Shuru
Apke Nagar Ki App…
ରାସୋଳ ଥାନା ଗିରିଧାରପ୍ରସାଦ ଗାଁରେ ନିଜକୁ ଜନ ଗଣନା ଅଧିକାରୀ କହି ମହିଳାଙ୍କ ବେକରୁ ମଙ୍ଗଳସୂତ୍ର ଏବଂ ମୋବାଇଲ ଫୋନ ଲୁଟ କଲେ ଦୁର୍ବୃତ୍ତ. ଢେଙ୍କାନାଳ ଜିଲ୍ଲା ରାସୋଳ ଥାନା ଗିରିଧାରପ୍ରସାଦ ଗାଁରେ ଅଭବନୀୟ ଘଟଣା. ନିଜକୁ ଜନଗଣନା ଅଧିକାରୀ ପରିଚୟ ଦେଇ ଗାଁର ବିଭତ୍ସ ପଟନାୟକଙ୍କ ଘରୁ ଲୁଟ. ବିଭତ୍ସଙ୍କ ପତ୍ନୀ ଅପର୍ଣ୍ଣା ବିଶୋଇଙ୍କ ବେକରୁ ମଙ୍ଗଳ ସୂତ୍ର ଏବଂ ମୋବାଇଲ ଫୋଟ ଲୁଟିନେଇ ଯାଇଥିବାର ଥାନାରେ ଅଭିଯୋଗ.
BIKRAM SAHU
ରାସୋଳ ଥାନା ଗିରିଧାରପ୍ରସାଦ ଗାଁରେ ନିଜକୁ ଜନ ଗଣନା ଅଧିକାରୀ କହି ମହିଳାଙ୍କ ବେକରୁ ମଙ୍ଗଳସୂତ୍ର ଏବଂ ମୋବାଇଲ ଫୋନ ଲୁଟ କଲେ ଦୁର୍ବୃତ୍ତ. ଢେଙ୍କାନାଳ ଜିଲ୍ଲା ରାସୋଳ ଥାନା ଗିରିଧାରପ୍ରସାଦ ଗାଁରେ ଅଭବନୀୟ ଘଟଣା. ନିଜକୁ ଜନଗଣନା ଅଧିକାରୀ ପରିଚୟ ଦେଇ ଗାଁର ବିଭତ୍ସ ପଟନାୟକଙ୍କ ଘରୁ ଲୁଟ. ବିଭତ୍ସଙ୍କ ପତ୍ନୀ ଅପର୍ଣ୍ଣା ବିଶୋଇଙ୍କ ବେକରୁ ମଙ୍ଗଳ ସୂତ୍ର ଏବଂ ମୋବାଇଲ ଫୋଟ ଲୁଟିନେଇ ଯାଇଥିବାର ଥାନାରେ ଅଭିଯୋଗ.
More news from ଓଡ଼ିଶା and nearby areas
- ହାତୀ ଆକ୍ରମଣ ରେ ଆଜି ପୁଣି ମାଆ ପୁଅ ର ମୃତ୍ୟୁ. କଟକ ଜିଲ୍ଲା ନୂଆଗାଁ ଅଂଚଳରେ ଆଜି ଆମ୍ବ ତୋଳୁଥିବା ବେଳେ ବଣୁଆ ହାତୀ ଆକ୍ରମଣ ଘଟଣାରେ ଦୁଇ ଜଣଙ୍କ ମୃତ୍ୟୁ. ସେମାନଙ୍କୁ ହିନ୍ଦୋଳ ମେଡ଼ିକାଲରେ ଭର୍ତି କରାଯାଇଥିବା ବେଳେ ଉଭୟ ଙ୍କୁ ଡାକ୍ତର ମୃତ୍ୟୁ ଘୋଷଣା କରିଛନ୍ତି.1
- ବିନା କ୍ଷତିପୂରଣ ରେ OPTCL କରୁଛି ଟାୱାର ଲାଇନ କାମ, କାନ୍ଦୁଛନ୍ତି କ୍ଷତିଗ୍ରସ୍ତ ପରିବାର ଅନୁଗୁଳ ଜିଲ୍ଲା କଣିହାଁ ବ୍ଲକ ଘଣ୍ଟିଆନଳୀ ଗ୍ରାମର ମାମି ସାହୁ ଯାହାଙ୍କର ଘଣ୍ଟିଆନଳୀ ମୌଜା ରେ ନିଜ ନାମରେ ରେକର୍ଡ ଥିବା ଜାଗା ଉପରେ optcl କମ୍ପାନୀ ତାଙ୍କୁ କୌଣସି କ୍ଷତିପୂରଣ ନଦେଇ ସ୍ଥାନୀୟ ପ୍ରଶାସନ, ପୋଲିସ ପ୍ରଶାସନ ଲଗେଇ ଜବରଦସ୍ତ ଭାବେ ତାଙ୍କ ଜାଗା ଉପରେ ମାଟି ଖୋଳି ଟାୱାର ଲାଇନ କାମ କରୁଛି l ଯାହାଫଳରେ ବହୁ ଅସୁବିଧା ର ସମୁଖୀନ ହେବାକୁ ପଡୁଛି ତାଙ୍କ ପରିବାର l ସେଇ ଜାଗା ଉପରେ ଚାଷ ବାସ କରି ପିଢ଼ି ପରେ ପିଢ଼ି ପରିବାର ପ୍ରତି ପୋଷଣ କରନ୍ତି l ସେଇଭଳି ସେଇ ଗ୍ରାମର ଆଉ ଗୋଟିଏ ପରିବାର ମଧ୍ୟ ନିଜର ଉଚିତ କ୍ଷତି ପୂରଣ ନପାଇ କମ୍ପାନୀ କାର୍ଯ୍ୟ କୁ ବିରୋଧ କରୁଛନ୍ତି l ଜମି ଖଣ୍ଡିକ ଚାଲିଗଲା ପcbse କେମିତି ଚଳିବୁ, କେମିତି ବଂଚିବୁ, କିପରି ପରିବାର ପ୍ରତିପୋଷଣ କରିବୁ କାନ୍ଦି କାନ୍ଦି ଗଣ ମାଧ୍ୟ୍ୟମ ଆଗରେ ପ୍ରକାଶ କରିଛନ୍ତି l ଜମିବାଡ଼ି ନାହିଁ ବୋଲି ପୁଅ ବିବାହ କରିପାରୁନାହାନ୍ତି, କେହି ଝିଅ ଦେଉନାହାନ୍ତି ବୋଲି ପ୍ରକାଶ କରିଛନ୍ତି1
- ନୟାଗଡ ଜିଲ୍ଲା ଖଣ୍ଡପଡା ଏନ୍.ଏ.ସି ତ୍ରିନାଥ ଛକ ନିକଟରେ ଥିବା ଯାତ୍ରୀ ଵିଶ୍ରାମ ଗାର ଦିର୍ଘ ଦିନ ଧରି ଅଧାପତ୍ତରିଆ ଭାବରେ ପଡିଛି ଏଥିପ୍ରତି ଉପରିସ୍ଥ ଅଧିକାରୀ ଦୣଷ୍ଟିଦେଵାକୁ ସାଧାରଣ ରେ ଦାଵୀ!1
- Post by HEMANTA1
- Post by Dipak Kumar Nayak1
- Post by Dhenkanal News1
- କାମାକ୍ଷାନଗର କଂଗ୍ରେସ ର ବିଧାୟକ ପ୍ରାର୍ଥୀ, ଲୋକପ୍ରିୟ ପୂର୍ବତନ ବିଧାୟକ ସ୍ୱର୍ଗତ କୈଳାଶ ମହାପାତ୍ର ଙ୍କ ସୁପୁତ୍ର ଜଣେ ଦୃଢ଼ ସଂଗଠକ, ସଚ୍ଚୋଟ, ଅମାୟିକ ଭଦ୍ର ଯୁବ ରାଜନେତା ଙ୍କ ପରଲୋକ। ଭାଈ ମୁ ଦାୟିତ୍ୱ ପାଇବା ପରେ ଆପଣ ଗୋଟିଏ ଦୁରାରୋଗ୍ୟ ରେ ପୀଡିତ ଥାଇ ମଧ୍ୟ ଶୁଭେଚ୍ଛା ଦେଇ ଯୁବକ ମାନଙ୍କୁ ରାଜନୀତି କୁ ଆସି ଅଞ୍ଚଳ ପାଇଁ ଲୋକଙ୍କ ପାଇଁ କାମ କରିବା ଉଚିତ୍ ବୋଲି ଫୋନ ମାଧ୍ୟମ ରେ ଶୁଭେଚ୍ଛା ଦେଇଥିଲେ।ବାଙ୍ଗାଲୋର ରୁ ଫେରିଲେ ମୁ ଡାକିବି ବସି କଥା ହବା। କିନ୍ତୁ ସେ ସମୟ ଆଉ ଆସିଲାନି ଆପଣ ଆରପାରି କୁ ଯିବା ପରେ ଦେଖା ହେଲା।ଭାଈ ଆପଣ ଙ୍କ ପରି ଜଣେ ବିରଳ ବ୍ୟକ୍ତିତ୍ୱଧାରୀ ଯୁବ ଆଦର୍ଶ ଙ୍କ ଆମର ଆତ୍ମା ର ସଦଗତି ପାଇଁ ମହାପ୍ରଭୂ ଶ୍ରୀ ସିଦ୍ଧବଳରାମଜୀୟୁ ଙ୍କ ନିକଟରେ ପ୍ରାର୍ଥନା କରୁଛି।1
- ଢେଙ୍କାନାଳ ଜିଲ୍ଲା ରାସୋଳ ଥାନା ଗିରିଧାରପ୍ରସାଦ ଗାଁରେ ଅଭବନୀୟ ଘଟଣା. ନିଜକୁ ଜନଗଣନା ଅଧିକାରୀ ପରିଚୟ ଦେଇ ଗାଁର ବିଭତ୍ସ ପଟନାୟକଙ୍କ ଘରୁ ଲୁଟ. ବିଭତ୍ସଙ୍କ ପତ୍ନୀ ଅପର୍ଣ୍ଣା ବିଶୋଇଙ୍କ ବେକରୁ ମଙ୍ଗଳ ସୂତ୍ର ଏବଂ ମୋବାଇଲ ଫୋଟ ଲୁଟିନେଇ ଯାଇଥିବାର ଥାନାରେ ଅଭିଯୋଗ.1