ସତ ହେଉକି ମିଛ ହେଉ କିନ୍ତୁ ଯୋଜନା ସତ ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନା, ୨୮ ଯୋଡ଼ା ବର -କନ୍ୟାଙ୍କ ବିବାହ ସଂପନ୍ନ । ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନା, ୨୮ ଯୋଡ଼ା ବର -କନ୍ୟାଙ୍କ ବିବାହ ସଂପନ୍ନ । ଢ଼େଙ୍କାନାଳ ସ୍ଥାନୀୟ ଅଭିନନ୍ଦନ ଗାର୍ଡ଼େନ ଠାରେ ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନାରେ ଢ଼େଙ୍କାନାଳ ଜିଲ୍ଲାର ୨୮ ଯୋଡ଼ା ବର କନ୍ୟାଙ୍କ ବିବାହ କାର୍ଯ୍ୟ ପାରମ୍ପାରିକ ରୀତିରେ ସଂପନ୍ନ ହୋଇଅଛି । ଓଡ଼ିଶା ସରକାରଙ୍କ ମହିଳା ଓ ଶିଶୁ ବିକାଶ ବିଭାଗ ଦ୍ୱାରା ଆୟୋଜିତ ଏହି ସମୂହ ବିବାହ ଉତ୍ସବରେ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ, ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା ବିଭାଗ ମନ୍ତ୍ରୀ ଶ୍ରୀଯୁକ୍ତ କୃଷ୍ଣଚ଼ନ୍ଦ୍ର ପାତ୍ର, ହିନ୍ଦୋଳର ମାନ୍ୟବର ବିଧାୟିକା ଶ୍ରୀମତୀ ସୀମାରାଣୀ ନାୟକ, ପରଜଙ୍ଗର ମାନ୍ୟବର ବିଧାୟକ ଶ୍ରୀଯୁକ୍ତ ବିଭୂତି ଭୂଷଣ ପ୍ରଧାନ, ଜିଲ୍ଲା ପରିଷଦର ଅଧ୍ୟକ୍ଷା ଶ୍ରୀମତୀ ଅର୍ଚ୍ଚନା ପୁହାଣ, ଜିଲ୍ଲାପାଳ ଶ୍ରୀ ଆଶିଷ ଈଶ୍ଵର ପାଟିଲ , ଆରକ୍ଷୀ ଅଧିକ୍ଷକ ଶ୍ରୀ ଅଭିନବ ସୋନକର, ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ଶ୍ରୀ ଦିପ୍ତୀ ରଂଜନ ସେଠୀ ପ୍ରମୂଖ ଯୋଗ ଦେଇ ନବ ଦମ୍ପତିମାନଙ୍କ ଶୁଭକାମନା କରିଥିଲେ । ଏହି ଅବସରରେ ମାନ୍ୟବର ମନ୍ତ୍ରୀ ଓ ଅତିଥିମାନେ ସମସ୍ତ ନବ ଦମ୍ପତିକୁ ୪୫ ହଜାର ଟଙ୍କା ଲେଖାଏଁ ସହାୟତା ରାଶି ପ୍ରଦାନ କରିଥିଲେ । ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ଶ୍ରୀମତୀ ସଂଗୀତା ପାତ୍ର, ବିଭାଗୀୟ ଅଧିକାରୀ ଓ ବିଭିନ୍ନ ସ୍ଵେଚ୍ଛାସେବୀ ଅନୁଷ୍ଠାନର କର୍ମକର୍ତ୍ତାମାନଙ୍କ ସହଯୋଗରେ ଏହି ସମୂହ ବିବାହ ଉତ୍ସବ ଅନୁଷ୍ଠିତ ହୋଇଥିଲା ।

- Post by Dipak Kumar Nayak1
- Post by Dhenkanal News1
- କାମାକ୍ଷାନଗର କଂଗ୍ରେସ ର ବିଧାୟକ ପ୍ରାର୍ଥୀ, ଲୋକପ୍ରିୟ ପୂର୍ବତନ ବିଧାୟକ ସ୍ୱର୍ଗତ କୈଳାଶ ମହାପାତ୍ର ଙ୍କ ସୁପୁତ୍ର ଜଣେ ଦୃଢ଼ ସଂଗଠକ, ସଚ୍ଚୋଟ, ଅମାୟିକ ଭଦ୍ର ଯୁବ ରାଜନେତା ଙ୍କ ପରଲୋକ। ଭାଈ ମୁ ଦାୟିତ୍ୱ ପାଇବା ପରେ ଆପଣ ଗୋଟିଏ ଦୁରାରୋଗ୍ୟ ରେ ପୀଡିତ ଥାଇ ମଧ୍ୟ ଶୁଭେଚ୍ଛା ଦେଇ ଯୁବକ ମାନଙ୍କୁ ରାଜନୀତି କୁ ଆସି ଅଞ୍ଚଳ ପାଇଁ ଲୋକଙ୍କ ପାଇଁ କାମ କରିବା ଉଚିତ୍ ବୋଲି ଫୋନ ମାଧ୍ୟମ ରେ ଶୁଭେଚ୍ଛା ଦେଇଥିଲେ।ବାଙ୍ଗାଲୋର ରୁ ଫେରିଲେ ମୁ ଡାକିବି ବସି କଥା ହବା। କିନ୍ତୁ ସେ ସମୟ ଆଉ ଆସିଲାନି ଆପଣ ଆରପାରି କୁ ଯିବା ପରେ ଦେଖା ହେଲା।ଭାଈ ଆପଣ ଙ୍କ ପରି ଜଣେ ବିରଳ ବ୍ୟକ୍ତିତ୍ୱଧାରୀ ଯୁବ ଆଦର୍ଶ ଙ୍କ ଆମର ଆତ୍ମା ର ସଦଗତି ପାଇଁ ମହାପ୍ରଭୂ ଶ୍ରୀ ସିଦ୍ଧବଳରାମଜୀୟୁ ଙ୍କ ନିକଟରେ ପ୍ରାର୍ଥନା କରୁଛି।1
- ଅlତିଣ୍ଡା ଗ୍ରାମରେ ୨ ପାଚେରୀ ମଝିରେ ଫସିଥିଲା ଗାଈ ଅଗ୍ନିଶମ ବିଭାଗ ଦ୍ୱାରା ଗାଇଟିକୁ ଉଦ୍ଧାର #newsodiaodisha #public #jorandanews #dhenkanal #facebookreelsviralviralシfypシ゚20261
- କୋଣାର୍କ ସୂର୍ଯ୍ୟମନ୍ଦିର ରୁ ଖୁବ୍ ଶୀଘ୍ର କାଢାଜିବ ବାଲି #LatestNews #UpdateNews #apanankakhabara #news #Bhubaneswar #OdishaNews #Odisha1
- ଅଟୋକୁ ଧକ୍କା ଦେଲା କାର୍। ଅଟୋ ଚାଳକ ସମେତ ଅଟୋରେ ଯାଉଥିବା ଯୁବତୀ ଆହତ। ଭୁବନେଶ୍ୱର ନାଲକୋ ଛକର ଦୃଶ୍ୟ। ଅଟୋକୁ ଧକ୍କା ଦେଲା କାର୍। ଅଟୋ ଚାଳକ ସମେତ ଅଟୋରେ ଯାଉଥିବା ଯୁବତୀ ଆହତ। ଭୁବନେଶ୍ୱର ନାଲକୋ ଛକର ଦୃଶ୍ୟ।1
- ମୁକ୍ତିଲାଭ ଅପେକ୍ଷାରେ ଓଡ଼ିଆ ସିନେମା ମନ୍ତ୍ରମୁଗ୍ଧ | ଟ୍ରେଲର ପରେ ସିନେପ୍ରେମୀଙ୍କ ଉତ୍ସାହ ଦେଖାଦେଇଛି | ଭୁବନେଶ୍ବର, ଓଡ଼ିଶା #Bhubaneswar #Odisha1
- Post by Dhenkanal News1