Shuru
Apke Nagar Ki App…
ଗଛରୁ ଆମ୍ବ ତୋଳି ଆଣି ଚୋପା ଛଡ଼େଇବା ପାଇଁ ବାଲଟି ରେ ରଖିଛନ୍ତି ଜମନକିରା ବ୍ଲକ୍ ୨୧ ଗୋଟି ପଞ୍ଚାୟତରେ। ଆଦିବାସୀ ଉନ୍ନୟନ ସଂସ୍ଥା (ଆଇଟିଡିଏ) ପକ୍ଷରୁ ଓଟିଏଲପି ଜରିଆ ରେ ପ୍ରତି ଗାଁ ରେ ଆମ୍ବ ବଗିଚା ସୃଷ୍ଟି ହୋଇଛି। ଜାନୁଆରୀ ଓ ଫେବୃଆରି ମାସରେ ଆମ୍ବ ବଉଳ ଆସିବା ପରଠୁ କଷି ଆମ୍ବ ଏବେ ପାକଳ ଅବସ୍ଥାରେ ପହଂଚିଛି। ଗତ ବର୍ଷ ବିଭିନ୍ନ କିସମର ମିଠା ଆମ୍ବ ବହୁଳ ପରିମାଣ ରେ ଖୋଲା ବଜାର ରେ ଉପଲବ୍ଧ ହୋଇ ଥିଲା ଯେ ବିକ୍ରି ନ ହୋଇ ଆମ୍ୱ ଚାଷୀ କ୍ଷତିଗ୍ରସ୍ତ ହେଲେ। ଚଳିତ ବର୍ଷ ମେଘୁଆ ପାଗ ଓ ଅସରାଏ ବର୍ଷା ରେ ଆମ୍ବ ବଉଳ ଧୋଇ ନ ଯାଇ ପ୍ରାୟତଃ ଭଲ ଆମ୍ଵ ଫଳି ଥିଲେ ହେଁ ପାକଳ ହେବା ବେଳକୁ ଭଲ ବିକ୍ରି ହେବ ନା ଗତ ବର୍ଷ ଭଳି ଚାଷୀ କ୍ଷତିଗ୍ରସ୍ତ ହେବେ ଆଶଙ୍କା ପ୍ରକାଶ ପାଇଛି।
Rajendra Nayak

More news from ଓଡ଼ିଶା and nearby areas
- ଜମନକିରା ବ୍ଲକ୍ ୨୧ ଗୋଟି ପଞ୍ଚାୟତରେ। ଆଦିବାସୀ ଉନ୍ନୟନ ସଂସ୍ଥା (ଆଇଟିଡିଏ) ପକ୍ଷରୁ ଓଟିଏଲପି ଜରିଆ ରେ ପ୍ରତି ଗାଁ ରେ ଆମ୍ବ ବଗିଚା ସୃଷ୍ଟି ହୋଇଛି। ଜାନୁଆରୀ ଓ ଫେବୃଆରି ମାସରେ ଆମ୍ବ ବଉଳ ଆସିବା ପରଠୁ କଷି ଆମ୍ବ ଏବେ ପାକଳ ଅବସ୍ଥାରେ ପହଂଚିଛି। ଗତ ବର୍ଷ ବିଭିନ୍ନ କିସମର ମିଠା ଆମ୍ବ ବହୁଳ ପରିମାଣ ରେ ଖୋଲା ବଜାର ରେ ଉପଲବ୍ଧ ହୋଇ ଥିଲା ଯେ ବିକ୍ରି ନ ହୋଇ ଆମ୍ୱ ଚାଷୀ କ୍ଷତିଗ୍ରସ୍ତ ହେଲେ। ଚଳିତ ବର୍ଷ ମେଘୁଆ ପାଗ ଓ ଅସରାଏ ବର୍ଷା ରେ ଆମ୍ବ ବଉଳ ଧୋଇ ନ ଯାଇ ପ୍ରାୟତଃ ଭଲ ଆମ୍ଵ ଫଳି ଥିଲେ ହେଁ ପାକଳ ହେବା ବେଳକୁ ଭଲ ବିକ୍ରି ହେବ ନା ଗତ ବର୍ଷ ଭଳି ଚାଷୀ କ୍ଷତିଗ୍ରସ୍ତ ହେବେ ଆଶଙ୍କା ପ୍ରକାଶ ପାଇଛି।3
- ଜମନକିରା ବ୍ଲକ ଛକଠାରେ PATHKIND LABORATORY ର ସହଯୋଗୀତାରେ MARVEL WELLNESS CENTRE ର ଏକ ନୂତନ ରକ୍ତ ପରୀକ୍ଷା କେନ୍ଦ୍ର ଉଦଘାଟନ ହେଲା । ଏହି ପରୀକ୍ଷାକେନ୍ଦ୍ର ଉଦଘାଟନ ଅବସରରେ ଏକ ମେଗା Pathkind Laboratory ର ଅଭିଜ୍ଞ ଡାକ୍ତରଙ୍କ ଦ୍ୱାରା ଆୟୋଜନ କରାଯାଇଥିଲା ଯାହାକି କେବଳ ଦଶଟଙ୍କା ଦେଇ ସୁଗାର, କ୍ୟାଲସିୟମ ଏବଂ କଲେଷ୍ଟରଲ ଭଳି ଅନେକ ମୂଲ୍ୟବାନ ରକ୍ତ ପରୀକ୍ଷା କରାଗଲା। ଏହି ଉପରୋକ୍ତ ସୁବିଧା ପ୍ରତେକ ରବିବାର ରହିବ ଆଉ ଛ ମାସ ପର୍ଯ୍ୟନ୍ତ। ଏହି ଉଦଘାଟନୀ ସମାରୋହରେ ଜମନକିରା ଅଞ୍ଚଳର ବହୁମାତ୍ରାରେ ଲୋକ ନିଜର ସ୍ୱାସ୍ଥ୍ୟ ପରୀକ୍ଷା କରାଇଥିଲେ। MARVEL WELLNESS CENTRE ଜମନକିରାର ସ୍ଥାନୀୟ ଲୋକଙ୍କୁ ଉନ୍ନତ ସ୍ୱାସ୍ଥ୍ୟ ସେବା ଯୋଗାଇବାରେ ସାହାଯ୍ୟ କରିବା ପାଇଁ ପ୍ରତଶୃତିବଦ୍ଧ। 70 ଜଣଙ୍କ ରକ୍ତ ନମୁନା ପରୀକ୍ଷା କରାଯାଇଥିଲା।1
- संबलपुर में 'मुख्यमंत्री कन्या विवाह योजना' उत्सव के मौके पर केंद्रीय मंत्री का वीडियो मैसेज *महिलाओं का आत्म-सम्मान और सशक्तिकरण डबल इंजन सरकार की प्राथमिकता है - धर्मेंद्र प्रधान* • 'मुख्यमंत्री कन्या विवाह योजना' के तहत शादी के बंधन में बंधे संबलपुर जिले के 22 नए शादीशुदा जोड़ों को बधाई • 'मुख्यमंत्री कन्या विवाह योजना' अपनेपन, भावनाओं और ज़िम्मेदारी का एक अनोखा प्रदर्शन है1
- ଜମନକିରା ବ୍ଲକ ଛକଠାରେ ଶୁଭାରମ୍ଭ ହେଲା 'ମାର୍ଭେଲ ୱେଲନେସ୍ ସେଣ୍ଟର' (Marvel Wellness Centre)। ପାଥକାଇଣ୍ଡ ଲାବୋରେଟୋରୀ (Pathkind Laboratory) ର ସହଯୋଗରେ ଖୋଲିଥିବା ଏହି କେନ୍ଦ୍ର ଏବେ ସ୍ଥାନୀୟ ଅଞ୍ଚଳବାସୀଙ୍କୁ ଶସ୍ତା ଓ ଉନ୍ନତ ସ୍ୱାସ୍ଥ୍ୟ ସେବା ଯୋଗାଇବା ପାଇଁ ପ୍ରତିଶ୍ରୁତିବଦ୍ଧ। 📢 ବିଶେଷ ସୁବିଧା: ଆଗାମୀ ୬ ମାସ ପର୍ଯ୍ୟନ୍ତ, ପ୍ରତି ରବିବାର ମାତ୍ର ୧୦ ଟଙ୍କାରେ ଆପଣ କରାଇପାରିବେ ସୁଗାର, କ୍ୟାଲସିୟମ, ଏବଂ କଲେଷ୍ଟରଲ ଭଳି ଗୁରୁତ୍ୱପୂର୍ଣ୍ଣ ରକ୍ତ ପରୀକ୍ଷା। ଉଦଘାଟନୀ ସମାରୋହରେ ଅଞ୍ଚଳର ବହୁ ଲୋକ ସାମିଲ ହୋଇଥିଲେ ଏବଂ ପ୍ରଥମ ଦିନରେ ହିଁ ୭୦ ଜଣ ବ୍ୟକ୍ତି ନିଜର ସ୍ୱାସ୍ଥ୍ୟ ପରୀକ୍ଷା କରାଇଛନ୍ତି। ଆପଣଙ୍କ ସ୍ୱାସ୍ଥ୍ୟ ପ୍ରତି ସଚେତନ ହେବା ଏବଂ ଏହି ସୁବିଧାର ଲାଭ ଉଠାଇବା ପାଇଁ ଆଜି ହିଁ 'ମାର୍ଭେଲ ୱେଲନେସ୍ ସେଣ୍ଟର' ପରିଦର୍ଶନ କରନ୍ତୁ। 📍 ଠିକଣା: ମାର୍ଭେଲ ୱେଲନେସ୍ ସେଣ୍ଟର, ଜମନକିରା ବ୍ଲକ ଛକ।1
- 39th Annual Function Of Belpahar English Medium School, Belpahar1
- ମୁଖ୍ୟମନ୍ତ୍ରୀ କନ୍ୟା ବିହାହ ଯୋଜନା ଅଧୀନରେ ଅନୁଗୁଳ ଜିଲ୍ଲାରେ ୨୮ ଯୋଡ଼ା ବରବଧୂ ଙ୍କ ସାମୁହିକ ବିହାହ ସମ୍ପନ୍ନ1
- Post by Ajit Behera2
- ବିକଶିତ ଭାରତର "ଗ୍ରୋଥ୍ ଇଞ୍ଜିନ" ହେବ ଓଡ଼ିଶା ।1