Shuru
Apke Nagar Ki App…
ଜନଗଣନା କରିବାକୁ ଆସି ମାଡ ଖାଇବା ସହ ସ୍କୋଟି କୁ ମଧ୍ୟ୍ୟ ଭାଙ୍ଗିଦେଲେ ଘଟଣା ସ୍ଥଳରେ ପୋଲିସ ପହଞ୍ଚି ମାଡମାରିଥିବା ଲୋକଙ୍କୁ ଥାନାକୁ ନେଲେ
ନିଷ୍ଠୁର ଦୁନିଆ Live
ଜନଗଣନା କରିବାକୁ ଆସି ମାଡ ଖାଇବା ସହ ସ୍କୋଟି କୁ ମଧ୍ୟ୍ୟ ଭାଙ୍ଗିଦେଲେ ଘଟଣା ସ୍ଥଳରେ ପୋଲିସ ପହଞ୍ଚି ମାଡମାରିଥିବା ଲୋକଙ୍କୁ ଥାନାକୁ ନେଲେ
More news from Cuttack and nearby areas
- Post by ନିଷ୍ଠୁର ଦୁନିଆ Live1
- କେନ୍ଦ୍ରାପଡ଼ା ବ୍ରହ୍ମ ତାଳଧ୍ଵଜ ରଥ ନୂତନ ଭାବେ ନିର୍ମାଣ ନିମନ୍ତେ ବଳଦେବଜୀଉ ଦେଵତ୍ୱର ବୋର୍ଡ ଚେୟାରମ୍ୟାନ ଅତିରିକ୍ତ ଜିଲ୍ଳାପାଳ ଶ୍ରୀଯୁକ୍ତ ନବକୃଷ୍ଣ ଜେନା ଓ ବଳଦେବଜୀଉ ପ୍ରଶାସନ ଅଧିକାରୀ ଓ ମୁଖ୍ୟ ସେବାୟତ ଙ୍କ ଦ୍ୱାରା ସାମ୍ବାଦିକ ସମ୍ମିଳନୀ1
- Post by Purnima Biswal1
- Post by Bharat ମାତା1
- ଜଗତସିଂହପୁର ୨୨/୪- ତିର୍ତ୍ତୋଲ ବ୍ଲକ ଅନ୍ତର୍ଗତ କନିମୁଳ ପଞ୍ଚାୟତ ଗଇଠିପୁର ଗ୍ରାମରେ ବଜରଙ୍ଗବାଲି ସାଂସ୍କୃତିକ ପରିଷଦ ପକ୍ଷରୁ ପଞ୍ଚମୁଖୀ ହନୁମାନ ମନ୍ଦିର ଓ ବିଗ୍ରହ ପ୍ରବେଶ ପ୍ରତିଷ୍ଠା ଉତ୍ସବ ତିନିଦିନ ଧରି ଅନୁଷ୍ଠିତ ହେବାକୁ ଯାଉଛି l ଏହି ଉପଲକ୍ଷେ ପ୍ରାତଃରୁ ପବିତ୍ର ପାଇକା ନଦୀରୁ ଜଳଯାତ୍ରା ଅନୁଷ୍ଠିତ କରାଯାଇଥିଲା l ପୂଜକ ପବିତ୍ର ମହାପାତ୍ର ଓ ବ୍ରାହ୍ମଣ ପଣ୍ଡିତଙ୍କ ବେଦମନ୍ତ୍ର ଧ୍ଵନି, ଘଣ୍ଟ ଘଣ୍ଟା, କୀର୍ତ୍ତନ ରେ ସାରା ଅଞ୍ଚଳ ଆଧ୍ୟାତ୍ମିକ ପରିବେଶରେ ପ୍ରକମ୍ପିତ ହୋଇଥିବା ଦେଖିବାକୁ ମିଳିଥିଲା l ଏଥିରେ କର୍ତ୍ତା ରଞ୍ଜନ କୁମାର ସାହୁ, କର୍ତ୍ତୀ ଅଞ୍ଜନା ସାହୁ, କର୍ତ୍ତା ମାନସ ରଞ୍ଜନ ନାୟକ, କର୍ତ୍ତୀ ଅର୍ଚନା ନାୟକ ଦାୟିତ୍ୱ ତୁଲାଇଥିଲେ l ଗ୍ରାମ ତଥା ଆଖପାଖ ଗ୍ରାମର ଶହେ ଆଠ ବ୍ରତଧାରୀ ମହିଳାମାନଙ୍କ ଦ୍ୱାରା ଜଳାଯାତ୍ରା ଅନୁଷ୍ଠିତ ହୋଇଥିଲା l ଏହି ଜଳାଯାତ୍ର ମନ୍ଦିର ନିକଟରୁ ବିରାଟ ପଟୁଆରରେ ବାହାରି ପବିତ୍ର ପାଇକା ନଦୀ କୂଳରେ ପୂଜାର୍ଚନା ସରିବାପରେ ଗ୍ରାମ ପରିକ୍ରମା କରି ମନ୍ଦିର ନିକଟ ଯଜ୍ଞ ସ୍ଥଳରେ ସ୍ଥାପନ କରଯାଇଥିଲା l ୨୨ ତାରିଖ ରେ ମନ୍ଦିର ପ୍ରତିଷ୍ଠା ଉଦଘାଟନ କାର୍ଯ୍ୟକ୍ରମ , ୨୩ ତାରିଖରେ ଏହି ଉପଲକ୍ଷେ ନିଃଶୁଳ ସ୍ୱାସ୍ଥ୍ୟ ଶିବିର, ୨୪ ତାରିଖରେ ଉଦଯାପନ ସହିତ ଚତୁର୍ଥ ପ୍ରହର ମହାମନ୍ତ୍ର ନାମଯଜ୍ଞ ଅନୁଷ୍ଠିତ ହେବାର କାର୍ଯ୍ୟକ୍ରମ ରହିଛି l ଏହି ନିଃଶୁଳ ସ୍ୱାସ୍ଥ୍ୟ ଶିବିରରେ ଭୁବନେଶ୍ୱରସ୍ଥିତ ହାଇଟେକ ମେଡିକାଲର ବିଭିନ୍ନ ବିଭାଗର ଡାକ୍ତରମାନେ ଉପସ୍ଥିତ ରହି ସ୍ୱାସ୍ଥ୍ୟ ପରୀକ୍ଷା କରିବାର କାର୍ଯ୍ୟକ୍ରମ ରହିଛି l ଏହି ଶିବିରକୁ ବହୁ ସଂଖ୍ୟାରେ ଯୋଗଦେଇ ନିଜର ସ୍ୱାସ୍ଥ୍ୟ ପରୀକ୍ଷା କରାଇବାକୁ ଗଇଠିପୁର ମା ଗର୍ଭାୟଣୀ ଯୁବକ ସଙ୍ଘ ପକ୍ଷରୁ ନିବେଦନ କରଯାଇଛି l4
- ଡେରାବିଶ ବ୍ଲକ ପରିସରରେ ଅଷ୍ଟମ ସାଧାରଣ ଅଧିବେଶନ କାର୍ଯ୍ୟକ୍ରମ ଅନୁଷ୍ଠିତ1
- ଯାଜପୁର ଜିଲ୍ଲା କଟକ ବନାଖଣ୍ଡ ବୈରୀ ଡାଲିଯୋଡ଼ା ଅଧିନସ୍ଥ କାଇମାଟିଆ ପଞ୍ଚାୟତର ନଳିଦା ପର୍ବତ ନିକଟରୁ ସକାଳୁ ଏକ ବିଶାଳ ଭାଲୁ ମରିପଡିଥିବାର ଯାହା ଖବର ମିଳିଛି ଖବର ପାଇଁ ବନ ବିଭାଗ ଟିମ ପହଁଞ୍ଚି, ମୃତ୍ୟୁ କାରଣ ଅସ୍ପଷ୍ଟରହିଛି ଏପରି ଏକ ବନ୍ୟ ଜନ୍ତୁଟି କିପରି ମୃତ୍ୟୁ ହେଲା ତାହା ବଡ଼ ପ୍ରଶ୍ନବାଚୀ ସୃଷ୍ଟି କରୁଛି ବନ ବିଭାଗ ଦାୟିତ୍ୱହୀନତା ପାଇଁ ନାଁ ଅନ୍ୟ କିଛି କାରଣ ରୁ ମୃତ୍ୟୁ ହୋଇଥାଏ ବୋଲି ସାଧାରଣ ରେ ଚର୍ଚ୍ଚା ଜୋର ଧରିଛି1
- ଜଗତସିଂହପୁର ୨୨/୪- ତିର୍ତ୍ତୋଲ ବ୍ଲକ ଅନ୍ତର୍ଗତ କନିମୁଳ ପଞ୍ଚାୟତ ଗଇଠିପୁର ଗ୍ରାମରେ ବଜରଙ୍ଗବାଲି ସାଂସ୍କୃତିକ ପରିଷଦ ପକ୍ଷରୁ ପଞ୍ଚମୁଖୀ ହନୁମାନ ମନ୍ଦିର ଓ ବିଗ୍ରହ ପ୍ରବେଶ ପ୍ରତିଷ୍ଠା ଉତ୍ସବ ତିନିଦିନ ଧରି ଅନୁଷ୍ଠିତ ହେବାକୁ ଯାଉଛି l ଏହି ଉପଲକ୍ଷେ ପ୍ରାତଃରୁ ପବିତ୍ର ପାଇକା ନଦୀରୁ ଜଳଯାତ୍ରା ଅନୁଷ୍ଠିତ କରାଯାଇଥିଲା l ପୂଜକ ପବିତ୍ର ମହାପାତ୍ର ଓ ବ୍ରାହ୍ମଣ ପଣ୍ଡିତଙ୍କ ବେଦମନ୍ତ୍ର ଧ୍ଵନି, ଘଣ୍ଟ ଘଣ୍ଟା, କୀର୍ତ୍ତନ ରେ ସାରା ଅଞ୍ଚଳ ଆଧ୍ୟାତ୍ମିକ ପରିବେଶରେ ପ୍ରକମ୍ପିତ ହୋଇଥିବା ଦେଖିବାକୁ ମିଳିଥିଲା l ଏଥିରେ କର୍ତ୍ତା ରଞ୍ଜନ କୁମାର ସାହୁ, କର୍ତ୍ତୀ ଅଞ୍ଜନା ସାହୁ, କର୍ତ୍ତା ମାନସ ରଞ୍ଜନ ନାୟକ, କର୍ତ୍ତୀ ଅର୍ଚନା ନାୟକ ଦାୟିତ୍ୱ ତୁଲାଇଥିଲେ l ଗ୍ରାମ ତଥା ଆଖପାଖ ଗ୍ରାମର ଶହେ ଆଠ ବ୍ରତଧାରୀ ମହିଳାମାନଙ୍କ ଦ୍ୱାରା ଜଳାଯାତ୍ରା ଅନୁଷ୍ଠିତ ହୋଇଥିଲା l ଏହି ଜଳାଯାତ୍ର ମନ୍ଦିର ନିକଟରୁ ବିରାଟ ପଟୁଆରରେ ବାହାରି ପବିତ୍ର ପାଇକା ନଦୀ କୂଳରେ ପୂଜାର୍ଚନା ସରିବାପରେ ଗ୍ରାମ ପରିକ୍ରମା କରି ମନ୍ଦିର ନିକଟ ଯଜ୍ଞ ସ୍ଥଳରେ ସ୍ଥାପନ କରଯାଇଥିଲା l ୨୨ ତାରିଖ ରେ ମନ୍ଦିର ପ୍ରତିଷ୍ଠା ଉଦଘାଟନ କାର୍ଯ୍ୟକ୍ରମ , ୨୩ ତାରିଖରେ ଏହି ଉପଲକ୍ଷେ ନିଃଶୁଳ ସ୍ୱାସ୍ଥ୍ୟ ଶିବିର, ୨୪ ତାରିଖରେ ଉଦଯାପନ ସହିତ ଚତୁର୍ଥ ପ୍ରହର ମହାମନ୍ତ୍ର ନାମଯଜ୍ଞ ଅନୁଷ୍ଠିତ ହେବାର କାର୍ଯ୍ୟକ୍ରମ ରହିଛି l ଏହି ନିଃଶୁଳ ସ୍ୱାସ୍ଥ୍ୟ ଶିବିରରେ ଭୁବନେଶ୍ୱରସ୍ଥିତ ହାଇଟେକ ମେଡିକାଲର ବିଭିନ୍ନ ବିଭାଗର ଡାକ୍ତରମାନେ ଉପସ୍ଥିତ ରହି ସ୍ୱାସ୍ଥ୍ୟ ପରୀକ୍ଷା କରିବାର କାର୍ଯ୍ୟକ୍ରମ ରହିଛି l ଏହି ଶିବିରକୁ ବହୁ ସଂଖ୍ୟାରେ ଯୋଗଦେଇ ନିଜର ସ୍ୱାସ୍ଥ୍ୟ ପରୀକ୍ଷା କରାଇବାକୁ ଗଇଠିପୁର ମା ଗର୍ଭୟାଣୀ ଯୁବକ ସଙ୍ଘ ପକ୍ଷରୁ ନିବେଦନ କରଯାଇଛି l4