଫୋଟ ଲୁଟିନେଇ ଯାଇଥିବାର ଥାନାରେ ଅଭିଯୋଗ.1
- ଆକ୍ରମଣରେ ୪ଜଣ ଜନଗଣନା କର୍ମଚାରୀ ଆହତ ହୋଇଥିବା ବେଳେ ଏଥିରେ ୨ଜଣ ମହିଳା କର୍ମଚାରୀ ଅଛିନ୍ତି।ସକାଳେ କାମାକ୍ଷାନଗର ଏନଏସି ତିନି ନମ୍ବର ୱାର୍ଡ ମହିମାନଗର ସାହିରେ ଘଟିଛି ଘଟଣା।1
- ଲିଭର ଦାନକଲେ ଡାକ୍ତର ହେଇଗଲେ ଈଶ୍ୱର ଏମିତି ଘଟଣା ଘଟିଛି ଭୁବନେଶ୍ବର ସ୍ଥିତ ଏମ୍ସ ହସ୍ପିଟାଲ ରେ #LatestNews #UpdateNews #apanankakhabara #news #Bhubaneswar #OdishaNews #Odisha1
- Bangala election news1
- Post by SOUMYA RANJAN1