logo
Shuru
Apke Nagar Ki App…
  • Latest News
  • News
  • Politics
  • Elections
  • Viral
  • Astrology
  • Horoscope in Hindi
  • Horoscope in English
  • Latest Political News
logo
Shuru
Apke Nagar Ki App…

8 hrs ago
user_HEMANTA
HEMANTA
ଖଣ୍ଡପଡ଼ା, ନୟାଗଡ଼, ଓଡ଼ିଶା•
8 hrs ago

More news from ଓଡ଼ିଶା and nearby areas
  • ନୟାଗଡ ଜିଲ୍ଲା ଖଣ୍ଡପଡା ଏନ୍.ଏ.ସି ତ୍ରିନାଥ ଛକ ନିକଟରେ ଥିବା ଯାତ୍ରୀ ଵିଶ୍ରାମ ଗାର ଦିର୍ଘ ଦିନ ଧରି ଅଧାପତ୍ତରିଆ ଭାବରେ ପଡିଛି ଏଥିପ୍ରତି ଉପରିସ୍ଥ ଅଧିକାରୀ ଦୣଷ୍ଟିଦେଵାକୁ ସାଧାରଣ ରେ ଦାଵୀ!
    1
    ନୟାଗଡ ଜିଲ୍ଲା ଖଣ୍ଡପଡା ଏନ୍.ଏ.ସି ତ୍ରିନାଥ ଛକ ନିକଟରେ ଥିବା ଯାତ୍ରୀ ଵିଶ୍ରାମ ଗାର ଦିର୍ଘ ଦିନ ଧରି ଅଧାପତ୍ତରିଆ ଭାବରେ ପଡିଛି ଏଥିପ୍ରତି ଉପରିସ୍ଥ ଅଧିକାରୀ ଦୣଷ୍ଟିଦେଵାକୁ ସାଧାରଣ ରେ ଦାଵୀ!
    user_Manas sethi
    Manas sethi
    ଖଣ୍ଡପଡ଼ା, ନୟାଗଡ଼, ଓଡ଼ିଶା•
    1 hr ago
  • Post by HEMANTA
    1
    Post by HEMANTA
    user_HEMANTA
    HEMANTA
    ଖଣ୍ଡପଡ଼ା, ନୟାଗଡ଼, ଓଡ଼ିଶା•
    8 hrs ago
  • ସମାଜସେବୀ ଆକାଶ ପାଣି ଙ୍କ ଦ୍ୱାରା ଅଖିମୁଠି ଅନୁକୂଳ #spnewstvliveodia #akhyatrutiya #bankinews
    1
    ସମାଜସେବୀ ଆକାଶ ପାଣି ଙ୍କ ଦ୍ୱାରା ଅଖିମୁଠି ଅନୁକୂଳ #spnewstvliveodia #akhyatrutiya #bankinews
    user_SP NEWS LIVE ODIA
    SP NEWS LIVE ODIA
    ନୟାଗଡ଼, ନୟାଗଡ଼, ଓଡ଼ିଶା•
    5 hrs ago
  • ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ଫରେଷ୍ଟ ରେଞ୍ଜ ଅଧିକାରୀଙ୍କ ସହ ପୁରା ଟିମ ମିଳିତ ଭାବେ ଗତକାଲି ଏବଂ ଆଜି ଦୁଇ ଦିନରେ 90 ସିଫ୍ଟ ମୂଲ୍ୟବାନ କଥା ସହ ଏକ ପିକଅପ ଗାଡିକୁ ଜବତ କରିପାରିଛନ୍ତି.
    1
    ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ଫରେଷ୍ଟ ରେଞ୍ଜ ଅଧିକାରୀଙ୍କ ସହ ପୁରା ଟିମ ମିଳିତ ଭାବେ ଗତକାଲି ଏବଂ ଆଜି ଦୁଇ ଦିନରେ 90 ସିଫ୍ଟ ମୂଲ୍ୟବାନ କଥା ସହ ଏକ ପିକଅପ ଗାଡିକୁ ଜବତ କରିପାରିଛନ୍ତି.
    user_BIKRAM SAHU
    BIKRAM SAHU
    City Star ହିନ୍ଦୋଳ, ଢେଙ୍କାନାଳ, ଓଡ଼ିଶା•
    22 hrs ago
  • ସ୍ଵଛ ଭାରତ କାର୍ଯ୍ୟକ୍ରମ ରେ ଖର୍ଚ୍ଚ ହେଉଛି କୋଟି କୋଟି ଟଙ୍କା, ଭାରତର ମାନ୍ୟବର ଯଶ୍ଵସୀ ପ୍ରଧାନମନ୍ତ୍ରୀ ମନ୍ତ୍ରୀ ଙ୍କ ର ସ୍ଵଛ ଭାରତ ଉପରେ ଏକାନ୍ତ ଗୁରୁତ୍ୱ ଦିଆଯାଉଥିବା ଵେଳେ, ଜଟଣୀ ନଗର ପାଳିକା ରେ ଏହାର ସଂପୂର୍ଣ୍ଣ ଵ୍ୟତିକ୍ରମ ଦେଖିବାକୁ ମିଳୁଛି, ଅଵଶ୍ୟ ସ୍ଵଛ ଭାରତ ସଚେତନତା ନାମରେ ନଗର ପାଳିକାରେ ଫଟୋ ଫିଙ୍ଗା ପାଇଁ ସୋସିଆଲ ମିଡିଆ ସକ୍ରିୟ ଅଛି. କେଉଁଠି ସ୍ବଛ୍ଛ କର୍ମୀଙ୍କୁ ନେଇ ସଭାସମିତି ତ କେଉଁଠି ପଥପ୍ରାନ୍ତ କାର୍ଯ୍ୟକ୍ରମ ରେ ନେତା ଠାରୁ ଅଧିକାର ଓ ଵିଭିନ୍ନ ପଦବୀଧାରୀମାନେ ହାତରେ ଲମ୍ଵା ଝାଡୁଧରି ସଫାରାସ୍ତାରେ ପହଁରା ବୁଲାଉଛନ୍ତି କିନ୍ତୁ ତୣଣମୂଳ ସ୍ତରରେ ଦେଖିଲେ ସମଗ୍ର ନଗର ପାଳିକାରେ ପ୍ରତି ଓ୍ବାର୍ଡରେ ଗଦାଗଦା ଅଳିଆ ଯାତାୟାତ ରାସ୍ତା ଉପରେ ଗଦା ହେଉଛି। ଏ ଦୣଶ୍ୟ ନଗର ପାଳିକାର ପ୍ରତ୍ୟେକ ଦାୟିତ୍ୱ ସମ୍ପନ୍ନ ଅଧିକାରୀ, କର୍ମଚାରୀ ଓ କାଉନସିଲ ର ଙ୍କ ଦୣଷ୍ଟି ଗୋଚର ହେଉଥିଵ। ଏଠାରେ କେତେକ ପ୍ରଶ୍ନ ସାଧାରଣ ରେ ମନକୁ ଆସେ. ଯଥା :-ନଗର ପାଳିକାରେ କଣ୍ ଓ୍ବାର୍ଡ ସଫେଇ ପାଇଁ ପୁଞ୍ଜି ଅଭାବ? ସଫେଇ କର୍ମଚାରୀ ଅଭାବ? ନାଁ ସଫେଇ କର୍ମଚାରୀ ଙ୍କୁ ଠିକ ରେ ନିୟନ୍ତ୍ରଣ କରାଯାଉନି? ନାଁ ଆଉ କିଛି ଭିତିରି କଥା ଅଛି? ଅଥଵା ଇଛା ଶକ୍ତିର ଅଭାବ? ଇଏତ ଗଲା ପ୍ରଶାସନିକ କଥା, ଏଇ ପ୍ରସଙ୍ଗରେ ମଧ୍ୟ ଆଉ ଏକ ଫଟୋ ଅଛି, ଯେଉଁଥିରେ ଜଣେ ମହିଳା ଅଳିଆ ଆଣି ରାସ୍ତା ଉପରେ ପକାଉଛନ୍ତି, ଏଥିରେ କେବଳ ପ୍ରଶାସନ କୁ ଦୋଷ ଦେଇ ଆମେ ଆମର ପରିବେଶ କୁ ନିଜେ ଦୂଷିତ କରିବା ଏହା ମଧ୍ୟ ଯାଥାର୍ଥ ନୁହେଁ. ରାସ୍ତାରେ ଅଳିଆ ନ ଫିଙ୍ଗି ନିଜ ଦାୟିତ୍ୱ ରେ ରଖି ନଗର ପାଳିକା ତରଫରୁ ଆସୁଥିବା ଅଳିଆ ଗାଡିକୁ ଦେବାକୁ ଆମ ନାଗରିକ ଙ୍କ ଅପେକ୍ଷା କରିବା ଆବଶ୍ୟକ, ତାହା ହେଉନାହିଁ, ଏଠି ଗୋଟିଏ ବୋଲି ମନକୁ ଆସେ "ତୁ ତ ମୂତୁରୀ ମୁଁ ତ ମୂତୁରୀ ହେଁସ କାହିପାଇଁ ଧୋଇବା। ଏଥିପାଇଁ ନଗର ପାଳିକା ବିହିତ ପଦକ୍ଷେପ ନେଵାକୁ ସାଧାରଣ ରେ ଦାଵୀ ହେଉଛି, ଏହି ପ୍ରସଙ୍ଗରେ ଥିବା ଦୣଶ୍ୟ 7 ନମ୍ବର ଓ୍ବାର୍ଡର।
    4
    ସ୍ଵଛ ଭାରତ କାର୍ଯ୍ୟକ୍ରମ ରେ ଖର୍ଚ୍ଚ ହେଉଛି କୋଟି କୋଟି ଟଙ୍କା, ଭାରତର ମାନ୍ୟବର ଯଶ୍ଵସୀ ପ୍ରଧାନମନ୍ତ୍ରୀ ମନ୍ତ୍ରୀ ଙ୍କ ର ସ୍ଵଛ ଭାରତ ଉପରେ ଏକାନ୍ତ ଗୁରୁତ୍ୱ ଦିଆଯାଉଥିବା ଵେଳେ, ଜଟଣୀ ନଗର ପାଳିକା ରେ ଏହାର ସଂପୂର୍ଣ୍ଣ ଵ୍ୟତିକ୍ରମ ଦେଖିବାକୁ ମିଳୁଛି, ଅଵଶ୍ୟ ସ୍ଵଛ ଭାରତ ସଚେତନତା ନାମରେ ନଗର ପାଳିକାରେ ଫଟୋ ଫିଙ୍ଗା ପାଇଁ ସୋସିଆଲ ମିଡିଆ ସକ୍ରିୟ ଅଛି. କେଉଁଠି ସ୍ବଛ୍ଛ କର୍ମୀଙ୍କୁ ନେଇ ସଭାସମିତି ତ କେଉଁଠି ପଥପ୍ରାନ୍ତ କାର୍ଯ୍ୟକ୍ରମ ରେ ନେତା ଠାରୁ ଅଧିକାର ଓ ଵିଭିନ୍ନ ପଦବୀଧାରୀମାନେ ହାତରେ ଲମ୍ଵା ଝାଡୁଧରି ସଫାରାସ୍ତାରେ ପହଁରା ବୁଲାଉଛନ୍ତି କିନ୍ତୁ ତୣଣମୂଳ ସ୍ତରରେ ଦେଖିଲେ ସମଗ୍ର ନଗର ପାଳିକାରେ ପ୍ରତି ଓ୍ବାର୍ଡରେ ଗଦାଗଦା ଅଳିଆ ଯାତାୟାତ ରାସ୍ତା ଉପରେ ଗଦା ହେଉଛି। ଏ ଦୣଶ୍ୟ ନଗର ପାଳିକାର ପ୍ରତ୍ୟେକ ଦାୟିତ୍ୱ ସମ୍ପନ୍ନ ଅଧିକାରୀ, କର୍ମଚାରୀ ଓ କାଉନସିଲ ର ଙ୍କ ଦୣଷ୍ଟି ଗୋଚର ହେଉଥିଵ। ଏଠାରେ କେତେକ ପ୍ରଶ୍ନ ସାଧାରଣ ରେ ମନକୁ ଆସେ. ଯଥା :-ନଗର ପାଳିକାରେ କଣ୍ ଓ୍ବାର୍ଡ ସଫେଇ ପାଇଁ ପୁଞ୍ଜି ଅଭାବ? ସଫେଇ କର୍ମଚାରୀ ଅଭାବ? ନାଁ ସଫେଇ କର୍ମଚାରୀ ଙ୍କୁ ଠିକ ରେ ନିୟନ୍ତ୍ରଣ କରାଯାଉନି? ନାଁ ଆଉ କିଛି ଭିତିରି କଥା ଅଛି? ଅଥଵା ଇଛା ଶକ୍ତିର ଅଭାବ? ଇଏତ ଗଲା ପ୍ରଶାସନିକ କଥା, ଏଇ ପ୍ରସଙ୍ଗରେ ମଧ୍ୟ ଆଉ ଏକ ଫଟୋ ଅଛି, ଯେଉଁଥିରେ ଜଣେ ମହିଳା ଅଳିଆ ଆଣି ରାସ୍ତା ଉପରେ ପକାଉଛନ୍ତି, ଏଥିରେ କେବଳ ପ୍ରଶାସନ କୁ ଦୋଷ ଦେଇ ଆମେ ଆମର ପରିବେଶ କୁ ନିଜେ ଦୂଷିତ କରିବା ଏହା ମଧ୍ୟ ଯାଥାର୍ଥ ନୁହେଁ. ରାସ୍ତାରେ ଅଳିଆ ନ ଫିଙ୍ଗି ନିଜ ଦାୟିତ୍ୱ ରେ ରଖି ନଗର ପାଳିକା ତରଫରୁ ଆସୁଥିବା ଅଳିଆ ଗାଡିକୁ ଦେବାକୁ ଆମ ନାଗରିକ ଙ୍କ ଅପେକ୍ଷା କରିବା ଆବଶ୍ୟକ, ତାହା ହେଉନାହିଁ, ଏଠି ଗୋଟିଏ ବୋଲି ମନକୁ ଆସେ "ତୁ ତ ମୂତୁରୀ ମୁଁ ତ ମୂତୁରୀ ହେଁସ କାହିପାଇଁ ଧୋଇବା। ଏଥିପାଇଁ ନଗର ପାଳିକା ବିହିତ ପଦକ୍ଷେପ ନେଵାକୁ ସାଧାରଣ ରେ ଦାଵୀ ହେଉଛି, ଏହି ପ୍ରସଙ୍ଗରେ ଥିବା ଦୣଶ୍ୟ 7 ନମ୍ବର ଓ୍ବାର୍ଡର।
    user_Jogesh Chandra nayak
    Jogesh Chandra nayak
    Agistment service ଜଟଣୀ, ଖୋର୍ଦ୍ଧା, ଓଡ଼ିଶା•
    8 hrs ago
  • Post by Dipak Kumar Nayak
    1
    Post by Dipak Kumar Nayak
    user_Dipak Kumar Nayak
    Dipak Kumar Nayak
    Voice of people Dhenkanal Sadar, Odisha•
    29 min ago
  • Post by Dhenkanal News
    1
    Post by Dhenkanal News
    user_Dhenkanal News
    Dhenkanal News
    Media company Dhenkanal Sadar, Odisha•
    1 hr ago
  • Post by Dhenkanal News
    1
    Post by Dhenkanal News
    user_Dhenkanal News
    Dhenkanal News
    Media company Dhenkanal Sadar, Odisha•
    1 hr ago
View latest news on Shuru App
Download_Android
  • Terms & Conditions
  • Career
  • Privacy Policy
  • Blogs
Shuru, a product of Close App Private Limited.