Shuru
Apke Nagar Ki App…
sarasara bhagabat pathana baba baidyanath temple lokakar line lagichi
Ajit Behera
sarasara bhagabat pathana baba baidyanath temple lokakar line lagichi
More news from ଓଡ଼ିଶା and nearby areas
- Post by Sonepur news khulasa1
- Post by SONEPUR NEWS1
- ଫୁର୍ତ୍ତବିଭାଗ ପକ୍ଷରୁ ନୂତନ ରାସ୍ତା ନିର୍ମାଣ ର ଭିତ୍ତିପସ୍ତର ସ୍ଥାପନ I ବୌଦ୍ଧ ଜିଲ୍ଲା କଣ୍ଟାମାଲ ବ୍ଲକର ଖଇରମାଲ ରୁ ମାନପଦର ରାସ୍ତା ମୁଖ୍ୟ ଅତିଥି ଭାବରେ ସ୍ଥାନୀୟ ବିଧାୟକ ଯୋଗଦେଇଥିଲେ1
- ମୁଖ୍ୟମନ୍ତ୍ରୀ କନ୍ୟା ବିହାହ ଯୋଜନା ଅଧୀନରେ ଅନୁଗୁଳ ଜିଲ୍ଲାରେ ୨୮ ଯୋଡ଼ା ବରବଧୂ ଙ୍କ ସାମୁହିକ ବିହାହ ସମ୍ପନ୍ନ1
- ଜମନକିରା ବ୍ଲକ୍ ୨୧ ଗୋଟି ପଞ୍ଚାୟତରେ। ଆଦିବାସୀ ଉନ୍ନୟନ ସଂସ୍ଥା (ଆଇଟିଡିଏ) ପକ୍ଷରୁ ଓଟିଏଲପି ଜରିଆ ରେ ପ୍ରତି ଗାଁ ରେ ଆମ୍ବ ବଗିଚା ସୃଷ୍ଟି ହୋଇଛି। ଜାନୁଆରୀ ଓ ଫେବୃଆରି ମାସରେ ଆମ୍ବ ବଉଳ ଆସିବା ପରଠୁ କଷି ଆମ୍ବ ଏବେ ପାକଳ ଅବସ୍ଥାରେ ପହଂଚିଛି। ଗତ ବର୍ଷ ବିଭିନ୍ନ କିସମର ମିଠା ଆମ୍ବ ବହୁଳ ପରିମାଣ ରେ ଖୋଲା ବଜାର ରେ ଉପଲବ୍ଧ ହୋଇ ଥିଲା ଯେ ବିକ୍ରି ନ ହୋଇ ଆମ୍ୱ ଚାଷୀ କ୍ଷତିଗ୍ରସ୍ତ ହେଲେ। ଚଳିତ ବର୍ଷ ମେଘୁଆ ପାଗ ଓ ଅସରାଏ ବର୍ଷା ରେ ଆମ୍ବ ବଉଳ ଧୋଇ ନ ଯାଇ ପ୍ରାୟତଃ ଭଲ ଆମ୍ଵ ଫଳି ଥିଲେ ହେଁ ପାକଳ ହେବା ବେଳକୁ ଭଲ ବିକ୍ରି ହେବ ନା ଗତ ବର୍ଷ ଭଳି ଚାଷୀ କ୍ଷତିଗ୍ରସ୍ତ ହେବେ ଆଶଙ୍କା ପ୍ରକାଶ ପାଇଛି।3
- ଜମନକିରା ବ୍ଲକ ଛକଠାରେ ଶୁଭାରମ୍ଭ ହେଲା 'ମାର୍ଭେଲ ୱେଲନେସ୍ ସେଣ୍ଟର' (Marvel Wellness Centre)। ପାଥକାଇଣ୍ଡ ଲାବୋରେଟୋରୀ (Pathkind Laboratory) ର ସହଯୋଗରେ ଖୋଲିଥିବା ଏହି କେନ୍ଦ୍ର ଏବେ ସ୍ଥାନୀୟ ଅଞ୍ଚଳବାସୀଙ୍କୁ ଶସ୍ତା ଓ ଉନ୍ନତ ସ୍ୱାସ୍ଥ୍ୟ ସେବା ଯୋଗାଇବା ପାଇଁ ପ୍ରତିଶ୍ରୁତିବଦ୍ଧ। 📢 ବିଶେଷ ସୁବିଧା: ଆଗାମୀ ୬ ମାସ ପର୍ଯ୍ୟନ୍ତ, ପ୍ରତି ରବିବାର ମାତ୍ର ୧୦ ଟଙ୍କାରେ ଆପଣ କରାଇପାରିବେ ସୁଗାର, କ୍ୟାଲସିୟମ, ଏବଂ କଲେଷ୍ଟରଲ ଭଳି ଗୁରୁତ୍ୱପୂର୍ଣ୍ଣ ରକ୍ତ ପରୀକ୍ଷା। ଉଦଘାଟନୀ ସମାରୋହରେ ଅଞ୍ଚଳର ବହୁ ଲୋକ ସାମିଲ ହୋଇଥିଲେ ଏବଂ ପ୍ରଥମ ଦିନରେ ହିଁ ୭୦ ଜଣ ବ୍ୟକ୍ତି ନିଜର ସ୍ୱାସ୍ଥ୍ୟ ପରୀକ୍ଷା କରାଇଛନ୍ତି। ଆପଣଙ୍କ ସ୍ୱାସ୍ଥ୍ୟ ପ୍ରତି ସଚେତନ ହେବା ଏବଂ ଏହି ସୁବିଧାର ଲାଭ ଉଠାଇବା ପାଇଁ ଆଜି ହିଁ 'ମାର୍ଭେଲ ୱେଲନେସ୍ ସେଣ୍ଟର' ପରିଦର୍ଶନ କରନ୍ତୁ। 📍 ଠିକଣା: ମାର୍ଭେଲ ୱେଲନେସ୍ ସେଣ୍ଟର, ଜମନକିରା ବ୍ଲକ ଛକ।1
- ହାଇଟେକ୍ ସର୍ଭେର ଜମି ପଟ୍ଟା ବଣ୍ଟନ ଆସନ୍ତା କାଲି ଠାରୁ ଆରମ୍ଭ ହେବ। ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଲେ ଜିଲ୍ଲାପାଳ #ଡ଼_ନୃପରାଜ_ସାହୁ ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନା ଅଧୀନରେ ଜିଲ୍ଲାସ୍ତରୀୟ ସାମୁହିକ ବିବାହ କାର୍ଯ୍ୟକ୍ରମ: ୧୭ ଯୋଡ଼ା ବରବଧୂଙ୍କ ବିବାହ ସମ୍ପୂର୍ଣ୍ଣ ସୁବର୍ଣ୍ଣପୁର: ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନା ମାଧ୍ୟମରେ ଆଜି ରାଜ୍ୟର ୨୭ଟି ଜିଲ୍ଲାରେ ୧,୦୦୦ରୁ ଉର୍ଦ୍ଧ୍ୱ କନ୍ୟାଙ୍କ ସାମୂହିକ ବିବାହ ଅନୁଷ୍ଠିତ ହୋଇଛି। ଏହି କ୍ରମରେ ଆଜି ସୁବର୍ଣ୍ଣପୁର ଜିଲ୍ଲା ମୁଖ୍ୟାଳୟ ସ୍ଥିତ ଟାଉନ ହଲ ପ୍ରାଙ୍ଗଣରେ ଜିଲ୍ଲାସ୍ତରୀୟ ସାମୁହିକ ବିବାହ କାର୍ଯ୍ୟକ୍ରମ ସମ୍ପୂର୍ଣ୍ଣ ହୋଇଛି। କାର୍ଯ୍ୟକ୍ରମରେ ମାନ୍ୟବର ବୀରମହାରାଜପୁର ବିଧାୟକ ରଘୁନାଥ ଜଗଦଲା ମୁଖ୍ୟ ଅତିଥି ଭାବେ ଯୋଗଦେଇ ନବଦମ୍ପତୀଙ୍କୁ ଆଶୀର୍ବାଦ ଦେଇ କହିଥିଲେ ଯେ, ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନା କେବଳ ଏକ ସରକାରୀ ସହାୟତା ନୁହେଁ, ଏହା ବାଲ୍ୟବିବାହ ବିରୋଧରେ ଏକ ସଂକଳ୍ପ, ଯୌତୁକ ପ୍ରଥା ବିରୋଧରେ ଏକ ସାମାଜିକ ସନ୍ଦେଶ ଓ କନ୍ୟାମାନଙ୍କ ସମ୍ମାନକୁ ସୁନିଶ୍ଚିତ କରିବାର ଏକ ଦୃଢ଼ ପଦକ୍ଷେପ। ଏହି ଯୋଜନା କେବଳ ବିବାହ ଉତ୍ସବ ନୁହେଁ, ବରଂ ସାମାଜିକ ସୁରକ୍ଷା ଏବଂ ଲିଙ୍ଗଗତ ସମାନତା ଦିଗରେ ଓଡ଼ିଶା ସରକାରଙ୍କ ଏକ ଦୃଢ଼ ସଂକଳ୍ପ। ବିଧବା ବିବାହକୁ ପ୍ରୋତ୍ସାହନ ଦେବା ହେଉଛି ଏହି ଯୋଜନାର ସ୍ୱତନ୍ତ୍ର ବିଶେଷତା। ସମ୍ମାନିତ ଅତିଥି ଭାବେ ଜିଲ୍ଲାପାଳ ଡ଼ ନୃପରାଜ ସାହୁ ସମେତ ଆରକ୍ଷୀ ଅଧିକ୍ଷକ ନାରାୟଣ ନାୟକ, ଅତିରିକ୍ତ ଜିଲ୍ଲାପାଳ ରାଜେନ୍ଦ୍ର ମାଝୀ, ଅତିରିକ୍ତ ଜିଲ୍ଲାପାଳ ଅଞ୍ଜଳୀନା ପ୍ରଧାନ, ଉପଜିଲ୍ଲାପାଳ ଡ଼ ସୌମ୍ୟରୂପା ରଥ, ଡିଏସପି ରେଣୁକା ସୁନା, ଜିଲ୍ଲା ସମାଜ ମଙ୍ଗଳ ଅଧିକାରିଣୀ ବୀଣାପାଣି ମିଶ୍ର, ସମାଜସେବୀ ବେଣୁଧର ଦାସ ପ୍ରମୁଖ ମଞ୍ଚାସୀନ ଥିଲେ। ସୂଚନାଯୋଗ୍ୟ କି, ଆଜି ସୁବର୍ଣ୍ଣପୁର ଜିଲ୍ଲାର ୫ଟି ବ୍ଲକ୍ରୁ ୩ଟି ଲେଖାଏଁ ଯୋଡି ଆସିଥିବା ବେଳେ ବିନିକା ବ୍ଲକ୍ରୁ ୨ଟି ଯୋଡି ଆସିଥିଲେ। ସେମାନଙ୍କ ମଧ୍ୟରେ ଅନୁସୂଚିତ ଜାତି, ଜନଜାତି, ସଂଖ୍ୟାଲଘୁ ଓ ସାଧାରଣ ବର୍ଗର ବରକନ୍ୟା ରହିଥିଲେ। ବିବାହ କରିଥିବା ସମସ୍ତ ୧୭ ଜଣ କନ୍ୟାଙ୍କୁ ୬୦ ହଜାର ଟଙ୍କାର ଆର୍ଥିକ ସହାୟତା ପ୍ରଦାନ କରାଯାଇଛି। ସେଥିମଧ୍ୟରୁ ୪୫ ହଜାର ଟଙ୍କା ସିଧାସଳଖ କନ୍ୟାମାନଙ୍କ ବ୍ୟାଙ୍କ ଖାତାକୁ ପଠାଯାଉଥିବା ବେଳେ ଅବଶିଷ୍ଟ ୧୫ ହଜାର ଟଙ୍କା ବିବାହ ଆୟୋଜନ ଓ ପରିଚାଳନା ନିମନ୍ତେ ଖର୍ଚ୍ଚ କରାଯାଉଛି। ଏହି ସମ୍ପୂର୍ଣ୍ଣ ପ୍ରକ୍ରିୟାରେ ପରିବାରବର୍ଗ ଏବଂ ଜିଲ୍ଲା ପ୍ରଶାସନ ତଥା ସମାଜ କଳ୍ୟାଣ ବିଭାଗର ତତ୍ତ୍ୱାବଧାନରେ ସମ୍ପାଦିତ ହୋଇଛି। ବିବାହ ସମ୍ପୂର୍ଣ୍ଣ ପରେ ସମସ୍ତ ନବବିବାହିତ ଦମ୍ପତି ଯୌତୁକ ପ୍ରଥା ବିରୋଧରେ ପ୍ରତିଜ୍ଞା ନେବା ସହ ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଧନ୍ୟବାଦ ଜଣାଇଛନ୍ତି। ବିବାହ ପରେ ଗୋଟିଏ ଲେଖାଏଁ ଗଛ ସମସ୍ତ ଦମ୍ପତିଙ୍କୁ ପ୍ରଦାନ କରାଯାଇଥିଲା, ସେମାନେ ଏହାର ଯତ୍ନ ନେବେ ଏବଂ ସେହି ଗଛର ଜୀବନ ତାଙ୍କର ବିବାହର ସମୟର ପ୍ରତୀକ ହେବ। ଏହି ଅବସରରେ ଇଂ ରଘୁନାଥ ଜଗଦଲା ମଧ୍ୟ ସମସ୍ତ ନୂତନ ଦମ୍ପତିଙ୍କୁ ଉପହାର ଦେଇଥିଲେ। ଜିଲ୍ଲା ଓଏସ ଏବଂ ଓଆରଏସ ସଂଘ ତରଫରୁ ମଧ୍ୟ ସେମାନଙ୍କୁ ଗୋଟିଏ ଲେଖାଏଁ ହାତଘଣ୍ଟା ପ୍ରଦାନ କରାଯାଇଥିଲା। କାର୍ଯ୍ୟକ୍ରମରେ ସମସ୍ତ ଅଧିକାରୀ ଉପସ୍ଥିତ ରହି ସାମୂହିକ ବିବାହକୁ ସଫଳ କରିବାରେ ସହଯୋଗ କରିଥିଲେ।1
- Post by Sonepur news khulasa1
- ଜମନକିରା ବ୍ଲକ ଛକଠାରେ PATHKIND LABORATORY ର ସହଯୋଗୀତାରେ MARVEL WELLNESS CENTRE ର ଏକ ନୂତନ ରକ୍ତ ପରୀକ୍ଷା କେନ୍ଦ୍ର ଉଦଘାଟନ ହେଲା । ଏହି ପରୀକ୍ଷାକେନ୍ଦ୍ର ଉଦଘାଟନ ଅବସରରେ ଏକ ମେଗା Pathkind Laboratory ର ଅଭିଜ୍ଞ ଡାକ୍ତରଙ୍କ ଦ୍ୱାରା ଆୟୋଜନ କରାଯାଇଥିଲା ଯାହାକି କେବଳ ଦଶଟଙ୍କା ଦେଇ ସୁଗାର, କ୍ୟାଲସିୟମ ଏବଂ କଲେଷ୍ଟରଲ ଭଳି ଅନେକ ମୂଲ୍ୟବାନ ରକ୍ତ ପରୀକ୍ଷା କରାଗଲା। ଏହି ଉପରୋକ୍ତ ସୁବିଧା ପ୍ରତେକ ରବିବାର ରହିବ ଆଉ ଛ ମାସ ପର୍ଯ୍ୟନ୍ତ। ଏହି ଉଦଘାଟନୀ ସମାରୋହରେ ଜମନକିରା ଅଞ୍ଚଳର ବହୁମାତ୍ରାରେ ଲୋକ ନିଜର ସ୍ୱାସ୍ଥ୍ୟ ପରୀକ୍ଷା କରାଇଥିଲେ। MARVEL WELLNESS CENTRE ଜମନକିରାର ସ୍ଥାନୀୟ ଲୋକଙ୍କୁ ଉନ୍ନତ ସ୍ୱାସ୍ଥ୍ୟ ସେବା ଯୋଗାଇବାରେ ସାହାଯ୍ୟ କରିବା ପାଇଁ ପ୍ରତଶୃତିବଦ୍ଧ। 70 ଜଣଙ୍କ ରକ୍ତ ନମୁନା ପରୀକ୍ଷା କରାଯାଇଥିଲା।1