logo
Shuru
Apke Nagar Ki App…
  • Latest News
  • News
  • Politics
  • Elections
  • Viral
  • Astrology
  • Horoscope in Hindi
  • Horoscope in English
  • Latest Political News
logo
Shuru
Apke Nagar Ki App…

ରାଜ୍ୟ ଠାରୁ ଆଞ୍ଚଳିକ ସ୍ତର ପର୍ୟ୍ଯନ୍ତ ପାଳିତ ହେଉଛି ସ୍ଵଛ୍ଛ ଭାରତ କାର୍ୟ୍ଯକ୍ରମ, କିନ୍ତୁ ତୃଣମୂଳ ସ୍ତରରେ ଏହା ଏକାନ୍ତ ପ୍ରଭାବ ଶୂନ୍ୟ ହୋଇଛି। ସ୍ଵଛ ଭାରତ କାର୍ଯ୍ୟକ୍ରମ ରେ ଖର୍ଚ୍ଚ ହେଉଛି କୋଟି କୋଟି ଟଙ୍କା, ଭାରତର ମାନ୍ୟବର ଯଶ୍ଵସୀ ପ୍ରଧାନମନ୍ତ୍ରୀ ମନ୍ତ୍ରୀ ଙ୍କ ର ସ୍ଵଛ ଭାରତ ଉପରେ ଏକାନ୍ତ ଗୁରୁତ୍ୱ ଦିଆଯାଉଥିବା ଵେଳେ, ଜଟଣୀ ନଗର ପାଳିକା ରେ ଏହାର ସଂପୂର୍ଣ୍ଣ ଵ୍ୟତିକ୍ରମ ଦେଖିବାକୁ ମିଳୁଛି, ଅଵଶ୍ୟ ସ୍ଵଛ ଭାରତ ସଚେତନତା ନାମରେ ନଗର ପାଳିକାରେ ଫଟୋ ଫିଙ୍ଗା ପାଇଁ ସୋସିଆଲ ମିଡିଆ ସକ୍ରିୟ ଅଛି. କେଉଁଠି ସ୍ବଛ୍ଛ କର୍ମୀଙ୍କୁ ନେଇ ସଭାସମିତି ତ କେଉଁଠି ପଥପ୍ରାନ୍ତ କାର୍ଯ୍ୟକ୍ରମ ରେ ନେତା ଠାରୁ ଅଧିକାର ଓ ଵିଭିନ୍ନ ପଦବୀଧାରୀମାନେ ହାତରେ ଲମ୍ଵା ଝାଡୁଧରି ସଫାରାସ୍ତାରେ ପହଁରା ବୁଲାଉଛନ୍ତି କିନ୍ତୁ ତୣଣମୂଳ ସ୍ତରରେ ଦେଖିଲେ ସମଗ୍ର ନଗର ପାଳିକାରେ ପ୍ରତି ଓ୍ବାର୍ଡରେ ଗଦାଗଦା ଅଳିଆ ଯାତାୟାତ ରାସ୍ତା ଉପରେ ଗଦା ହେଉଛି। ଏ ଦୣଶ୍ୟ ନଗର ପାଳିକାର ପ୍ରତ୍ୟେକ ଦାୟିତ୍ୱ ସମ୍ପନ୍ନ ଅଧିକାରୀ, କର୍ମଚାରୀ ଓ କାଉନସିଲ ର ଙ୍କ ଦୣଷ୍ଟି ଗୋଚର ହେଉଥିଵ। ଏଠାରେ କେତେକ ପ୍ରଶ୍ନ ସାଧାରଣ ରେ ମନକୁ ଆସେ. ଯଥା :-ନଗର ପାଳିକାରେ କଣ୍ ଓ୍ବାର୍ଡ ସଫେଇ ପାଇଁ ପୁଞ୍ଜି ଅଭାବ? ସଫେଇ କର୍ମଚାରୀ ଅଭାବ? ନାଁ ସଫେଇ କର୍ମଚାରୀ ଙ୍କୁ ଠିକ ରେ ନିୟନ୍ତ୍ରଣ କରାଯାଉନି? ନାଁ ଆଉ କିଛି ଭିତିରି କଥା ଅଛି? ଅଥଵା ଇଛା ଶକ୍ତିର ଅଭାବ? ଇଏତ ଗଲା ପ୍ରଶାସନିକ କଥା, ଏଇ ପ୍ରସଙ୍ଗରେ ମଧ୍ୟ ଆଉ ଏକ ଫଟୋ ଅଛି, ଯେଉଁଥିରେ ଜଣେ ମହିଳା ଅଳିଆ ଆଣି ରାସ୍ତା ଉପରେ ପକାଉଛନ୍ତି, ଏଥିରେ କେବଳ ପ୍ରଶାସନ କୁ ଦୋଷ ଦେଇ ଆମେ ଆମର ପରିବେଶ କୁ ନିଜେ ଦୂଷିତ କରିବା ଏହା ମଧ୍ୟ ଯାଥାର୍ଥ ନୁହେଁ. ରାସ୍ତାରେ ଅଳିଆ ନ ଫିଙ୍ଗି ନିଜ ଦାୟିତ୍ୱ ରେ ରଖି ନଗର ପାଳିକା ତରଫରୁ ଆସୁଥିବା ଅଳିଆ ଗାଡିକୁ ଦେବାକୁ ଆମ ନାଗରିକ ଙ୍କ ଅପେକ୍ଷା କରିବା ଆବଶ୍ୟକ, ତାହା ହେଉନାହିଁ, ଏଠି ଗୋଟିଏ ବୋଲି ମନକୁ ଆସେ "ତୁ ତ ମୂତୁରୀ ମୁଁ ତ ମୂତୁରୀ ହେଁସ କାହିପାଇଁ ଧୋଇବା। ଏଥିପାଇଁ ନଗର ପାଳିକା ବିହିତ ପଦକ୍ଷେପ ନେଵାକୁ ସାଧାରଣ ରେ ଦାଵୀ ହେଉଛି, ଏହି ପ୍ରସଙ୍ଗରେ ଥିବା ଦୣଶ୍ୟ 7 ନମ୍ବର ଓ୍ବାର୍ଡର।

10 hrs ago
user_Jogesh Chandra nayak
Jogesh Chandra nayak
Agistment service ଜଟଣୀ, ଖୋର୍ଦ୍ଧା, ଓଡ଼ିଶା•
10 hrs ago

ରାଜ୍ୟ ଠାରୁ ଆଞ୍ଚଳିକ ସ୍ତର ପର୍ୟ୍ଯନ୍ତ ପାଳିତ ହେଉଛି ସ୍ଵଛ୍ଛ ଭାରତ କାର୍ୟ୍ଯକ୍ରମ, କିନ୍ତୁ ତୃଣମୂଳ ସ୍ତରରେ ଏହା ଏକାନ୍ତ ପ୍ରଭାବ ଶୂନ୍ୟ ହୋଇଛି। ସ୍ଵଛ ଭାରତ କାର୍ଯ୍ୟକ୍ରମ ରେ ଖର୍ଚ୍ଚ ହେଉଛି କୋଟି କୋଟି ଟଙ୍କା, ଭାରତର ମାନ୍ୟବର ଯଶ୍ଵସୀ ପ୍ରଧାନମନ୍ତ୍ରୀ ମନ୍ତ୍ରୀ ଙ୍କ ର ସ୍ଵଛ ଭାରତ ଉପରେ ଏକାନ୍ତ ଗୁରୁତ୍ୱ ଦିଆଯାଉଥିବା ଵେଳେ, ଜଟଣୀ ନଗର ପାଳିକା ରେ ଏହାର ସଂପୂର୍ଣ୍ଣ ଵ୍ୟତିକ୍ରମ ଦେଖିବାକୁ ମିଳୁଛି, ଅଵଶ୍ୟ ସ୍ଵଛ ଭାରତ ସଚେତନତା ନାମରେ ନଗର ପାଳିକାରେ ଫଟୋ ଫିଙ୍ଗା

9e293524-b6e1-4644-bdc2-e5d8936fd43d

ପାଇଁ ସୋସିଆଲ ମିଡିଆ ସକ୍ରିୟ ଅଛି. କେଉଁଠି ସ୍ବଛ୍ଛ କର୍ମୀଙ୍କୁ ନେଇ ସଭାସମିତି ତ କେଉଁଠି ପଥପ୍ରାନ୍ତ କାର୍ଯ୍ୟକ୍ରମ ରେ ନେତା ଠାରୁ ଅଧିକାର ଓ ଵିଭିନ୍ନ ପଦବୀଧାରୀମାନେ ହାତରେ ଲମ୍ଵା ଝାଡୁଧରି ସଫାରାସ୍ତାରେ ପହଁରା ବୁଲାଉଛନ୍ତି କିନ୍ତୁ ତୣଣମୂଳ ସ୍ତରରେ ଦେଖିଲେ ସମଗ୍ର ନଗର ପାଳିକାରେ ପ୍ରତି ଓ୍ବାର୍ଡରେ ଗଦାଗଦା ଅଳିଆ ଯାତାୟାତ ରାସ୍ତା ଉପରେ ଗଦା ହେଉଛି। ଏ ଦୣଶ୍ୟ ନଗର ପାଳିକାର ପ୍ରତ୍ୟେକ ଦାୟିତ୍ୱ ସମ୍ପନ୍ନ ଅଧିକାରୀ, କର୍ମଚାରୀ ଓ କାଉନସିଲ ର ଙ୍କ ଦୣଷ୍ଟି ଗୋଚର ହେଉଥିଵ। ଏଠାରେ କେତେକ ପ୍ରଶ୍ନ ସାଧାରଣ

1a257464-ee44-4bbe-8ce3-94a3f33dd1ac

ରେ ମନକୁ ଆସେ. ଯଥା :-ନଗର ପାଳିକାରେ କଣ୍ ଓ୍ବାର୍ଡ ସଫେଇ ପାଇଁ ପୁଞ୍ଜି ଅଭାବ? ସଫେଇ କର୍ମଚାରୀ ଅଭାବ? ନାଁ ସଫେଇ କର୍ମଚାରୀ ଙ୍କୁ ଠିକ ରେ ନିୟନ୍ତ୍ରଣ କରାଯାଉନି? ନାଁ ଆଉ କିଛି ଭିତିରି କଥା ଅଛି? ଅଥଵା ଇଛା ଶକ୍ତିର ଅଭାବ? ଇଏତ ଗଲା ପ୍ରଶାସନିକ କଥା, ଏଇ ପ୍ରସଙ୍ଗରେ ମଧ୍ୟ ଆଉ ଏକ ଫଟୋ ଅଛି, ଯେଉଁଥିରେ ଜଣେ ମହିଳା ଅଳିଆ ଆଣି ରାସ୍ତା ଉପରେ ପକାଉଛନ୍ତି, ଏଥିରେ କେବଳ ପ୍ରଶାସନ କୁ ଦୋଷ ଦେଇ ଆମେ ଆମର ପରିବେଶ କୁ ନିଜେ

fe3e1fde-d09a-4f7b-b35e-2326fca56475

ଦୂଷିତ କରିବା ଏହା ମଧ୍ୟ ଯାଥାର୍ଥ ନୁହେଁ. ରାସ୍ତାରେ ଅଳିଆ ନ ଫିଙ୍ଗି ନିଜ ଦାୟିତ୍ୱ ରେ ରଖି ନଗର ପାଳିକା ତରଫରୁ ଆସୁଥିବା ଅଳିଆ ଗାଡିକୁ ଦେବାକୁ ଆମ ନାଗରିକ ଙ୍କ ଅପେକ୍ଷା କରିବା ଆବଶ୍ୟକ, ତାହା ହେଉନାହିଁ, ଏଠି ଗୋଟିଏ ବୋଲି ମନକୁ ଆସେ "ତୁ ତ ମୂତୁରୀ ମୁଁ ତ ମୂତୁରୀ ହେଁସ କାହିପାଇଁ ଧୋଇବା। ଏଥିପାଇଁ ନଗର ପାଳିକା ବିହିତ ପଦକ୍ଷେପ ନେଵାକୁ ସାଧାରଣ ରେ ଦାଵୀ ହେଉଛି, ଏହି ପ୍ରସଙ୍ଗରେ ଥିବା ଦୣଶ୍ୟ 7 ନମ୍ବର ଓ୍ବାର୍ଡର।

More news from ଓଡ଼ିଶା and nearby areas
  • Post by Brajakishore Parhi
    1
    Post by Brajakishore Parhi
    user_Brajakishore Parhi
    Brajakishore Parhi
    ବାଲିପାଟଣା, ଖୋର୍ଦ୍ଧା, ଓଡ଼ିଶା•
    36 min ago
  • Post by SOUMYA RANJAN
    1
    Post by SOUMYA RANJAN
    user_SOUMYA RANJAN
    SOUMYA RANJAN
    Extended stay hotel Balianta, Khordha•
    3 hrs ago
  • odisha re eie sabu emti badhi chalichi deha dekheile tanka badhia apana mane video ti dekhi apankara mata mata diantu dhanyabad sabu emti agaku badhi chaliba kn kariba kuhantu ethi paini kie dayai apana kuhantu
    1
    odisha re eie sabu emti badhi chalichi deha dekheile tanka badhia apana mane video ti dekhi apankara mata mata diantu dhanyabad sabu emti agaku badhi chaliba kn kariba kuhantu ethi paini kie dayai apana kuhantu
    user_Suresh barik
    Suresh barik
    ଭୁବନେଶ୍ୱର, ଖୋର୍ଦ୍ଧା, ଓଡ଼ିଶା•
    4 hrs ago
  • Post by Gagan Bhoi
    1
    Post by Gagan Bhoi
    user_Gagan Bhoi
    Gagan Bhoi
    ବାଲିଅନ୍ତା, ଖୋର୍ଦ୍ଧା, ଓଡ଼ିଶା•
    8 hrs ago
  • Post by NEWS MANORANJAN
    1
    Post by NEWS  MANORANJAN
    user_NEWS  MANORANJAN
    NEWS MANORANJAN
    ଭୁବନେଶ୍ୱର, ଖୋର୍ଦ୍ଧା, ଓଡ଼ିଶା•
    20 hrs ago
  • ଜିଲ୍ଲା ଖୋର୍ଦ୍ଧା ବ୍ଲକ ବାଲିଅନ୍ତା ଗ୍ରାମ ସାହେବ ନଗର ଗ୍ରାମପଞ୍ଚାୟତ ଜୟଦେବ ଜଗବନ୍ଧୁ ଚାହା ଖଟି ନିକଟରେ ପିଇବା ପାଣି
    1
    ଜିଲ୍ଲା ଖୋର୍ଦ୍ଧା ବ୍ଲକ ବାଲିଅନ୍ତା ଗ୍ରାମ ସାହେବ ନଗର ଗ୍ରାମପଞ୍ଚାୟତ ଜୟଦେବ ଜଗବନ୍ଧୁ ଚାହା ଖଟି ନିକଟରେ ପିଇବା ପାଣି
    user_KSHIROD CHANDRA PANDA
    KSHIROD CHANDRA PANDA
    ବାଲିଅନ୍ତା, ଖୋର୍ଦ୍ଧା, ଓଡ଼ିଶା•
    23 hrs ago
  • Post by ଡେଲାଙ୍ଗ ଖବର
    1
    Post by ଡେଲାଙ୍ଗ ଖବର
    user_ଡେଲାଙ୍ଗ ଖବର
    ଡେଲାଙ୍ଗ ଖବର
    ଡେଲାଙ୍ଗ, ପୁରୀ, ଓଡ଼ିଶା•
    21 hrs ago
  • ଗାଡ଼ି ପଞ୍ଚର ଯୋଗୁଁ ବରଯାତ୍ରୀ ପ୍ରାୟ ୨ ଘଣ୍ଟା ବିଳମ୍ବରେ ପହଞ୍ଚିଥିଲେ। ଅନ୍ୟ ସ୍ଥାନରେ ବୁକିଂ ଥିବାରୁ ଡିଜେ ବାଲା ଗୀତ ବଜାଇବାକୁ ମନା କରିଦେଇଥିଲେ, ଯାହାକୁ ନେଇ ବରଯାତ୍ରୀମାନେ ଉତ୍ତ୍ୟକ୍ତ ହୋଇ ତାଙ୍କୁ ମାଡ଼ ମାରିଥିଲେ। ଏହାପରେ ଡିଜେ ବାଲା ପୋଲିସକୁ ଡାକିଥିଲେ। ବର୍ତ୍ତମାନ ଭାଇରାଲ ହେଉଥିବା ଭିଡିଓରେ ଦେଖିବାକୁ ମିଳୁଛି ଯେ, ପୋଲିସ ସହିତ ମିଶି ଡିଜେ ବାଲା ବରଯାତ୍ରୀଙ୍କୁ ଗୋଡ଼ାଇ ଗୋଡ଼ାଇ ଲାଠିରେ ପିଟୁଛନ୍ତି ।
    1
    ଗାଡ଼ି ପଞ୍ଚର ଯୋଗୁଁ ବରଯାତ୍ରୀ ପ୍ରାୟ ୨ ଘଣ୍ଟା ବିଳମ୍ବରେ ପହଞ୍ଚିଥିଲେ। ଅନ୍ୟ ସ୍ଥାନରେ ବୁକିଂ ଥିବାରୁ ଡିଜେ ବାଲା ଗୀତ ବଜାଇବାକୁ ମନା କରିଦେଇଥିଲେ, ଯାହାକୁ ନେଇ ବରଯାତ୍ରୀମାନେ ଉତ୍ତ୍ୟକ୍ତ ହୋଇ ତାଙ୍କୁ ମାଡ଼ ମାରିଥିଲେ। ଏହାପରେ ଡିଜେ ବାଲା ପୋଲିସକୁ ଡାକିଥିଲେ। ବର୍ତ୍ତମାନ ଭାଇରାଲ ହେଉଥିବା ଭିଡିଓରେ ଦେଖିବାକୁ ମିଳୁଛି ଯେ, ପୋଲିସ ସହିତ ମିଶି ଡିଜେ ବାଲା ବରଯାତ୍ରୀଙ୍କୁ ଗୋଡ଼ାଇ ଗୋଡ଼ାଇ ଲାଠିରେ ପିଟୁଛନ୍ତି ।
    user_SOUMYA RANJAN
    SOUMYA RANJAN
    Extended stay hotel Balianta, Khordha•
    9 hrs ago
  • Post by NEWS MANORANJAN
    1
    Post by NEWS  MANORANJAN
    user_NEWS  MANORANJAN
    NEWS MANORANJAN
    ଭୁବନେଶ୍ୱର, ଖୋର୍ଦ୍ଧା, ଓଡ଼ିଶା•
    20 hrs ago
View latest news on Shuru App
Download_Android
  • Terms & Conditions
  • Career
  • Privacy Policy
  • Blogs
Shuru, a product of Close App Private Limited.