ବିନା କ୍ଷତିପୂରଣ ରେ OPTCL କରୁଛି ଟାୱାର ଲାଇନ କାମ, କାନ୍ଦୁଛନ୍ତି କ୍ଷତିଗ୍ରସ୍ତ ପରିବାର । ବିନା କ୍ଷତିପୂରଣ ରେ OPTCL କରୁଛି ଟାୱାର ଲାଇନ କାମ, କାନ୍ଦୁଛନ୍ତି କ୍ଷତିଗ୍ରସ୍ତ ପରିବାର ଅନୁଗୁଳ ଜିଲ୍ଲା କଣିହାଁ ବ୍ଲକ ଘଣ୍ଟିଆନଳୀ ଗ୍ରାମର ମାମି ସାହୁ ଯାହାଙ୍କର ଘଣ୍ଟିଆନଳୀ ମୌଜା ରେ ନିଜ ନାମରେ ରେକର୍ଡ ଥିବା ଜାଗା ଉପରେ optcl କମ୍ପାନୀ ତାଙ୍କୁ କୌଣସି କ୍ଷତିପୂରଣ ନଦେଇ ସ୍ଥାନୀୟ ପ୍ରଶାସନ, ପୋଲିସ ପ୍ରଶାସନ ଲଗେଇ ଜବରଦସ୍ତ ଭାବେ ତାଙ୍କ ଜାଗା ଉପରେ ମାଟି ଖୋଳି ଟାୱାର ଲାଇନ କାମ କରୁଛି l ଯାହାଫଳରେ ବହୁ ଅସୁବିଧା ର ସମୁଖୀନ ହେବାକୁ ପଡୁଛି ତାଙ୍କ ପରିବାର l ସେଇ ଜାଗା ଉପରେ ଚାଷ ବାସ କରି ପିଢ଼ି ପରେ ପିଢ଼ି ପରିବାର ପ୍ରତି ପୋଷଣ କରନ୍ତି l ସେଇଭଳି ସେଇ ଗ୍ରାମର ଆଉ ଗୋଟିଏ ପରିବାର ମଧ୍ୟ ନିଜର ଉଚିତ କ୍ଷତି ପୂରଣ ନପାଇ କମ୍ପାନୀ କାର୍ଯ୍ୟ କୁ ବିରୋଧ କରୁଛନ୍ତି l ଜମି ଖଣ୍ଡିକ ଚାଲିଗଲା ପcbse କେମିତି ଚଳିବୁ, କେମିତି ବଂଚିବୁ, କିପରି ପରିବାର ପ୍ରତିପୋଷଣ କରିବୁ କାନ୍ଦି କାନ୍ଦି ଗଣ ମାଧ୍ୟ୍ୟମ ଆଗରେ ପ୍ରକାଶ କରିଛନ୍ତି l ଜମିବାଡ଼ି ନାହିଁ ବୋଲି ପୁଅ ବିବାହ କରିପାରୁନାହାନ୍ତି, କେହି ଝିଅ ଦେଉନାହାନ୍ତି ବୋଲି ପ୍ରକାଶ କରିଛନ୍ତି

- Post by Dhenkanal News1
- କାମାକ୍ଷାନଗର କଂଗ୍ରେସ ର ବିଧାୟକ ପ୍ରାର୍ଥୀ, ଲୋକପ୍ରିୟ ପୂର୍ବତନ ବିଧାୟକ ସ୍ୱର୍ଗତ କୈଳାଶ ମହାପାତ୍ର ଙ୍କ ସୁପୁତ୍ର ଜଣେ ଦୃଢ଼ ସଂଗଠକ, ସଚ୍ଚୋଟ, ଅମାୟିକ ଭଦ୍ର ଯୁବ ରାଜନେତା ଙ୍କ ପରଲୋକ। ଭାଈ ମୁ ଦାୟିତ୍ୱ ପାଇବା ପରେ ଆପଣ ଗୋଟିଏ ଦୁରାରୋଗ୍ୟ ରେ ପୀଡିତ ଥାଇ ମଧ୍ୟ ଶୁଭେଚ୍ଛା ଦେଇ ଯୁବକ ମାନଙ୍କୁ ରାଜନୀତି କୁ ଆସି ଅଞ୍ଚଳ ପାଇଁ ଲୋକଙ୍କ ପାଇଁ କାମ କରିବା ଉଚିତ୍ ବୋଲି ଫୋନ ମାଧ୍ୟମ ରେ ଶୁଭେଚ୍ଛା ଦେଇଥିଲେ।ବାଙ୍ଗାଲୋର ରୁ ଫେରିଲେ ମୁ ଡାକିବି ବସି କଥା ହବା। କିନ୍ତୁ ସେ ସମୟ ଆଉ ଆସିଲାନି ଆପଣ ଆରପାରି କୁ ଯିବା ପରେ ଦେଖା ହେଲା।ଭାଈ ଆପଣ ଙ୍କ ପରି ଜଣେ ବିରଳ ବ୍ୟକ୍ତିତ୍ୱଧାରୀ ଯୁବ ଆଦର୍ଶ ଙ୍କ ଆମର ଆତ୍ମା ର ସଦଗତି ପାଇଁ ମହାପ୍ରଭୂ ଶ୍ରୀ ସିଦ୍ଧବଳରାମଜୀୟୁ ଙ୍କ ନିକଟରେ ପ୍ରାର୍ଥନା କରୁଛି।1
- ଅlତିଣ୍ଡା ଗ୍ରାମରେ ୨ ପାଚେରୀ ମଝିରେ ଫସିଥିଲା ଗାଈ ଅଗ୍ନିଶମ ବିଭାଗ ଦ୍ୱାରା ଗାଇଟିକୁ ଉଦ୍ଧାର #newsodiaodisha #public #jorandanews #dhenkanal #facebookreelsviralviralシfypシ゚20261
- Post by HEMANTA1
- ସମାଜସେବୀ ଆକାଶ ପାଣି ଙ୍କ ଦ୍ୱାରା ଅଖିମୁଠି ଅନୁକୂଳ #spnewstvliveodia #akhyatrutiya #bankinews1
- Post by Ajit Behera2
- Post by Dhenkanal News1
- ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନା, ୨୮ ଯୋଡ଼ା ବର -କନ୍ୟାଙ୍କ ବିବାହ ସଂପନ୍ନ । ଢ଼େଙ୍କାନାଳ ସ୍ଥାନୀୟ ଅଭିନନ୍ଦନ ଗାର୍ଡ଼େନ ଠାରେ ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନାରେ ଢ଼େଙ୍କାନାଳ ଜିଲ୍ଲାର ୨୮ ଯୋଡ଼ା ବର କନ୍ୟାଙ୍କ ବିବାହ କାର୍ଯ୍ୟ ପାରମ୍ପାରିକ ରୀତିରେ ସଂପନ୍ନ ହୋଇଅଛି । ଓଡ଼ିଶା ସରକାରଙ୍କ ମହିଳା ଓ ଶିଶୁ ବିକାଶ ବିଭାଗ ଦ୍ୱାରା ଆୟୋଜିତ ଏହି ସମୂହ ବିବାହ ଉତ୍ସବରେ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ, ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା ବିଭାଗ ମନ୍ତ୍ରୀ ଶ୍ରୀଯୁକ୍ତ କୃଷ୍ଣଚ଼ନ୍ଦ୍ର ପାତ୍ର, ହିନ୍ଦୋଳର ମାନ୍ୟବର ବିଧାୟିକା ଶ୍ରୀମତୀ ସୀମାରାଣୀ ନାୟକ, ପରଜଙ୍ଗର ମାନ୍ୟବର ବିଧାୟକ ଶ୍ରୀଯୁକ୍ତ ବିଭୂତି ଭୂଷଣ ପ୍ରଧାନ, ଜିଲ୍ଲା ପରିଷଦର ଅଧ୍ୟକ୍ଷା ଶ୍ରୀମତୀ ଅର୍ଚ୍ଚନା ପୁହାଣ, ଜିଲ୍ଲାପାଳ ଶ୍ରୀ ଆଶିଷ ଈଶ୍ଵର ପାଟିଲ , ଆରକ୍ଷୀ ଅଧିକ୍ଷକ ଶ୍ରୀ ଅଭିନବ ସୋନକର, ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ଶ୍ରୀ ଦିପ୍ତୀ ରଂଜନ ସେଠୀ ପ୍ରମୂଖ ଯୋଗ ଦେଇ ନବ ଦମ୍ପତିମାନଙ୍କ ଶୁଭକାମନା କରିଥିଲେ । ଏହି ଅବସରରେ ମାନ୍ୟବର ମନ୍ତ୍ରୀ ଓ ଅତିଥିମାନେ ସମସ୍ତ ନବ ଦମ୍ପତିକୁ ୪୫ ହଜାର ଟଙ୍କା ଲେଖାଏଁ ସହାୟତା ରାଶି ପ୍ରଦାନ କରିଥିଲେ । ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ଶ୍ରୀମତୀ ସଂଗୀତା ପାତ୍ର, ବିଭାଗୀୟ ଅଧିକାରୀ ଓ ବିଭିନ୍ନ ସ୍ଵେଚ୍ଛାସେବୀ ଅନୁଷ୍ଠାନର କର୍ମକର୍ତ୍ତାମାନଙ୍କ ସହଯୋଗରେ ଏହି ସମୂହ ବିବାହ ଉତ୍ସବ ଅନୁଷ୍ଠିତ ହୋଇଥିଲା ।1
- ମୁକ୍ତିଲାଭ ଅପେକ୍ଷାରେ ଓଡ଼ିଆ ସିନେମା ମନ୍ତ୍ରମୁଗ୍ଧ | ଟ୍ରେଲର ପରେ ସିନେପ୍ରେମୀଙ୍କ ଉତ୍ସାହ ଦେଖାଦେଇଛି | ଭୁବନେଶ୍ବର, ଓଡ଼ିଶା #Bhubaneswar #Odisha1