logo
Shuru
Apke Nagar Ki App…
  • Latest News
  • News
  • Politics
  • Elections
  • Viral
  • Astrology
  • Horoscope in Hindi
  • Horoscope in English
  • Latest Political News
logo
Shuru
Apke Nagar Ki App…

ଜନଗଣନା_କରିବାକୁ_ଆସି_ମାଡ଼_ଖାଇଲେ କାମାକ୍ଷାନଗରରେ ଜନଗଣନା କରିବାକୁ ଯାଇଥି୍ବା ବେଳେ ମରଣାତ୍ମକ ଢେଙ୍କାନାଳ କାମାକ୍ଷାନଗରରେ ଜନଗଣନା କରିବାକୁ ଯାଇଥି୍ବା ବେଳେ ମରଣାତ୍ମକ ଆକ୍ରମଣ ହୋଇଛି। ଆକ୍ରମଣରେ ୪ଜଣ ଜନଗଣନା କର୍ମଚାରୀ ଆହତ ହୋଇଥିବା ବେଳେ ଏଥିରେ ୨ଜଣ ମହିଳା କର୍ମଚାରୀ ଅଛିନ୍ତି।ସକାଳେ କାମାକ୍ଷାନଗର ଏନଏସି ତିନି ନମ୍ବର ୱାର୍ଡ ମହିମାନଗର ସାହିରେ ଘଟିଛି ଘଟଣା। #Kamakhyanagar #CensusWorkers #Attacked #LawAndOrder #KamakhyanagarIncident #GovernmentStaffAttack #PoliceInvestigation #WorkplaceSafety_India #CensusSurvey_Odisha #Dhenkanal #shuru

5 hrs ago
user_Tapasdas 6372788705
Tapasdas 6372788705
Photographer Kamakshyanagar, Dhenkanal•
5 hrs ago

ଜନଗଣନା_କରିବାକୁ_ଆସି_ମାଡ଼_ଖାଇଲେ କାମାକ୍ଷାନଗରରେ ଜନଗଣନା କରିବାକୁ ଯାଇଥି୍ବା ବେଳେ ମରଣାତ୍ମକ ଢେଙ୍କାନାଳ କାମାକ୍ଷାନଗରରେ ଜନଗଣନା କରିବାକୁ ଯାଇଥି୍ବା ବେଳେ ମରଣାତ୍ମକ ଆକ୍ରମଣ ହୋଇଛି। ଆକ୍ରମଣରେ ୪ଜଣ ଜନଗଣନା କର୍ମଚାରୀ ଆହତ ହୋଇଥିବା ବେଳେ ଏଥିରେ ୨ଜଣ ମହିଳା କର୍ମଚାରୀ ଅଛିନ୍ତି।ସକାଳେ କାମାକ୍ଷାନଗର ଏନଏସି ତିନି ନମ୍ବର ୱାର୍ଡ ମହିମାନଗର ସାହିରେ ଘଟିଛି ଘଟଣା। #Kamakhyanagar #CensusWorkers #Attacked #LawAndOrder #KamakhyanagarIncident #GovernmentStaffAttack #PoliceInvestigation #WorkplaceSafety_India #CensusSurvey_Odisha #Dhenkanal #shuru

More news from Dhenkanal and nearby areas
  • ଢେଙ୍କାନାଳ କାମାକ୍ଷାନଗରରେ ଜନଗଣନା କରିବାକୁ ଯାଇଥି୍ବା ବେଳେ ମରଣାତ୍ମକ ଆକ୍ରମଣ ହୋଇଛି। ଆକ୍ରମଣରେ ୪ଜଣ ଜନଗଣନା କର୍ମଚାରୀ ଆହତ ହୋଇଥିବା ବେଳେ ଏଥିରେ ୨ଜଣ ମହିଳା କର୍ମଚାରୀ ଅଛିନ୍ତି।ସକାଳେ କାମାକ୍ଷାନଗର ଏନଏସି ତିନି ନମ୍ବର ୱାର୍ଡ ମହିମାନଗର ସାହିରେ ଘଟିଛି ଘଟଣା। #Kamakhyanagar #CensusWorkers #Attacked #LawAndOrder #KamakhyanagarIncident #GovernmentStaffAttack #PoliceInvestigation #WorkplaceSafety_India #CensusSurvey_Odisha #Dhenkanal #shuru
    1
    ଢେଙ୍କାନାଳ କାମାକ୍ଷାନଗରରେ ଜନଗଣନା କରିବାକୁ ଯାଇଥି୍ବା ବେଳେ ମରଣାତ୍ମକ ଆକ୍ରମଣ ହୋଇଛି। ଆକ୍ରମଣରେ ୪ଜଣ ଜନଗଣନା କର୍ମଚାରୀ ଆହତ ହୋଇଥିବା ବେଳେ ଏଥିରେ ୨ଜଣ ମହିଳା କର୍ମଚାରୀ ଅଛିନ୍ତି।ସକାଳେ କାମାକ୍ଷାନଗର ଏନଏସି ତିନି ନମ୍ବର ୱାର୍ଡ ମହିମାନଗର ସାହିରେ ଘଟିଛି ଘଟଣା। 
#Kamakhyanagar #CensusWorkers #Attacked #LawAndOrder #KamakhyanagarIncident #GovernmentStaffAttack #PoliceInvestigation #WorkplaceSafety_India #CensusSurvey_Odisha #Dhenkanal #shuru
    user_Tapasdas 6372788705
    Tapasdas 6372788705
    Photographer Kamakshyanagar, Dhenkanal•
    5 hrs ago
  • Post by Dipak Kumar Nayak
    1
    Post by Dipak Kumar Nayak
    user_Dipak Kumar Nayak
    Dipak Kumar Nayak
    Voice of people Dhenkanal Sadar, Odisha•
    1 hr ago
  • Post by Dhenkanal News
    1
    Post by Dhenkanal News
    user_Dhenkanal News
    Dhenkanal News
    Media company Dhenkanal Sadar, Odisha•
    2 hrs ago
  • କାମାକ୍ଷାନଗର କଂଗ୍ରେସ ର ବିଧାୟକ ପ୍ରାର୍ଥୀ, ଲୋକପ୍ରିୟ ପୂର୍ବତନ ବିଧାୟକ ସ୍ୱର୍ଗତ କୈଳାଶ ମହାପାତ୍ର ଙ୍କ ସୁପୁତ୍ର ଜଣେ ଦୃଢ଼ ସଂଗଠକ, ସଚ୍ଚୋଟ, ଅମାୟିକ ଭଦ୍ର ଯୁବ ରାଜନେତା ଙ୍କ ପରଲୋକ। ଭାଈ ମୁ ଦାୟିତ୍ୱ ପାଇବା ପରେ ଆପଣ ଗୋଟିଏ ଦୁରାରୋଗ୍ୟ ରେ ପୀଡିତ ଥାଇ ମଧ୍ୟ ଶୁଭେଚ୍ଛା ଦେଇ ଯୁବକ ମାନଙ୍କୁ ରାଜନୀତି କୁ ଆସି ଅଞ୍ଚଳ ପାଇଁ ଲୋକଙ୍କ ପାଇଁ କାମ କରିବା ଉଚିତ୍ ବୋଲି ଫୋନ ମାଧ୍ୟମ ରେ ଶୁଭେଚ୍ଛା ଦେଇଥିଲେ।ବାଙ୍ଗାଲୋର ରୁ ଫେରିଲେ ମୁ ଡାକିବି ବସି କଥା ହବା। କିନ୍ତୁ ସେ ସମୟ ଆଉ ଆସିଲାନି ଆପଣ ଆରପାରି କୁ ଯିବା ପରେ ଦେଖା ହେଲା।ଭାଈ ଆପଣ ଙ୍କ ପରି ଜଣେ ବିରଳ ବ୍ୟକ୍ତିତ୍ୱଧାରୀ ଯୁବ ଆଦର୍ଶ ଙ୍କ ଆମର ଆତ୍ମା ର ସଦଗତି ପାଇଁ ମହାପ୍ରଭୂ ଶ୍ରୀ ସିଦ୍ଧବଳରାମଜୀୟୁ ଙ୍କ ନିକଟରେ ପ୍ରାର୍ଥନା କରୁଛି।
    1
    କାମାକ୍ଷାନଗର କଂଗ୍ରେସ ର ବିଧାୟକ ପ୍ରାର୍ଥୀ, ଲୋକପ୍ରିୟ ପୂର୍ବତନ ବିଧାୟକ ସ୍ୱର୍ଗତ କୈଳାଶ ମହାପାତ୍ର ଙ୍କ ସୁପୁତ୍ର ଜଣେ ଦୃଢ଼ ସଂଗଠକ, ସଚ୍ଚୋଟ, ଅମାୟିକ ଭଦ୍ର ଯୁବ ରାଜନେତା ଙ୍କ ପରଲୋକ। ଭାଈ ମୁ ଦାୟିତ୍ୱ ପାଇବା ପରେ ଆପଣ ଗୋଟିଏ ଦୁରାରୋଗ୍ୟ ରେ ପୀଡିତ ଥାଇ ମଧ୍ୟ ଶୁଭେଚ୍ଛା ଦେଇ ଯୁବକ ମାନଙ୍କୁ ରାଜନୀତି କୁ ଆସି ଅଞ୍ଚଳ ପାଇଁ ଲୋକଙ୍କ ପାଇଁ କାମ କରିବା ଉଚିତ୍ ବୋଲି ଫୋନ ମାଧ୍ୟମ ରେ ଶୁଭେଚ୍ଛା ଦେଇଥିଲେ।ବାଙ୍ଗାଲୋର ରୁ ଫେରିଲେ ମୁ ଡାକିବି ବସି କଥା ହବା। କିନ୍ତୁ ସେ ସମୟ ଆଉ ଆସିଲାନି ଆପଣ ଆରପାରି କୁ ଯିବା ପରେ ଦେଖା ହେଲା।ଭାଈ ଆପଣ ଙ୍କ ପରି ଜଣେ ବିରଳ ବ୍ୟକ୍ତିତ୍ୱଧାରୀ ଯୁବ ଆଦର୍ଶ ଙ୍କ ଆମର ଆତ୍ମା ର ସଦଗତି ପାଇଁ ମହାପ୍ରଭୂ ଶ୍ରୀ ସିଦ୍ଧବଳରାମଜୀୟୁ ଙ୍କ ନିକଟରେ ପ୍ରାର୍ଥନା କରୁଛି।
    user_News odia odisha
    News odia odisha
    Tailor Dhenkanal Sadar, Odisha•
    7 hrs ago
  • ମୁକ୍ତିଲାଭ ଅପେକ୍ଷାରେ ଓଡ଼ିଆ ସିନେମା ମନ୍ତ୍ରମୁଗ୍ଧ | ଟ୍ରେଲର ପରେ ସିନେପ୍ରେମୀଙ୍କ ଉତ୍ସାହ ଦେଖାଦେଇଛି | ଭୁବନେଶ୍ବର, ଓଡ଼ିଶା #Bhubaneswar #Odisha
    1
    ମୁକ୍ତିଲାଭ ଅପେକ୍ଷାରେ ଓଡ଼ିଆ ସିନେମା ମନ୍ତ୍ରମୁଗ୍ଧ | ଟ୍ରେଲର ପରେ ସିନେପ୍ରେମୀଙ୍କ ଉତ୍ସାହ ଦେଖାଦେଇଛି |
ଭୁବନେଶ୍ବର, ଓଡ଼ିଶା 
#Bhubaneswar #Odisha
    user_Nanda Kishor Naik
    Nanda Kishor Naik
    ଭୁବନ, ଢେଙ୍କାନାଳ, ଓଡ଼ିଶା•
    14 hrs ago
  • ବିନା କ୍ଷତିପୂରଣ ରେ OPTCL କରୁଛି ଟାୱାର ଲାଇନ କାମ, କାନ୍ଦୁଛନ୍ତି କ୍ଷତିଗ୍ରସ୍ତ ପରିବାର ଅନୁଗୁଳ ଜିଲ୍ଲା କଣିହାଁ ବ୍ଲକ ଘଣ୍ଟିଆନଳୀ ଗ୍ରାମର ମାମି ସାହୁ ଯାହାଙ୍କର ଘଣ୍ଟିଆନଳୀ ମୌଜା ରେ ନିଜ ନାମରେ ରେକର୍ଡ ଥିବା ଜାଗା ଉପରେ optcl କମ୍ପାନୀ ତାଙ୍କୁ କୌଣସି କ୍ଷତିପୂରଣ ନଦେଇ ସ୍ଥାନୀୟ ପ୍ରଶାସନ, ପୋଲିସ ପ୍ରଶାସନ ଲଗେଇ ଜବରଦସ୍ତ ଭାବେ ତାଙ୍କ ଜାଗା ଉପରେ ମାଟି ଖୋଳି ଟାୱାର ଲାଇନ କାମ କରୁଛି l ଯାହାଫଳରେ ବହୁ ଅସୁବିଧା ର ସମୁଖୀନ ହେବାକୁ ପଡୁଛି ତାଙ୍କ ପରିବାର l ସେଇ ଜାଗା ଉପରେ ଚାଷ ବାସ କରି ପିଢ଼ି ପରେ ପିଢ଼ି ପରିବାର ପ୍ରତି ପୋଷଣ କରନ୍ତି l ସେଇଭଳି ସେଇ ଗ୍ରାମର ଆଉ ଗୋଟିଏ ପରିବାର ମଧ୍ୟ ନିଜର ଉଚିତ କ୍ଷତି ପୂରଣ ନପାଇ କମ୍ପାନୀ କାର୍ଯ୍ୟ କୁ ବିରୋଧ କରୁଛନ୍ତି l ଜମି ଖଣ୍ଡିକ ଚାଲିଗଲା ପcbse କେମିତି ଚଳିବୁ, କେମିତି ବଂଚିବୁ, କିପରି ପରିବାର ପ୍ରତିପୋଷଣ କରିବୁ କାନ୍ଦି କାନ୍ଦି ଗଣ ମାଧ୍ୟ୍ୟମ ଆଗରେ ପ୍ରକାଶ କରିଛନ୍ତି l ଜମିବାଡ଼ି ନାହିଁ ବୋଲି ପୁଅ ବିବାହ କରିପାରୁନାହାନ୍ତି, କେହି ଝିଅ ଦେଉନାହାନ୍ତି ବୋଲି ପ୍ରକାଶ କରିଛନ୍ତି
    1
    ବିନା କ୍ଷତିପୂରଣ ରେ OPTCL କରୁଛି ଟାୱାର ଲାଇନ କାମ, କାନ୍ଦୁଛନ୍ତି କ୍ଷତିଗ୍ରସ୍ତ ପରିବାର
ଅନୁଗୁଳ ଜିଲ୍ଲା କଣିହାଁ ବ୍ଲକ ଘଣ୍ଟିଆନଳୀ ଗ୍ରାମର ମାମି ସାହୁ ଯାହାଙ୍କର ଘଣ୍ଟିଆନଳୀ ମୌଜା ରେ ନିଜ ନାମରେ ରେକର୍ଡ ଥିବା ଜାଗା ଉପରେ optcl କମ୍ପାନୀ ତାଙ୍କୁ କୌଣସି କ୍ଷତିପୂରଣ ନଦେଇ ସ୍ଥାନୀୟ ପ୍ରଶାସନ, ପୋଲିସ ପ୍ରଶାସନ ଲଗେଇ ଜବରଦସ୍ତ ଭାବେ ତାଙ୍କ ଜାଗା ଉପରେ ମାଟି ଖୋଳି ଟାୱାର ଲାଇନ କାମ କରୁଛି l ଯାହାଫଳରେ ବହୁ ଅସୁବିଧା ର ସମୁଖୀନ ହେବାକୁ ପଡୁଛି ତାଙ୍କ ପରିବାର l ସେଇ ଜାଗା ଉପରେ ଚାଷ ବାସ କରି ପିଢ଼ି ପରେ ପିଢ଼ି ପରିବାର ପ୍ରତି ପୋଷଣ କରନ୍ତି l ସେଇଭଳି ସେଇ ଗ୍ରାମର ଆଉ ଗୋଟିଏ ପରିବାର ମଧ୍ୟ ନିଜର ଉଚିତ କ୍ଷତି ପୂରଣ ନପାଇ କମ୍ପାନୀ କାର୍ଯ୍ୟ କୁ ବିରୋଧ କରୁଛନ୍ତି l ଜମି ଖଣ୍ଡିକ ଚାଲିଗଲା ପcbse କେମିତି ଚଳିବୁ, କେମିତି ବଂଚିବୁ, କିପରି ପରିବାର ପ୍ରତିପୋଷଣ କରିବୁ କାନ୍ଦି କାନ୍ଦି ଗଣ ମାଧ୍ୟ୍ୟମ ଆଗରେ ପ୍ରକାଶ କରିଛନ୍ତି l ଜମିବାଡ଼ି ନାହିଁ ବୋଲି ପୁଅ ବିବାହ କରିପାରୁନାହାନ୍ତି, କେହି ଝିଅ ଦେଉନାହାନ୍ତି ବୋଲି ପ୍ରକାଶ କରିଛନ୍ତି
    user_Basant Kumar Nayak
    Basant Kumar Nayak
    ବିକ୍ରମପୁର, ଅନୁଗୁଳ, ଓଡ଼ିଶା•
    3 hrs ago
  • ଢେଙ୍କାନାଳ ଜିଲ୍ଲା ରାସୋଳ ଥାନା ଗିରିଧାରପ୍ରସାଦ ଗାଁରେ ଅଭବନୀୟ ଘଟଣା. ନିଜକୁ ଜନଗଣନା ଅଧିକାରୀ ପରିଚୟ ଦେଇ ଗାଁର ବିଭତ୍ସ ପଟନାୟକଙ୍କ ଘରୁ ଲୁଟ. ବିଭତ୍ସଙ୍କ ପତ୍ନୀ ଅପର୍ଣ୍ଣା ବିଶୋଇଙ୍କ ବେକରୁ ମଙ୍ଗଳ ସୂତ୍ର ଏବଂ ମୋବାଇଲ ଫୋଟ ଲୁଟିନେଇ ଯାଇଥିବାର ଥାନାରେ ଅଭିଯୋଗ.
    1
    ଢେଙ୍କାନାଳ ଜିଲ୍ଲା ରାସୋଳ ଥାନା ଗିରିଧାରପ୍ରସାଦ ଗାଁରେ ଅଭବନୀୟ ଘଟଣା. ନିଜକୁ ଜନଗଣନା ଅଧିକାରୀ ପରିଚୟ ଦେଇ ଗାଁର ବିଭତ୍ସ ପଟନାୟକଙ୍କ ଘରୁ ଲୁଟ. ବିଭତ୍ସଙ୍କ ପତ୍ନୀ ଅପର୍ଣ୍ଣା ବିଶୋଇଙ୍କ ବେକରୁ ମଙ୍ଗଳ ସୂତ୍ର ଏବଂ ମୋବାଇଲ ଫୋଟ ଲୁଟିନେଇ ଯାଇଥିବାର ଥାନାରେ ଅଭିଯୋଗ.
    user_BIKRAM SAHU
    BIKRAM SAHU
    City Star ହିନ୍ଦୋଳ, ଢେଙ୍କାନାଳ, ଓଡ଼ିଶା•
    1 hr ago
  • Post by Dhenkanal News
    1
    Post by Dhenkanal News
    user_Dhenkanal News
    Dhenkanal News
    Media company Dhenkanal Sadar, Odisha•
    2 hrs ago
View latest news on Shuru App
Download_Android
  • Terms & Conditions
  • Career
  • Privacy Policy
  • Blogs
Shuru, a product of Close App Private Limited.